Medical Officer(I/C), CHC Chandbali (@CChandabali) header
Medical Officer(I/C), CHC Chandbali (@CChandabali) profile picture

Official X handle of Medical Officer(I/C), Community Health Center, Chandabali

AT/PO-CHANDABALI,DIST-BHADRAK
Joined September 2019
Photo by Medical Officer(I/C), CHC Chandbali (@CChandabali)Photo by Medical Officer(I/C), CHC Chandbali (@CChandabali)Photo by Medical Officer(I/C), CHC Chandbali (@CChandabali)Photo by Medical Officer(I/C), CHC Chandbali (@CChandabali)Photo by Medical Officer(I/C), CHC Chandbali (@CChandabali)Photo by Medical Officer(I/C), CHC Chandbali (@CChandabali)Photo by Medical Officer(I/C), CHC Chandbali (@CChandabali)Photo by Medical Officer(I/C), CHC Chandbali (@CChandabali)Photo by Medical Officer(I/C), CHC Chandbali (@CChandabali)Photo by Medical Officer(I/C), CHC Chandbali (@CChandabali)
76 ତମ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।🇮🇳🇮🇳 #aajadikaamritmahotsav #IndependenceDay2022 #IndependenceDayIndia – at Orissa, India
1
20
Medical Officer(I/C), CHC Chandbali retweeted
Replying to @DM_Bhadrak
@DM_Bhadrak @nhmodisha @HFWOdisha Morbidity management, MMDP kit distribution & Lymphoedema patient' house visit by the ADPHO(VBD) & team of Bhadrak
1
10
Regular screening of children by RBSK MHT Ayush MO and Pharmacist at Jashipur AWC, Chandbali. @NHMBhadrak #AzadiKaAmritMahotsav – at Orissa, India
1
9
ଆସନ୍ତା ତା୨୮.୦୪.୨୦୨୨ରିଖ ଗୁରୁବାର ସକାଳ ୦୮ଘଟିକା ରୁ ଦିନ ୦୧ଘଟିକା ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ, ପାଞ୍ଚପଡା, ଚାନ୍ଦବାଲି ରେ ଏକ ବ୍ଲକସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେବାକୁ ଯାଉଛି। #AzadiKaAmritMahotsav #Amritmohatsav @NHMBhadrak @DM_Bhadrak – at Orissa, India
2
4
24
ଏହି ସ୍ବାସ୍ଥ୍ୟ ମେଳାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ସମସ୍ତ ରୋଗର ଚିକିତ୍ସା, ରୋଗ ପରୀକ୍ଷା ଏବଂ ଔଷଧ ବଣ୍ଟନ ସେବା ବିନମୂଲ୍ୟରେ ଯୋଗାଇ ଦିଆଯିବ। ଏଣୁ ଏହି ମେଳା ରେ ଯୋଗଦେଇ ମେଳା କୁ ସଫଳ କରିବାକୁ ଚାନ୍ଦବାଲି ଜନସାଧରଣଙ୍କୁ ଅନୁରୋଧ କରାଯାଉଛି। #nhmindia – at Orissa, India
4
Medical Officer(I/C), CHC Chandbali retweeted
Audio and Vidual Show For NCD and COVID 19 Activity in a mobile tv under CHC Chandabali @CChandabali @CdmoBhadrak @nhmodisha @DM_Bhadrak #health #INFOGRAPHIC – at Bhadrak, India
1
8
Medical Officer(I/C), CHC Chandbali retweeted
#ଓଡ଼ିଶାଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସେ ବାର୍ତ୍ତା ଦେଇଛନ୍ତି। #ଉତ୍କଳଦିବସ
24
58
4
609
Medical Officer(I/C), CHC Chandbali retweeted
Conjunctivitis is a contagious infection. If you are suffering from Conjunctivitis, then do not share your towel or handkerchief with anyone, wash your eyes with clean water frequently & go to nearest hospital for treatment. #OdishaCares
2
5
83
Medical Officer(I/C), CHC Chandbali retweeted
ପବିତ୍ର ଆରଡ଼ି ପିଠରେ କୋଭିଡ୍ କଟକଣା ଆଧାରରେ ପାଳିତ ହେବାକୁ ଯାଉଥିବା ମହାଶିବରାତ୍ରି ତଥା ଜାଗର ଯାତ୍ରା ଅବସର ରେ ଜନ ସାଧାରଣ ଙ୍କ ଉଦ୍ଦେଶ୍ୟ ରେ ଉପ ଜିଲ୍ଲାପାଳ ଭଦ୍ରକ ତଥା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟୀ ଙ୍କ ବାର୍ତ୍ତା।
1
6
55
ସୁସ୍ଥ ପୋଲିଓମୁକ୍ତ ଓଡ଼ିଶା ଗଠନ ପାଇଁ ଆସନ୍ତା ୨୭ ଫେବୃଆରୀରେ ପଲସ ପୋଲିଓ ଅଭିଯାନରେ ସାମିଲ ହୁଅନ୍ତୁ। ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପୋଲିଓ ବୁନ୍ଦା ନିଶ୍ଚିତ ଖୁଆନ୍ତୁ। ଅଧିକ ଜାଣିବା ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କ ସହ ଯୋଗାଯୋଗ କରନ୍ତୁ। #ippi2022 #polio @NHMBhadrak
1
Medical Officer(I/C), CHC Chandbali retweeted
#ଜୟ_ବାବା_ଚନ୍ଦ୍ରଶେଖର ପୌଷ ଶୁକ୍ଲ ତୃତୀୟାରେ ଶ୍ରୀ ଲିଙ୍ଗରାଜଙ୍କର ଧ୍ୱଜାରେ ଜହ୍ନ। – at Puri, India
18
14
155
Medical Officer(I/C), CHC Chandbali retweeted
– at Bhadrak, India
1
11
Medical Officer(I/C), CHC Chandbali retweeted
ଜିଲ୍ଲା ସ୍ଥରୀୟ ଆଶା ଓ ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମାରୋହ ଆଜି ତା ୨୧/୧୨/୨୦୨୧ ରିଖ ସହିଦ ସ୍ମୃତି ଭବନ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାରୋହରେ ଡ଼ଃ ସନ୍ତୋଷ କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଧ୍ୟକ୍ଷତା କରିଥିଲେ। ଏହି ସମାରୋହ ରେ #ଆଶା ଓ ଅନ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା। – at Bhadrak, India
1
3
32
୧୮ରୁ ୪୪ ବର୍ଷ ,୪୫ ବର୍ଷ ବୟସ ରୁ ତଦୁର୍ଦ୍ଧ ବର୍ଗର ବ୍ୟକ୍ତି ଓ ଗର୍ଭବତୀ ମହିଳାମାନଙ୍କ ପାଇଁ #କୋଭିଡ୍୧୯ #ଟୀକାକରଣ (ଉଭୟ ମାତ୍ରା)ଆସନ୍ତା ତା ୦୯/୧୦/୨୦୨୧ ରିଖ ରେ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ। ଅନଲାଇନ ସ୍ଲଟ୍ ବୁକିଂ ଆଜି ଅର୍ଥାତ୍ ତା ୦୮/୧୦/୨୦୨୧ ରିଖ ରାତ୍ରି ଘ.୮.୦୦ ଟିକା ରୁ କରାଯାଇପାରିବ। – at Orissa, India
1
ଏଥିପାଇଁ ଅନଲାଇନ ସ୍ଲଟ୍ ସହିତ ଅଫଲାଇନ ସ୍ଲଟ ଉପଲବ୍ଧ ରହିବ ।ଅନଲାଇନ ସ୍ଲଟ୍ ବୁକିଂ ଆଜି ଅର୍ଥାତ୍ ତା ୦୮/୧୦/୨୦୨୧ ରିଖ ରାତ୍ରି ଘ.୮.୦୦ ଟିକା ରୁ କରାଯାଇପାରିବ। ଗର୍ଭବତୀ ମହିଳା ମାନେ ଟୀକାକରଣ ସେସନ୍ କୁ ନିଜ ମମତା କାର୍ଡ ନେଇ ଯିବାକୁ ଅନୁରୋଧ କରାଯାଉଛି l – at Orissa, India
Medical Officer(I/C), CHC Chandbali retweeted
ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ ମୋଟାପଣ ଆଦି ହୃଦରୋଗର କାରଣ ହୋଇଥାଏ। ମାନସିକ ଅବସାଦ, ଧୂମପାନ ଓ ଅତ୍ୟଧିକ ମଦ୍ୟପାନ ଦ୍ଵାରା ମଧ୍ୟ ହୃଦରୋଗର ଅନେକ ଆଶଙ୍କା ରହିଥାଏ। ତେଣୁ ସନ୍ତୁଳିତ ଓ ପୁଷ୍ଟିକର ଆହାର ସେବନ କରିବା ସହ ନିୟମିତ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ। ସୁସ୍ଥ ହୃତପିଣ୍ଡ, ସୁସ୍ଥ ଜୀବନ। #WorldHeartDay
5
23
2
163
Medical Officer(I/C), CHC Chandbali retweeted
Don't click on suspicious link or download App which promises fake part/full time jobs. Beware and Be #Cybersafe
14
142
5
369
#IndependenceDay2021 ୭୫ ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଆପଣ ତଥା ଆପଣଙ୍କ ପରିବାରକୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
2
Medical Officer(I/C), CHC Chandbali retweeted
Team effort of SNCU, Capital Hospital, #Bhubaneswar saved a baby of Smt. Jharana of Bolagarh, Khurdha district, who was born at 28 weeks with birth weight of 590gm. The child is now 5 yrs old, with normal development and attending Anganwadi school.#OdishaCares
1
7
1
42