Barbil Municipality (@BarbilULB) profile picture
Joined August 2017
Photo by Barbil Municipality (@BarbilULB)Photo by Barbil Municipality (@BarbilULB)Photo by Barbil Municipality (@BarbilULB)Photo by Barbil Municipality (@BarbilULB)Photo by Barbil Municipality (@BarbilULB)Photo by Barbil Municipality (@BarbilULB)Photo by Barbil Municipality (@BarbilULB)Photo by Barbil Municipality (@BarbilULB)Photo by Barbil Municipality (@BarbilULB)Photo by Barbil Municipality (@BarbilULB)
Hon'ble CM distributed PMAY 2.0 Urban, work order to core sanitation workers (Shri. Deepak Naik & Shri. Surendra Naik) under GARIMA scheme of @PuriMunicipali1 on event of National Workshop on Garima at State Convention Centre, Bhubaneswar. @CMO_Odisha @mohua @HUDDeptOdisha
2
16
429
Barbil Municipality retweeted
PMAY 2.0 Work Order Distributed in presence of EO Sir, Chairperson Sir, Vice-Chairperson, MP representative, all councilors at Barbil Municipality @HUDDeptOdisha @DistAdmKeonjhar @CMO_Odisha @PMOIndia
1
1
138
କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝର ଦରବାର ହଲଠାରେ ଆୟୋଜିତ “ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା” ସଂକ୍ରାନ୍ତୀୟ କର୍ମଶାଳାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଦ୍ଧିଜୀବୀ ମାନଙ୍କ ସହ ଭାବ ବିନିମୟ କରି ମତାମତ ଗ୍ରହଣ କରିଛନ୍ତି।
2
6
53
1,362
Shri Mohan Charan Majhi, Hon'ble Chief Minister of Odisha @CMO_Odisha inaugurated PMAY(U)-2.0 awareness stall in Barbil Mahotsav @BarbilULB on 15.01.2025. Hon'ble MLA Champua, Hon'ble MLA Telkoi, Hon'ble MLA Patna & Chairperson were also present. @HUDDeptOdisha
3
20
487
Barbil Municipality retweeted
ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଅନୁଷ୍ଠିତ ହେଉଛି ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ସହ ଲୋକ ନୃତ୍ୟ ଉତ୍ସବ। ଏହି ଭବ୍ୟ ଆୟୋଜନ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ରତାକୁ ଅନୁଭବ କରିବେ ଅତିଥି। #PravasiBharatiyaDivas
6
13
101
4,428
Every person deserves the dignity, health, and safety that comes with access to a toilet. 🌟 Let’s continue the journey towards sanitation for all. #ToiletsForDignity #MyToiletMyPride #SwachhBharat #SanitationForAll
16
3
21
1,957
Barbil Municipality retweeted
ମତାମତ ଦେଉଛି ସାରା ଓଡ଼ିଶା। ଲୋକଙ୍କ ମତାମତ ଭିତ୍ତିରେ ପ୍ରସ୍ତୁତ ହେଉଛି ବିକଶିତ ଓଡ଼ିଶା ପାଇଁ 'ଭିଜନ ଡକୁମେଣ୍ଟ'। ଏଥିପାଇଁ ମତାମତ ଦେବାର ଶେଷ ତାରିଖ ୫ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ମତାମତ ଦିଅନ୍ତୁ, ବିକଶିତ ଓଡ଼ିଶା ଗଠନରେ ଭାଗୀଦାର ହୁଅନ୍ତୁ। #OdishaVisionDocument #ViksitOdisha #ParticipateNow #ShapeTheFuture
1
1
4
504
Barbil Municipality retweeted
ମତାମତ ଦେଉଛି ସାରା ଓଡ଼ିଶା। ଲୋକଙ୍କ ମତାମତ ଭିତ୍ତିରେ ପ୍ରସ୍ତୁତ ହେଉଛି ବିକଶିତ ଓଡ଼ିଶା ପାଇଁ 'ଭିଜନ ଡକୁମେଣ୍ଟ'। ଏଥିପାଇଁ ମତାମତ ଦେବାର ଶେଷ ତାରିଖ ୫ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ମତାମତ ଦିଅନ୍ତୁ, ବିକଶିତ ଓଡ଼ିଶା ଗଠନରେ ଭାଗୀଦାର ହୁଅନ୍ତୁ। #OdishaVisionDocument #ViksitOdisha #ParticipateNow #ShapeTheFuture
44
48
5
199
14,121
Barbil Municipality retweeted
Exciting News! #Odisha has proudly secured the 2nd rank in the #CleanToiletCampaign 2023 under the Swachh Bharat Mission (Urban)! 🏆 @SwachhBharatGov The evaluation was based on FACES (Functional, Accessible, Clean, Eco-friendly, and Safe) parameter. 1/2
16
28
1
98
5,944
Barbil Municipality retweeted
ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଓଡ଼ିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍‌ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ ବରଗଡ଼ରେ ଏକ କ୍ରିଟିକାଲ୍‌ କେୟାର ସେଣ୍ଟରର ଉଦ୍‌ଘାଟନ ମଧ୍ୟ ହୋଇଛି। #ବିକଶିତଓଡ଼ିଶା ଏହି ପ୍ରୟୋଗଶାଳାର ସ୍ଥାପନା ଦ୍ୱାରା ଭେଷଜ ପରୀକ୍ଷା ଓ ମାନ ନିୟନ୍ତ୍ରଣ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏହା ପୂର୍ବରୁ ଆମକୁ ଔଷଧର ମାନ ପରୀକ୍ଷଣ ପାଇଁ ରାଜ୍ୟ ବାହାରର କେନ୍ଦ୍ରୀୟ ପ୍ରୟୋଗଶାଳା ଉପରେ ନିର୍ଭର କରିବାକୁ ପଡୁଥିଲା କିନ୍ତୁ ଏବେ ଆମ ହାତ ପାଆନ୍ତାରେ ଏହି ପ୍ରୟୋଗଶାଳା ହେବା ଦ୍ୱାରା ସମୟ ବଞ୍ଚିବା ସହିତ, ତ୍ୱରାନ୍ୱିତ ଭାବେ ଆମେ ଔଷଧର ମାନ ପରୀକ୍ଷଣ କରି ତା’ର ରିପୋର୍ଟ ପାଇପାରିବା ଯାହାକି ଆମର ସାଧାରଣ ଜନତାଙ୍କୁ ଅଧିକ ମାତ୍ରାରେ ଉପକୃତ କରିବ । ଏତଦ୍ୱାରା ଆମ ରାଜ୍ୟରେ ଉନ୍ନତମାନର ଔଷଧର ବିତରଣକୁ ପ୍ରୋତ୍ସାହନ ମିଳିବ । ଏହା ଆମ ପାଇଁ ବହୁତ ଗର୍ବର ବିଷୟ। ଏହି ପ୍ରୟୋଗଶାଳା ଆମ ରାଜ୍ୟରେ ଥିବା ଓଡ଼ିଶା ସରକାରଙ୍କର ପ୍ରୟୋଗଶାଳା ଉପରେ ପରୀକ୍ଷଣର ଚାପକୁ ଦୂର କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିସହ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ ଟୀକାକରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ U-WIN Portal, ଦେଶର ଦୂର୍ଗମ ଅଞ୍ଚଳକୁ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଡ୍ରୋନ୍ ସେବା ବ୍ୟବସ୍ଥା, ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରଫେସନାଲମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଡିଜିଟାଲ ଇନିସିଏଟିଭ୍ ଏବଂ ଆହୁରି ଅନେକ ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।
18
9
1
112
6,915
କେନ୍ଦୁଝର ଜିଲ୍ଲାର ପାଟଣା ଓ ସାହାରପଡ଼ା ବ୍ଲକ୍ ମୁଖ୍ୟାଳୟରେ 'ସୁଭଦ୍ରା ଯୋଜନା' ଫର୍ମ ବଣ୍ଟନର ଶୁଭାରମ୍ଭ ହୋଇଛି। @Subhadraodisha
2
6
33
1,080
With the support of #DMFKeonjhar, @BarbilULB has acquired its first Road Vacuum Sweeper. The machine has the capacity to clean both dust & garbage. This will provide commuters a clean and healthy experience while traveling on the road. @CMO_Odisha @HUDDeptOdisha @MinesMinIndia
4
4
33
1,326
Barbil Municipality retweeted
Hon’ble Chief Minister, Shri @Naveen_Odisha, has approved "Odisha Rural-Urban Transition Policy", a visionary policy under #5T Governance for transformative urbanization in #Odisha. 1/5 #TransformingUrbanOdisha
28
88
6
293
21,637
Barbil Municipality retweeted
DMA, Additional Secretaries, Joint Secretary, EIC OWSSB, EOs ,Engineering Teams, MUKTA Professionals and TULIP Interns also participated in the workshop.6/6
2
28
115
2,847
Barbil Municipality retweeted
Addressing the participants in the workshop Shri G Mathi Vathanan, Principal Secretary, H&UD Dept stated that #Odisha is going to be a torch bearer in the country in the implementation of this transformative #GreyWaterManagement initiative.5/6
1
26
123
2,658
Barbil Municipality retweeted
A State level workshop was organised at Bhubaneswar on 28th June for the Chairpersons, EOs and other key functionaries of the said 11 ULBs to train them on #GreyWaterManagement. More than 200 participants attended the workshop. 4/6
1
25
95
1,840
Barbil Municipality retweeted
The 11 Light House ULBs namely Angul, Balasore, Bargarh, Chatrapur, Dhenkanal, Hinjilicut, Jajpur, Jatni, Keonjhar, Koraput & Nayagarh with a target timeline to complete by December 2023.3/6
1
21
97
1,768
Barbil Municipality retweeted
After successful implementation of #GreyWaterManagement in #Jatni and #Dhenkanal on Pilot basis , Government has scaled up implementation in another 11 ULBs as Light House ULBs.2/6
3
25
97
1,916