AMA GAURAV AMA COLLEGE retweeted
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଅଜି ଆମ ମହାବିଦ୍ୟାଳୟରେ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋିଗିତା ଅନୁଷ୍ଠିତ ହୋଇଯାଇଅଛି।ଏଥିରେ କୃତୀଛାତ୍ରୀମାନେ ତା ୨୯/୯/୨୬ରିଖ ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।
AMA GAURAV AMA COLLEGE retweeted
Today"Nasha Mukt Bharat Abhiyan" is organized by our esteemed college with the support of Brahma Kumaris Ishwarya Vishwavidyalaya Chatrapur. How to remain free of mental pollution was the thrust of the awareness.The aim is to promote a healthy lifestyle & build a Drug-Free India.
AMA GAURAV AMA COLLEGE retweeted
Under the AmaGauravAmaCollege initiative,an online webinar on "Students Handling Stress in College Life" was organised today. Dr. Nirlipta Dash,MD (Psychiatry), IMS &SUM Hospital,BBSR delivered an insightful lecture.Our students & staff participated with great enthusiasm.
AMA GAURAV AMA COLLEGE retweeted
World Red Cross & Red Cresent Day 2026 observed at MDC Nuapada, Khariar with the theme “Keeping Humanity Alive.” Inspiring talks, awareness activities, and enthusiastic participation by YRC volunteers. Humanity begins with service.
AMA GAURAV AMA COLLEGE retweeted
The Media coverage (both print & Electronics) of our college 's Annual Function.A celebration which showcased the hidden talents of our students in cultural activities maintaining discipline & teamwork.
AMA GAURAV AMA COLLEGE retweeted
ଆଜି ଆମ ମହାବିଦ୍ୟାଳୟରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଅଛି।ଏହି ଅବସରରେ ଅଧ୍ୟକ୍ଷା ମହୋଦୟା ଏବଂ ଅନ୍ୟାନ୍ୟ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ। ଛାତ୍ରୀ ଶିବାନୀ ବେହେରା ନିଜ ସନ୍ଧର୍ଭ “ଜାତୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱ”ରେ ପଞ୍ଚାୟତିରାଜ ବ୍ୟବସ୍ଥା ଓ ଗ୍ରାମୀଣ ଉନ୍ନତିରେ ଏହାର ଭୂମିକାକୁ ଉପସ୍ଥାପନ କରିଥିଲେ।
AMA GAURAV AMA COLLEGE retweeted
ଆଜି ଆମ ମହାବିଦ୍ୟାଳୟରେ ଟିବିମୁକ୍ତ ଭାରତ ଅଭିଯାନ ତରଫରୁଏକସଚେତନତା କାଯ୍ୟକ୍ରମ ହୋଇଯାଇଅଛି।ଛତ୍ରପୁର ବ୍ଲକର ବରିଷ୍ଠ ଅଧିକାରୀ ଶ୍ରୀ ପ୍ରଭାତକୁମାର ସାହୁ ଛାତ୍ରୀମାନଙ୍କୁ ଯକ୍ଷ୍ମାରୋଗର ଲକ୍ଷଣଏବଂଚିକିତ୍ସା କିପରି ସରକାରୀ ସ୍ତରରେ ମାଗଣା ହୋଇପାରୁଛି,କହିଥିଲେ।ସ୍ବେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ ସଚେତନ ରହିବାକୁ ପରାମର୍ଶ ଦେଲେ
AMA GAURAV AMA COLLEGE retweeted
"ଓଡ଼ିଆ ପକ୍ଷ" ପାଳନ ଅବସରରେ ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଚୟନ ହୋଇ ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟର +୩ ପ୍ରଥମ ବର୍ଷର ଛାତ୍ରୀ ସୂତାରୀ ସୋନାଲି ରେଡ୍ଡୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରମାଣ ପତ୍ର ଓ ପୁରସ୍କାର ଗ୍ରହଣ କରି ନିଜର ଓ ମହାବିଦ୍ୟାଳୟର ନାମ ଉଜ୍ଜଳ କରିଛନ୍ତି।
AMA GAURAV AMA COLLEGE retweeted
ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଆମ ମହାବିଦ୍ୟାଳୟରେ" ଆମ ରୂଚି ଆମ ଖାଦ୍ୟ" କାର୍ଯକ୍ରମ ଆୟୋଜନ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମକୁ ଛାତ୍ରୀ, ସମ୍ମାନୀୟା ଅଧ୍ୟକ୍ଷା ଓ ଅଧ୍ୟାପିକା ମାନେ ଆନନ୍ଦର ସହ ପାଳନ କରିଛନ୍ତି। ସମସ୍ତଙ୍କୁ ବିଭିନ୍ନ ଓଡ଼ିଆ ଖାଦ୍ୟ ଚାଖିବାର ମୁହୂର୍ତ୍ତ ଏକ ନିଆରା ଅନୁଭୂତି ପ୍ରଦାନ କରିଥିଲା।
AMA GAURAV AMA COLLEGE retweeted
ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଆ ବରପୁତ୍ର ମାନଙ୍କ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନେ ବହୁସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ। ସମ୍ମାନୀୟା ଅଧ୍ୟକ୍ଷା ଓ ଅଧ୍ୟାପିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
AMA GAURAV AMA COLLEGE retweeted
ଆମ ଗୌରବ ଆମ କଲେଜ ପକ୍ଷରୁ ଆଜି "ଓଡ଼ିଆ ପକ୍ଷ: ଆମ ସାଂସ୍କୃତିକ ଐକ୍ୟ" ଉପରେ ଏକ ଭରଚୁଆଲ କର୍ମଶାଳା ହୋଇ ଯାଇଛି| ମୁଖ୍ୟବକ୍ତା ଶ୍ରୀ ଦେବେନ୍ଦ୍ର ନାଥ ରାଉତ କହିଥିଲେ ଯେ ଓଡ଼ିଆ ପକ୍ଷ ଆମେ ପାଳନ କରିବା ନିଜ ସଂସ୍କୃତି, ସାହିତ୍ୟ ତଥା ଅସ୍ମିତାର ପରିଚୟକୁ ପୁନର୍ଜୀବିତ କରିବା ପାଈଁ।ଏହି କାର୍ଯକର୍ମରେ ଆମ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
AMA GAURAV AMA COLLEGE retweeted
ଆଜି ଆମ ମହାବିଦ୍ୟାଳୟରେ ଆମ ଗୌରବ ଆମ କଲେଜ ବ୍ୟାନର ତଳେ ଉତ୍କଳ ଦିବସ ଉତ୍ସାହର ସହିତ ପାଳନହୋଇଅଛି।ଏହି ଅବସରରେ ସମସ୍ତ ଛାତ୍ରୀ,ଅଧ୍ୟାପିକାଓ ଅଧ୍ୟକ୍ଷା ରାଜ୍ୟ ସଂଗୀତ ଗାନ କରିଥିଲେ। ଅଧ୍ୟକ୍ଷା ଏବଂ ଛାତ୍ରୀମାନେ ସେମାନଙ୍କ ଭାଷଣ,ବକ୍ତୃତା,କବିତା ଓ ସଙ୍ଗୀତରେ ସ୍ଵାଭିମାନୀ ଓଡ଼ିଆ ଜାତିର ଇତିହାସ, ସଂସ୍କୃତି ଓ ତ୍ୟାଗକୁ ସ୍ମରଣ କରିଥିଲେ।
AMA GAURAV AMA COLLEGE retweeted
Students displaying their skills of Self Protection before the guests.The training was fruitful since our students have equipped themselves with various techniques of self defence &at the same time they have enjoyed a lot during these eight days of training. An effort to empower.
AMA GAURAV AMA COLLEGE retweeted
Dept. of History organised its weekly seminar today .Ritika Sahu,+3 3rd year presented her paper on the topic "Danda Nacha: A Spiritual Journey". Faculty members and students were excitedly involved in the interactive session to gain knowledge on rich Ganjam culture & tradition.
AMA GAURAV AMA COLLEGE retweeted
National Science Day Celebration at MDCN, on this occasion Anthropology, Chemistry, Botany, Zoology, physics and Computer science demonstrated different experiments by Departmental Students.
AMA GAURAV AMA COLLEGE retweeted
Self-Defence Training Program 2026
The Self-Defence Training Program was conducted in Model Degree College Nuapada, Khariar from 13.02.2026 to 24.02.2026 under the coordination of Dr. Lipika P. Patra Madam. The program was inaugurated by Dr. A.K. Sahoo, Principal.
AMA GAURAV AMA COLLEGE retweeted
Higher Education Department Sanctioned Rs 1.73 Crore for development of colleges and universities under "Ama Gaurav Ama College" Scheme
@CMO_Odisha @suryabanshibjp @AGACPS
#highereducation
AMA GAURAV AMA COLLEGE retweeted
CAREER COUNSELLING PROGRAMME conducted under AMA GAURAVA AMA COLLEGE.
AMA GAURAV AMA COLLEGE retweeted
Today our esteemed college organised a seminar on World Cancer Day. Sanu Nahak & Sonali Nayak, +3 Final Year students, presented an informative PPT on it.
The programme was smoothly conducted under the guidance of the Principal Madam along with other respected faculty members.
AMA GAURAV AMA COLLEGE retweeted
Volunteers of YRC & NSS spreaded the messages on safe practices, compassion &awareness through placards &slogans in the rally highlighting the global theme of World AIDS Day"Disruption &Transforming the AIDS Response". Everyone vowed to work together to meet the target by 2030.




















































