Prachee Nanda OSPS (।)🌵 (@PracheeNanda) header
Prachee Nanda OSPS (।)🌵 (@PracheeNanda) profile picture

କୁହନ୍ତି ସମୟ କାହାର କିଛି ରଖେନି,ସବୁ ଫେରେଇଦିଏ,ପାପ ପୁଣ୍ୟ ସବୁ,ଫେରେଇଲାବେଳେ କେବଳ ହସିଦିଏ,ତୁମ ବିବସତା ଉପରେ🍁 ASSISTANT DIRECTOR OF PROSECUTION CADER ⚖️(Home department)💼

puri,odisha
Joined June 2013
Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)Photo by Prachee Nanda OSPS (।)🌵 (@PracheeNanda)
ଜୀବନରେ ଯଦି କାହାପାଇଁ କିଛି ଭଲକାର୍ଯ୍ଯ କରିଛନ୍ତି ତାହାଲେ ସେ କାର୍ଯ୍ଯ କେବେହେଲେ ବ୍ୟର୍ଥ ଯିବନାହିଁ, ଆଉଯାହାପାଇଁ କରିଛନ୍ତି ସେହୁଏତ ଭୁଲିଯାଇପାରେ କିନ୍ତୁ ଇଶ୍ବର ନୁହଁନ୍ତି,ଭଗବାନ କେଉଁବାଟରେ କାହାମାଧ୍ୟମରେ ଆପଣଙ୍କ ଭଲ କର୍ମରମୁଲ୍ୟ ଆପଣଙ୍କୁ ନିଶ୍ଚୟ ଫେରେଇଦେବେ,ତେଣୁ ସବୁବେଳେ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯକରିବା ଉଚିତ। – at Banapur, India
91
66
3
847
ଯୋଉଠି ଦେଖେ ତୁ ହିଁ ତୁ ତୁ ମୟ ସାରା ଜଗତ ତୋ ବିନୁ ଅଧା ମୁଁ ✍️ #ପ୍ରଭୁ 🙏
7
4
143
1,213
ଜୀବନରେ ତୋର ମହତ୍ୱ, . . ଯେମିତି ଶ୍ୱାସ ସହିତ ପବନ ର ✍️ #ହେ_ନାଥ 🙏
10
3
58
538
ପୂର୍ଣ୍ଣିମା ଇନ୍ଦୁ ନୀଳାଚଳ ଆକାଶେ ହସେ❤️ #କାର୍ତ୍ତିକ_ପୁର୍ଣିମା
6
8
152
1,790
କାର୍ତ୍ତିକ ପୁର୍ଣିମା ଅବସର ରେ ରାଜରାଜେଶ୍ୱର ବେଶ ରେ ପ୍ରଭୁ ଙ୍କ ଆଳତି କେତେ ମନହର ❤️ #ପ୍ରଭୁ 🙏
7
10
133
1,214
ତୋ ଭକ୍ତି ରେ ଲୀନ ପୁର, ପଲ୍ଲୀ ଆଉ ସବୁରି ମନ ✍️❤️
9
12
197
2,029
ସବୁ ଭଲ ଲାଗୁଥିବା ଜିନିଷ ସାଙ୍ଗରେ ଯାଆନ୍ତିନି, . . କେବଳ କିଛି ମୁହୂର୍ତ୍ତ ର ଭଲ ଅନୁଭୂତି ଦିଅନ୍ତି, ମନକୁ ପ୍ରକୃତ ସତ୍ୟ ସହିତ ପରିଚିତ କରାନ୍ତି ✍️ #ଅନ୍ତହୀନ_ଶବ୍ଦ
5
2
48
1,202
ତୁ ଝଟକୁ ପୁର୍ଣିମା ଇନ୍ଦୁ ପରି ଲଗେଇ ମହଣ ମହଣ ସୁନା, . . ତୋତେ ଦେଖିବାକୁ ମନ ଛତପଟ, ଭିଡ ରେ ଲମ୍ବା ଅପେକ୍ଷା ଦିଏ ଭାରି ଯାତନା ✍️ #କାର୍ତ୍ତିକ_ପୁର୍ଣିମା #ହେ_ନାଥ 🙏
11
13
1
133
1,286
କାର୍ତ୍ତିକ ପୁର୍ଣିମା ତଥା ବୋଇତ ବନ୍ଦାଣ ର ଅଶେଷ ଶୁଭେଚ୍ଛା 🙏
9
24
314
6,561
ତୁମ ପତିତପାବନ ବାନା ଲାଘବ କରେ ମନର ବେଦନା ✍️❤️
12
19
1
437
3,462
ମୁରୁଜରେ ରେ ପ୍ରଭୁ ❤️ ବଡ ଓଷା ର ଅଶେଷ ଶୁଭକାମନା 🙏 #ବାବା 🙏
5
3
62
741
ତୋ ଆଶ୍ରିତ ମୁଁ ମୋ ପ୍ରଭୁ ତୁ ✍️ #ମଣିମା 🙏
8
19
2
298
3,502
ଲାଲିମା ରେ ଭରା ତୋ ଆଭା ସହିତ ପ୍ରେମ ସମସ୍ତଙ୍କୁ ହୁଏ, . . ହେଲେ ତୁ ବୁଡିଗଲା ପରେ ବି, ତୋ ଅପେକ୍ଷା ର ପ୍ରେମ ରେ ମୁଁ ଏମିତି ସାରା ଜୀବନ ରୁହେ ✍️ #ଅନ୍ତହୀନ_ଶବ୍ଦ 🍁
2
4
67
1,676
ତୋର ଏଇ ଆଖି ଦୁଇଟି,ଆଖି ନୁହଁ ପ୍ରଭୁ . . କେଉଁ ଅନନ୍ତ କାଳରୁ ଏକ ଅନ୍ତହୀନ ଆଶୀର୍ବାଦ ✍️ #ହେ_ନାଥ 🙏
10
3
84
874
Prachee Nanda OSPS (।)🌵 retweeted
ଏ ତ କେବଳ ପ୍ରସାଦ ନୁହେଁ। ଇଏ ସ୍ଵୟଂ ଶିବ ସ୍ଵରୁପ।। ବାବା ଧବଳେଶ୍ୱର ମହାପ୍ରଭୁଙ୍କର ବଡ଼ଓଷା ଗଜ ଭୋଗ ପ୍ରସାଦ।।
5
19
174
2,197
ମଣିମା 🙏
8
19
281
1,828
ତୁମ ନାମ ସବୁବେଳେ ଗୁଣୁଗୁଣେଇବାକୁ ଭଲ ଲାଗେ ❤️
7
1
53
1,127
ପଞ୍ଚୁକ ମୁରୁଜ ରେ ପ୍ରଭୁ ❤️
3
9
104
996
ଯେତେ ଦୂର ରାସ୍ତା, ସେତେ ଦୂର ରାସ୍ତା ସହିତ ପ୍ରୀତି . . ରାସ୍ତା ସରିଗଲେ, ମୋହ ର ବି ହୁଏ ଇତି ✍️ #ଅନ୍ତହୀନ_ଶବ୍ଦ 🍁
2
2
46
1,038