Chief District Agriculture Officer, Puri (@CDAO_Puri) header
Chief District Agriculture Officer, Puri (@CDAO_Puri) profile picture

Agricultural Activities in Puri District

Puri, Odisha
Joined June 2021
Photo by Chief District Agriculture Officer, Puri (@CDAO_Puri)Photo by Chief District Agriculture Officer, Puri (@CDAO_Puri)Photo by Chief District Agriculture Officer, Puri (@CDAO_Puri)Photo by Chief District Agriculture Officer, Puri (@CDAO_Puri)Photo by Chief District Agriculture Officer, Puri (@CDAO_Puri)Photo by Chief District Agriculture Officer, Puri (@CDAO_Puri)Photo by Chief District Agriculture Officer, Puri (@CDAO_Puri)Photo by Chief District Agriculture Officer, Puri (@CDAO_Puri)Photo by Chief District Agriculture Officer, Puri (@CDAO_Puri)Photo by Chief District Agriculture Officer, Puri (@CDAO_Puri)
Today, a School Awareness Programme under "Revival and Sustainable intensification of forgotten food and neglected crops" in Puri District was successfully conducted at Bhagabati Bidyapitha, Bajapur, Kakatpur Block. More than 150 students participated in the awareness programme.
2
45
#VKSA Viksit Krishi Sankalp Abhiyan (VKSA) Interaction of Scientists with the farmers of Puri District at farmer's doorstep at GP Level.
3
55
#IFS(Integrated Farming System) Field verification of IFS Projects at different blocks of Puri District.
2
182
#IFS(Integrated Farming System) Field verification of IFS Projects at different blocks of Puri District.
140
Chief District Agriculture Officer, Puri retweeted
ରାଜ୍ୟର ସମସ୍ତ ଚାଷୀମାନଙ୍କ ପାଇଁ ସୂଚନାଯୋଗ୍ୟ ଯେ 'କାଳିଆ' ଯୋଜନାରେ ପଞ୍ଜିକରଣ ପାଇଁ ନୂତନ ଆବେଦନ କରିବାର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ଅକ୍ଟୋବର ୦୩, ୨୦୨୩ ଠାରୁ ଆରମ୍ଭ ହୋଇଯାଇଛି ଯାହା ଡ଼ିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ଚାଲୁରହିବ। ପରବର୍ତ୍ତୀ 'କାଳିଆ' ସହାୟତା ରାଶି ପାଇବା ପାଇଁ ଚାଷୀମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ସଂଯୋଗ କରିବା ମଧ୍ୟ ଆବଶ୍ୟକ। #KALIA @krushibibhag @arvindpadhee @premcchaudhary
38
34
4
200
18,601
Chief District Agriculture Officer, Puri retweeted
Kharif Potato project by Krushi Bibhag aims to boost potato production in the State significantly. Witness the vegetative growth of kharif potato in Lamtaput, Koraput. @premcchaudhary @rajaaswain @arvindpadhee @dmkoraput
11
2
111
7,696
Chief District Agriculture Officer, Puri retweeted
Picturesque aerial view of Kharif potato cultivation at Debtahanjar village in Lamtaput block of Koraput. Krushi Bibhag has set a target of 4500 ha plantation of Kharif potato in the district for this ongoing season. @premcchaudhary @rajaaswain @arvindpadhee @dmkoraput
1
7
2
92
9,156
#WORLDSOILDAY Distribution of Prizes to the winners of Debate Competition on "Soil-Where Food Begins" on the occasion of World Soil Day 2022.
2
#WorldSoilDay-2022 Distribution of Soil Health Card on the occasion of World Soil Day 2022.
1
#WSD2022 #WorldSoilDay2022 Celebration of World Soil Day-2022 in the Seminar Hall of CDAO, Puri on 05th December, 2022
1
Chief District Agriculture Officer, Puri retweeted
#ଧାନକୁ ନଷ୍ଟ କରୁଥିବା ଅନିଷ୍ଟକାରୀ ପୋକ ଓ ସେମାନଙ୍କ ଦାଉରୁ ଶସ୍ୟକୁ ରକ୍ଷା କରିବା ନିମନ୍ତେ ପୁରୁଣା #ଧାନକୁ କାଢ଼ି ଆବଶ୍ୟକ ମୁତାବକ ମରାମତି, ପରିଷ୍କାର, ବିଶୋଧନ କରି ଶସ୍ୟକୁ ସାଇତି ରଖନ୍ତୁ | #ସାଇତା_ଘର ଓ ଏହାର ନିକଟ ଅଞ୍ଚଳ ପରିଷ୍କାର ରଖନ୍ତୁ |
8
51
Chief District Agriculture Officer, Puri retweeted
#ଚିନାବାଦାମ ଫସଲରେ #ବିହାରୀ_ସଁବାଳୁଆ ଏବଂ #ଧବଳ_ଭୃଙ୍ଗ ପରିଚାଳନା ପାଇଁ #ଆମ_କୃଷି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ଯୋଗଦେବା ପାଇଁ ଟୋଲ-ଫ୍ରୀ ନମ୍ବର ୧୫୫୩୩୩ରେ କଲ କରନ୍ତୁ | #HAIRYCATERPILLAR #WHITEGRUB #PESTCONTROL #PEANUT #WEEDCONTROL #AGRIFARMING
5
25
Chief District Agriculture Officer, Puri retweeted
#ଚିନାବାଦାମ ଏକ ମୁଖ୍ୟ #ତୈଳବୀଜ_ଫସଲ ହୋଇଥିବାରୁ ଅମଳହାର ବୃଦ୍ଧି ନିମନ୍ତେ ଉନ୍ନତକିସମର ବିହନ ସଂଗ୍ରହ, ଆଧୁନିକ ଜ୍ଞାନ କୌଶଳର ବ୍ୟବହାର, ଜଳସେଚନ ବ୍ୟବସ୍ଥା ଏବଂ ଖାଦ୍ୟସାର ପରିଚାଳନା ସହ ଆବଶ୍ୟକ ପରିମାଣର ଚୂନ ଜାତୀୟ ପଦାର୍ଥ ଦ୍ୱାରା କୃଷକମାନେ ଲାଭବାନ ହୋଇପାରିବେ | youtu.be/MLFc6PU4Bpw
1
11
Chief District Agriculture Officer, Puri retweeted
#ଭେଣ୍ଡି ଫସଲରେ #ଦହିଆ_ପୋକ ଓ #ସାହେବୀ_ରୋଗ ପରିଚାଳନା ପାଇଁ ଆକ୍ରାନ୍ତ ପତ୍ର ଓ ଗଛ ଗୁଡିକୁ ଉପାଡ଼ି ନଷ୍ଟ କରିଦେବା ଉଚିତ ଏବଂ ନିମ୍ବଜାତ କୀଟନାଶକ ପ୍ରୟୋଗ କରି କୃଷକମାନେ ଉପକୃତ ହୋଇପାରିବେ | #YELLOW VEINMOSAIC #Pestcontrol #LadiesFingerfarming #Planting #Harvesting #Climaticcondition
4
21
Organization of 2 days "District Level Orientation Training of Extension Officers" Date: 03rd and 4th of November'2022
1
Chief District Agriculture Officer, Puri retweeted
Farmers’ welfare is a sustained priority for #Odisha. Common credit portal #SAFAL (safal.odisha.gov.in) launched by CM @Naveen_Odisha gives seamless access to 300+ term loan products to farmers and agri-entrepreneurs offered by 40+ partner banks. @CMO_Odisha @arvindpadhee
5
14
1
67
Chief District Agriculture Officer, Puri retweeted
“...କୁଦୋ ମଁଡିଆ, ଦିହର୍ ହିତେ ସେ ଭାରି ବଢିଆ ।” କବିଂକୁ କୋଟି କୋଟି ଜୁହାର୍ । 🙏
“ମଁଡିଆ ଖଅ, ବରକସ୍ ରହ ।” ଭାଷା, ଶବ୍ଦ, ଓ ସଙ୍ଗୀତ ର ବିବିଧତା ମାଧ୍ୟମରେ ଲୋକ କବିରତ୍ନ ପଦ୍ମଶ୍ରୀ ହଳଧର ନାଗ ଗାଇ ଯାଉଛନ୍ତି ପୁଷ୍ଟିଶସ୍ୟ ଗୁଡିକର ଉପକାରିତା । ଆସନ୍ତୁ ନଭେମ୍ବର ୧୦ ତାରିଖରେ ପାଳିବା ପ୍ରଥମ #ମାଣ୍ଡିଆଦିବସ । @CMO_Odisha @rajaaswain @arvindpadhee #MandiaDibasa #MilletDivas #IYoM2023
7
15
2
216
Chief District Agriculture Officer, Puri retweeted
#ନଭେମ୍ବର ଠାରୁ ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ #ଆଖୁ ଲଗାଇବା ପାଇଁ ପ୍ରକୃଷ୍ଟ ସମୟ | ଉଚ୍ଚା ଓ ନିଗିଡ଼ା ଜମିରେ ସହଳ କିସମ ଏବଂ ମଧ୍ୟମ ଜମିରେ ମଧ୍ୟମ କିସମର ଆଖୁ ଲଗାଇ କୃଷକମାନେ ଲାଭବାନ ହୋଇପାରିବେ |
7
37
Chief District Agriculture Officer, Puri retweeted
#ଚିନାବାଦାମ ଓଡ଼ିଶାର ଏକ ମୁଖ୍ୟ #ତୈଳବୀଜ_ଫସଲ | ଏହି ଚାଷ ପାଇଁ #ସିଞ୍ଚା_ଜଳସେଚନ ଵେଶ ଲାଭଦାୟକ | #ଶୀତଦିନିଆ_ଚିନାବାଦାମ_ଚାଷ କରି କମ ଖର୍ଚ୍ଚରେ ଚାଷୀମାନେ ଲାଭବାନ ହୋଇପାରିବେ | #Chinabadam #agriculture #Odishafarmers #Peanut
6
38