Pinned Tweet
"ଦଶହରା ପିଠା " ଅନ୍ୟାନ୍ୟ ପିଠା ଠାରୁ ସମ୍ପୂର୍ଣ୍ଣ ଅଲଗା କିନ୍ତୁ ଖାଇବାକୁ ଭାରି ସୁଆଦିଆ ।
😊🙏👇
youtu.be/xGF9ToyLfvU?si=HFMT…
ଦୀପାବଳି ଉପଲକ୍ଷେ କଉଡ଼ି ଖଜା ।
#Deepotsav2026
#Deepavali
#Deepavali2026
#Diwali
#DiwaliCelebration
😊🙏👇
youtu.be/8WvZLb8pSUk?si=YD25…
Manaswini retweeted
#ଗଜମୁଆଁ
ବାଣପୁରସ୍ଥିତ ମାଆ ଭଗବତୀଙ୍କ ନିକଟରେ ଦୈନିକ ବଲ୍ଲଭ ଭୋଗ ବା ମୁଆଁ ଭୋଗ ଅର୍ପଣ ହୁଏ।ଗୋଟିଏ ଚକା ମୁଆଁ ଓ ଦୁଇଟି ଗଜା ମୁଆଁ ପୂଜା ହୁଏ।ଏହି ଭୋଗ ଅତ୍ୟନ୍ତ ପ୍ରସିଦ୍ଧ।ଏହା ଶକ୍ତି ଏବଂ ଶିବଙ୍କର ସୁକ୍ଷ୍ମ ଶରୀରାକୃତି ।
🙏😊👇
youtu.be/pYkLBJrHwoc?si=dJbw…
Manaswini retweeted
"ଦଶହରା ପିଠା " ଅନ୍ୟାନ୍ୟ ପିଠା ଠାରୁ ସମ୍ପୂର୍ଣ୍ଣ ଅଲଗା କିନ୍ତୁ ଖାଇବାକୁ ଭାରି ସୁଆଦିଆ ।
😊🙏👇
youtu.be/xGF9ToyLfvU?si=HFMT…
😝😝
ମାଗଣା ହେଲେ ତ ମୁଁ ଆଭାକଡ ଖେଚୁଡ଼ି କରିବି , ଜନ୍ତା ଆଭାକଡପିଠା , ଆଭାକଡ ଚଟଣୀ , ଡାଲମା ଆଭାକଡ ଆଉ ଭାବୁଛି ଆଭାକଡ ଏଣ୍ଡୁରି କରିବି । 😋😋😋
@Manaswiini ଅପା ! ଆଭାକଡ ବିରିୟାନି କଲେ ହବ କି ! 😀
1
2
182
#ଗଜମୁଆଁ
ବାଣପୁରସ୍ଥିତ ମାଆ ଭଗବତୀଙ୍କ ନିକଟରେ ଦୈନିକ ବଲ୍ଲଭ ଭୋଗ ବା ମୁଆଁ ଭୋଗ ଅର୍ପଣ ହୁଏ।ଗୋଟିଏ ଚକା ମୁଆଁ ଓ ଦୁଇଟି ଗଜା ମୁଆଁ ପୂଜା ହୁଏ।ଏହି ଭୋଗ ଅତ୍ୟନ୍ତ ପ୍ରସିଦ୍ଧ।ଏହା ଶକ୍ତି ଏବଂ ଶିବଙ୍କର ସୁକ୍ଷ୍ମ ଶରୀରାକୃତି ।
🙏😊👇
youtu.be/pYkLBJrHwoc?si=dJbw…
Manaswini retweeted
ମାଆ ରାମଚଣ୍ଡୀଙ୍କ ନିକଟରେ ଖେଚେଡ଼ି ଧୂପରେ ଲାଗି ହେଉଥିବା ଖେଚୁଡ଼ି ।
😊🙏👇
youtu.be/w4KXd5gfMrI?si=4haS…
Manaswini retweeted
ବାସନ୍ତିକ ଦୁର୍ଗାତ୍ସୋବ ଉପଲକ୍ଷେ ମୟୁରଭଞ୍ଜ ଖିଚିଂସ୍ଥିତ ମାଆ କୀଚକେଶ୍ୱରୀଙ୍କ ଖେଚୁଡ଼ି ଭୋଗ
👇😊🙏
youtu.be/OmaMGwNY0kE?si=8JkT…
Manaswini retweeted
ଓଡ଼ିଶାର ଅନ୍ୟ ଏକ ଶକ୍ତିପୀଠ ....ଝଙ୍କଡ଼ ବାସିନୀ ମା'ଶାରଳାଙ୍କ ପୀଠ ।ବାସନ୍ତିକ ଦୁର୍ଗାତ୍ସୋବ ଉପଲକ୍ଷେ ମା'ଙ୍କ ନିକଟରେ ଲାଗି ହେଉଥିବା #ରସାବଳୀ ଭୋଗ ।
#Rasabali
👇😊🙏👇
youtu.be/p8DPQfTa5Bk?si=Ae3N…
Manaswini retweeted
ଚାଉଳଚୁନାରେ ତିଆରି କାକରା ପିଠା ବା ସୁଆଁଳି ପିଠା ।
🙏😊👇
youtu.be/PpiYoIMUZXM?si=agUm…
Manaswini retweeted
ଶିବବିବାହ ଅବସରରେ ଏକାମ୍ରକ୍ଷେତ୍ରସ୍ଥିତ କେଦାରଗୌରୀ ମନ୍ଦିରରେ ଲାଗି ହେଉଥିବା ଓରିଆ ବା ଓରିଆ ଅନ୍ନ ।
😊🙏👇
youtu.be/CbHPCsoqTHE?si=1QeW…
Manaswini retweeted
ବଡ଼ଦେଉଳରେ ଦୈନିକ ବିଭିନ୍ନ ପ୍ରକାରର ଖିରି ସବୁ ଲାଗି ହେଇଥାଏ ତନ୍ମଧ୍ୟରୁ ଚାଉଳ ଖିରି ଗୋଟିଏ । ଖିରି ଭୋଗ ଆମ ପ୍ରାଚୀନ ଭୋଗ ମାନଙ୍କ ମଧ୍ୟରୁ ଗୋଟିଏ ।
👇🙏😊
#Puri
#Jagannathtemple
#Odisha
youtu.be/9Wj9JZvKSKw?si=AsbH…
Manaswini retweeted
ସାଧାରଣତଃ କାନ୍ତି ବା ଚନ୍ଦ୍ରକାନ୍ତି ପିଠା କହିଲେ ଆମେ ଜାଣିଛୁ ତାହା ମୁଗରେ ତିଆରି ହେଇଥାଏ।ବଡ଼ଦେଉଳରେ ଯେଉଁ ଚନ୍ଦ୍ରକାନ୍ତି ପିଠା ହୁଏ ତାହାକିନ୍ତୁ ବିରିରେ ତିଆରି ହୁଏ ଏବଂ ପ୍ରଥମ ଛେକରେ ଦିଅଁଙ୍କ ପାଖକୁ ଭୋଗ ଲାଗି ହେବାକୁ ଯାଏ।
😊🙏👇
youtu.be/B7YlcixALfs?si=tQaz…
#ଚନ୍ଦ୍ରକାନ୍ତି
#chandrakanti
Manaswini retweeted
"ଟାକୁଆ" ବଡ଼ଦେଉଳରେ ଲାଗି ହେଉଥିବା ଏକ ଭୋଗ ।
ଦୈନନ୍ଦିନ ଏହି "ଟାକୁଆ" ଭୋଗ ଦିଅଁଙ୍କ ନିକଟରେ ଲାଗିହେଉଥିଲେ ମଧ୍ୟ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାରେ ଏହା ସ୍ୱତନ୍ତ୍ର ଭାବରେ ତିଆରି ହେଇଥାଏ ଏବଂ ଖେଚୁଡ଼ି ଭୋଗ ସହ ଦିଅଁଙ୍କୁ ଏହା ଅର୍ପଣ କରାଯାଏ ।ଦେଖିବାକୁ ଅନୁରୋଧ 🙏😊👇
youtu.be/LeQGkLfSiC4?si=JKmJ…
Manaswini retweeted
ବଡ଼ଦେଉଳ ର କୋଠ ଭୋଗରେ ଲାଗି ହେଉଥିବା "ବଡ଼ା"
youtu.be/Ed8egAcfVnQ?si=MDkF…
ମାଆ ରାମଚଣ୍ଡୀଙ୍କ ନିକଟରେ ଖେଚେଡ଼ି ଧୂପରେ ଲାଗି ହେଉଥିବା ଖେଚୁଡ଼ି ।
😊🙏👇
youtu.be/w4KXd5gfMrI?si=4haS…
Manaswini retweeted
ଯୁଜୁରା - We have seven sisters as ଗ୍ରାମ ଦେବୀ ( Village Deity)in seven places of Jaypatna Block.
Elder sister is Maa Dokari Devi at Talgud.
Jujura - It's the invitation from elder sister to attend and participate in Mahastami Puja at Talgud.

































