ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ "ଉତ୍ସାହ-୨୦୨୬" ର ଉଦ୍ଯାପନୀ ଓ ଭବ୍ୟ ପୁରସ୍କାର ବିତରଣ ସମାରୋହ ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମର ଅଭ୍ୟାସ ପଡ଼ିଆଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
#mahakutsa
68
‘ଉତ୍ସାହ–୨୦୨୬’ ଆମ ପାଇଁ ଏକ ସ୍ମରଣୀୟ ଅବସର। ଆମ ପାଇଁ ଜିତିବା ହିଁ ସବୁକିଛି ନୁହେଁ, ଖେଳିବା ଓ ନୂଆ ଅନୁଭୂତି ସାଉଁଟିବା ହିଁ ପ୍ରକୃତ ଖୁସି।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll #utsah2026 #OdishaSports
57
ଶିଶୁ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ–୨୦୨୬’ ରେ ପ୍ରତିଭା, ପରିଶ୍ରମ ଓ ଆତ୍ମବିଶ୍ୱାସର ଅନନ୍ୟ ପ୍ରଦର୍ଶନ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଶିଶୁ ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସେମାନଙ୍କ ଉତ୍ସାହ ଓ ସଫଳତାକୁ ସମ୍ମାନିତ କରାଯାଇଛି।
#mahakutsah #MahakUtsah2026 #mahakoutsah2026
2
190
ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କ ସ୍ୱପ୍ନକୁ ନୂଆ ଦିଶା ଦେବାର ଏକ ଅନନ୍ୟ ପ୍ରୟାସ। ଶିଶୁ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ–୨୦୨୬’ ଅବସରରେ ଉଦୀୟମାନ ଶିଶୁ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇ ସେମାନଙ୍କ ମନରେ ନୂଆ ଆତ୍ମବିଶ୍ୱାସ ଓ ଆଗକୁ ବଢ଼ିବାର ପ୍ରେରଣା ସୃଷ୍ଟି କରାଯାଇଛି।
#mahakutsah #MahakUtsah2026
63
‘ଉତ୍ସାହ–୨୦୨୬’ ଆମକୁ ଦେଇଛି ନିଜ ପ୍ରତିଭା ଦେଖାଇବାର ସୁଯୋଗ ଓ ନିଜ ଉପରେ ବିଶ୍ୱାସ ରଖିବାର ପ୍ରେରଣା।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll #utsah2026 #OdishaSports #CulturalFestival #OdishaCulture #FutureChampions
52
ଶିଶୁ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ–୨୦୨୬’ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କ୍ରୀଡ଼ାବିତ୍ମାନଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇଲେ କୁନି ଖେଳାଳିମାନେ। #mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll
48
ପ୍ରତିଭାର ପରିପ୍ରକାଶ, କୌଶଳର ପ୍ରଦର୍ଶନ ଓ ଉତ୍ସାହର ଅପୂର୍ବ ସମାହାର। ‘ଉତ୍ସାହ’ କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍ଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ଆଣିଦେଇଛି ଏକ ନିଆରା ଅନୁଭୂତି।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll #utsah2026
68
କ୍ରୀଡ଼ା କେବଳ ପ୍ରତିଯୋଗିତା ନୁହେଁ, ଏହା ଦକ୍ଷତା, ଶୃଙ୍ଖଳା ଓ ଦୃଢ଼ ମନୋବଳର ପରିଚୟ। ‘ଉତ୍ସାହ’ କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍ଙ୍କ ଚମତ୍କାର ଖେଳ ପ୍ରଦର୍ଶନ ଏହି ବାର୍ତ୍ତାକୁ ଆହୁରି ସୁଦୃଢ଼ କରିଛି।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #SportsForAll
1
68
ପ୍ରତିଟି ପ୍ରଦର୍ଶନରେ ଦକ୍ଷତାର ଝଲକ, ପ୍ରତିଟି ପ୍ରୟାସରେ ସଫଳତାର ସଂକଳ୍ପ। ‘ଉତ୍ସାହ’ କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍ଙ୍କ ଆକର୍ଷଣୀୟ କ୍ରୀଡ଼ା ପ୍ରଦର୍ଶନ ପାଲଟିଛି ପ୍ରେରଣା ଓ ଆତ୍ମବିଶ୍ୱାସର ଏକ ସୁନ୍ଦର ଉଦାହରଣ।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival
49
କୁନି ମନରେ ବଡ଼ ଚିନ୍ତାଧାରା, ପ୍ରତିଟି ଚାଲ୍ରେ ନୂଆ ସମ୍ଭାବନା। ‘ମହକ ଉତ୍ସାହ ୨୦୨୬’ର ଚେସ୍ ପ୍ରତିଯୋଗିତାରେ ଶିଶୁମାନଙ୍କ ଧୈର୍ଯ୍ୟ, ଏକାଗ୍ରତା ଓ ବୁଦ୍ଧିମତ୍ତାର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଛି।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic
1
59
ଉତ୍ସାହରେ ଭରା ପରିବେଶ, ପ୍ରତିଭାରେ ଝଲସୁଛି କ୍ରୀଡ଼ାବିତ୍ଙ୍କ ଅସାଧାରଣ ଦକ୍ଷତା । ‘ଉତ୍ସାହ’ କାର୍ଯ୍ୟକ୍ରମରେ କ୍ରୀଡ଼ା କୌଶଳର ଚିତ୍ତାକର୍ଷକ ପ୍ରଦର୍ଶନ ସମସ୍ତଙ୍କ ମନ ଜିଣିଛି ।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll #utsah2026
71
ଲକ୍ଷ୍ୟ ଯେତେ ଦୂର ହେଉ, ସାହସ ଥିଲେ ପ୍ରତିଟି ଡିଆଁ ହୁଏ ସଫଳତା ଆଡ଼କୁ ଏକ ନୂଆ ପଦକ୍ଷେପ। ‘ମହକ ଉତ୍ସାହ ୨୦୨୬’ର ଲମ୍ବ ଡିଆଁ ପ୍ରତିଯୋଗିତାରେ ଝଲସି ଉଠିଛି କୁନି କ୍ରୀଡ଼ାବିତ୍ଙ୍କ ଉତ୍ସାହ, ସାହସ ଓ ଅଦମ୍ୟ ଇଚ୍ଛାଶକ୍ତି।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival
1
69
ଦୌଡ଼ରେ ଝଲସିଲା ପ୍ରତିଭା। ‘ମହକ ଉତ୍ସାହ ୨୦୨୬’ରେ କୁନି କ୍ରୀଡ଼ାବିତ୍ଙ୍କ ଅଦମ୍ୟ ଉତ୍ସାହ ଓ ଆତ୍ମବିଶ୍ୱାସର ଅନନ୍ୟ ପ୍ରଦର୍ଶନ।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll #utsah2026 #OdishaSports #CulturalFestival
53
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-ଉତ୍ସାହ ୨୦୨୬’ ଅବସରରେ ବଟରଫ୍ଲାଇ ଟ୍ରାମ୍ପୋଲିନ୍ ପାର୍କରେ କୁନି କୁନି ପିଲାମାନେ ମନଭରି ମଜା କରିଥିଲେ।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll #utsah2026 #OdishaSports #CulturalFestival
62
ପ୍ରତିଟି ପାଦରେ ନୂଆ ଉତ୍ସାହ, ପ୍ରତିଟି ଦୌଡ଼ରେ ଆଗକୁ ବଢ଼ିବାର ବିଶ୍ୱାସ!
କଳିଙ୍ଗ ଷ୍ଟାଡିୟମ୍, ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-ଉତ୍ସାହ ୨୦୨୬’ର ଦୌଡ଼ ପ୍ରତିଯୋଗିତାରେ ଶିଶୁମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣର କିଛି ଝଲକ।
#mahakutsah #MahakUtsah2026 #mahakoutsah2026 #empoweringchildrensworth
37
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-ଉତ୍ସାହ ୨୦୨୬’ ଅବସରରେ ବଟରଫ୍ଲାଇ ଟ୍ରାମ୍ପୋଲିନ୍ ପାର୍କରେ କୁନି କୁନି ପିଲାମାନେ ମନଭରି ମଜା କରିଥିଲେ।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll #utsah2026 #OdishaSports #CulturalFestival
37
ଉଚ୍ଚତାକୁ ଛୁଇଁବାର ସ୍ୱପ୍ନ, ଆତ୍ମବିଶ୍ୱାସରେ ଭରା ପ୍ରତିଟି ଡିଆଁ !
ମହକ ଉତ୍ସାହ ୨୦୨୬ରେ ହାଇଜମ୍ପ୍ରେ ନିଜର କ୍ରୀଡ଼ା ଦକ୍ଷତା ଓ ସାହସର ପରିଚୟ ଦେଉଛନ୍ତି ପିଲାମାନେ।
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll #utsah2026
1
42
କ୍ୟାରମ୍ ବୋର୍ଡରେ କୁନି ପ୍ରତିଭାଙ୍କ କମାଲ୍, ପ୍ରତିଟି ଷ୍ଟ୍ରାଇକ୍ରେ ଉତ୍ସାହର ଝଲକ ! ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-ଉତ୍ସାହ ୨୦୨୬’ ଅବସରରେ ଆୟୋଜିତ କ୍ୟାରମ୍ ପ୍ରତିଯୋଗିତାରେ ଦେଖିବାକୁ ମିଳିଥିଲା କୁନି କୁନି ପ୍ରତିଭାଗୀଙ୍କ ଉତ୍ସାହ ଓ ଖେଳ ପ୍ରତି ଆଗ୍ରହ।
#mahakutsah #MahakUtsah2026 #mahakoutsah2026
1
32
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ ୨୦୨୬’ ରେ କୁନି କ୍ରୀଡ଼ାବିତ୍ଙ୍କ ପ୍ରତିଭାର ଅନନ୍ୟ ସମାହାର !
#mahakutsah #MahakUtsah2026 #mahakoutsah2026 #empoweringchildrensworth #ChildrenFestival #ArtDanceMusic #SportsForAll #utsah2026 #OdishaSports
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-ଉତ୍ସାହ ୨୦୨୬’ ଶିଶୁ ପ୍ରତିଭାଗୀମାନଙ୍କ ପାଇଁ ଆଣିଦେଇଛି ନୂଆ ଅନୁଭୂତି ଓ ଅସରନ୍ତି ଆନନ୍ଦ। ନିଜର ପ୍ରତିଭା ପ୍ରଦର୍ଶନ, ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଓ ସାଥୀମାନଙ୍କ ସହ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତକୁ ନେଇ ନିଜ ମନର କଥା ବାଣ୍ଟିଛନ୍ତି କୁନି କୁନି ପ୍ରତିଯୋଗୀ।
#mahakutsah





















