Manmohan Samal (@SamalManmohan7) header
Manmohan Samal (@SamalManmohan7) profile picture

State President, BJP Odisha | MP Rajya Sabha, Odisha | Ex. Revenue Minister |

Joined July 2021
Photo by Manmohan Samal (@SamalManmohan7)Photo by Manmohan Samal (@SamalManmohan7)Photo by Manmohan Samal (@SamalManmohan7)Photo by Manmohan Samal (@SamalManmohan7)Photo by Manmohan Samal (@SamalManmohan7)Photo by Manmohan Samal (@SamalManmohan7)Photo by Manmohan Samal (@SamalManmohan7)Photo by Manmohan Samal (@SamalManmohan7)Photo by Manmohan Samal (@SamalManmohan7)Photo by Manmohan Samal (@SamalManmohan7)
शिक्षा के प्रसार, समाज सेवा तथा महिलाओं के सशक्तिकरण के लिए सदैव समर्पित रहने वाली स्वामी विवेकानंद जी की शिष्या भगिनी निवेदिता जी की जयंती पर उन्हें सादर नमन। समाज सुधार हेतु एवं देशवासियों में नैतिक चरित्र के निर्माण हेतु उनके द्वारा किए गए प्रयास प्रयास सदैव प्रेरक रहेंगे।
1
12
391
Manmohan Samal retweeted
हमारा लक्ष्य भारत और दुनिया के लिए, आज और आने वाले कल के लिए नई टेक्नोलॉजी बनाना, उसकी दिशा तय करना और दुनिया की समस्याओं के समाधान देने की शक्ति विकसित करना है।
91
139
9
696
20,776
ରାଜନୈତିକ ମର୍ଯ୍ୟାଦା ବାହାରକୁ ଯାଇ କଂଗ୍ରେସର ରାଷ୍ଟ୍ରୀୟ ଅଧକ୍ଷ ଯେଉଁ ଅଶାଳୀନ ମନ୍ତବ୍ୟ ପ୍ରକାଶ କରିଛନ୍ତି ତାହା ସେମାନଙ୍କର ଘୃଣ୍ୟ ମାନସିକତାକୁ ପ୍ରତିପାଦିତ କରୁଛି ।
11
5
60
1,205
हजारों वर्षों से जिनके संस्कृत श्लोकों के उच्चारण से करोड़ों भक्त अपने आराध्य प्रभु श्री राम की शरण पाते हैं, ऐसे रामायण महाकाव्य के रचयिता आदिकवि महर्षि वाल्मीकि जयंती की असीम शुभकामनाएं। राम लला अब भव्य मंदिर में विराजे हैं और अयोध्या जी जगमगा रही हैं। रामायण को जनकल्याण एवं सुशासन का आदर्श मानकर विकसित भारत का स्वप्न साकार हो रहा है।
3
1
10
327
ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଏବଂ ପଞ୍ଚସଖାଙ୍କ ମଧ୍ଯରୁ ଅନ୍ୟତମ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
2
1
30
772
कांग्रेस के राष्ट्रीय अध्यक्ष सम्मानीय पीएम के बारे में क्या बोल रहे हैं, सुनिए… देश की मुख्य विपक्षी दल के अध्यक्ष ऐसी भाषा का प्रयोग कर रहे हैं, सुन कर आप लोग भी शर्मसार हो जाएँगे! कांग्रेस अध्यक्ष मल्लिकार्जुन खड़गे जी का मोदी जी के दिवंगत पिताजी को लेकर दिया गया बयान कांग्रेस पार्टी की दिवालिया सोच को दर्शाता है। कांग्रेस पार्टी के शीर्ष नेता द्वारा दिया गया ये कोई पहला बयान नहीं है। मोदी जी की दिवंगत माताजी के लिए भी अपनी कुत्सित सोच को कांग्रेस नेता अपने बयानों में कई बार प्रकट करते रहे हैं। कोई भी सभ्य दल, दल का नेता और दल का विचार इतना घटिया कैसे हो सकता है कि वो प्रधानमंत्री के दिवंगत पिता जी के लिए ऐसे अपशब्द का प्रयोग करे? कार्यक्रम में मौजूद जब एक शख्स ने कहा कि पीएम मोदी कहीं नहीं जाएंगे, इस पर खड़गे जी ने जवाब दिया- 'मोदी का बाप भी जाएगा।' राहुल गांधी का मानसिक दिवालियापन तो जगजाहिर है। लेकिन खड़गे जी आप भी? आप ऐसा घटिया बयान देकर इस आयु में राहुल गांधी को खुश तो कर लेंगे, लेकिन इससे क्या हासिल होगा आपको? खड़गे जी का ये बयान एक शर्मनाक, दुखद और घोर निंदनीय बयान है, लेकिन एक माफिया गैंग से और क्या ही उम्मीद कर सकते हैं! इसके लिए आपको देशवासियों से माफ़ी माँगनी चाहिए।
2
2
8
533
ଓଡ଼ିଶାର ବିକାଶ ଯାତ୍ରାକୁ ନୂଆ ଦିଗ ଓ ନୂଆ ଗତି ପ୍ରଦାନ କରୁଛି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦୂରଦର୍ଶୀ ନେତୃତ୍ୱ। ଡବଲ ଇଞ୍ଜିନ ସରକାରଙ୍କ ସମନ୍ୱିତ ପ୍ରୟାସରେ ଆମ ଓଡ଼ିଶା ଆଜି ବିକାଶ, ସମୃଦ୍ଧି ଓ ନୂତନ ସମ୍ଭାବନାର ଏକ ନୂଆ ଅଧ୍ୟାୟ ଲେଖୁଛି। ଜନକଲ୍ୟାଣ, ଭିତ୍ତିଭୂମିର ବିକାଶ ଓ ରାଜ୍ୟର ସାମଗ୍ରିକ ପ୍ରଗତି ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତା ଓଡ଼ିଶାବାସୀଙ୍କ ମନରେ ନୂଆ ଆଶା ଓ ବିଶ୍ୱାସ ସଞ୍ଚାର କରିଛି। ଆଜି ପୁଣିଥରେ ପବିତ୍ର ଓଡ଼ିଶା ମାଟିକୁ ଆସୁଛନ୍ତି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ। ତାଙ୍କର ଏହି ଗସ୍ତ ଓଡ଼ିଶାର ବିକାଶ ଯାତ୍ରାକୁ ନୂତନ ଊର୍ଜା ପ୍ରଦାନ କରିବା ସହ ରାଜ୍ୟର ପ୍ରଗତି ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ। ତାଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଓଡ଼ିଶା ନିଜର ଅପାର ସମ୍ଭାବନାକୁ ସାକାର କରିବା ସହ ଦେଶର ବିକାଶରେ ଆହୁରି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଆସନ୍ତୁ, ଆମେ ସମସ୍ତେ ଏକଜୁଟ ହୋଇ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନର ମହାସଂକଳ୍ପକୁ ସାକାର କରିବା। ଓଡ଼ିଶାର ପ୍ରଗତି ଓ ଓଡ଼ିଆ ଅସ୍ମିତାର ଗୌରବକୁ ନୂଆ ଶିଖରରେ ପହଞ୍ଚାଇବାର ଏହି ଯାତ୍ରାରେ ଆମେ ସମସ୍ତେ ସହଭାଗୀ ହେବା। ଓଡ଼ିଶା ମାଟିକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ। #NarendraModi #ManmohanSamal #OdishaWelcomesModi #SamruddhaOdisha #ViksitBharat
2
2
1
12
517
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ୧୩୯ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିବାର ସୌଭାଗ୍ୟ ଲାଭ କଲି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ବିଧାୟକ ଏବଂ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ । ଆଜି ମନ୍ କି ବାତ୍ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଜୀ ‘ଭୋକାଲ୍ ଫର୍ ଲୋକାଲ୍’, ସ୍ୱଦେଶୀ ସାମଗ୍ରୀର ବ୍ୟବହାର, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା, ମହର୍ଷି ବାଲ୍ମିକୀ ଓ ତାଙ୍କ ରଚିତ ମହାଗ୍ରନ୍ଥ ରାମାୟଣର ଅବଦାନ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜାତୀୟ ଏକତାର ବାର୍ତ୍ତା ଏବଂ ‘ରନ୍ ଫର୍ ୟୁନିଟି’ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ସହ ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ, ସ୍ୱାଧୀନତା ସଂଗ୍ରାମୀ ଭାଇ ପରମାନନ୍ଦଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଦୀପାବଳି ଓ ଛଟ୍ ମହାପର୍ବର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଜୀଙ୍କ ଏହି ଜନସମ୍ବାଦ ଆମକୁ ସ୍ୱଦେଶୀ ଆପଣାଇବା, ଜାତୀୟ ଏକତାକୁ ସୁଦୃଢ଼ କରିବା ଏବଂ ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ଯୋଗଦାନ ଦେବାକୁ ପ୍ରେରଣା ଦେଇଛି। #MannKiBaat #NarendraModi #VocalForLocal #RunForUnity #EkBharatShreshthaBharat
6
3
21
812
जितना Vocal For Local अभियान आगे बढ़ेगा, उतना तेजी से आत्मनिर्भर भारत का सपना भी पूरा होगा। #MannKiBaat #VocalforLocal
1
1
13
400
Honorable Prime Minister Shri Narendra Modi Ji will engage in conversation with the countrymen through the Mann Ki Baat program. Date: 25 October, 2026 Time: 11:00 AM #MannKiBaat
3
2
14
479
ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା, ଆମ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ @narendramodi ଙ୍କ ଓଡ଼ିଶା ଗସ୍ତ ଅବସରରେ ସାମ୍ବାଦିକ ବାର୍ତ୍ତା ।
2
4
22
705
𝐅𝐫𝐨𝐦 𝟏𝟒 𝐭𝐨 𝟏𝟏𝟒 𝐦𝐞𝐝𝐚𝐥𝐬. 𝐓𝐇𝐀𝐓, 𝐥𝐚𝐝𝐢𝐞𝐬 𝐚𝐧𝐝 𝐠𝐞𝐧𝐭𝐥𝐞𝐦𝐞𝐧, 𝐢𝐬 𝐓𝐑𝐀𝐍𝐒𝐅𝐎𝐑𝐌𝐀𝐓𝐈𝐎𝐍 𝐟𝐨𝐫 𝐨𝐮𝐫 𝐬𝐩𝐨𝐫𝐭𝐢𝐧𝐠 𝐥𝐚𝐧𝐝𝐬𝐜𝐚𝐩𝐞! 🇮🇳 India’s para sports journey has been nothing short of extraordinary. Our para athletes have rewritten history at the Asian Para Games time and again, turning determination into dominance and proving how far Indian sports has come. 𝐎𝐮𝐫 𝐃𝐢𝐯𝐲𝐚𝐧𝐠𝐣𝐚𝐧𝐬 𝐚𝐫𝐞 𝐃𝐑𝐄𝐀𝐌𝐈𝐍𝐆 𝐀𝐆𝐀𝐈𝐍! 🥇🏆 #AsianParaGames2026
2
1
8
381
ଭାରତ ବର୍ଷର ଜଣେ ଶ୍ରେଷ୍ଠ ରଣନୀତିଜ୍ଞ, ଦକ୍ଷ ସଂଗଠକ, ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ଭାରତ ସରକାରଙ୍କ ଗୃହ ଏବଂ ସମବାୟ ମନ୍ତ୍ରୀ ମାନନୀୟ ଶ୍ରୀ @AmitShah ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ ନିମନ୍ତେ କାମନା କରୁଛି । #HBDayAmitShah
4
2
14
850
ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରି ପୁରୀ-ରାଇରଙ୍ଗପୁର-ବାଦାମପାହାଡ଼ ଏକ୍ସପ୍ରେସ୍‌କୁ କେନ୍ଦୁଝର, ସୁକିନ୍ଦା, କଟକ ଓ ଭୁବନେଶ୍ୱର ଦେଇ ଚଳାଚଳ ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଏବଂ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ @AshwiniVaishnaw ଜୀଙ୍କୁ ସମସ୍ତ ଓଡ଼ିଶାବାସୀଙ୍କ ତରଫରୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି। ଏହି ନୂତନ ରେଳ ସେବା ଓଡ଼ିଶାର ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଦୀର୍ଘଦିନର ଜନଆକାଂକ୍ଷାକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ । ଏହି ରେଳ ସେବା ଦ୍ୱାରା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ଯାତାୟାତ ଅଧିକ ସୁଗମ ହେବ । ଏହା କେବଳ ଯାତ୍ରୀମାନଙ୍କ ପାଇଁ ଯାତ୍ରାକୁ ସହଜ କରିବ ନାହିଁ, ବରଂ ଆଞ୍ଚଳିକ ବାଣିଜ୍ୟ, ପର୍ଯ୍ୟଟନ, ଅର୍ଥନୈତିକ ବିକାଶ ଓ ନୂତନ ସୁଯୋଗ ସୃଷ୍ଟିରେ ମଧ୍ୟ ସହାୟକ ହେବ। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ରେଳ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। #DoubleEngineDoubleVikash #railway #Odisha
2
1
12
595
Manmohan Samal retweeted
From its ideological roots in 1951 to a 75-year journey of nation-building, the Jana Sangh’s legacy lives on in the vision of national unity, cultural pride and a strong, self-reliant Bharat. 𝐀 𝐣𝐨𝐮𝐫𝐧𝐞𝐲 𝐭𝐡𝐚𝐭 𝐛𝐞𝐠𝐚𝐧 𝐰𝐢𝐭𝐡 𝐚𝐧 𝐢𝐝𝐞𝐚, 𝐫𝐞𝐚𝐜𝐡𝐞𝐝 𝐉𝐚𝐧-𝐉𝐚𝐧, 𝐚𝐧𝐝 𝐡𝐚𝐬 𝐚𝐥𝐰𝐚𝐲𝐬 𝐬𝐭𝐨𝐨𝐝 𝐛𝐲 𝐨𝐧𝐞 𝐠𝐮𝐢𝐝𝐢𝐧𝐠 𝐩𝐫𝐢𝐧𝐜𝐢𝐩𝐥𝐞: 𝐍𝐚𝐭𝐢𝐨𝐧 𝐅𝐢𝐫𝐬𝐭. 🪷🇮🇳
19
229
5
547
23,469
Manmohan Samal retweeted
LIVE: BJP National Spokesperson Dr. @sambitswaraj addresses press conference in Bhubaneswar, Odisha. teapawt.net/i/broadcasts/1AxRnZOlY…
7
104
2
187
22,430
Manmohan Samal retweeted
ଦିଗ ହରା ହୋଇ ଦିଶା ହୀନ ଭାବେ ବୁଲୁଛନ୍ତି ବିରୋଧୀ ଦଳ ନେତା ।
1
3
13
981
जनसंघ से भारतीय जनता पार्टी तक: एक अनवरत वैचारिक यात्रा! 🪔 🪷 21 अक्टूबर 1951 को श्रद्धेय डॉ. श्यामा प्रसाद मुखर्जी के दूरदर्शी नेतृत्व में भारतीय जनसंघ की स्थापना हुई थी, जो एक ऐसे दौर में शुरू हुई जब देश विभाजन की त्रासदियों और विस्थापितों की समस्याओं से जूझ रहा था। “एक देश में दो विधान, दो निशान और दो प्रधान नहीं चलेंगे” की दृढ़ हुंकार के साथ कश्मीर में परमिट सिस्टम के विरोध में डॉ. मुखर्जी ने ऐतिहासिक आंदोलन छेड़ा और देश की एकता के लिए अपने प्राणों का बलिदान दे दिया। डॉ. मुखर्जी के बाद पंडित दीनदयाल उपाध्याय, श्री अटल बिहारी वाजपेयी, श्री लालकृष्ण आडवाणी और नानाजी देशमुख जैसे महान नेताओं ने संगठन को एकात्म मानववाद और राष्ट्रवाद की नई शक्ति दी। 1975 के आपातकाल के कठिन दिनों में जनसंघ ने लोकतंत्र की रक्षा के लिए अग्रणी भूमिका निभाई और 1980 में जनता पार्टी के विघटन के बाद भारतीय जनता पार्टी का गठन हुआ। प्रधानमंत्री श्री @narendramodi और गृह मंत्री श्री @AmitShah के नेतृत्व में, साल 2019 में अनुच्छेद 370 को हमेशा के लिए हटाकर डॉ. मुखर्जी के सपनों को पूर्ण किया गया। ‘राष्ट्र प्रथम’, ‘अंत्योदय’ और ‘एकात्म मानववाद’ के सिद्धांतों पर आधारित यह 75 वर्षों की लंबी और गौरवशाली यात्रा आज गरीब कल्याण, आयुष्मान भारत, प्रधानमंत्री आवास और हर घर जल जैसी योजनाओं के जरिए हर नागरिक के जीवन में उजाला फैला रही है। राष्ट्र सेवा को समर्पित यह यात्रा अनवरत जारी है! 🇮🇳
1
10
460
ଭାରତୀୟ ଜନସଂଘର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା। 'ରାଷ୍ଟ୍ର ପ୍ରଥମ' ଭାବନା, ଭାରତୀୟ ସଂସ୍କୃତି ପ୍ରତି ଅଟଳ ବିଶ୍ୱାସ ଏବଂ ସମାଜର ଶେଷ ବ୍ୟକ୍ତିଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତା ନେଇ ଭାରତୀୟ ଜନସଂଘ ପ୍ରତିଷ୍ଠିତ ହୋଇଥିଲା। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ଜନସଂଘର ନିଷ୍ଠାବାନ କର୍ମୀମାନଙ୍କ ଦ୍ୱାରା ସ୍ଥାପିତ ଦୂରଦୃଷ୍ଟି ଓ ସାଙ୍ଗଠନିକ ଭିତ୍ତିଭୂମି, ଆଜି ମଧ୍ୟ ରାଷ୍ଟ୍ର ସେବା, ସୁଶାସନ ଏବଂ ଜନକଲ୍ୟାଣ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଛି।
1
7
303