𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain) header
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain) profile picture

Students Representative 💚, 𝐒𝐨𝐜𝐢𝐚𝐥 𝐰𝐨𝐫𝐤𝐞𝐫💚,YRC volunteer,NSS Volunteer . Proud odia ❣️

Balasore Odisha, India
Joined February 2020
Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)Photo by 𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 (@KumarSunilSwain)
ଅକ୍ଷର ସାଥୀ ରୂପରେ ଯୋଗଦାନ କରିବା ଅବସରରେ ❣️🙏🏻 ଆମେ ସବୁ ଏକ ହେବ 🤝 ଆମ ସମାଜକୁ ଆମେ ଶିକ୍ଷିତ କରିବା ❣️ #TotalLiteracyProject,Balasore #FakirMohanUniversityBalasore @FakirMohanUniv #rotaryclubbalasore #rotaryinternational – at Baleshwar, India
6
161
ଭାଗ୍ୟ ସହିତ ଲଢ଼େଇ ମୋର ବହୁତ ଦିନର, ଭାଗ୍ୟ ମତେ ଜିତିବାକୁ ଦଉନି ଆଉ ମୁଁ ହାର୍ ମାନିବାକୁ ଜମା ରାଜିନୁହଁ ଦେଖାଯାଉ ଆଗକୁ କଣ ହେଉଛି। ସମୟର ତାଳେ ତାଳେ ମୁଁ ..... ହିଁ ମୋତେ ଲାଗୁଛି ଏବଂ ମୋ ନିଜ ଉପରେ ମଧ୍ୟ ଭରସା ଅଛି ମୋର ସେଇ ପରିବର୍ତ୍ତନ ହୋଇ ସମୟ ଫେରି ଆସିବ .... ବାସ୍ ତାର ଅପେକ୍ଷା ରେ ...... #sunilkumarswain #mindwave
67
ଇଂରାଜୀ ନବବର୍ଷ ୨୦୨୬ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ🎊ଏହି ନବବର୍ଷ ଟି ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ସୁଖ, ଶାନ୍ତି, ସମୃଦ୍ଧିର ବର୍ଷ ହେଉ🙏 ନୂଆ ଆଶା, ସ୍ବପ୍ନ ଆଉ ସମ୍ଭାବନା ମନରେ ଆଣୁ ନୂଆ ଭାବନା ନୂତନ ବର୍ଷରେ ପ୍ରଭୁ କାମନା ସମସ୍ତଙ୍କର ପୂରଣ ହେଉ ମନସ୍କାମନା🙏 #happynewyear2026 @highlight
2
29
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ସମସ୍ତଙ୍କର ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଅସୁସ୍ଥ ଥିବାର ଜାଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ସେ ଶୀଘ୍ର ସୁସ୍ଥ ହୋଇ ଓଡ଼ିଶା ବାସୀଙ୍କ ସେବା ଜାରି ରଖନ୍ତୁ ଏହାହିଁ କାମନା । @Naveen_Odisha #NaveenPatnaik #Odisha
39
ରଙ୍ଗ ଓ ଭାଇଚାରାର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛାl ଏହି ହୋଲି ଆମ ସମସ୍ତଙ୍କ ଜୀବନରେ ଖୁସି,ସମୃଦ୍ଧି ଓ ପ୍ରେମର ଅନେକ ରଙ୍ଗ ଆଣୁ।ଚତୁର୍ଦିଗରେ ସମ୍ମାନ, ସମନ୍ୱୟ ଓ ଭାଇଚାରାର ରଙ୍ଗ ପ୍ରଚାରିତହେଉ। ପ୍ରଭୁ ରାଧାକୃଷ୍ଣଙ୍କ କୃପାରୁ ସମସ୍ତଙ୍କଜୀବନ ଆନନ୍ଦ ଉଲ୍ଲାସ ଓ ସନ୍ତୋଷରେ ଭରିଯାଉ| #happyholi2025
4
64
मेरा देश महान 🇮🇳 🙏 Congratulations 🎊 Team India India beats Pakistan, yet again, and Virat Kohli scores a Century, yet again! Dominance redefined on the big stage. Congratulations, Team India, on the spectacular performance! #INDvsPAK #iccchampionstrophy2025 #ViratKohli
130
Proud moment for all of us.Our Fakir Mohan University has been accredited with #NAAC "A" grade. All our efforts were fruitful.A great thanks to our V C Sir @FakirMohanUniv for whom We are able to achieve this 💐 Hard work 👉 struggle n efforts 👉 Success #fakirmohanuniversity #A
3
78
𝐒𝐮𝐧𝐢𝐥 𝐊𝐮𝐦𝐚𝐫 𝐒𝐰𝐚𝐢𝐧 retweeted
Coastal clean-up and awareness program conducted by students and staff of Fakir Mohan University, Balasore #NSS #Swachhsagarsurakshitsagar
1
7
149
ଓଡ଼ିଶୀ ନୃତ୍ୟକୁ ବିଶ୍ବ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। #ସଂଯୁକ୍ତାପାଣିଗ୍ରାହୀ #SanjuktaPanigrahi #Odissi #ClassicalDanc
3
85
ବାଲେଶ୍ଵର ରେ ଏକ ବୃଦ୍ଧାଶ୍ରମ ରେ "ବିଶ୍ୱ ବରିଷ୍ଠ ନାଗରିକ ଦିବସ" ପାଳନ କରିବା ଅବସରରେ.. ବୟସ୍କମାନେ ଦୁନିଆକୁ ବହୁତ କିଛି ଦେଇଥାଆନ୍ତି! ସେମାନେ ସେମାନଙ୍କର ଅଭିଜ୍ଞତା ଓ ଜ୍ଞାନ ବାଣ୍ଟନ୍ତି। ସେମାନଙ୍କ ଜୀବନର କାହାଣୀ ଯୁବପିଢ଼ିଙ୍କ ପାଇଁ ବହୁତ ମୂଲ୍ୟବାନ ଅଟେ|ସେମାନଙ୍କ ସେବାକରିବା ଓ ପରାମର୍ଶ ମାନିବା ଆମମାନଙ୍କ ପ୍ରଥମ କର୍ତ୍ତବ୍ୟ।
3
10
176
ଏମିତି କିଛି ଅନେକ ସମୟ ଆସିଥାଏ ଯାହା ନିଜ ସହ କାଟିବାକୁ ପଡ଼ିଥାଏ। ଠିକ୍ ସେହିପରି କିଛି ଦୁଃଖ ଆମ ଜୀବନରେ ଆସିଥାଏ ଯାହାକୁ କି ନୀରବରେ ସହିଯିବାକୁ ପଡେ। ସେଥିପାଇଁ ଆମ ନିଜର ନିଜେ ହିଁ ବନ୍ଧୁ ନିଜ ଠାରୁ ବଡ ବନ୍ଧୁ ଏ ଦୁନିଆରେ କେହି ନାହାଁନ୍ତି। #mindwave #selflove #Birdlove @KumarSunilSwain
1
3
59
"ମୁଁ ରହେ ବା ନ ରହେ" "ମୋ ଦେଶ ରହିବ" :-ଅଟଳ ବିହାରୀ ବାଜପେୟୀ -: ଯୁଗପୁରୁଷ, ରାଷ୍ଟ୍ର ନାୟକ, ମହାନ ରାଜ ନୀତିଜ୍ଞ, ଭାରତ ରତ୍ନ, ବିଶିଷ୍ଟ ଚିନ୍ତା ନାୟକ,ସୁଲେଖକ,କବି, ଓଜସ୍ୱୀ ବକ୍ତା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ପୁଣ୍ୟତିଥୀ ରେ କୋଟି କୋଟି ନମନ ଓ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ।
1
9
134
ବାହାନଗା ଟ୍ରେନ ଦୁର୍ଘଟଣା ରେ ସ୍ୱେଚ୍ଛାକୃତ ସେବା ପାଇଁ ଆଜି ଭଳି ପବିତ୍ର ୭୭ ତମ ସ୍ବାଧୀନତା ଦିବସ ଅବସରରେ #ଫକୀର_ମୋହନ_ବିଶ୍ଵବିଦ୍ୟାଳୟ ଦ୍ବାରା ସମ୍ବର୍ଦ୍ଧିତ ହେବା ଅବସରରେ🇮🇳🏅🙏🏻। (ବାହାନଗାର କରୁଣ ଚିତ୍ର ସବୁଦିନ ପାଇଁ ମୋ ହୃଦୟରେ ଘା ହୋଇ ରହିବ) #Bahanagatrainaccident @FakirMohanUniv #NSS #IndependenceDay2023
1
12
145
#ବନ୍ଧୁତ୍ୱ_ଦିବସ_ଅବସରରେ_ବୃକ୍ଷ_ଟିଏ🌿🙏🏻 ପବିତ୍ର ବନ୍ଧୁତ୍ଵ ଦିବସ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ🫂❤️। ଆଜି ଏହି ପବିତ୍ର ଦିବସ ଅବସରରେ #ଫକୀର_ମୋହନ_ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତିଙ୍କ ତତ୍ତ୍ଵାବଧାନରେ ଶାନ୍ତିକାନନ ଏବଂ ଫକୀର ମୋହନ ସେନାପତିଙ୍କ ସମାଧି ପୀଠରେ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
1
11
192
"gift a Plant and plant a tree challenge" program organised by #UDRA_CHARITABLE_TRUST inaugurated by Hon'ble MLA sadar Balasore @SwarupDas_Bls . ଆମେ ଗଢ଼ିବା ସବୁଜ ବାଲେଶ୍ଵର 💚🌿 ବୃକ୍ଷ ଆମରି ବନ୍ଧୁ ବୃକ୍ଷ ଆମରି ଜୀବନ 🌿❣️ #Balasore #Odisha #environnement #oursocity
11
127
#ପାନ_ବରଜ ଫକୀରମୋହନ ବିଶ୍ବିବିଦ୍ୟାଳୟ💚 ଆମ ବିଶ୍ୱବିଦ୍ୟାଳୟରେ "ପାନ ବରଜ" ରେ ବୁଲି ବିଭିନ୍ନ କିସମର ପାନ ଦେଖିବା ସହ ବିଭିନ୍ନ ପାନ ବିଷୟରେ କିଛି ଶିକ୍ଷା ପାଇବା ସହ ଏହି ସୁନ୍ଦର ପରିବେଶରେ କିଛି ସମୟ ବିତାଇ ବହୁତ୍ ଖୁସି ଅନୁଭବ କଲି । #FakirMohanUniversity #FMU @FMUniversityBLS @FakirMohanUniv
1
17
427
Mega Fruits Tree plantation in Fakir Mohan University Balasore , ଫକୀର ମୋହନ ବିଶ୍ୱବିଦ୍ୟାଳୟ Fakir Mohan University #FMU #FakirMohanUniversity @FMUniversityBLS @FakirMohanUniv
1
6
245