Replying to @Sangram_Gala
@Sangram_Gala କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଦ୍ୱାରା ଆୟୋଜିତ ଶିଶୁପାଳଗଡ ମହୋତ୍ସବ ୨୦୨୦ ର ଚତୁର୍ଥ ସନ୍ଧ୍ୟା ରେ ଆୟୋଜିତ ollywood screen award ରେ ସ୍ୱର୍ଗତ #ବିଜୟ_ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ( lifetime achievement award) ରେ ସମ୍ବର୍ଦ୍ଧିତ ପ୍ରଦାନ ଅବସରର କିଛି ସ୍ମୃତି #Ollywood