Biju Janata Dal (@bjd_odisha) header
Biju Janata Dal (@bjd_odisha) profile picture

The Official handle of Biju Janata Dal, Odisha. Join us on : https://teapawt.net/t.co/mcB4Kjbz6i

Odisha, India
Joined August 2013
Photo by Biju Janata Dal (@bjd_odisha)Photo by Biju Janata Dal (@bjd_odisha)Photo by Biju Janata Dal (@bjd_odisha)Photo by Biju Janata Dal (@bjd_odisha)Photo by Biju Janata Dal (@bjd_odisha)Photo by Biju Janata Dal (@bjd_odisha)Photo by Biju Janata Dal (@bjd_odisha)Photo by Biju Janata Dal (@bjd_odisha)Photo by Biju Janata Dal (@bjd_odisha)Photo by Biju Janata Dal (@bjd_odisha)
କଟକ ବାଲିଯାତ୍ରାରେ ଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ ହେବା ବୟାନ କରୁଛି ଡବଲ୍ ଇଞ୍ଜିନ୍ ସରକାରଙ୍କ ଅପାରଗତା ଲାଗି ଐତିହାସିକ ବାଲିଯାତ୍ରା ମୃତ୍ୟୁର ଯନ୍ତା ପାଲଟିଛି। ଦର୍ଶକଙ୍କ ସୁରକ୍ଷାକୁ ଜଳାଞ୍ଜଳି ଦେଇ ଭିଆଇପିଙ୍କୁ ଅଗ୍ରାଧିକାର ଦେଉଛନ୍ତି ସରକାର। ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ବାଲିଯାତ୍ରା ନିଜ ଗାରିମା ହରାଉଛି। #OdiaAsmita #AparagaBJPSarkar #BJPAntiOdisha #ହଟାଅବିଜେପି #JababMaguchiOdisha
2
10
854
ବିଜେପି ହୀରାକୁଦ ବିକି ଦେବ, ଓଡ଼ିଶା ଆଉ କେତେ ସହିବ ? #OdiaAsmita #AparagaBJPSarkar #BJPAntiOdisha #ହଟାଅବିଜେପି #JababMahuchiOdisha
5
4
53
1,941
ଏଯାଏଁ ସଂଶୋଧିତ ବହି ଦେଇ ପାରିଲାନି ବିଜେପି ସରକାର, ପିଲାଙ୍କ ଭବିଷ୍ୟତ କରିଦେଲା ନାରଖାର। #AparagaBJPSarkar #BJPAntiOdisha #BJPAntiStudents #ହଟାଅବିଜେପି #JababMaguchiOdisha
13
26
49
1,380
DNA Test ଉପରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଜ୍ଞାନ ଦେଖି ଇଣ୍ଡୋନେସିଆ ଲୋକେ କାବା 😂 #AparagaBJPSarkar #BJPAntiOdisha #ହଟାଅବିଜେପି #ରଙ୍ଗବଦଳାସରକାର #JababMahuchiOdisha
15
42
2
134
6,653
ଋଣ କରି ବିଜେପି ପାଳୁଛି ଉତ୍ସବ, ଓଡ଼ିଆଙ୍କ ମୁଣ୍ଡରେ ଲଦୁଛି ଋଣ ବୋଝ #AparagaBJPSarkar #BJPAntiOdisha #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha
11
40
2
403
4,123
ଡିସେମ୍ବରରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା, ଟ୍ରିପଲ୍ ଇଞ୍ଜିନ୍ ସରକାର ଥାଇ କୋଟିଆ ବିବାଦ ସମାଧାନ ନହେବା ଦୁର୍ଭାଗ୍ୟଜନକ। କୋଟିଆ ଉନ୍ନତି ପାଇଁ ପ୍ରତିବଦ୍ଧ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଡବଲ୍ ଇଞ୍ଜିନ୍ ସରକାରରେ ଓଡ଼ିଆ ଅସ୍ମିତାର ଧଜିଆ ଉଡୁଛି, କୋଟିଆକୁ ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି। #SaveKotia #OdiaAsmita #AparagaBJPSarkar #BJPAntiOdisha #ହଟାଅବିଜେପି #JababMaguchiOdisha
10
35
394
3,394
ଉତ୍ସବରେ ଖର୍ଚ୍ଚ କୋଟି କୋଟି ଟଙ୍କା ହେଉଛି , ଲୋକଙ୍କ ବିକାଶ କିଏ ପଚାରୁଛି ? #AparagaBJPSarkar #BJPAntiOdisha #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha
11
59
343
3,865
On #ConstitutionDay, we pay our tributes to the visionary leaders who gifted the Constitution of India and ensured fundamental rights for every citizen. Let us reaffirm our commitment to uphold its ideals of justice, equality and fraternity, and promote unity and social harmony.
10
59
348
1,318
ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ତଥା ଗାନ୍ଧିବାଦୀ ରାଜନେତା ରବି ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ସଂସଦୀୟ ବ୍ୟବସ୍ଥାରେ 'ଶୂନ୍ୟକାଳ' (Zero Hour) ବ୍ୟବସ୍ଥା ଲାଗୁ କରି ସାଧାରଣ ଜନତାଙ୍କ ସମସ୍ୟା ଉପସ୍ଥାପନର ନୂଆ ପରମ୍ପରା ଆରମ୍ଭ କରିଥିଲେ। ଗରିବ, ଦଳିତ ଓ ଅବହେଳିତ ବର୍ଗଙ୍କ ନ୍ୟାୟ ପାଇଁ ତାଙ୍କ ଆଜୀବନ ସଂଗ୍ରାମ ପ୍ରେରଣାଦାୟୀ।
10
59
340
1,272
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଜନସେବା ଓ ରାଜ୍ୟର ପ୍ରଗତି ପ୍ରତି ତାଙ୍କର ସମର୍ପଣ ସର୍ବଦା ସ୍ମରଣୀୟ ରହିବ।
10
59
336
1,060
କଲେଜ ନିର୍ବାଚନରେ ଓଡ଼ିଶାର #GenZ ଓ ଛାତ୍ରଶକ୍ତିଙ୍କ ଏହି ଅଦ୍ଭୁତପୂର୍ବ ଏକତା ପ୍ରମାଣ କରିଛି, ନବୀନଙ୍କ ପ୍ରତି ଭଲ ପାଇବା ଅତୁଟ ରହିଛି। ସୁନ୍ଦରଗଡ଼ ବିଧାୟକ ଶ୍ରୀ ଯୋଗେଶ ସିଂହ ଓ ଖରିଆର ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆସିଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ #BCJD ର ଛାତ୍ରଛାତ୍ରୀଙ୍କୁ ସଭାପତି ଶ୍ରୀ @Naveen_Odisha ଭେଟି ଶୁଭେଚ୍ଛା ଜଣାଇଛନ୍ତି। ସଭାପତି ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ରାଜ୍ୟର ଗୌରବ ବଢ଼ାଇବା ଦିଗରେ କାମ କରିବାକୁ ଆହ୍ୱାନ କରିଛନ୍ତି। #BJDWithGenZ #BJDWithStudents  #BJDWithOdisha
12
58
407
1,527
Biju Janata Dal retweeted
GenZ ଙ୍କ ଅମାପ ଶକ୍ତି ସାଥିରେ ଅଛି ବିଜେଡି ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ସୁନ୍ଦରଗଡ଼, ଖରିଆରର ଛାତ୍ରଛାତ୍ରୀ ଏବଂ ନେତୃବୃନ୍ଦଙ୍କୁ ଭେଟିଲି। କଲେଜରେ ଶୈକ୍ଷିକ ପରିବେଶ ବଜାୟ ରଖି ନିଜ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ସହ ରାଜ୍ୟ ତଥା ଦେଶର ଟେକ ରଖିବାକୁ ଆହ୍ୱାନ କଲି। #BJDWithOdisha
24
92
965
12,673
ପାଇକ ବିଦ୍ରୋହକୁ ଆମେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କରୁଥିବାବେଳେ, ୨୦୦ ବର୍ଷ ପୂର୍ବରୁ ଜନ୍ମିତ ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଜାଇ ଆମ ସ୍ୱାଧୀନତା ସଂଗ୍ରାମୀ ଓ ପାଇକ ବୀରମାନଙ୍କୁ ଅପମାନିତ କରୁ ନାହିଁ ତ ଓଡ଼ିଶା ବିଜେପି ? ଓଡ଼ିଶା ପାଳୁଛି ଆସାମୀ ଅସ୍ମିତା। #OdiaAsmita #AparagaBJPSarkar #BJPAntiOdisha #ହଟାଅବିଜେପି #JababMaguchiOdisha
13
62
1
409
1,644
ବିଜେପି ସରକାର ଓ ଟାଟା ପାଓ୍ୱାରର ମଧୁଚନ୍ଦ୍ରିକା ପାଇଁ ଦୁର୍ଦ୍ଦିନରେ ଅଛନ୍ତି ଠିକା କର୍ମଚାରୀ। ବିଜେପି ସରକାରଙ୍କ ସୁରକ୍ଷାରେ ଚାଲିଛି ଟାଟା ପାଓ୍ୱାରର ମନମାନି। ଚୁକ୍ତି ଶ୍ରମିକ ଓ ତାଙ୍କ ପରିବାର ପାଇଁ ଲଢ଼ିବ ବିଜୁ ଜନତା ଦଳ। #AparagaBJPSarkar #BJPAntiOdisha #BJPAntiPeople #ହଟାଅବିଜେପି #JababMaguchiOdisha
12
55
394
1,644
ମନୁଷ୍ୟକୃତ ଗଞ୍ଜାମ ବନ୍ୟା ପାଇଁ ରାଜରାସ୍ତାରେ ଲଢ଼େଇ କରୁଛି ବିଜୁ ଜନତା ଦଳ। କୃଷି ଋଣ ଛାଡ଼ ସହ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ। ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଫସଲ ବୀମା ଫଇସଲା କରାଯାଉ, ଜଳସେଚନ, କେନାଲ, ଲିଫ୍ଟ ପଏଣ୍ଟର ତୁରନ୍ତ ପୁନଃନିର୍ମାଣ କରାଯାଉ। ଜଳବନ୍ଦୀ ରୋକିବା ପାଇଁ ବ୍ରହ୍ମପୁରରେ ବାହାନା ନାଳ ଓ ସାପୁଆ ନାଳର କରାଯାଉ ସମ୍ପୂର୍ଣ୍ଣ ନବୀକରଣ। #LokankaSathireBJD #BJDWithGanjam #BJDWithOdisha #BJD4Odisha
11
54
392
1,467
ଗଞ୍ଜାମ ବିପନ୍ନଙ୍କୁ ତୁରନ୍ତ ମିଳୁ ସହାୟତା ✊🏻 ବାତ୍ୟା ଓ ବନ୍ୟା ସହାୟତାରେ ବିଜେପି ସରକାରର ବିଫଳତାକୁ ନେଇ ବିଜୁ ଜନତା ଦଳ ଗଞ୍ଜାମରେ ଜୋରଦାର ବିକ୍ଷୋଭ କରିଛି। ଅସହାୟ ହୋଇପଡିଥିବା ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛି ଦଳ। #LokankaSathireBJD #AparagaBJPSarkar #BJPAntiPeople #ହଟାଅବିଜେପି #JababMaguchiOdisha
2
54
396
1,975
ଗାଁର ବିକାଶ ଶୂନ 😤, ଓଡ଼ିଶା ଦେଖୁଛି ବିଜେପି ଶାସନ 😠 #AparagaBJPSarkar #BJPAntiOdisha #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha
7
72
1
377
5,118
ଓଡ଼ିଶାକୁ କମୁଛି କେନ୍ଦ୍ରୀୟ ଅନୁଦାନ, ଡବଲ୍ ଇଞ୍ଜିନ୍ ନାଁରେ ଚାଲିଛି ଦଦରା ଇଞ୍ଜିନର ଶାସନ। #AparagaBJPSarkar #FailedBJP #BJPAntiOdisha #ହଟାଅବିଜେପି #JababMaguchiOdisha
3
74
327
1,828