ଟ୍ୱିଟରରେ ଲୋକସମ୍ପର୍କ ସ୍ଥାପନ କରନ୍ତୁ...ଖୁସି ବାଣ୍ଟନ୍ତୁ | ଯଦି ଆପଣଙ୍କୁ କେହି ଭଲ ନ ଲାଗୁଛି, mute/block/ignore କରି ଆଗେଇ ଚାଲନ୍ତୁ | ଅଯଥା Msg କରି ଖରାପ ଭାଷାରେ ଗାଳିଗୁଲଜ କରନ୍ତୁ ନାହିଁ | ନିଜର ଶାଳୀନତା ରକ୍ଷା କରନ୍ତୁ | ବଡ଼ମାନଙ୍କୁ ସମ୍ମାନ କରନ୍ତୁ, ସାନମାନଙ୍କୁ ଭଲପାଆନ୍ତୁ😊🙏 #ସାମ୍ପ୍ରତିକୀ #ମୋ_ମତ #HappyLife
80
46
15
758
The best lines I have ever read in X/Twitter about Diwali 👌👏 Happy Diwali Brother 🪔 🙏
Replying to @IndexBihar
एक बार पापा बनारस में थे। एक पड़ोसी का देहांत हो गया था। सुबह जब वो कफ़न खरीदने गए, तो देखा कि कफ़न बेचने वाला भी दुकान खोलते वक्त भगवान की मूर्ति के सामने अगरबत्ती जला रहा था। उसका भी तो रोज़गार है, लेकिन आस्था भी है। रोशनी खुशी और उम्मीद का प्रतीक है, और अस्पतालों में इसकी सबसे ज़्यादा ज़रूरत है।
1
13
1,310
ଗାଁ ଡାକ୍ତର👨‍⚕️💉💊 retweeted
ଏହା କେବଳ ଦାରିଦ୍ର୍ୟର ଚିତ୍ର ନୁହେଁ, ଆମ ସାମାଜିକ ଦାୟିତ୍ୱ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ବାଲେଶ୍ୱରରେ ଏପରି ଲୋକଙ୍କୁ ଚିହ୍ନଟ କରି ନିୟମିତ ଖାଦ୍ୟ ଯୋଗାଣ ଓ ସହାୟତା ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ? @DMBaleshwar @dssobalasore @mvsuryawanshi HCM Shri @MohanMOdisha please direct our authority
#ଭୋକ_ଦେଖେନି_ଅଳିଆ_ଗଦା ଗୋଟିଏ ପଟେ ବିବାହ ଭୋଜିରେ ଟନ୍ ଟନ୍ ଖାଦ୍ୟ ନଷ୍ଟ ହେଉଛି, ଅନ୍ୟପଟେ ଭୋକର ଜ୍ୱାଳା ସହି ନପାରି ଅଳିଆ ଗଦାରୁ ଖାଦ୍ୟ ଖୋଜୁଛନ୍ତି ଅସହାୟ ମଣିଷ। ବାଲେଶ୍ୱର ସହରର ଏହି ଦୃଶ୍ୟ କେବଳ ଜଣେ ମହିଳାଙ୍କ ଦୁଃଖଭରା କାହାଣୀ ନୁହେଁ, ବରଂ ଆମ ସମାଜ ଓ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆଗରେ ଏକ ବଡ଼ ପ୍ରଶ୍ନଚିହ୍ନ। #Sambad #Balasore #OdishaNews #FoodWastage #FoodWaste #Hunger #Poverty #FoodSecurity #StopFoodWaste #SocialIssues #Humanity #GroundReality #BreakingNews
4
1
12
543
ଏସବୁ କଣ କଣ ଦେଖିବାକୁ ମିଳୁଚି 😂😂 @AveePDas @lokipalauri
𝐓𝐞𝐥𝐥 𝐮𝐬 𝐲𝐨𝐮𝐫 𝐟𝐚𝐯𝐨𝐮𝐫𝐢𝐭𝐞 𝐏𝐚𝐩𝐩𝐮 𝐪𝐮𝐨𝐭𝐞! 𝐎𝐮𝐫 𝐩𝐢𝐜𝐤: “इधर से आलू डालूंगा, तो उधर से सोना निकलेगा।”
5
1
11
916
ଗାଁ ଡାକ୍ତର👨‍⚕️💉💊 retweeted
With profound grief and a deep sense of loss, AIIMS Bhubaneswar mourns the untimely demise of its Founder Director, eminent Neurosurgeon,distinguished academician and Padma Shri awardee, Prof. (Dr.) Ashok Kumar Mahapatra. May his noble soul rest in eternal peace🙏 @MoHFW_INDIA
76
112
16
801
26,923
Raliv, Galiv, ya Chaliv ! “1990 Kashmiri Pandits Exodus” happened under the careful watch of the then CM Farooq Abdullah. 2026- A Kashmiri Pandit Women marrying Farooq kaa Beta. Is it Love or Raliv !!! #JustAsking
3
3
31
1,581
ଗାଁ ଡାକ୍ତର👨‍⚕️💉💊 retweeted
Remember Ganga, the rhino rescued from the Brahmaputra floods? She's now a granny. Her daughter, Ganga-A, has given birth to an adorable calf at Manas National Park. One rescued rhino has become three generations thriving in the wild. That's what conservation looks like
112
2,565
45
19,066
192,077
ଗାଁ ଡାକ୍ତର👨‍⚕️💉💊 retweeted
दिव्य दीपोत्सव की प्रतीक्षा में सजी भव्य राम नगरी दीपावली के पावन पर्व पर अपने आराध्य प्रभु श्रीराम के स्वागत में संपूर्ण श्रीराम जन्मभूमि परिसर अलौकिक आभा से दमक रहा है। आधुनिक रोशनी से जगमगाते भव्य मंदिर की छटा मन मोह लेने वाली है। आइए, इस पावन बेला पर श्रद्धा का एक दीप आप भी प्रज्वलित करें। फोटो - श्रीराम जन्मभूमि तीर्थ क्षेत्र ट्रस्ट, अयोध्या
236
3,001
324
14,923
422,116
ଗାଁ ଡାକ୍ତର👨‍⚕️💉💊 retweeted
୩ ବର୍ଷ ହେଲା କାମ ସରିଛି, ହେଲେ ଦୁଇ ମାଲିକ ସଂଘର ଟଣାଓଟରାରେ ଯାତ୍ରୀ ହନ୍ତସନ୍ତ, ଆଉ ବସ୍‌ଷ୍ଟାଣ୍ଡ ଅଳିଆରେ ଭର୍ତ୍ତି! ଲୋକଙ୍କ ଟଙ୍କାରେ ବସ୍‌ଷ୍ଟାଣ୍ଡ, ଏଠି ଦାୟିତ୍ୱ ନେବାକୁ କେହି ନାହାନ୍ତ, ସମସ୍ତେ ଚୁପ୍ ? ଲୋକଙ୍କ ପ୍ରଶ୍ନ; ଦାୟିତ୍ୱ କାହାର? ଏହା କେବେ କାର୍ଯ୍ୟକ୍ଷମ ହେବ? @DMBaleshwar @manaskumardutta @pcsarangi
#କୋମାରେ_ବସ୍‌ଷ୍ଟାଣ୍ଡ ବିବାଦ ଘେରରେ ବାଲେଶ୍ବର ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ । ଦୁଇ ମାଲିକ ସଂଘ ବିବାଦରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ୩ ବର୍ଷ ହେଲା କାମ ସରିଲାଣି, ହୋଇପାରୁନି କାର୍ଯ୍ୟକ୍ଷମ । ଅଳିଆ ଆବର୍ଜନାରେ ଭର୍ତ୍ତି ପରିସର #BusStand #Odisha #KanakNews #Balasore
4
10
590
ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କୁ କେବେ ଏଇ ଦୀପାବଳି ଭେଟି ମିଳିବ 🥺🙏 @CMO_Odisha @PIBodisha @eit_ @srrashmi1.... Bade khush to honge aaj aap🧐
#କେନ୍ଦ୍ରୀୟ_କର୍ମଚାରୀଙ୍କ_DA_୩ପ୍ରତିଶତ_ବଢ଼ିଲା -କେନ୍ଦ୍ରୀୟ କର୍ମଚାରୀଙ୍କ DA ୩% ବୃଦ୍ଧି କଲେ କେନ୍ଦ୍ର ସରକାର -ଗତ ଏପ୍ରିଲ୍‌ରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ୨% ବଢ଼ିଥିଲା -ମୂଦ୍ରାସ୍ଫିତିକୁ ଦେଖି ବର୍ଷକୁ ୨ଥର DA ବୃଦ୍ଧି କଲେ ସରକାର #DearnessAllowance #DAHike #CentralGovernmentEmployees #GovernmentEmployees #OTV
10
2
27
2,960
ଗାଁ ଡାକ୍ତର👨‍⚕️💉💊 retweeted
To whomsoever it may concern...
13
22
4
119
14,956
ଯୋଉଁ ଲୋକ ଆଗରୁ ନେତା ହେଇକି ସାଧାରଣ ଲୋକଙ୍କ ସହ ବସାଉଠା କରନ୍ତି...ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ହେଲାପରେ ତାଙ୍କ ପାଇଁ ରାସ୍ତା ସବୁ ଘଣ୍ଟା ଘଣ୍ଟା ବନ୍ଦ ରହେ । ଶହେଟି ଗାଡ଼ି ଧରି ଅଯଥା ରାଜକୋଷ ନଷ୍ଟ କରନ୍ତି । ହାୟ ରେ ଦୁନିଆ ! ଆମ ଭାରତରେ ଏଇ VVIP Culture କେବେ ସରିବ🥲
15
4
83
3,233
I thought it’s aome parody handle 😂😂😂🤣🤣
This quoted post is unavailable.
2
5
1,061
ଭାରତର ଚା' ଉତ୍ପାଦନର ~୫୫% ଭାଗ ଦେଉଥିବା ରାଜ୍ୟର ଏକ ଚା ବଗିଚା ଭିତରେ ଏକ ହାଲୁକା ମୁହୁର୍ତ୍ତରେ🥰 Tribute to the Legend #ZubeenGarg for this beautiful song 💐🙏🏻
2
1
72
1,473
Finally an Indian Minister who is arguing with those clown Goras in a roundtable debate👏🏻👏🏻@PiyushGoyal .
#WATCH | Berlin, Germany | Union Minister Piyush Goyal says, "Who's responsible for this mess in the first place? Where did the ozone layer get damaged? Who sent all that carbon into the atmosphere?... I represent 17% of the world's population, but my contribution to global carbon emissions is less than 3%. You (Europe) represent probably 3% or 4% of the world's population, yet your contribution to those carbon emissions—or this mess—is humongous...The problem was caused by you...Even today, as we sit here, my per capita contribution to carbon emissions is probably less than 10% or 15% of yours. Even today, Europe's per capita contribution to carbon emissions—and its per capita environmental impact—is probably seven or eight times that of India...I'm representing 17% of the world's population, and I am more conscious of waste and the circular economy. I also have to meet the needs of 1.4 billion people. I have to meet their energy needs, their food needs, and ensure that my nation remains secure. Despite all of that, we have one of the world's fastest-growing clean energy programmes..." (Source: Piyush Goyal Social Media Page)
4
9
54
1,507
Puja Vibes …Ram temple replica pandal 📍Tufanganj, Cooch Behar Dist, WB
1
39
591
ଗାଁ ଡାକ୍ତର👨‍⚕️💉💊 retweeted
One thing I am REALLY impressed with in Meghalaya is the cleanliness. The entire state is clean. Japan level cleanliness. Even on Forest trails, there are these cute bamboo trash cans and people actually use them in the smallest of villages. Locals gently remind tourists to use them as well. It is a culture of cleanliness. I wish the rest of India learns something from this. @SangmaConrad
74
491
10
2,663
31,170
ପୂଜା ଅନ୍ତେ ରାମେଶ୍ୱର ମନ୍ଦିରରେ ପ୍ରସାଦ ସେବନ 🙏🏻 #ବିଜୟାଦଶମୀ
ଅକାଳ ବୋଧନୀ ମା'ଙ୍କର ମୃଣ୍ମୟୀ ବିଜୟା ଦଶମୀ ପୂଜାରମ୍ଭ 🙏🏻 #ବିଜୟାଦଶମୀ_୨୦୨୬
36
533
ଅକାଳ ବୋଧନୀ ମା'ଙ୍କର ମୃଣ୍ମୟୀ ବିଜୟା ଦଶମୀ ପୂଜାରମ୍ଭ 🙏🏻 #ବିଜୟାଦଶମୀ_୨୦୨୬
3
1
1
14
839
ଅକାଳ ବୋଧନୀ ମା' 🙏🏻
2
76