Akshay Samal । ଅକ୍ଷୟ ସାମଲ (@AkshayKSamal) header
Akshay Samal । ଅକ୍ଷୟ ସାମଲ (@AkshayKSamal) profile picture

BPUT Alumnus. IT/Social Writing/Philosopher/Political Analyst/Consultant. Views are Personal. Aiming for developed Odisha. Truth, Duty and Justice 🙏

The Universe
Joined August 2012
Photo by Akshay Samal । ଅକ୍ଷୟ ସାମଲ (@AkshayKSamal)Photo by Akshay Samal । ଅକ୍ଷୟ ସାମଲ (@AkshayKSamal)Photo by Akshay Samal । ଅକ୍ଷୟ ସାମଲ (@AkshayKSamal)Photo by Akshay Samal । ଅକ୍ଷୟ ସାମଲ (@AkshayKSamal)Photo by Akshay Samal । ଅକ୍ଷୟ ସାମଲ (@AkshayKSamal)Photo by Akshay Samal । ଅକ୍ଷୟ ସାମଲ (@AkshayKSamal)Photo by Akshay Samal । ଅକ୍ଷୟ ସାମଲ (@AkshayKSamal)Photo by Akshay Samal । ଅକ୍ଷୟ ସାମଲ (@AkshayKSamal)Photo by Akshay Samal । ଅକ୍ଷୟ ସାମଲ (@AkshayKSamal)Photo by Akshay Samal । ଅକ୍ଷୟ ସାମଲ (@AkshayKSamal)
ବଡ ବିଚିତ୍ର ଏ ସଂସାର ! ଅମାବାସ୍ୟା ଦିନ ଆଲୋକର ପର୍ବ ଦୀପାବଳି ! କିଛି ଲୋକଙ୍କର ସବୁଦିନ ଦୀପାବଳି ଆଉକିଛି ଲୋକଙ୍କର ସବୁଦିନ ଅମାବାସ୍ୟା ! କିଛି ଲୋକଙ୍କର ସବୁଦିନ ଦୀପାବଳି ଭଳି ଆଲୋକ ଜଳୁଥିଲେ ବି ମନରେ ଅମାବାସ୍ୟା , ଆଉ କିଛି ଲୋକଙ୍କର ସବୁଦିନ ଅମାବାସ୍ୟା ଭଳି ଅବସ୍ଥା ଥିଲେ ବି ମନରେ ଦୀପାବଳି ! ସବୁ ତାଙ୍କରି ଲିଳା 🙏
2
11
407
ଅପରାଧ ବଢିବାର କାରଣ ବିଭିଷଣଙ୍କ ସଂଖ୍ୟା କମିବା । ବିଭିଷଣ ହୁଅ, ଭୁଲକୁ ବିରୋଧ କର ରାମ ରାଜ୍ୟ ଆସିବ । ବିଭିଷଣ ହେବା ସମାଜ ପାଇଁ ଭଲ 🙏
2
5
265
Temple is a scam starting from it its Name.
2
4
213
Tech Park in Kendujhar to Attract IT/ITeS Investments and Generate Jobs is a big joke. Nothing going to change under current BJP govt in Odisha.
🚨 Odisha Lays Foundation for ₹237-Crore Tech Business Park in Kendujhar, Spanning 27,457 Sq. Metres to Attract IT/ITeS Investments and Generate Jobs.
9
1
45
1,487
Enough is Enough. This raise serious concern and must be addressed. Many are suffering but not able to raise their voice.
When a family needs an ambulance during a medical emergency, what exactly are they paying for? A vehicle with some medical equipment, or a properly equipped and professionally managed emergency medical service? I want to share an experience from 5 November in Bhubaneswar. We contacted CARE Hospitals for an ambulance for my father-in-law. They connected us with RED Ambulances, a privately managed service. A large Force Motors vehicle arrived, and the driver quoted ₹4,000, saying that it was equipped with ventilator support. My brother-in-law accompanied the patient while I followed the ambulance. But before the ambulance arrived, we had already made repeated attempts to revive my father-in-law at home and performed the necessary CPR. There was no revival. His body temperature was also falling. Based on what I had witnessed, and from my personal exposure to medical matters as the son of a medical professional, I was deeply concerned that he had already passed away. During the journey, my brother-in-law was told that the SpO₂ and blood pressure readings on the display monitor were fluctuating and that the patient was alive. However, after reaching CARE Hospitals, the doctors examined him, performed an ECG and declared him brought dead. I am not making a medical allegation against the ambulance personnel. But I would genuinely like to know what those readings indicated, whether they were clinically reliable and who was monitoring and interpreting them. Does installing a ventilator and a monitoring system automatically make a vehicle an Advanced Life Support ambulance? What qualified medical personnel are required to operate such equipment? The next issue was the charges. When we had to take the mortal remains to Capital Hospital, the driver initially insisted on ₹4,000. After speaking to his manager, the demand changed to ₹5,000 plus another ₹2,000. When I questioned the additional amount and mentioned approaching the police, another demand was raised for replacing a mask costing around ₹700. I have a CARE Hospitals pharmacy receipt showing ₹717 paid for an adult oxygen mask. I would like an explanation of the basis for this replacement charge. CARE Hospitals staff were compassionate and professional. My concern is entirely about the private ambulance service. We had faced similar problems with ambulance operators during a family medical emergency in 2024 as well. This is precisely why I feel the issue deserves serious attention beyond one family's experience. I would like to bring this matter to the attention of the @HFWOdisha, @STAOdisha, @MahalingMukesh and @SecyChief. How many private ambulances are currently registered in Odisha? Who verifies their claimed facilities, equipment and staffing? What safeguards protect families from arbitrary charges and misleading assurances during emergencies? I also want to hear from people across Odisha. Have you faced similar experiences? Have you been charged unexpectedly or encountered unprofessional behaviour while hiring an ambulance? An ambulance is not an ordinary commercial vehicle. It is an essential healthcare service, and there must be accountability when public trust and human lives are involved. #Bhubaneswar #Odisha
1
1
7
314
ଭୁବନେଶ୍ବରରେ ମେଟୌର ଆବଶ୍ୟକତା ନାହିଁ । ଭୁବନେଶ୍ବର ମେଟୌ ପୂର୍ବରୁ ବ୍ରହ୍ମପୁର ଏୟାରପୋର୍ଟ କଥା ଚିନ୍ତା କରାଯାଉ । ସବୁ ଜିଲ୍ଲାର ଶିତଳଭଣ୍ଡାର କଥା ଛିନ୍ତା କରାଯାଉ। ସବୁ ଜିଲ୍ଲାର ବସଷ୍ଟାଣ୍ଡ କଥା ଛିନ୍ତା କରାଯାଉ। ଜଳସେଚନ କଥା ଛିନ୍ତା କରାଯାଉ। ରୋଡ ନେଟୱର୍କ କଥା ଛିନ୍ତା କରାଯାଉ। ରାଜ୍ୟର ସ୍ବାସ୍ଥ୍ୟସେବା କଥା ଚିନ୍ତା କରାଯାଉ।
15
5
64
2,748
BJD and AAP both are in same position, somd member of both party join BJP and both party support BJP unofficially it seems !
9
367
ପ୍ରୋବେସନ ପିରିୟଡ ବେଳେ ବି ଲାଞ୍ଚ , ମାନେ କରପସନ କୋଉ ଲେବେଲ ରୋ ପହଞ୍ଚିଲାଣି 🤔 ଲାଗୁଛି ସଛୋଟତା ବୋଲି ଆଉ କିଛି ନାହିଁ !
#ଭିଜିଲାନ୍ସ_ଜାଲରେ_ମହିଳା_ORS_ଅଧିକାରୀ -ଜଳେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ORS ଅଧିକାରୀ -ପ୍ରୋବେସନ ପିରିୟଡରେ ଥିବାବେଳେ ଲାଞ୍ଚ ନେଇ ଧରାପଡ଼ିଲେ -ବାଲିଆପାଳ ସବ୍‌ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କୁ ଧରିଲା ଭିଜିଲାନ୍ସ -ଜମି ପଞ୍ଜୀକରଣ ପାଇଁ ୭ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ -୨୦୨୪ରେ ORS ଅଧିକାରୀ ଭାବେ ଯୋଗ ଦେଇଥିଲେ ମନୀଷା ମିଶ୍ର -ପ୍ରୋବେସନ ପିରିୟଡରେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର୍‌ ଭାବେ ନିଯୁକ୍ତି ପାଇଥିଲେ #ManishaMishra #Baliapal #Jaleswar #OdishaVigilance #VigilanceRaid #ORSOfficer #OTV
2
3
31
675
ସ୍ବର ପୁଣି ଉଠିବ ପରିବର୍ତ୍ତନ ପୁଣି ହେବ । ପରିବର୍ତ୍ତନ ଓଡ଼ିଶାର ସ୍ବାଭିମାନ ପାଇଁ । ପରିବର୍ତ୍ତନ ଓଡ଼ିଶାର ସାର୍ବଭୌମତ୍ବ ପାଇଁ । ପରିବର୍ତ୍ତନ ଓଡ଼ିଶାର ଉନ୍ନତିକରଣ ପାଇଁ । ପରିବର୍ତ୍ତନ ଓଡ଼ିଶାର ଯୁବ ପିଢି ପାଇଁ । ପରିବର୍ତ୍ତନ ଓଡ଼ିଶାର ଆଗାମି ଭବିଷ୍ୟତ ପାଇଁ। ଆପଣମାନେ ପ୍ରସ୍ତୁତ କି ?
2
1
11
690
ପ୍ରଭାତି ପରିଡା ମ୍ୟାଡାମ ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବା ଛାଡି ଓଡ଼ିଶା ଲୋକଙ୍କୁ ଉତ୍ତର ଦେଲେ ଭଲ ହୁଅନ୍ତା । ଗତ ୩୦ ମାସରେ ସରକାରଙ୍କର ଉପଲବ୍ଧି କଣ ? ପର୍ଯ୍ୟଟନରେ କାହିଁକି କିଛି ଅଗ୍ରଗତି ହେଉନାହିଁ ?
8
275
I am sorry to say, we will not get benefitted from this MOU. I am observing last few decisions of our chief secretary and I feel those will not helpful for Odisha development. Theoretically study/observation will not help in ground.
#WATCH | The Odisha government signed a three-year MoU with Abdul Latif Jameel Poverty Action Lab (J-PAL) South Asia yesterday to strengthen evidence-based policymaking and support the state’s development goals. Under the partnership, J-PAL South Asia will work with various government departments to identify key policy challenges, generate robust evidence and translate research findings into actionable recommendations. The collaboration also includes ‘Barnali’, a gender-equity curriculum being implemented in government schools. The MoU was signed by Rashmi Kabi, FA-cum-Additional Secretary, Planning & Convergence Department, and Shobhini Mukerji, Executive Director, J-PAL South Asia, in the presence of Chief Secretary Anu Garg. The partnership aims to support Odisha’s vision of ‘Samruddha Odisha’ by 2036 and ‘Viksit Odisha’ by 2047. (Source: Office of the Chief Secretary, Odisha)
4
284
ଓଡ଼ିଶା ପାଇଁ କିଭଳି ନେତୃତ୍ବ ଦରକାର ୧ - ଯିଏ ପୂର୍ବ ଓଡ଼ିଶାରେ ଜନ୍ମ , କିନ୍ତୁ କିଛି ବର୍ଷ ପଶ୍ଚିମ ଓଡିଶାରେ ରହିଥିବ କିମ୍ବା ବିପରିତ । ୨ - ଯିଏ ଗାଁରେ ବଢିଥିବ ଓ ସହରରେ ପଢିଥିବ। ୩ - ଯିଏ ଓଡିଶାର ପଢିଥିବ ଓ ଓଡ଼ିଶା ବାହାରେ କିଛି ବର୍ଷ କାମ କରିଥିବ । ୪ - ଯିଏ ରାଜ୍ଯ ଓ ରାଜ୍ଯ ବାହାରର ରାଜନୀତି ଓ ଉନ୍ନତିକରଣ ବୁଝିଥିବ ।
12
2
1
64
4,531
୫ - ଯିଏ ସମତଳ ଓ ପାହାଡି ଅଞ୍ଚଳରେ କିଛି କିଛି ବର୍ଷ ରହିଥିବ ଓ ସମସ୍ୟା ବିଷୟରେ ଅବଗତ ଥିବ ।
4
606
Odisha govt should take object to this google map. Why Odisha Adharsha Vidyalaya (OAV) not showing in Odia and why that area not shown under Odisha ? @MohanMOdisha @SecyChief @CMO_Odisha
2
2
1
22
1,440
ମୋହନ ବାବୁଙ୍କୁ ଅନୁରୋଧ , ସରକାର ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ଧ୍ୟାନ ନଦେଇ ଏବେ କୋଟିଆ ଏବଂ ଅନ୍ଯ ସୀମାନ୍ତ ଗ୍ରାମର ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ ।
1
6
235
Did you know ? ODISHA Build India. The first modern iron ore mines in India were developed at Gorumahisani, located in the Mayurbhanj district of Odisha. The ore deposits were discovered in 1904 by Indian geologist Pramatha Nath Bose, who wrote Jamsetji Tata for exploration.
17
4
86
7,996
ପ୍ରତ୍ୟେକ ଜିଲ୍ଲାର ବିକାଶ ହେଉ। ଯୁବକଙ୍କୁ ରୋଜଗାର ମିଳୁ। ଚାଷୀଙ୍କ ଆୟ ବଢ଼ୁ। ସାଧାରଣ ଲୋକଙ୍କୁ ଉନ୍ନତ ଜୀବନ ମିଳୁ। ବଡ଼ ପ୍ରକଳ୍ପ ପରେ ବି ହୋଇପାରିବ, କିନ୍ତୁ ମୌଳିକ ବିକାଶକୁ ଆଉ ଅଣଦେଖା କରାଯାଇପାରିବ ନାହିଁ। ଆମକୁ କେବଳ ଚକଚକିଆ ଓଡ଼ିଶା ନୁହେଁ, ବାସ୍ତବରେ ବିକଶିତ ଓଡ଼ିଶା ଦରକାର।
ଓଡ଼ିଶା ପାଇଁ ଏବେ ବୁଲେଟ୍ ଟ୍ରେନ୍ କିମ୍ବା ହାଇସ୍ପିଡ୍ ରେଳ କରିଡର ଦରକାର ନାହିଁ। ଭୁବନେଶ୍ୱରରେ ମେଟ୍ରୋ ନହେଲେ ବି ଚଳିବ। କିନ୍ତୁ ଆମକୁ ଆଉ କିଛି ଅତ୍ୟନ୍ତ ଜରୁରୀ ଜିନିଷ ଦରକାର। ଓଡ଼ିଶାର ବିକାଶର ଅର୍ଥ କେବଳ ବଡ଼ ବଡ଼ ପ୍ରକଳ୍ପ ନୁହେଁ। ବିକାଶର ଅର୍ଥ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ। ଆମର ପ୍ରାଥମିକତା ହେବା ଉଚିତ 👇
9
265
Lesson learn for Odisha. Do something good in own land. Odisha have the potential to create quick 10 lakh job and more in future.
1
1
10
692
Did you know ? The traditional Indian squatting toilet is called an Orissa pan (or Odisha pan) because plumbers and artisans from the state of Odisha (formerly Orissa) originally designed and popularized this specific pattern of toilet.
7
8
2
122
4,687
ଓଡ଼ିଶା ପାଇଁ ଏବେ ବୁଲେଟ୍ ଟ୍ରେନ୍ କିମ୍ବା ହାଇସ୍ପିଡ୍ ରେଳ କରିଡର ଦରକାର ନାହିଁ। ଭୁବନେଶ୍ୱରରେ ମେଟ୍ରୋ ନହେଲେ ବି ଚଳିବ। କିନ୍ତୁ ଆମକୁ ଆଉ କିଛି ଅତ୍ୟନ୍ତ ଜରୁରୀ ଜିନିଷ ଦରକାର। ଓଡ଼ିଶାର ବିକାଶର ଅର୍ଥ କେବଳ ବଡ଼ ବଡ଼ ପ୍ରକଳ୍ପ ନୁହେଁ। ବିକାଶର ଅର୍ଥ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ। ଆମର ପ୍ରାଥମିକତା ହେବା ଉଚିତ 👇
1
1
1
12
1,025
ପାନୀୟ ଜଳ, ବିଜୁଳି ଓ ଗ୍ରାମୀଣ ଭିତ୍ତିଭୂମିର ବିକାଶ। ଓଡ଼ିଶାର ଶିଳ୍ପାଞ୍ଚଳ ସହିତ ଅନ୍ୟ ଜିଲ୍ଲାଗୁଡ଼ିକର ସନ୍ତୁଳିତ ବିକାଶ। ମୁଁ ଆଧୁନିକ ପ୍ରକଳ୍ପର ବିରୋଧୀ ନୁହେଁ। କିନ୍ତୁ ପ୍ରଶ୍ନ ହେଉଛି, କେଉଁ ପ୍ରକଳ୍ପ ଆମ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପ୍ରଥମେ ବଦଳାଇପାରିବ? ପ୍ରଥମେ ଓଡ଼ିଶାର ମୌଳିକ ସମସ୍ୟାର ସମାଧାନ ହେଉ।
1
1
128
ପ୍ରତ୍ୟେକ ଜିଲ୍ଲାର ବିକାଶ ହେଉ। ଯୁବକଙ୍କୁ ରୋଜଗାର ମିଳୁ। ଚାଷୀଙ୍କ ଆୟ ବଢ଼ୁ। ସାଧାରଣ ଲୋକଙ୍କୁ ଉନ୍ନତ ଜୀବନ ମିଳୁ। ବଡ଼ ପ୍ରକଳ୍ପ ପରେ ବି ହୋଇପାରିବ, କିନ୍ତୁ ମୌଳିକ ବିକାଶକୁ ଆଉ ଅଣଦେଖା କରାଯାଇପାରିବ ନାହିଁ। ଆମକୁ କେବଳ ଚକଚକିଆ ଓଡ଼ିଶା ନୁହେଁ, ବାସ୍ତବରେ ବିକଶିତ ଓଡ଼ିଶା ଦରକାର। #ବିକଶିତଓଡ଼ିଶା #OdishaDevelopment
1
98