Dharmendra Pradhan (@dpradhanbjp) header
Dharmendra Pradhan (@dpradhanbjp) profile picture

MP (LS), Sambalpur. Views personal. RTs not endorsement

Delhi/Sambalpur/Odisha/India
Joined September 2013
Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)Photo by Dharmendra Pradhan (@dpradhanbjp)
A name is more than an expression of geography; it carries the memory of people, the continuity of their civilizational identity and the pride of their heritage. The proposed renaming of 'West Bengal' as 'Pashchim Banga' is a powerful reaffirmation of the region’s historical identity, its civilisational inheritance and the enduring legacy of a land that has contributed immensely to India’s cultural, intellectual and spiritual evolution. I appreciate Hon’ble Chief Minister Shri @SuvenduWB Ji for this initiative. A renewed engagement with Bengal’s history and civilisational roots can inspire a larger resurgence of its cultural pride, historic glory and rightful place in India’s civilisational narrative.
2
17
1
117
6,497
ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
8
37
4,250
କ୍ରାନ୍ତିକାରୀ କବି ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ 'ଜାତୀୟ କବି' ବୀରକିଶୋର ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
7
39
3,978
ପବିତ୍ର ବଡ଼ ଓଷା ଅବସରରେ ଅଭିନନ୍ଦନ ।
2
9
66
4,415
झारखंड के पूर्व मुख्यमंत्री और भाजपा के वरिष्ठ नेता श्री @MundaArjun जी की पूज्य माताजी श्रीमती सायरा मुंडा जी का निधन दुखद है। दुख की इस घड़ी में मेरी संवेदनाएँ श्री अर्जुन मुंडा जी एवं शोकाकुल परिजनों के साथ हैं। ईश्वर दिवंगत आत्मा को अपने श्रीचरणों में स्थान दें तथा परिजनों को संबल प्रदान करें। ॐ शांति!
4
8
67
5,887
माननीय लोकसभा अध्यक्ष श्री @ombirlakota जी को जन्मदिवस की हार्दिक बधाई एवं शुभकामनाएँ। महाप्रभु जगन्नाथ और माँ समलेश्वरी से आपके उत्तम स्वास्थ्य व दीर्घायु की प्रार्थना करता हूँ।
4
6
87
7,466
ସମ୍ବଲପୁରର ବିଶିଷ୍ଟ ଶିକ୍ଷାବିତ୍ ତଥା ନାଟ୍ୟକାର ଶୈଳେଶ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶିକ୍ଷା, ସାହିତ୍ୟ ଓ କଳା କ୍ଷେତ୍ରରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି
7
9
107
7,104
Deeply saddened by the demise of Rajya Sabha MP Shri Ramrao Wadkute Ji. His dedication to public service, commitment to the welfare of the poor and his contribution to strengthening the BJP in Maharashtra will remain significant. My heartfelt condolences to his family, friends and loved ones. Om Shanti.
6
10
114
17,493
ସମ୍ବଲପୁର ରେଢ଼ାଖୋଲ ସ୍ଥିତ ‘ଭୀମମଣ୍ଡଳୀ ଇକୋ ହେରିଟେଜ୍ ଟୁରିଜିମ୍ ସାଇଟ୍’ ର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୨୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁମୋଦନ ମିଳିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ପ୍ରକୃତି ଓ ଐତିହ୍ୟର ଏହି ଅନନ୍ୟ ସ୍ଥଳୀ ଆଗାମୀ ଦିନରେ ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ସୃଷ୍ଟି କରିବ । ଏହି ପଦକ୍ଷେପ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi, ଓଡ଼ିଶାର ମୁଖ୍ୟମନ୍ତ୍ରୀ @MohanMOdisha ଏବଂ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ @PravatiPOdisha ଙ୍କୁ ଧନ୍ୟବାଦ । ଏହି ପ୍ରକଳ୍ପ ଅଧୀନରେ ଇଣ୍ଟରପ୍ରିଟେସନ୍ ସେଣ୍ଟର, ଭ୍ୟୁ ପଏଣ୍ଟ୍, ସୋଲାର ସିଷ୍ଟମ୍ ଓ ଶୌଚାଳୟ ସହ ଅନେକ ବ୍ୟବସ୍ଥା କରାଯିବା ସହିତ ୫ ବର୍ଷ ରକ୍ଷଣାବେକ୍ଷଣର ଦାୟିତ୍ୱ ନିଆଯାଇଛି । ଏହାଦ୍ୱାରା ପର୍ଯ୍ୟଟକମାନେ ସୁନ୍ଦର ପରିବେଶରେ ଭୀମ ମଣ୍ଡଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଏଭଳି ପଦକ୍ଷେପ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ସହ ଆମ ଐତିହ୍ୟକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।
3
12
44
5,012
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ ବିପ୍ଳବୀ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
1
7
50
5,046
The Viksit Bharat Buildathon 2025 is a testament to the transformative vision of #NEP2020, which places experiential learning, critical thinking, creativity and innovation at the heart of education. Building on Atal Tinkering Labs, the School Innovation Marathon and a growing culture of hands-on learning, this integrated ecosystem has mobilised young minds at scale, with 2,87,967 submissions earning a place in the Guinness World Records as the Largest Innovation Solution Competition. It is this institutional commitment to nurturing innovation from the classroom onwards that will shape the foundations of Viksit Bharat. Congratulations to all the winners along with the participants, educators and other stakeholders who contributed to this remarkable achievement. 🇮🇳 ddnews.gov.in/en/viksit-bhar…
8
16
108
3,913
Dharmendra Pradhan retweeted
There are no limits to what young minds can achieve. Speaking at the Platinum Jubilee celebrations of IIT Kharagpur. @IITKgp teapawt.net/i/broadcasts/2qVOVjeQg…
505
1,714
65
4,932
330,296
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ଜନନାୟକ 'ଉତ୍କଳ କେଶରୀ' ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
3
15
73
5,297
ଆମ ଦଳର ସମ୍ବଲପୁର ଜିଲ୍ଲା ଉପସଭାପତି ଶ୍ରୀ ଅର୍ଜୁନ ପଟ୍ଟନାୟକଙ୍କ ପିତା ନିରଞ୍ଜନ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଧର୍ମପରାୟଣ ଓ ସଂସ୍କୃତିସମ୍ପନ୍ନ ବ୍ୟକ୍ତି ଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି । ଓଁ ଶାନ୍ତି
4
11
208
11,006
Dharmendra Pradhan retweeted
Speaking at the SCO Civilisational Dialogue Forum in Delhi. teapawt.net/i/broadcasts/2OdVzXjzZ…
343
1,621
57
4,855
451,179
ଆମ ଦଳର ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି, ଅଭିବକ୍ତ ପୁରୀ ଜିଲ୍ଲା ସଭାପତି ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସୁର ଭାଇ ଜଣେ କର୍ତ୍ତବ୍ୟନିଷ୍ଠ ଓ ପରୋପକାରୀ ବ୍ୟକ୍ତିତ୍ୱ ଥିଲେ । ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି । ତାଙ୍କର ବିୟୋଗ ଆମ ଦଳ ପାଇଁ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି
4
6
59
6,006
उत्तर प्रदेश के माननीय मुख्यमंत्री श्री @myogiadityanath जी की पूज्य माताजी श्रीमती सावित्री देवी जी का निधन अत्यंत दुखद है। इस कठिन घड़ी में मेरी संवेदनाएँ योगी जी के साथ हैं। ईश्वर दिवंगत आत्मा को अपने श्रीचरणों में स्थान दें तथा योगी जी सहित समस्त परिजनों को दुख की इस घड़ी में संबल प्रदान करें। ॐ शांति!
22
63
1
735
13,563
देवोत्थान एकादशी के पावन अवसर पर सभी देशवासियों को हार्दिक शुभकामनाएँ। भगवान श्रीहरि विष्णु की कृपा से सभी के जीवन में सुख, शांति और समृद्धि बनी रहे, यही कामना है।
14
46
318
6,342
Dharmendra Pradhan retweeted
India is playing a whole new game!
4,393
25,620
3,076
145,036
7,553,140
"Warm birthday greetings to Union Minister Shri @KirenRijiju Ji. May you be blessed with good health, happiness and continued strength in your service to the nation.
6
10
1
114
9,673