RTO SAMBALPUR retweeted
ଦୀର୍ଘ ଦିନ ଧରି ଗାଡ଼ିର କାଗଜପତ୍ର ଅପଡେଟ୍ ନକଲେ, ଆପଣଙ୍କ ଗାଡ଼ି 'ସ୍ଥାୟୀ ଆର୍କାଇଭ୍'କୁ ଚାଲିଯିବାର ଆଶଙ୍କା ଥାଏ। ଯଦି ଆପଣଙ୍କ ଗାଡ଼ି ସ୍ଥାୟୀ ଆର୍କାଇଭ୍ ବର୍ଗକୁ ଚାଲିଯାଇଛି, ତେବେ ଏହାକୁ ପୁନଃସକ୍ରିୟ କରିବା ପାଇଁ ଅନଲାଇନ ମାଧ୍ୟମରେ ସହଜରେ ଆବେଦନ କରିପାରିବେ। ଏହି ଆବେଦନ କରିବାର ସମ୍ପୂର୍ଣ୍ଣ ସରଳ ପ୍ରକ୍ରିୟା ଫଟୋରେ ଦିଆଯାଇଛି।
#PermanentArchive #VehicleRules #Odisha #Parivahan #VehicleReactivation #DigitalOdisha
RTO SAMBALPUR retweeted
ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା 📝
'ସେବା ସଂକଳ୍ପ ଅଭିଯାନ' ଅବସରରେ ଆସନ୍ତା ୧୩ ଅକ୍ଟୋବର ୨୦୨୬ ରେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଏବଂ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଉଛି।
ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆବେଦନ ଫର୍ମ ଏବଂ ଆରଟିଓ (RTO) ସଂଯୋଜକଙ୍କ ନାମ ପ୍ରଦାନ କରାଯାଇଛି।
RTO SAMBALPUR retweeted
Govt. of Odisha has specified the compounding fee for offence of driving without a valid Pollution Under Control Certificate (PUCC). The revised fee structure is as follows:
RTO SAMBALPUR retweeted
'VAHAN' ତଥ୍ୟାବଳୀରେ ସଂସ୍କାର ଓ ସଡ଼କ ସୁରକ୍ଷାକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। Vehicle Classification ନିୟମ ଅନୁଯାୟୀ ଗାଡ଼ିକୁ ଚାରି ଭାଗରେ ବିଭକ୍ତ କରାଯାଇଛି।
-ଆକ୍ଟିଭ୍ କମ୍ପ୍ଲିଆଣ୍ଟ (Active Compliant)
-ଆକ୍ଟିଭ୍ ନନ୍ କମ୍ପ୍ଲିଆଣ୍ଟ (Active non-compliant)
-ଅସ୍ଥାୟୀ ଆର୍କାଇଭ୍ (Temporary Archive)
-ସ୍ଥାୟୀ ଆର୍କାଇଭ୍ (Permanent Archive)
ସବୁବେଳେ ନିଜର ଗାଡ଼ି କାଗଜପତ୍ର ଅପଡେଟ୍ ରଖନ୍ତୁ। ସର୍ବଦା ଆକ୍ଟିଭ୍- କମ୍ପ୍ଲିଆଣ୍ଟ ବର୍ଗରେ ରୁହନ୍ତୁ।
ଗାଡ଼ିର ସ୍ଥିତି ଜାଣିବା ପାଇଁ ୱେବସାଇଟ୍: analytics.parivahan.gov.in/a…
A powerful Prjnapan Medha during the Independence Day Parade delivered a strong message: “Don’t Drink & Drive — Yamaraj awaits!” 🛑🍺
🏆 1st Prize at District Level!
@STAOdisha @HSDSsbp @DmSambalpur @CMO_Odisha @SpSambalpur
RTO SAMBALPUR retweeted
It's great to saw that awareness give impact on the children.
#roadsafety
@RTO_SAMBALPUR @STAOdisha – at Sambalpur, India
RTO SAMBALPUR retweeted
Certification ceremony of 2wheeler driving training program...
@NauriNayak chief guest
@RTO_SAMBALPUR Guest of Honor
@hindalco Industrie Limited – at Sambalpur, India
RTO SAMBALPUR retweeted
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁବିଧା ଓ ଯାନବାହନର ସୁପରିଚାଳନା ପାଇଁ ବ୍ୟାପକ ସ୍ଥାୟୀ ଓ ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭାରୀ, ହାଲୁକା ଏବଂ ଦୁଇଚକିଆ ଯାନଗୁଡ଼ିକର ଶୃଙ୍ଖଳିତ ରହଣି ପାଇଁ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ଟ୍ରାଫିକ ନିର୍ଦ୍ଦେଶାବଳୀର ଅନୁପାଳନ କରନ୍ତୁ ଏବଂ ନିର୍ଦ୍ଧାରିତ ସ୍ଥାନରେ ହିଁ ନିଜ ଯାନବାହନ ପାର୍କିଂ କରନ୍ତୁ।
Strict enforcement by RTO Sambalpur is underway against vehicles operating without valid Fitness, Permit, or Insurance.
A vehicle without a valid Fitness Certificate is a potential danger on the road—like a ticking time bomb for road users. @STAOdisha @SpSambalpur @DmSambalpur
RTO SAMBALPUR retweeted
RTO SAMBALPUR retweeted
ଜୁନ୍ ୨୧ ରେ ହେବାକୁ ଥିବା ନିଟ୍ (NEET) ପରୀକ୍ଷାର୍ଥୀଙ୍କ ପାଇଁ OSRTC ଏବଂ CRUT ପକ୍ଷରୁ ନିଃଶୁଳ୍କ ବସ୍ ସେବା ଯୋଗାଇ ଦିଆଯିବ। ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବ। କଟକ ଜିଲ୍ଲାର ବିଭିନ୍ନ କେନ୍ଦ୍ରକୁ ଆସୁଥିବା ପରୀକ୍ଷାର୍ଥୀ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି।
Free bus services will be provided by OSRTC/CRUT & District Administration for candidates appearing in the NEET examination to be held on June 21. These buses will operate from major railway stations and bus stands to the examination centres.@DmSambalpur @SpSambalpur
5
436
RTO SAMBALPUR retweeted
Free bus services by OSRTC & CRUT, in association with the District Administration, will be available on 21 June for NEET candidates from major railway stations and bus stands to examination centres.@STAOdisha @DmSambalpur @SpSambalpur
Free bus services by OSRTC & CRUT, in association with the District Administration, will be available on 21 June for NEET candidates from major railway stations and bus stands to examination centres.@STAOdisha @DmSambalpur @SpSambalpur
RTO SAMBALPUR retweeted
ଜୁନ୍ ୨୧ ରେ ହେବାକୁ ଥିବା ନିଟ୍ (NEET) ପରୀକ୍ଷାର୍ଥୀଙ୍କ ପାଇଁ OSRTC ଏବଂ CRUT ପକ୍ଷରୁ ନିଃଶୁଳ୍କ ବସ୍ ସେବା ଯୋଗାଇ ଦିଆଯିବ। ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ଯେପରି ଯାତାୟାତରେ କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପ୍ରତି ଜିଲ୍ଲାର ଆରଟିଓ (RTO) ଙ୍କ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି। ଭିଡିଓରେ ସେମାନଙ୍କ ନାମ ଏବଂ ଯୋଗାଯୋଗ ନମ୍ବର ଦିଆଯାଇଛି।
Enforcement against illegal parking is being conducted on Ring Road, Sambalpur. Vehicle owners are requested not to park their cars or trucks on the roadside and cause traffic congestion.This enforcement drive will continue..
Wrong Parking = Long Honking
@SpSambalpur @DmSambalpur
1
1
234
RTO SAMBALPUR retweeted
ଡିଜେଲ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସୂତ୍ର ଅନୁଯାୟୀ ଷ୍ଟେଜ୍ କ୍ୟାରେଜ୍ ବସ୍ଗୁଡ଼ିକର ଭଡ଼ା ସଂଶୋଧନ କରାଯାଇଛି।
#BusFareRevision #OdishaTransport
RTO SAMBALPUR retweeted
ସୁରକ୍ଷିତ ପରିବେଶ, ସୁସ୍ଥ ଭବିଷ୍ୟତ ପାଇଁ ବୈଦ୍ୟୁତିକ ଯାନ(EV) କ୍ରେତାଙ୍କୁ ସରକାର ଦେଉଛନ୍ତି ସବସିଡି:
ଦୁଇ ଚକିଆ: ୨୦,୦୦୦ ଯାଏଁ
ତିନି ଚକିଆ: ୩୦,୦୦୦ ଫ୍ଲାଟ୍
ଚାରି ଚକିଆ: ୧,୫୦,୦୦୦ ଯାଏଁ
ଅଧିକ ଜାଣିବାକୁ ଇଭି ପୋର୍ଟାଲରେ ଲଗ୍ ଇନ୍ କରନ୍ତୁ- odtransportmis.nic.in
#EVSubsidy #STA #Odisha
Route arrangements for smooth conduct of NEET(U/G)-2026 Examination.. @DmSambalpur @SpSambalpur
208
Carrying passengers in goods vehicles poses a serious threat to road safety - it’s akin to carrying a ticking bomb, as accidents can occur at any time without warning.
Strict enforcement against such violations to protect precious lives and ensure safer roads for all. @STAOdisha
144









































