BJP Odisha (@BJP4Odisha) header
BJP Odisha (@BJP4Odisha) profile picture

Official Twitter account of BJP (Odisha Pradesh) Facebook- https://teapawt.net/t.co/cihkFiecrO

Odisha
Joined December 2012
Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତ ବେଳେ ହୋଇଥିବା ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଧିକାରୀସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ୨୦୨୨ ଓ ୨୦୨୩ ମସିହାରେ ରୋମ୍, ଜାପାନ ଓ ଦୁବାଇ ଗସ୍ତ ସମୟରେ ଦର୍ଶାଯାଇଥିବା ସରକାରୀ ତଥ୍ୟ ସହ ସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାର କର୍ମୀଙ୍କୁ ଦିଆଯାଇଥିବା ତଥ୍ୟର ତାଳମେଳ ରହୁନଥିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ବିଜୁ ଜନତା ଦଳ ବିଚଳିତ ହୋଇପଡ଼ିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଯେକେହି ହୁଅନ୍ତୁ, କେହି ବି ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି। ଦାୟିତ୍ୱରେ ଥିଲାବେଳେ ଯେଉଁମାନେ ସରକାରୀ ଅର୍ଥରେ ବିଦେଶ ଗସ୍ତରେ ଯାଉଛନ୍ତି କିମ୍ବା କୌଣସି ପ୍ରକାର ଖର୍ଚ୍ଚ କରୁଛନ୍ତି, ସେହି ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ କରିବାର ଆବଶ୍ୟକତା ରହିଛି। କାରଣ, ଏହା ଜାତୀୟ ସମ୍ପତ୍ତି ତଥା ସାଧାରଣ ଲୋକଙ୍କ ସମ୍ପତ୍ତି। ଏହି ସମ୍ପତ୍ତିକୁ ବେନିୟମ ଭାବେ ଖର୍ଚ୍ଚ କରିବାର ଅଧିକାର କାହାର ନାହିଁ। ସେହି ଦୃଷ୍ଟିରୁ ବାସ୍ତବ ଘଟଣା କ’ଣ, ତାହା ଜାଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଧିକାରୀସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ବିଦେଶ ଗସ୍ତର ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର ଏବଂ ତାହା ସାର୍ବଜନୀନ ହେବାର ଆବଶ୍ୟକତା ରହିଛି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବିଜେଡି ନେତାମାନେ ଗଣମାଧ୍ୟମରେ ବକ୍ତବ୍ୟ ଦେବା ସମୟରେ ସେମାନଙ୍କ ଶାରୀରିକ ଭାବଭଙ୍ଗୀ, ଆଚରଣ ଓ ଉଚ୍ଚାରଣରେ ଶାଳୀନତା ରହୁନାହିଁ। କ’ଣ ପାଇଁ ଏତେ ଡର ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି। ସରକାରରେ ଥିଲାବେଳେ ବିଜେଡି ଯଦି କୌଣସି ଅନିୟମିତତା କରିଛି, ତାହାର ଉତ୍ତର ଓଡ଼ିଶାବାସୀଙ୍କୁ ଦେବାକୁ ପଡ଼ିବ। ତେଣୁ ଯେତେବେଳେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ତାହାକୁ ସାମ୍ନା କରିବା ପାଇଁ ସାହସ ଓ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଏପ୍ରକାର ଅଧୈର୍ଯ୍ୟ ହୋଇ ବାଚାଳାମି କଲେ ଓଡ଼ିଶାବାସୀ ତାହାକୁ ଆଦୌ ଗ୍ରହଣ କରିବେ ନାହିଁ। ଜଣେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ, ଅଥଚ ଭାରତୀୟ ଦୂତାବାସ ପାଖରେ ଖବର ରହିବ ନାହିଁ କାହିଁକି? ଓଡ଼ିଶାରେ ଓଟିଡିସି ଭଳି ଗୋଟିଏ ସରକାରୀ ସଂସ୍ଥା ଥିବା ସତ୍ତ୍ୱେ ନବୀନ ବାବୁ ଓ ତାଙ୍କ ସରକାର ବିଦେଶ ଗସ୍ତ ନିମନ୍ତେ କେଉଁ କାରଣ ପାଇଁ ଘରୋଇ ସଂସ୍ଥାକୁ ବ୍ୟବହାର କଲେ? ବିଦେଶ ଗସ୍ତର ବିଲ୍ କେତେଜଣଙ୍କ ନାମରେ ଓ କାହା କାହା ନାମରେ ହୋଇଛି? ଏଭଳି ଅଭିଯୋଗର ତଦନ୍ତ ହେବାର ଆବଶ୍ୟକତା ନାହିଁ କି? ଏସମସ୍ତ ପ୍ରଶ୍ନର ଉତ୍ତର ଦେବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ସେହି ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରଠାରୁ ବିଜୁ ଜନତା ଦଳର ନେତାମାନେ ଛାନିଆ ହୋଇ ବାଚାଳାମି ଆରମ୍ଭ କରିଦେଇଛନ୍ତି। ଔଷଧ ବିକଳରେ ତାଟିଆ କାମୁଡ଼ିବା ଆରମ୍ଭ କରିଛି ବିଜେଡି। ମାତ୍ର ସେମାନେ ଭଲ ଭାବେ ଜାଣିରଖିବା ଉଚିତ ଯେ, ଜାତୀୟ ସମ୍ପତ୍ତି ତଥା ଲୋକଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବା ହେଉଛି ବିଜେପି ସରକାରର ପ୍ରାଥମିକତା। ଯଦି କେହି ଅନିୟମିତତା କରିଥିବେ, ସେ ଯେତେ ବଡ଼ ବ୍ୟକ୍ତିବିଶେଷ ହୋଇଥାଆନ୍ତୁ ନା କାହିଁକି, ତାହା ସାର୍ବଜନୀନ ହେବ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତଦନ୍ତ ଆଦେଶ ଶୁଣି ବିଜେଡି ଯଦି ଏପ୍ରକାର ବାଚାଳାମି କରୁଛି, ତେବେ ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ତାଙ୍କ ଦଳର କ’ଣ ଅବସ୍ଥା ହେବ, ତାହା ଏଥିରୁ ସହଜେ ଅନୁମେୟ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଏହି ଅବସରରେ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ।
2
504
Odia stories are finding wider recognition, taking the rich cultural heritage and creative spirit of Odisha to wider audiences. The official selection of ‘URMI’ at the 31st International Film Festival of Kerala (IFFK) and the 32nd Kolkata International Film Festival (KIFF) marks another significant milestone in this journey. Heartiest congratulations to the entire team on this remarkable achievement. Such recognition strengthens the presence of Odia cinema and inspires a new generation of storytellers. May Odia cinema continue to transcend boundaries and earn acclaim on the global stage.
3
6
1
18
2,323
ଲୋକଙ୍କ ସରକାରରେ ସାମାଜିକ ସୁରକ୍ଷା ସହାୟତାରୁ ବଞ୍ଚିତ ହେବେ ନାହିଁ କୌଣସି ଯୋଗ୍ୟ ହିତାଧିକାରୀ। ସମସ୍ତ ଯୋଗ୍ୟଙ୍କ ପାଖରେ ସହାୟତା ପହଞ୍ଚାଇବାକୁ ଲୋକଙ୍କ ସରକାର ପ୍ରତିବଦ୍ଧ।
🤖 Made with AI
1
3
487
ମହିଳାଙ୍କ ସଶକ୍ତିକରଣ ଓ ଆର୍ଥିକ ପ୍ରଗତିକୁ ଗୁରୁତ୍ୱ ଦେଉଛନ୍ତି ଲୋକଙ୍କ ସରକାର । #PeoplesBudget #SamruddhaOdishaBudget #Odisha #SupplementaryBudget26_27
1
1
4
665
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବୀର ଜନଜାତି ନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ଆଜି ମାନନୀୟ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଏବଂ ଦଳୀୟ ନେତୃବୃନ୍ଦ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦେଶର ସ୍ୱାଧୀନତା ପାଇଁ ବ୍ରିଟିଶ ଶାସନ ବିରୋଧରେ ତାଙ୍କର ନିର୍ଭୀକ ସଂଗ୍ରାମ, ଅଦମ୍ୟ ସାହସ, ଅତୁଳନୀୟ ଦେଶପ୍ରେମ ଓ ସର୍ବୋଚ୍ଚ ବଳିଦାନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ମାଟି ମାଆର ଏହି ବୀର ସନ୍ତାନଙ୍କ ଜୀବନାଦର୍ଶ ଓ ବଳିଦାନ ପିଢ଼ି ପରେ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।
1
6
664
Dear @Meta @GoogleIndia and @Microsoft, We invite you to set up your offices in Odisha. Unlike some, we don’t believe in intimidation or hooliganism. We assure you that your offices, employees and premises will be protected from goons, regardless of their political affiliations. Come, invest and grow in Odisha!
Dear BJP, we protested at META's office. Why are YOU feeling the pain? Did we accidentally knock on the parent company's door? You call it Gundagardi. We call it defending our constitutional rights. We're coming after META. And we're coming after YOU. No BJP-backed algorithm, no multinational giant gets to decide who can speak in India. We'll fight Gandhi's way. With Bhagat Singh's courage. This is INDIA. Not BJP's digital colony. 7 DAYS, BJP ka BETA. The clock is ticking. 🚨
16
64
4
274
6,399
ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
2
4
689
India's undisputed champion of political comedy 🙃
56" to "Shall We Move" 🙃
69
165
10
1,881
158,082
ଲୋକଙ୍କ ସରକାରରେ ସୁଦୃଢ଼ ହେଉଛି ଶିକ୍ଷା ବ୍ୟବସ୍ଥା । ଅତିରିକ୍ତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୧,୭୧୫ କୋଟି ଟଙ୍କାର ବ୍ୟୟବରାଦ ।
2
5
687
ବାତ୍ୟା ମୁକାବିଲାରେ ଓଡ଼ିଶା ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ଡବଲ ଇଞ୍ଜିନ ସରକାରଙ୍କ ତତ୍ପରତାରେ ବାତ୍ୟା ପୂର୍ବରୁ ବଡ଼ ଧରଣର ସୁରକ୍ଷା ଓ ଉଦ୍ଧାର ବ୍ୟବସ୍ଥା କରାଯାଇଛି।
1
3
5
653
ବାତ୍ୟା ମୁକାବିଲାରେ ସରକାରଙ୍କ ବଡ଼ ପଦକ୍ଷେପ। ଜନଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ ବାତ୍ୟା ପୂର୍ବରୁ ବ୍ୟାପକ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା।
🤖 Made with AI
1
2
2
5
743
ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା, କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ଅବିଭକ୍ତ ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସ୍ୱର୍ଗତ ସୁରେନ୍ଦ୍ର ନାଥ ଜେନାଙ୍କ ପାର୍ଥିବ ଶରୀରରେ ଦଳୀୟ ପତାକା ଆଚ୍ଛାଦନ କରିବା ସହ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ। ଏହି ଅବସରରେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ଓ ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ଡ. ଫକୀର ନାଏକ, ଶ୍ରୀ ବିଭୂତି ପ୍ରଧାନ, ପୂର୍ବତନ ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସମେତ ରାଜ୍ୟ ପଦାଧିକାରୀ, ବରିଷ୍ଠ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଓ ସହସ୍ରାଧିକ ସମର୍ଥକ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିବା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
3
771
ଲୋକଙ୍କ ସରକାରରେ ବାତ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚୁଛି ରନ୍ଧା ଖାଦ୍ୟ।
🤖 Made with AI
1
2
14
822
Opposing Modi is no excuse to target India abroad. @RahulGandhi , learn the difference between politics and national interest.
4
14
812
ପ୍ରସିଦ୍ଧ ବୈଜ୍ଞାନିକ ଭାରତରତ୍ନ ସିଭି ରମଣଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
2
4
14
848
ଡବଲ ଇଞ୍ଜିନ ସରକାରଙ୍କ ସଂକଳ୍ପ ଯୋଗ୍ୟ ପରିବାରର ମୁଣ୍ଡ ଉପରେ ରହିବ ପକ୍କା ଛାତ ।
6
18
958
Not a single weak character. 🔥
10
100
897
10,543
ବରିଷ୍ଠ ନେତା ତଥା କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ତଥା ଅବିଭକ୍ତ ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ସଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, “ସ୍ୱର୍ଗତ ଜେନା ଜଣେ ନିଷ୍ଠାପର, ଜନପ୍ରିୟ ଓ ସୁସଂଗଠକ ଥିଲେ । ୧୯୮୦ ମସିହାରୁ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ସ୍ୱର୍ଗତ ଜେନା ଅବିଭକ୍ତ ପୂରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହିତ ସାଧାରଣ ଲୋକଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ରହିବ । ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ଜେନା ବ୍ରହ୍ମଗିରି ଅଂଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗ ଦଳ ତଥା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ।” ସ୍ୱର୍ଗତଃ ଜେନାଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇବା ସହ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମହାନ୍ତି ପ୍ରାର୍ଥନା କରିଛନ୍ତି ।
11
772
ଡବଲ ଇଞ୍ଜିନ ସରକାରଙ୍କ ସଂକଳ୍ପ ବାସହୀନଙ୍କୁ ମିଳିବ ପକ୍କା ଘର ।
🤖 Made with AI
1
18
944
ସଙ୍କଟ ସମୟରେ ତ୍ୱରିତ ପଦକ୍ଷେପ ନେଉଛନ୍ତି ଲୋକଙ୍କ ସରକାର ।
🤖 Made with AI
3
2
20
856