ବାଲେଶ୍ୱର ଜିଲ୍ଲାର ଚାନ୍ଦମଣି ଗ୍ରାମ ଅନ୍ତର୍ଗତ ଦୀନବନ୍ଧୁ ଜେନା ଛକଠାରୁ ପୂର୍ଣ୍ଣଚନ୍ଦ୍ର ଜେନା ଛକ ନିକଟସ୍ଥ PMGSY ରାସ୍ତା ପର୍ଯ୍ୟନ୍ତ MMSY (TRIP) ଯୋଜନାରେ ନିର୍ମାଣାଧୀନ ରାସ୍ତାକୁ CCE, RW Circle, ବାଲେଶ୍ୱରଙ୍କ ଦ୍ୱାରା ଯାଞ୍ଚ କରାଯାଉଛି। ଏହି ସମୟରେ EE, ଜଳେଶ୍ୱର, AEE ଓ JE, ବାଲିଆପାଳ ଏବଂ ଠିକା ସଂସ୍ଥା ଉପସ୍ଥିତ ଅଛନ୍ତି।
7
567
Odisha Rural retweeted
ସାମାଜିକ ନ୍ୟାୟ ଓ ଲୋକକଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ, ରାଜ୍ୟ ସରକାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ, ଏଣିକି ଯୋଗ୍ୟ ଆବେଦନକାରୀଙ୍କୁ ଆବେଦନର ପରବର୍ତ୍ତୀ ମାସରୁ ହିଁ ନିୟମିତ ଭାବେ ଭତ୍ତା ପ୍ରଦାନ କରାଯିବ।
ଆସନ୍ତାକାଲି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ।
#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #PromiseDelivered
ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ RW ଗଞ୍ଜାମ ଡିଭିଜନ୍-୨ ଅଧୀନରେ ଥିବା ହରିଡ଼ାଖଣ୍ଡି–ବିକାଶପୁର ଠାରୁ ରାମଗୁଡ଼ା ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।
8
666
ମାଲକାନଗିରି ଜିଲ୍ଲାର LWE ପ୍ରଭାବିତ ଅଞ୍ଚଳରେ ନିର୍ମାଣ ଓ ଉନ୍ନତିକରଣ ହେଉଥିବା ବେହେରାଗୁଡ଼ାରୁ ନାଗଲୁର ଭାୟା ଗାଓବନ୍ଧା–ବନ୍ଧାମାମୁଡ଼ି–ବୃନ୍ଦାମାମୁଡ଼ି–ଦୁଖିଲେଙ୍କା ରାସ୍ତା । ୧୨.0୨0 କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାରେ ୧୧.୦୮୦ କି.ମି. BT ଓ 0 .୯୪୦ କି.ମି. CC ରହିଛି। (1/3)
1
2
559
ସମ୍ପୂର୍ଣ୍ଣ ରାସ୍ତାଟି ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଦେଇ ଗତି କରିଛି। ଏହା କାଲିମେଳା ଓ ଚିତ୍ରକୋଣ୍ଡା ବ୍ଲକକୁ ସଂଯୋଗ କରିବା ସହ ଦୁଇ ବ୍ଲକ ମଧ୍ୟରେ ପ୍ରାୟ ୪୦ କି.ମି. ଦୂରତା ହ୍ରାସ କରିବ। ଫଳରେ ଉଭୟ ବ୍ଲକର ୩ଟି ଲେଖାଏଁ ଗ୍ରାମର ଲୋକେ ଉପକୃତ ହେବା ସହ ସେମାନଙ୍କ ଜୀବିକା ଓ ଯାତାୟାତ ସୁଗମ ହେବ। (2/3)
1
1
75
ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାର ରାୟଗଡ଼ା ବ୍ଲକ ଅନ୍ତର୍ଗତ ଆର୍ଡବ୍ଲ୍ୟୁ ଡିଭିଜନ, ଗଜପତି ଅଧୀନରେ ଥିବା ଶଙ୍କରଡ଼ା–ଖିଲିଗାନଡ଼ା ରାସ୍ତାର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି। ରାୟଗଡ଼ା RW ସର୍କଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏହି କାର୍ଯ୍ୟ ତଦାରଖ କରିଛନ୍ତି। #CycloneArnab
6
473
ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅଧୀନରେ ଥିବା ନୂଆପଡ଼ା ଠାରୁ ଗୁଁଠାପଲାହି ରାସ୍ତା ର ମରାମତି କାର୍ଯ୍ୟ ଜାରି ରହିଛି। #CycloneArnab #OdishaCares #Odisha
ଗଞ୍ଜାମ ଜିଲା, ଭଞ୍ଜନଗର ବ୍ଲକ ଅଧୀନରେ ଥିବା ବ୍ୟବିଲି ଠାରୁ ତାଦାମ ରାସ୍ତା ର ମରାମତି କାର୍ଯ୍ୟ ଜାରି ରହିଛି। #CycloneArnab #OdishaCares #Odisha
ଗଞ୍ଜାମ ଜିଲା, ଧରାକୋଟ ବ୍ଲକ ଅଧୀନରେ ଥିବା ଜଗନ୍ନାଥପୁର ସସନ ତୋ ବକ୍ଷରକଟ ରାସ୍ତା ର ମରାମତି କାର୍ଯ୍ୟ ଜାରି ରହିଛି। #CycloneArnab #OdishaCares #Odisha
ଗଞ୍ଜାମ ଜିଲା, ଧରାକୋଟ ବ୍ଲକ ଅଧୀନରେ ଥିବା ଜାଣିବିଲି ସୋରୋଦ ବଡଗଡ ରାସ୍ତା ର ମରାମତି କାର୍ଯ୍ୟ ଜାରି ରହିଛି। #CycloneArnab #OdishaCares #Odisha
ଗଞ୍ଜାମ ଜିଲା, RW Division, ଭଞ୍ଜନଗର ଅଧୀନରେ ଥିବା ଜିଲିମିଲି–ସାଡ଼ିଙ୍ଗପାଲି ଏବଂ ପାଟଶାଳା–ଟି. ଗୋବିନ୍ଦପୁର ରାସ୍ତାର ଘାଟି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଅବରୋଧ ହୋଇଥିବା ରାସ୍ତାରୁ ମାଟି ଓ ପଥର ହଟାଇବା କାର୍ଯ୍ୟ ଜାରି ରହିଛି। #CycloneArnab #OdishaCares #Odisha
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ପାଟଶାଳାଠାରୁ ଟି. ଗୋବିନ୍ଦପୁର ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଆର ଡବ୍ଲୁ ଡିଭିଜନ , ଭଞ୍ଜନଗର ପକ୍ଷରୁ ଜାରି ରହିଛି। ଯାତାୟାତ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଲକ୍ଷ୍ୟରେ ତ୍ୱରିତ ଗତିରେ କାର୍ଯ୍ୟ ଚାଲୁ ରହିଛି।
ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ PWD ରୋଡ୍ରୁ ରାମ୍ବାଲୋକୁ ଯାଇଥିବା ରାସ୍ତାରେ ଭୂସ୍ଖଳନ ଯୋଗୁଁ ଅବରୋଧ ସୃଷ୍ଟି ହୋଇଥିବା ସ୍ଥାନରୁ ମାଟି ଓ ପଥର ହଟାଇ ରାସ୍ତା ସଫା କରିବା କାର୍ଯ୍ୟ ଜାରି ରହିଛି।
3
373
ମୋହନା ବ୍ଲକ୍ ଅନ୍ତର୍ଗତ RWD, ମୋହନା ଅଧୀନରେ ଥିବା PWD ରୋଡ୍ରୁ ଭାଲିଆସାହିକୁ ଯାଇଥିବା ରାସ୍ତାର କଲଭର୍ଟ ନିକଟରେ ସୃଷ୍ଟି ହୋଇଥିବା ଘାଇ ବନ୍ଦ କରିବା ସହ ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।
3
332
ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ RWD, ମୋହନା ଅଧୀନରେ ଥିବା ଲୁହାଗୁଡ଼ି–ଟିଆମା ଦେଇ କନ୍ଧଗଣି ରାସ୍ତାରେ ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଥିବା ସ୍ଥାନରୁ ମାଟି ଓ ପଥର ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି।
4
382
ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ PWD ରୋଡ୍ରୁ ଲୁଡୁରୁକୁ ଯାଇଥିବା ରାସ୍ତାରେ ଧୋଇଯାଇଥିବା କଲଭର୍ଟର ଆପ୍ରୋଚ୍ ରୋଡ୍ର ଘାଇ ବନ୍ଦ କରିବା ସହ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। 🚧
2
337
ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ RWD, ମୋହନା ଅଧୀନରେ ଥିବା ରାମଗିରି–ବଡ଼ଗାଁ ରାସ୍ତାରେ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ଘାଇ ବନ୍ଦ କରିବା ଓ ରାସ୍ତା ମରାମତି କାର୍ଯ୍ୟ ଜାରି ରହିଛି। 🚧





























