Mishra Bismaya (@MBismaya) header
Mishra Bismaya (@MBismaya) profile picture

Social Worker, President Of Association of Twitter Activists {ATA} President of Mangalmukhee Mohabir Yubak Sangha {MMYS} Lane committee President{S B M}

Puri, India
Joined April 2019
Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)Photo by Mishra Bismaya (@MBismaya)
#PuriNews #purifollower #PuriDham @CMO_Odisha ପୁରୀ ରାସ୍ତା ଓ କୋଠାବାଡ଼ି ବିଭାଜନ କାର୍ଯ୍ୟାଳୟର କ୍ୟାସିୟର ପବିତ୍ର କୁମାର ପତି ବିରୋଧରେ ବାହାରିଥିବା ଖବରକାଗଜ ବିଷୟକୁ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ @dm_puri @MoHUA_India @PravatiPOdisha
29
ସରପଞ୍ଚଙ୍କ ସ୍ୱାମୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ 17ଲକ୍ଷ ଭତ୍ତା ଟଙ୍କା ହଡପ ଅଭିଯୋଗ। ଭତ୍ତା ନପାଇ ଉତ୍ୟକ୍ତ ଗ୍ରାମବାସୀ ଅଟକରଖିଲେ ପଞ୍ଚାୟତ ଅଧିଅକାରିଙ୍କୁ, ଏହିପରି ଘଟଣାର ତ୍ଵରିତ କାର୍ଯ୍ୟାନୁଷ୍ଠାନ ପାଇଁ ବିନମ୍ର ନିବେଦନ @dm_puri @purisadar @CMO_Odisha @MoRD_GoI
1
41
ଧନ୍ୟବାଦ ଜିଲ୍ଲାପାଳ ମହୋଦୟ🙏 ଅଫିସରୁ ମିଟିଙ୍ଗ ପାଇଁ ବାହାରୁଥିଲେ ମଧ୍ୟ କିଛି ଲୋକ ଅଭିଯୋଗ ପତ୍ର ଦେବାପାଇଁ ଅଫିସ ବାହାରେ ଠିଆ ହୋଇଥିବା ଦେଖି ଗାଡ଼ିରୁ ଓଲ୍ହାଇ ସେମାନଙ୍କ ଦାବୀ ପତ୍ର ଗ୍ରହଣ କରି ସାନ୍ତ୍ୱନା ଦେଇଥିବାରୁ.. @highlight @dm_puri @CMO_Odisha
26
#ଗାନ୍ଧୀଜୟନ୍ତୀରେ #ସମୁଦ୍ରକୂଳଥାନା ଦ୍ୱାରା ନଷ୍ଟ ହେଲା ମଦ, ସମୁଦ୍ରପରି ଭାସିଲା ଲହଡି। ଶିଟିରୋଡ଼ ନୂଆସାହି ଅଞ୍ଚଳରେ ପ୍ରଚୁର ରନ୍ଧା ମଦ ପ୍ରସ୍ତୁତ ହେଉଥିବା ସମୟରେ 50ଲିଟରରୁ ଅଧିକ ରନ୍ଧାମଦ ଜବତ ହେବା ସହିତ ସହ/ସହ ଲିଟର ପୋଚ ଓ ପିଡ଼ିଆ ନଷ୍ଟ କରିଛି ପୋଲିସ, ଲୋକଙ୍କ ସୁରକ୍ଷା ପାଇଁ ରାତିଅଧିଆ ଧରପଗଡ଼ ପାଇଁ @SPPuri1 ଙ୍କୁ ଧନ୍ୟବାଦ
1
5
96
There has been a dead cow lying on the roadside at Bhudan traffic square (Infront of District Mining office, Puri) since two days, We opted for your help @puriulb @dm_puri , Peculiar smell from the same is spreading over the region
1
1
49
ଚର୍ଚ୍ଚିତ ରୋଗୀ ସହାୟିକାଙ୍କ ପୁନର୍ବାର ପୁରୀକୁ ବଦଳି ପାଇଁ ତେଜିଲା ଆସ କର୍ମୀଙ୍କ ସ୍ୱର, ପୁରୀ ଜିଲ୍ଲାରୁ ବିଦା କରାନଗଲେ ସମୂହ ବସିବେ ଧାରଣାରେ ସ୍ୱାସ୍ଥ୍ୟ ସେବା ହେବ ବିପର୍ଯ୍ୟସ୍ତ ଦୟାକରି ସମାଜ ପେପରରେ ବାହାରିଥିବା ଖବର ଉପରେ ଧ୍ୟାନଦେଇ ସମାଧାନର ରାସ୍ତା ବାହାର କରିବାପାଇଁ @MahalingMukesh @CdmPuri @dm_puri ଙ୍କୁ ଅନୁରୋଧ🙏
1
2
1
10
281
#ନିଶାମୁକ୍ତଓଡିଶା କୁ ସଫଳ ରୂପାୟନ ପାଇଁ ପୁରୀରେ ଏକ ବଡ଼ ଧରଣର ନିଶା କାରବାର ର ପର୍ଦାଫାସ କରି ସୁରକ୍ଷିତ ପୁରୀ ଓ ନିଶାମୁକ୍ତ ପୁରୀ ଗଢିବାରେ @SPPuri1 @prsprateek ଙ୍କ ଅବଦାନକୁ ଯୁବ ସମାଜ ସ୍ୱାଗତ କରୁଅଛି, ଧନ୍ୟବାଦ @DGPOdisha @CMO_Odisha ପୁରୀ ସହରକୁ ଏହିଭଳି ଦକ୍ଷତା ପୂର୍ଣ୍ଣ ଆରକ୍ଷୀ ଅଧିକାରୀ ପ୍ରେରଣ କରିଥିବାରୁ।
1
8
140
#ବିଲୁପ୍ତପଥେ #ପବିତ୍ରପୁରୀ #ଗର୍ବଆମରି ମୁହଁ ଫେରାଉଛନ୍ତି ପର୍ଯ୍ୟଟକ, ଦୂର୍ଗନ୍ଧମୟ ପରିବେଶରେ ନାକ ଫାଟି ପଡୁଛି, ଏହା ଆଉ କେଉଁଠି ନୁହେଁ ଜଗନ୍ନାଥଙ୍କ ଶଶୁର ଘର ରାମକୃଷ୍ଣ ମଠ ବେଳାଭୂମିକୁ ଲାଗି ପୁରୀ କର୍ପୋରେସନ ଦ୍ୱାରା ସ୍ଥାପିତ ହୋଇଥିବା ଶୌଚାଳୟର, ଦୟାକରି ଧ୍ୟାନ ଦେବା ପାଇଁ ଅନୁରୋଧ @dm_puri @puriulb @SwachhBharatGov
3
4
8
409
ପୁରୀରେ ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ଛେନା ଓ ପନୀର ବିକ୍ରି ହେଉଛି,ଏହାର ଶୁଦ୍ଧତା ଉପରେ ଯାଞ୍ଚ କରାଯାଉଛି କି?? ଏନେଇ ପୁରୀ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇଛି କି???? @dm_puri @puriulb ଦୟାକରି ଧ୍ୟାନ ଦେବାକୁ ଅନୁରୋଧ🙏🙏
1
58
ରଥଯାତ୍ରା ସମୟରେ ସେବା କର କିନ୍ତୁ ପୁରୀ ସ୍ୱଚ୍ଛତା କୁ ବଦନାମ କରନାହିଁ ଆମ୍ଭର ଅନୁରୋଧ, ମାଗଣା ଖାଦ୍ୟ ଖାଇବେ ପୁରୀ ବେଳାଭୂମିକୁ ଅପରିଷ୍କାର କରିବେ, ବଦନାମ ହେବ ପୁରୀ ,ପ୍ରଶାସନ ପକ୍ଷରୁ ତାଗିଦ କରୁଥିଲେ ଏହିପରି ଅବସ୍ଥା ହୁଅନ୍ତା ନାହିଁ @puriulb @RathaJatra_Puri ଏହିପରି ପଡି ରହିଲେ ହଇଜା ବ୍ୟାପିବାରେ ଆଉ କେତେଦିନ
2
3
22
563
Replying to @MahiDJi2Boss22
@MahiDJi2Boss22 @IYC क्या आपको इस आंदोलन को सपोर्ट करना सही नहीं लग रहाहै, आखिर इतने जुल्म हो रहाहै अभी तो सपोर्ट करो @Rahulgandhi जी
4
42
#4ଦିନହେଲାଣି #ଅନ୍ଧାରରେ #ପେଣ୍ଠକଟା #ବାସୀ ପେଣ୍ଠକଟା ୱାର୍ଡ ନଂ32 ଅଞ୍ଚଳରେ ଗୋଟିଏ ତାର ଛିଡି ରହିଛି, ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସମାଧାନ ନହେବା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି ଆଗାମୀ ଦିନରେ ଅଫିସ ଷ୍ଟାଫ ଉପରେ ରାଗ ସୁଝାଇ ପାରନ୍ତି ତେଣୁ ତୁରନ୍ତ ଏହାର ସମାଧାନ କରନ୍ତୁ @TPCentralOdisha @dm_puri
4
4
249
ଅଶେଷ ଅଶେଷ ଧନ୍ୟବାଦ @puriulb ଆମ୍ଭ 31ନଂ ୱାର୍ଡ ଭୂଦାନ ନଗର ଅଞ୍ଚକରେ ମଶା ଧୂଆଁ ଗାଡି ବୁଲାଇ ଥିବାରୁ, ଲାଇନ କଟିବା ବେଳେ ମଶାଙ୍କ ଉପଦ୍ରଵ ଏଥର ଟିକେ କମିବ ଆପଣଙ୍କ ସହଯୋଗରୁ
1
1
6
93
#ଚକ୍ରତୀର୍ଥ #ରୋଡ଼ରେ #ଶିଶୁଶ୍ରମିକ ସରକାର ଶିଶୁ ଶ୍ରମିକ ରୋକିବାକୁ ନାନାଦି ପ୍ରକାର ସଚେତନତା କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ଖୁଲମଖୁଲା ଦେଖିବାକୁ ମିଳିଛି ପେଣ୍ଠକଟା ଚକ୍ରତୀର୍ଥ ରୋଡ଼ କାମ ରେ ଶିଶୁଙ୍କୁ ନିୟୋଜିତ ହୋଇଛି, ଦୟାକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ @dm_puri @ChildrensRights @SPPuri1
2
1
6
117
ଅଶେଷ ଅଶେଷ ଧନ୍ୟବାଦ @SPPuri1 ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବାରୁ
1
44
ୱାର୍ଡ ନଂ 31 ଅନ୍ତର୍ଭୁକ୍ତ ଭୂଦାନ ନଗର ଅଞ୍ଚଳର ତ୍ରିନାଥ ସାହୁଙ୍କ ବୟସ 82ବର୍ଷ, ଭତ୍ତା ଟଙ୍କା ହିଁ ଏକମାତ୍ର ଚଳିବାର ରାସ୍ତା, ସରକାରଙ୍କ ଭୋଟରକାର୍ଡରେ 82ବର୍ଷ କିନ୍ତୁ ଅନଲାଇନରେ ଅପଡେଟ ହେଉନଥିବାରୁ 3500ଭତ୍ତାରୁ ବଞ୍ଚିତ ହେଉଛନ୍ତି ବୃଦ୍ଧ, ଦୟାକରି ଭୋଟରକାର୍ଡ଼ରେ ବୟସ ଅପଡେଟ କରିବା ପାଇଁ @dm_puri @ECISVEEP ଙ୍କୁ ଅନୁରୋଧ
3
2
12
692
କାହା ସ୍ୱାର୍ଥରେ ହୋଇଛି ପେଣ୍ଠକଟା ଶ୍ରୀବିହାର ରାସ୍ତା ରାସ୍ତାମାଡ଼ି ଅଛନ୍ତି କିଛି ଦୋକାନୀ ଯାହା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି କିନ୍ତୁ ପ୍ରଶାସନ ଚୁପ, ଆଉ କିଛିଦିନ ପରେ ଆସୁଛି ରଥଯାତ୍ରା କିଛି ଅଘଟଣ ଘଟିବା ପୂର୍ବରୁ ରାସ୍ତାର ଜବର ଦଖଲ ଉଛେଦ କରିବା ପାଇଁ ଅନୁରୋଧ @puriulb @SPPuri1 @dm_puri କରୁଅଛି🙏
2
9
3
26
1,278
ନୂଆ ସୀମାରେଖା ୱାର୍ଡ ନଂ38 ଅନ୍ତର୍ଭୁକ୍ତ ପେଣ୍ଠକଟା ହରଚଣ୍ଡୀ ନଗର ରେ ଥିବା ଅନେକ ଖୁଣ୍ଟିରେ ଲାଇଟ ଜଳୁନାହିଁ ଓ ଏହା ଜଙ୍ଗଲ ପାଖ ହୋଇଥିବାରୁ ଅନ୍ଧାର ହେଲେ ବିଷଧର ସାପ ମାନଙ୍କ ଭୟ ରହୁଛି ଦୟାକରି ଲାଇଟ ଜଳାଇବା ପାଇଁ ଅନୁରୋଧ @puriulb
2
1
4
177
Already 3days gone
1
36
#ଭୁଲକାହାର #ଭୋଗୁଛିକିଏ ନୂଆ ସୀମାରେଖା ଅନୁଯାଇ ପୁରୀ କର୍ପୋରେସନ ର ୱାର୍ଡ ନଂ 39 ଅନ୍ତର୍ଭୁକ୍ତ ପେଣ୍ଠକଟା ଭୂଦାନ ନଗର ପ୍ରଥମ ଗଳିରେ ରାସ୍ତାକୁ ଖୋଳି ଛାଡ଼ିଦେଇ ଆଜକୁ 5ଦିନ ହେବ ଗଲେଣି, ଆମ୍ଭେ ଅଞ୍ଚଳବାସୀ ହଇରାଣ ହେବା ସହ ଅନେକ ପିଲା ବୁଢା ସେ ରାସ୍ତାରେ ପଡି ଆଘାତ ପାଉଛନ୍ତି, ଦୟାକରି ଏହାର ମରାମତି ବ୍ୟବସ୍ଥା କରାଯାଉ @puriulb
5
4
1
18
679
କାମ ନେଇଥିବା କଣ୍ଟ୍ରାକ୍ଟରକୁ ତାଗିଦ କରାଯିବା ସହ ରାସ୍ତାର ମରାମତି ଯଥାସମ୍ଭବ କରିବା ପାଇଁ ଆମ୍ଭେ ଅନୁରୋଧ କରୁଅଛୁ @dm_puri @puriulb @CMO_Odisha
2
79
ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ଛାତ୍ରୀଙ୍କୁ ନ୍ୟାୟ ମିଳିଛି ସମୁଦ୍ରକୂଳ ଥାନା ଅଧିକାରୀଙ୍କ କଠିନ ପରିଶ୍ରମ ଦ୍ୱାରା, ପେଣ୍ଠକଟା ଅଞ୍ଚଳରେ ଛାତ୍ରୀଙ୍କୁ ଅସଦାଚରଣ କରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଛି ସମୁଦ୍ରକୂଳ ପୋଲିସ, ସାଧାରଣ ଲୋକଙ୍କ ସହାୟତା ପାଇଁ @SPPuri1 ଙ୍କୁ ଅଶେଷ ଅଶେଷ ଧନ୍ୟବାଦ
2
6
113
ପୋଲିସ ଓ ସରକାରୀ ଓକିଲଙ୍କ କାର୍ଯ୍ୟ ଦକ୍ଷତାକୁ ତଜର୍ମା କରିବା ସହ ସେମାନଙ୍କୁ ପ୍ରଶଂସିତ କରି ନ୍ୟାୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଆପଣଙ୍କ ପ୍ରୟାସ କୁ ହୃଦୟରୁ ସ୍ୱାଗତ କରୁଛୁ, ଅଶେଷ ଅଶେଷ ଧନ୍ୟବାଦ @SPPuri1 @prsprateek ସାର ଉଚିତ ଲୋକଙ୍କୁ ବାଛି ପ୍ରଶଂସା ପତ୍ର ପ୍ରଦାନ କରିଥିବାରୁ, ଧନ୍ୟବାଦ @CMO_Odisha
1
4
4
100