DCP KATAKA (@dcp_cuttack) header
DCP KATAKA (@dcp_cuttack) profile picture

Official Handle of DCP Kataka For emergency call 112

Cuttack, India
Joined April 2017
Photo by DCP KATAKA (@dcp_cuttack)Photo by DCP KATAKA (@dcp_cuttack)Photo by DCP KATAKA (@dcp_cuttack)Photo by DCP KATAKA (@dcp_cuttack)Photo by DCP KATAKA (@dcp_cuttack)Photo by DCP KATAKA (@dcp_cuttack)Photo by DCP KATAKA (@dcp_cuttack)Photo by DCP KATAKA (@dcp_cuttack)Photo by DCP KATAKA (@dcp_cuttack)Photo by DCP KATAKA (@dcp_cuttack)
Official contact numbers of officers of Kataka UPD. Citizens can call concerned officials for sharing information, reporting issues, seeking assistance and facilitating coordination within Kataka UPD. କଟକ UPD ଅଧୀନରେ ଥିବା ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବା, ସୂଚନା ପ୍ରଦାନ କରିବା, ସମସ୍ୟା ଜଣାଇବା, ସହାୟତା ପାଇବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ନାଗରିକମାନେ ଏହି ସରକାରୀ ଯୋଗାଯୋଗ ନମ୍ବରଗୁଡ଼ିକରେ ସିଧାସଳଖ ଯୋଗାଯୋଗ କରିପାରିବେ।
2
16
64
8,360
Enforcement report of Kataka UPD on dtd 23.11.2026 #wecarewedare #katakaupd
8
910
🪔 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🙏 ଓଡ଼ିଆ ଐତିହ୍ୟ, ପରମ୍ପରା ଓ ଗୌରବମୟ ସାମୁଦ୍ରିକ ଇତିହାସର ପ୍ରତୀକ ଏହି ପବିତ୍ର ଦିନଟି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ⛵ଶୁଭ କାର୍ତ୍ତିକ ପୂର୍ଣ୍ଣିମା! ⛵ #KartikaPurnima #BoitaBandana #OdiaCulture #OdishaTradition #CommissioneratePoliceBBSRCTC @odisha_police @dcpbbsr @dcp_cuttack @DCP_TRAFFIC @IPR_Odisha
5
27
4,142
DGP Odisha, accompanied by senior officers, inspected preparations for the Hon'ble President of India's visit to historic Bali Jatra, Kataka. #KatakaUPD #WeCareWeDare
2
18
1,371
ବାଲିଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ଟ୍ରାଫିକ୍ ଜାମ୍‌ମୁକ୍ତ କରିବା ନିମନ୍ତେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ପରାମର୍ଶ ଜାରି କରାଯାଇଛି। ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରନ୍ତୁ ଏବଂ ଟ୍ରାଫିକ୍ ନିୟମ ମାନି ପୋଲିସକୁ ସହଯୋଗ କରନ୍ତୁ। #WeCareWeDare #katakaupd
1
8
2,509
CEIR ପୋର୍ଟାଲ୍‌ର ସଫଳ ଉପଯୋଗ କରି ମଙ୍ଗଳାବାଗ ଥାନା ପୋଲିସ ଗୋଟିଏ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରି ଏହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି। ଜନସାଧାରଣଙ୍କ ସୁରକ୍ଷା ଓ ସେବା ପାଇଁ ଆମେ ସଦା ସମର୍ପିତ #WeCareWeDare #katakaupd
2
553
Enforcement report of Kataka UPD on dtd 22.11.2026 #wecarewedare #katakaupd
4
606
କଟକ ୟୁପିଡି ଅଧୀନସ୍ଥ ସମସ୍ତ ଥାନାରେ ନିୟମିତ ପ୍ରାତଃକାଳୀନ ବ୍ରିଫିଂ ଓ ରୋଲ୍ କଲ୍ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଥାନା ଭାରପ୍ରାପ୍ତ ଅଧିକାରୀମାନେ ପୋଲିସ କର୍ମଚାରୀଙ୍କୁ ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶନା ଦେବା ସହ କର୍ତ୍ତବ୍ୟନିଷ୍ଠା, ଶୃଙ୍ଖଳା ଓ ସମନ୍ୱିତ କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଥିଲେ।
5
2,082
ଆଗାମୀ ବାଲିଯାତ୍ରାରେ ଜନସାଧାରଣଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ କଟକ UPD ଅଧୀନ ସମସ୍ତ ଥାନା ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ଓ ନିୟମିତ ଫୁଟ୍ ପାଟ୍ରୋଲିଂ କରାଯାଇଛି। #WeCareWeDare #katakaupd
6
548
ଆଗାମୀ ବାଲିଯାତ୍ରାରେ ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ କଟକ UPD ଅଧୀନସ୍ଥ ସମସ୍ତ ଥାନା ପକ୍ଷରୁ ସଘନ ନାକା ଚେକିଂ ଓ ବ୍ଲକିଙ୍ଗ କରାଯାଇଛି। #WeCareWeDare #katakaupd
2
7
3,205
ଲାଲବାଗ ଥାନା ପୋଲିସର ତ୍ୱରିତ ଓ ସଫଳ ପଦକ୍ଷେପ। ଚୋରି ହୋଇଥିବା ଗୋଟିଏ ବାଇକ୍ ମାତ୍ର ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଥିବା ବେଳେ ଅଭିଯୁକ୍ତକୁ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ଆମର ପ୍ରତିବଦ୍ଧତା, ଅପରାଧ ନିୟନ୍ତ୍ରଣ ଆମର ସଂକଳ୍ପ। #WeCareWeDare
1
1
9
940
ଲାଲବାଗ ଥାନା ପୋଲିସର ତ୍ୱରିତ ପଦକ୍ଷେପ ଓ ଉଦ୍ୟମରେ ହଜିଥିବା ମୋବାଇଲ୍ ଫୋନ୍‌ଟିର ଉପଯୁକ୍ତ ଯାଞ୍ଚ ଓ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଗଲା। ଜନସେବା ଓ ଜନସାଧାରଣଙ୍କ ସନ୍ତୁଷ୍ଟି ପାଇଁ ଆମେ ସଦା ପ୍ରତିବଦ୍ଧ। #WeCareWeDare #KatakaUPD
1
1
12
1,233
Enforcement report of Kataka UPD on dtd 21.11.2026 #wecarewedare #katakaupd
3
672
ଅବୈଧ ମଦ କାରବାର ବିରୋଧରେ କଟକ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। Sainso ଅଞ୍ଚଳରେ Sadar ଥାନା ପୋଲିସ ପକ୍ଷରୁ ଗୋଟିଏ ଅବକାରୀ ମାମଲା ଠାବ ସହ ବିପୁଳ ପରିମାଣର ବେଆଇନ ମଦ ଜବତ। #WeCareWeDare #katakaupd
1
3
1,037
ତ୍ୱରିତ ତଦନ୍ତ ଓ ଦୃଢ଼ ପଦକ୍ଷେପରେ ସଫଳତା। ଛିନ୍ତେଇ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି Sadar ଥାନା ପୋଲିସ ଆଇନର ଶାସନ ବଜାୟ ରଖିବା ସହ ଜନସାଧାରଣଙ୍କ ସୁରକ୍ଷା ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି। #WeCareWeDare #KatakaUPD
1
3
1,158
ଲାଲବାଗ ଥାନା ପକ୍ଷରୁ ହଜିଯାଇଥିବା ଗୋଟିଏ ମୋବାଇଲ୍ ଫୋନ୍‌କୁ ମାଲିକାନା ଯାଞ୍ଚ ଓ ଆବଶ୍ୟକୀୟ ଜିମାନାମା ପ୍ରକ୍ରିୟା ସମ୍ପନ୍ନ କରି ଏହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଜନସେବା ଆମର ସଂକଳ୍ପ, ଜନସାଧାରଣଙ୍କ ବିଶ୍ୱାସ ଆମର ଶକ୍ତି। #WeCareWeDare #KatakaUPD
6
719
କଟକ ୟୁପିଡି ଅଧୀନସ୍ଥ ସମସ୍ତ ଥାନାରେ ପ୍ରାତଃକାଳୀନ ବ୍ରିଫିଂ ଓ ରୋଲ୍ କଲ୍ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୋଲିସ କର୍ମଚାରୀମାନଙ୍କୁ ଶୃଙ୍ଖଳା, କର୍ତ୍ତବ୍ୟନିଷ୍ଠା, ସତର୍କତା ଓ କାର୍ଯ୍ୟକ୍ଷମତାକୁ ପ୍ରାଥମିକତା ଦେଇ ଜନସାଧାରଣଙ୍କ ସୁରକ୍ଷା ଓ ଉତ୍ତମ ପୋଲିସ ସେବା ସୁନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା। #WeCareWeDare
1
6
593
Speedy Conviction in Robbery Case! Purighat PS secures conviction, with both convicts sentenced to 5 years RI each and ₹20,000 fine each. #WeCareWeDare #KatakaUPD
7
584
ମୋବାଇଲ୍ ଚୋରି ଘଟଣାରେ Cantonment ଥାନା ପୋଲିସର ତ୍ୱରିତ ଓ ଦକ୍ଷ କାର୍ଯ୍ୟାନୁଷ୍ଠାନ। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ଟି ଚୋରି ହୋଇଥିବା Vivo ମୋବାଇଲ୍ ଫୋନ୍ ଏବଂ ଅପରାଧରେ ବ୍ୟବହୃତ ମୋଟରସାଇକେଲ୍ ଉଦ୍ଧାର କରାଯାଇଛି। ଜନସୁରକ୍ଷା ଆମର ସଂକଳ୍ପ, ଅପରାଧ ନିୟନ୍ତ୍ରଣ ଆମର ପ୍ରତିବଦ୍ଧତା। #KatakaUPD #WeCareWeDare
1
5
707
ବାରବାଟୀସ୍ଥିତ OCA ବିଲ୍ଡିଂ ଚୋରି ଘଟଣାରେ Cantonment ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବା ସହ ୧୧ଟି ଜଳକଳ, ୭ କେଜି ଆଲୁମିନିୟମ୍ ସାମଗ୍ରୀ ଓ ଅପରାଧରେ ବ୍ୟବହୃତ ମୋଟରସାଇକେଲ୍ ଜବତ କରିଛି। #KatakaUPD #WeCareWeDare
1
4
1,683
ବିଡାନାସୀ ଥାନା ପୋଲିସର ତ୍ୱରିତ ତଦନ୍ତ ଓ ଦକ୍ଷ କାର୍ଯ୍ୟାନୁଷ୍ଠାନରେ ଗାଡ଼ି ଓ ମୋବାଇଲ୍ ଚୋରି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ। ଚୋରି ହୋଇଥିବା ହୋଣ୍ଡା ଆକ୍ଟିଭା ଓ ମୋବାଇଲ୍ ଫୋନ୍ ଉଦ୍ଧାର। #WeCareWeDare #katakaupd
1
4
424