I & PR Department, Odisha (@IPR_Odisha) header
I & PR Department, Odisha (@IPR_Odisha) profile picture

Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

Bhubaneswar
Joined June 2016
Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)Photo by I & PR Department, Odisha (@IPR_Odisha)
SYMPOSIUM ON SHREE ANNA AND STRENGTHENING SEED SYSTEM FOR LANDRACES-2026
2
9
1,212
The countdown is on for the Puri Coastal Marathon 2026 Registrations close on 14 November 2026 (Sunday) Experience India's only Sand + Road Run across four exciting categories – 42K, 21K, 10K & 5K. Register now: puricoastalmarathon.in #PuriCoastalMarathon2026 #ThinkIndiaThinkOdisha #OdishaTourism
1
1
13
5,128
Strengthening India-Japan Partnership: Odisha and Tottori Prefecture, Japan today will sign a Friendship Agreement in Bhubaneswar to deepen economic engagement, institutional collaboration and people-to-people connections between the two regions. The agreement focuses on economic exchange and business partnerships, personnel exchange and skill development, youth and student exchange, and tourism promotion. #InvestInOdisha
2
5
5,777
କୃଷି ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଓ ଭୂପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ ନିମନ୍ତେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି। ଏଥିରେ ପାରମ୍ପରିକ ବିହନର ପ୍ରଦର୍ଶନ ହୋଇଥିଲା। ଭୂପ୍ରଜାତି ବିହନର ଉପାଦେୟତା ତଥା ଏହାର ଉତ୍ପାଦନ ତଥା ସଂରକ୍ଷଣ ସମ୍ବନ୍ଧରେ ଆଲୋଚନା ହୋଇଥିଲା। #ShreeAnna #MilletsForHealth #SeedSovereignty #Odisha
1
20
7,308
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରସ୍ତୁତ 'ମଧୁବାବୁ ପେନସନ ଯୋଜନା' ସଚେତନତା ରଥକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରୁଛନ୍ତି।
1
10
6,492
ରାଜ୍ୟରେ ସାମାଜିକ ସୁରକ୍ଷା ହେଉଛି ସୁନିଶ୍ଚିତ। ରାଜ୍ୟର ୫ଲକ୍ଷରୁ ଊର୍ଦ୍ଧ୍ବ ନୂତନ ହିତାଧିକାରୀଙ୍କୁ ଅକ୍ଟୋବର ମାସରୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ବାଲେଶ୍ୱରରେ ଆୟୋଜିତ ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏଥିସହିତ ଏକିକୃତ ପେନସନ୍ ପରିଚାଳନା ପୋର୍ଟାଲ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। #ଲୋକଙ୍କସରକାର #TimelyPension
4
4
1
53
7,756
Service Termination Order of Ms Manisha Mishra, ORS, Sub-Registrar, Baliapal:
101
107
29
968
213,314
A significant step towards strengthening the career prospects of Panchayat Executive Officers (PEOs)! The cabinet has approved an amendment into the Odisha PEO Recruitment Rules, 2021, bringing in major reforms in the PEO cadre structure. Key highlights: 🔹 Promotion quota from PEO to GPDO enhanced from 2.5% to 48%. 🔹 Minimum educational qualification for direct recruitment as PEO upgraded from +2 to Graduation or equivalent. 🔹 3,294 promotional posts created, including 2,030 posts in Pay Level-7 and 1,264 posts in Pay Level-9. This landmark reform will open up greater career progression opportunities, boost employee morale and motivation, and strengthen grassroots governance through a more empowered and efficient workforce. #Odisha #PanchayatiRaj #PEO #RuralDevelopment #GoodGovernance #GovernmentOfOdisha @CMO_Odisha @RabiNaikBJP @SecyChief @IPR_Odisha
12
26
175
11,177
ରାଜ୍ୟ ସରକାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ଏଣିକି ଯୋଗ୍ୟ ଆବେଦନକାରୀଙ୍କୁ ଆବେଦନ କରିବା ପରବର୍ତ୍ତୀ ମାସରୁ ହିଁ ନିୟମିତ ଭାବେ ଭତ୍ତା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରଠାରେ ଆୟୋଜିତ ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରୁଛନ୍ତି। #PensionForAll #ଲୋକଙ୍କସରକାର
2
9
1
25
7,892
ବାଲେଶ୍ବର | ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ଯ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମର ସିଧାପ୍ରସାରଣ: #ଲୋକଙ୍କସରକାର #TimelyPension youtube.com/live/EV4EpMtqO5k…
1
6
68
8,154
କ୍ୟବିନେଟ୍ ନିଷ୍ପତ୍ତି | ୯ ନଭେମ୍ବର, ୨୦୨୬ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ସିଭିଲ୍ ସର୍ଭିସେସ୍ (କମ୍ବାଇନ୍‌ଡ କମ୍ପିଟିଟିଭ୍ ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍) ନିୟମ, ୧୯୯୧ ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ସଂଶୋଧନ ଅନୁସାରେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ପରୀକ୍ଷା ପାଇଁ ପ୍ରୟାସ ସଂଖ୍ୟା ଉପରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହା ଦ୍ୱାରା ମେଧାଭିତ୍ତିକ ଚୟନ ପାଇଁ ବ୍ୟାପକ ଓ ନ୍ୟାୟସଙ୍ଗତ ସୁଯୋଗ ସୃଷ୍ଟି ହେବ। ସମ୍ପୂର୍ଣ୍ଣ ସୂଚନା ପଢନ୍ତୁ:
22
51
2
370
140,145
କ୍ୟାବିନେଟ୍ ନିଷ୍ପତ୍ତି | ୯ ନଭେମ୍ବର, ୨୦୨୬ ରାଜ୍ୟର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାଗଣା ହାଇସ୍ପିଡ୍ ୱାଇଫାଇ ଇଣ୍ଟରନେଟ୍ ସୁବିଧା ପ୍ରଦାନ ସମ୍ବନ୍ଧିତ ସୂଚନା:
14
20
1
137
76,519
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି।
5
3
1
50
7,840
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଜଳ ସମ୍ପଦର ସୁପରିଚାଳନା ଓ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ (ISS 2.0) ଯୋଜନାକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୮୯ଟି ପ୍ରକଳ୍ପ ହାତକୁ ନିଆଯାଇଥିବାବେଳେ ଇତିମଧ୍ୟରେ ୧୦ଟି ପ୍ରକଳ୍ପର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ପ୍ରାୟ ୧.୧୦ କୋଟି ଘନମିଟର ଜଳ ସଂରକ୍ଷଣ କ୍ଷମତା ସୃଷ୍ଟି ହୋଇଛି। ୧୩ଟି ଜିଲ୍ଲାରେ ଆଉ ୨୨ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି। କଳାହାଣ୍ଡି, ବଲାଙ୍ଗୀର, ଗଞ୍ଜାମ, ବରଗଡ଼, ଯାଜପୁର ଓ ସମ୍ବଲପୁର ସମେତ ବିଭିନ୍ନ ଜିଲ୍ଲାରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକ ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ସହ ଗ୍ରାମାଞ୍ଚଳରେ ଜଳ ଉପଲବ୍ଧତାକୁ ସୁଦୃଢ଼ କରିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ବର୍ଷା ଋତୁରେ ନଦୀରେ ପ୍ରବାହିତ ଜଳକୁ ସଂରକ୍ଷଣ କରି ଅଣମୌସୁମୀ ସମୟରେ କୃଷି ଓ ଅନ୍ୟାନ୍ୟ ଆବଶ୍ୟକତାରେ ଉପଯୋଗ କରାଯାଇପାରିବ। ଏଥିସହ ଭୂତଳ ଜଳସ୍ତର ବୃଦ୍ଧି, ପାନୀୟ ଜଳ ଉପଲବ୍ଧତା, ମତ୍ସ୍ୟଚାଷ ଓ ଗ୍ରାମୀଣ ଜୀବିକାର ବିକାଶରେ ଏହା ସହାୟକ ହେବ। #VikshitOdisha
1
4
56
19,101
I & PR Department, Odisha retweeted
ଝିଅଟିଏ ହେଉଛି ପରିବାରର ଗର୍ବ, ସମାଜର ଶକ୍ତି ଓ ଦେଶର ଭବିଷ୍ୟତ। ପ୍ରତ୍ୟେକ କନ୍ୟା ସନ୍ତାନର ରହିଛି ସ୍ୱପ୍ନ ଦେଖିବାର, ଶିକ୍ଷା ଲାଭ କରିବାର ଓ ନିଜ ପ୍ରତିଭାର ବିକାଶ କରିବାର ଅଧିକାର। ଆସନ୍ତୁ, ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନକୁ ସଫଳ କରି ପ୍ରତ୍ୟେକ କନ୍ୟାର ସୁରକ୍ଷା, ଶିକ୍ଷା ଓ ସଶକ୍ତୀକରଣ ପାଇଁ ସଂକଳ୍ପବଦ୍ଧ ହେବା। #BetiBachaoBetiPadhao #SaveGirlChild #EducateGirlChild #GirlChildEmpowerment #WomenEmpowerment #GenderEquality #Odisha #wcdodisha @CMO_Odisha @PravatiPOdisha @MinistryWCD @odisha_subhadra @IPR_Odisha @mission_shakti @NCPCR_ @BetiBachaoBetiP
1
12
1,630
I & PR Department, Odisha retweeted
ଗର୍ଭାବସ୍ଥାରେ ମାଆଙ୍କ ଉପଯୁକ୍ତ ଯତ୍ନ ନେବା ଦ୍ୱାରା ଶିଶୁ ସୁସ୍ଥ ରହିଥାଏ। ଏହି ସମୟରେ ମାଆଙ୍କୁ ପୁଷ୍ଟିକର ଖାଦ୍ୟ, ବିଶ୍ରାମ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସଠିକ୍ ସମୟରେ ଡାକ୍ତରୀ ପରାମର୍ଶ ମିଳିବା ଜରୁରୀ। #HealthyMotherHealthyBaby #MaternalHealth #OdishaHealth
6
20
6,593
ଶ୍ରୀ ଅନ୍ନ ଅଭିଯାନ, ଏକ ନୂଆ ଆଶା- ଚାଷୀଙ୍କ ଜୀବନରେ ଭରିଛି, ଏକ ନୂଆ ସ୍ପନ୍ଦନ @CMO_Odisha @KVSinghDeo1 @SecyChief @AgriGoI @IPR_Odisha #Odisha #millet
4
16
2,044
ମାଣ୍ଡିଆ ଯୋଗୁଁ ମୁଁ ଏବେ ଲକ୍ଷପତି, ଶ୍ରୀଅନ୍ନ ଅଭିଯାନ ମୋ ପାଇଁ ଶ୍ରୀ ଲକ୍ଷ୍ମୀ
3
10
2,098
କେନ୍ଦୁଝରର ବିକାଶକୁ ନୂଆ ଗତି, ପ୍ରଗତିକୁ ନୂଆ ଦିଶା। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ପ୍ରଯୁକ୍ତି ଓ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେଇ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଛନ୍ତି ଦୃଢ଼ ପଦକ୍ଷେପ। #VikshitOdisha
7
8
37
10,551
କେବଳ ଭିତ୍ତିଭୂମିର ବିକାଶ ନୁହେଁ, ଗୁଣାତ୍ମକ ଶିକ୍ଷା, ଉନ୍ନତ ସ୍ୱାସ୍ଥ୍ୟସେବା, ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ଏବଂ ଉନ୍ନତ ଜନସେବା ମାଧ୍ୟମରେ କେନ୍ଦୁଝରକୁ ଏକ ସମୃଦ୍ଧ ଓ ସମର୍ଥ ଜିଲ୍ଲା ଭାବେ ଗଢ଼ିତୋଳିବାକୁ ସରକାରଙ୍କ ରହିଛି ଦୃଢ଼ ସଂକଳ୍ପ। #VikshitOdisha #Kendujhar
2
9
1,035