ବିଶିଷ୍ଟ ଶିକ୍ଷାବିତ୍ ତଥା ବୈଜ୍ଞାନିକ ପଦ୍ମଭୂଷଣ ପ୍ରଫେସର୍ ଡକ୍ଟର ତ୍ରିଲୋଚନ ପ୍ରଧାନଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କର ବିୟୋଗ ଓଡିଶା ଶିକ୍ଷା ଜଗତ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ।
ସାମ୍ବାଦିକଙ୍କ ପାଇଁ ଆଲୋକବର୍ତ୍ତିକା ହୋଇ ରହିବେ ବିନୋଦ ଦୁଆ। ସ୍ୱନାମଧନ୍ୟ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକରେ ମୁଁ ଅତ୍ୟନ୍ତ ମର୍ମାହତ। ସେ ଥିଲେ ଜଣେ ଯୋଦ୍ଧା-ସାମ୍ବାଦିକ। ଯେତେବେଳେ ଭାରତରେ ଦୂରଦର୍ଶନ ଛଡ଼ା ଅନ୍ୟ କିଛି ଚାନେଲ୍ ନଥିଲା, ସେ ଏହି ସରକାରୀ ଚାନେଲ୍ ର ସମାଚାର ଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏବଂ (୧/୨)
Sanjay Kumar Das Burma retweeted
ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବରେ ଯୋଗଦେବେ ଅବସରରେ। ସମଗ୍ର ବିଶ୍ଵର ଜଗନ୍ନାଥପ୍ରେମୀ ଓ ଓଡ଼ିଆ ଜାତି ପାଇଁ ଏହା ଏକ ଐତିହାସିକ ଦିନ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଠାକୁର ରାଜା ଗଜପତି ଦିବ୍ୟସିଂହ ଦେବ ଏ ମହତ କାର୍ଯ୍ୟ ପାଇଁ ଚିରଦିନ ସମସ୍ତଙ୍କ ହୃଦୟରେ ରହିବେ।
@CMO_Odisha @Naveen_Odisha
ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଶିଆଣ୍ଡି ପଞ୍ଚାୟତ ଗୋପାଳପୁରୁ ଗ୍ରାମର ଅଗ୍ନି ବିପନ୍ନ ପରିବାର ପଞ୍ଚାନନ ପଲେଇଙ୍କୁ ଭେଟି ଆଶ୍ଵସନା ଦେବା ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲି। ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।
ଆଜି ତା:୧୮/୧୧/୨୦୨୧ ରିଖ ଗୁରୁବାର ସକାଳ ୯ଟା ସମୟରେ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କୁ ସାକ୍ଷାତ କରି ଚିକିତ୍ସା କରୁଥିବା ଡ଼ାକ୍ତରୀ ଟିମ୍ ଙ୍କ ସହ ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲି ।
ଆନ୍ଧ୍ରପ୍ରଦେଶର ମାନ୍ୟବର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।
ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବାଲିକୁଦା ଅଞ୍ଚଳର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅବିସ୍ମରଣୀୟ। ଦିବଙ୍ଗତ ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
Sanjay Kumar Das Burma retweeted
ଆଜି ଭୁବନେଶ୍ଵର ସ୍ଥିତ ଲୋକସେବା ଭବନଠାରେ ପୁରୀ ଓ ଗଞ୍ଜାମ ଜିଲ୍ଲାର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମଗିରି ବ୍ଲକର ରାୟବିଧାର ପଞ୍ଚାୟତ ସ୍ଥିତ ଭଣ୍ଢାରିକୁଦା ଠାରେ ଥିବା ୫୯ ଗୋଟି ଗ୍ରାମକୁ ଯୋଗାଉଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଶିଘ୍ର (୧/୪)
ଆଜି ଭୁବନେଶ୍ଵର ସ୍ଥିତ ଲୋକସେବା ଭବନଠାରେ ପୁରୀ ଓ ଗଞ୍ଜାମ ଜିଲ୍ଲାର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମଗିରି ବ୍ଲକର ରାୟବିଧାର ପଞ୍ଚାୟତ ସ୍ଥିତ ଭଣ୍ଢାରିକୁଦା ଠାରେ ଥିବା ୫୯ ଗୋଟି ଗ୍ରାମକୁ ଯୋଗାଉଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଶିଘ୍ର (୧/୪)
କରିବା ପାଇଁ ବୈଠକରେ ଗୁରୁତ୍ବ ଦେଇଛି।ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଓ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସମ୍ପୃକ୍ତ ଅଞ୍ଚଳକୁ ଗ୍ରସ୍ତ କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ୭ ଦିନ ମଧ୍ୟରେ ପ୍ରଦାନ (୩/୪)
ବିକାଶର ନୂଆ ଅଧ୍ୟାୟରେ ଆଜି ଯୋଡ଼ି ହେଲା ବରଗଡ଼ । ଏଣିକି ଜିଲ୍ଲାବାସୀ #BSKY ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ପାଇପାରିବେ ।
@Naveen_Odisha ।
#NaveenBringsBSKY2Bargarh
#Naveen4Bargarh
ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଓଡିଶା ପାଇକ ବିଦ୍ରୋହର ସେନାପତି ତଥା ଭାରତ ବର୍ଷର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ସେ ମହାନ ବିପ୍ଳବୀଙ୍କୁ ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଙ୍କ ଜନକଲ୍ୟାଣକାରୀ ଯୋଜନା,ନୀତି ଆଦର୍ଶ ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତର (୧/୨)
କୁମାରପୁର ଗ୍ରାମର ଡକ୍ଟର ସୁକାନ୍ତ କୁମାର ଦାସଙ୍କ ନେତୃତ୍ୱରେ ୧୦ ଗୋଟି ପରିବାର ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ବିଧିବଦ୍ଧ ଭାବେ @bjd_odisha ରେ ସାମିଲ ହୋଇଛନ୍ତି । (୨/୨)
Sanjay Kumar Das Burma retweeted
Glad to see the transformation of Maharajpur HS of Kusubenti, #Puri in just 2 months. Appreciate the entire team involved in the school #transformation initiative under #5T which aims to upgrade existing infra & amenities to offer conducive learning environment to students.
ଆଜି ତା: ୯/୧୧/୨୦୨୧ରିଖ ମଙ୍ଗଳବାର ଦିନ ଅପରାହ୍ନ ୩ଟା ସମୟରେ କୃଷ୍ଣ ପ୍ରସାଦ ବ୍ଲକ ନାଥପୁର ହରିଜନ ସାହିର ୪୦ ଗୋଟି ଅଗ୍ନି ବିପନ୍ନ ବିସ୍ଥାପିତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଥିଲି ।
ଆଜି ତା:୯/୧୧/୨୦୨୧ ରିଖ ମଙ୍ଗଳବାର ଦିନ ମଧ୍ୟାହ୍ନ ୧୧ଟା ସମୟରେ ଲୋକସେବା ଭବନଠାରେ ସର୍ବୋଚ୍ଚ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଗ ଓଡ଼ିଶା ଶ୍ରୀଯୁକ୍ତ ପ୍ରଦୀପ୍ତ ସାମଲଙ୍କ ସହ ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ପୁରୀ ସଦର ବ୍ଲକର ବିଭିନ ରାସ୍ତା ଓ ସେତୁ ନିର୍ମାଣ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକର ସମୀକ୍ଷା ହୋଇଥିଲା I (୧/୩)
ଏଥିରେ ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀର ରାସ୍ତା ଗୁଡିକ ଯଥା ନାଣ୍ଡିପୁର, କୁଳିଆପଡା, ମିର୍ଜାପୁର-ଗବକୁଣ୍ଡ, ଚଢେୟା ରାସ୍ତା ଗୁଡିକର ଆବଶ୍ୟକ ଥିବା କାର୍ଯ୍ୟ ଗୁଡିକର ଆରମ୍ଭ ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛି I (୨/୩)




























