Zilla Parishad, Ganjam retweeted
ଜନସହଭାଗିତାରେ ଗଞ୍ଜାମରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ ଓ ସ୍ୱତନ୍ତ୍ର ଗ୍ରାମସଭା
ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ସହ ସ୍ୱଚ୍ଛତା ଓ ଗ୍ରାମୀଣ ବିକାଶର ବାର୍ତ୍ତା ହେଲା ଆହୁରି ସୁଦୃଢ଼।
@CMO_Odisha
@IPR_Odisha
@PRDeptOdisha
Zilla Parishad, Ganjam retweeted
ପୋଲସରାରେ ‘ସେବା ସେତୁ’ ଶିବିର ମାଧ୍ୟମରେ ଜନସମସ୍ୟାର ସମାଧାନ ସହ ହିତାଧିକାରୀଙ୍କୁ ରାସନ୍ କାର୍ଡ ଓ ବିଭିନ୍ନ ସହାୟତା ପ୍ରଦାନ। ଲୋକଙ୍କ ନିକଟରେ ସ୍ୱଚ୍ଛ ଓ ସମୟବଦ୍ଧ ସେବା ପହଞ୍ଚାଇବାକୁ ପ୍ରତିବଦ୍ଧ ଗଞ୍ଜାମ ଜିଲ୍ଲା ପ୍ରଶାସନ।
#SebaSetu #GanjamPrashasan #OdishaGovt
@CMO_Odisha @IPR_Odisha
Zilla Parishad, Ganjam retweeted
ଗଞ୍ଜାମ ଜିଲ୍ଲାପାଳ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ‘ଗଞ୍ଜାମ ଲକ୍ଷ୍ୟ ନିକେତନ’ (GLN) ସାଧନା କେନ୍ଦ୍ର ଓ ଅଗ୍ନିବୀର ପ୍ରଶିକ୍ଷଣ ଗ୍ରାଉଣ୍ଡର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଏଥିସହ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପଡ଼ା ଗ୍ରାମର ମଡେଲ୍ ଶିଶୁ ବାଟିକା ପରିଦର୍ଶନ କରିଥିଲେ ।
Zilla Parishad, Ganjam retweeted
ଗଞ୍ଜାମ ଜିଲ୍ଲାପାଳ ଆଜି ଖଲ୍ଲିକୋଟ ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
ଏହି ଅବସରରେ ସେ 'ଗଞ୍ଜାମ ଲକ୍ଷ୍ୟ ନିକେତନ' ସାଧନା କେନ୍ଦ୍ର, କଲ୍ୟାଣ ମଣ୍ଡପ, ଅଗ୍ନିବୀର ପ୍ରଶିକ୍ଷଣ ଗ୍ରାଉଣ୍ଡ, ବିଦ୍ୟାଳୟ ଓ ଭିତ୍ତିଭୂମି କାର୍ଯ୍ୟର ଅନୁଧ୍ୟାନ କରିବା ସହ
@CMO_Odisha @IPR_Odisha
Zilla Parishad, Ganjam retweeted
ଗଞ୍ଜାମ ଜିଲ୍ଲାପାଳ ଆଜି ବେଗୁନିଆପଡ଼ା ବ୍ଲକ୍ ଗସ୍ତ କରି ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସାଳିଆ ଡ୍ୟାମ୍ ପ୍ରକଳ୍ପ, ‘ଗଞ୍ଜାମ ଲକ୍ଷ୍ୟ ନିକେତନ’ (GLN) ସାଧନା କେନ୍ଦ୍ର @CMO_Odisha @IPR_Odisha
Zilla Parishad, Ganjam retweeted
ଗଞ୍ଜାମ ଲକ୍ଷ୍ୟ ନିକେତନ ‘ଉତ୍କର୍ଷ ଅଗ୍ନିବୀର’ ଅଧୀନରେ ଯୁବପିଢ଼ିଙ୍କୁ ସେନା, ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ସେବାରେ ନିଯୁକ୍ତି ପାଇଁ ମାଗଣା ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଯୋଗାଇ ଦିଆଯାଉଛି। ପଞ୍ଜୀକରଣ ପାଇଁ ପୋଷ୍ଟରରେ ଥିବା QR କୋଡ୍ ସ୍କାନ୍ କରନ୍ତୁ। #ganjam #agniveer #GLN
@CMO_Odisha @IPR_Odisha @GanjamLakshyaN
Zilla Parishad, Ganjam retweeted
ପୋଟଲାମପୁର ଗ୍ରାମପଞ୍ଚାୟତ ପରିସରରେ “ସେବା ସେତୁ ଅଭିଯାନ–୨୦୨୬” ଅବସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସରକାରୀ ସେବା ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
@Ganjam_Admin
@PRDeptOdisha
@ZP_Ganjam
@CMO_Odisha
Zilla Parishad, Ganjam retweeted
ପଞ୍ଚାୟତ ସମିତି, ପୋଲସରା ପରିସରରେ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧା, ସେବା ଓ ସୁଯୋଗ ପହଞ୍ଚାଇବା ଉଦ୍ଦେଶ୍ୟରେ “ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର” ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମାନ୍ୟବର ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ୱାରା ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କୁ ଟ୍ରାଇସାଇକଲ୍ ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ଦିବ୍ୟାଙ୍ଗଜନଙ୍କ ସ୍ୱାବଲମ୍ବନ ଓ ଗତିଶୀଳତା ବୃଦ୍ଧିରେ ସହାୟକ ହେବ।
@CMO_Odisha @IPR_Odisha @PRDeptOdisha @Ganjam_Admin @SDMChatrapur @SSEPD2 @ZP_Ganjam
Zilla Parishad, Ganjam retweeted
ଗ୍ରାମୀଣ ବିକାଶ ସହ ସୁଦୃଢ଼ ହେଉଛି ସାମାଜିକ ଭିତ୍ତିଭୂମି।
'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ପଞ୍ଚାୟତରେ ନିର୍ମିତ ହୋଇଛି ନୂତନ ଶିବ ମନ୍ଦିର ଭୋଗ ମଣ୍ଡପ। ଏହି ଭୋଗ ମଣ୍ଡପ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ସହ ଗ୍ରାମବାସୀଙ୍କ ସାମୂହିକ ଆୟୋଜନ ପାଇଁ ଏକ ସୁବିଧାଜନକ ସ୍ଥାନ ଭାବେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଗ୍ରାମାଞ୍ଚଳ ଭିତ୍ତିଭୂମିର ସୁଦୃଢ଼ୀକରଣ ତଥା ସାମାଜିକ ଏକତା ବୃଦ୍ଧି ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ।
#BikashitaGaonBikashitaOdisha #BGBO #Ganjam #Bhanjanagar #Badakodanda #RuralDevelopment #GramPanchayat #Odisha @CMO_Odisha @RabiNaikBJP @BdoBhanjanagar @IPR_Odisha @SecyChief @ZP_Ganjam @Ganjam_Admin
Zilla Parishad, Ganjam retweeted
"ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ" @ଖଲ୍ଲିକୋଟ ବ୍ଲକର ଦାନପୁର ଗ୍ରାମ ପଂଚାୟତରେ ଅନୁଷ୍ଠିତ ହୋଇଥିଲା I
@Ganjam_Admin @ZP_Ganjam @PRDeptOdisha @CMO_Odisha @IPR_Odisha
Zilla Parishad, Ganjam retweeted
ବାଲିଛାଇ ଗ୍ରାମ ପଞ୍ଚାୟତରେ ସେବା ସେତୁ ଅଭିଯାନ–୨୦୨୬
ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ ବାଲିଛାଇ ଗ୍ରାମ ପଞ୍ଚାୟତ ପରିସରରେ ସେବା ସେତୁ ଅଭିଯାନ–୨୦୨୬ ଅବସରରେ ବ୍ଲକସ୍ତରୀୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସରକାରୀ ସେବା ଏବଂ ହିତାଧିକାରୀମାନଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏଥିସହ ବିଭିନ୍ନ ସରକାରୀ ସେବା ପାଇବାର ପ୍ରକ୍ରିୟା ଓ ଯୋଗ୍ୟତା ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସଶକ୍ତିକରଣ ଓ ଜୀବିକା ବିକାଶ ପାଇଁ ଋଣ ପ୍ରଦାନ କରାଯାଇଥିଲା। ଫଳରେ ସରକାରୀ ଯୋଜନାର ସୁଫଳ ପାଇବାକୁ ଯୋଗ୍ୟ ଲୋକମାନଙ୍କୁ ଆବଶ୍ୟକ ସେବା ଓ ସୁବିଧା ଯୋଗାଇଦେବାରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ।
ସେବା ସେତୁ ଅଭିଯାନ ମାଧ୍ୟମରେ ସରକାରୀ ଯୋଜନା ଓ ଜନସେବାଗୁଡ଼ିକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯାଇଥିଲା। @CMO_Odisha @PRDeptOdisha @IPR_Odisha @Ganjam_Admin @SDMChatrapur @ZP_Ganjam
Zilla Parishad, Ganjam retweeted
Today Seba setu abhiyan has been being organised in Arakhapur and Antarigam GP of Purushottampur block
Zilla Parishad, Ganjam retweeted
Seva setu Abhiyan(Reform Ustav) organized in Chanduli GP of Hinjilikatu Block.
@CMO_Odisha
@Ganjam_Admin
@ZP_Ganjam
@IPR_Odisha
@PRDeptOdisha
Zilla Parishad, Ganjam retweeted
ଆଜି ଗୋଷ୍ଠୀଉନ୍ନୟନ ଅଧିକାରୀ ଭଞ୍ଜନଗରଙ୍କ ଅଧକ୍ଷତାରେ ସେବା ସଂକଳ୍ପ ଅଭିଯାନ 2026 ଅବସରରେ ସେବା ସେତୁ ଶିବିର ଭଞ୍ଜନଗର ପଞ୍ଚାୟତ ସମିତି ରେ ଅନୁଷ୍ଠିତ ହୋଇଯାଇଛି I
ଏହି ଶିବିରରେ ବିଭିନ୍ନ ବିଭାଗୀୟ ସେବା, ଯଥା – ନାଗରିକ ସୁବିଧା, ଯୋଜନାର ଲାଭ, ଡିଜିଟାଲ ସେବା, ଓ ସମାଜିକ ସୁରକ୍ଷା ସହାୟତା – ସିଧାସଳଖ ଭାବରେ ଲୋକଙ୍କୁ ପ୍ରଦାନ କରାଯାଇଛିI
Zilla Parishad, Ganjam retweeted
ଆଜି ଗୋଷ୍ଠୀଉନ୍ନୟନ ଅଧିକାରୀ ଭଞ୍ଜନଗରଙ୍କ ଅଧକ୍ଷତାରେ ସେବା ସଂକଳ୍ପ ଅଭିଯାନ 2026 ଅବସରରେ ସେବା ସେତୁ ଶିବିର ଭଞ୍ଜନଗର ପଞ୍ଚାୟତ ସମିତି ରେ ଅନୁଷ୍ଠିତ ହୋଇଯାଇଛି I
ଏହି ଶିବିରରେ ବିଭିନ୍ନ ବିଭାଗୀୟ ସେବା, ଯଥା – ନାଗରିକ ସୁବିଧା, ଯୋଜନାର ଲାଭ, ଡିଜିଟାଲ ସେବା, ଓ ସମାଜିକ ସୁରକ୍ଷା ସହାୟତା – ସିଧାସଳଖ ଭାବରେ ଲୋକଙ୍କୁ ପ୍ରଦାନ କରାଯାଇଛିI
Zilla Parishad, Ganjam retweeted
Seva Sankalp Abhiyan 2026 | Seva Setu Camp
A block-level Seva Setu Camp was organised today at Bhanjanagar Block, Ganjam district, in the presence of the Chairperson, BDO,Bhanjanagar, Tahasildar, all PRI representatives and officials from various line departments.
The camp aimed to facilitate easy access to government services and welfare schemes, address public grievances and ensure timely delivery of benefits to eligible beneficiaries.
#SevaSankalpAbhiyan2026 #SevaSetu #PeopleCentricGovernance #Ganjam #Odisha @CMO_Odisha @RabiNaikBJP @BdoBhanjanagar @ZP_Ganjam
Zilla Parishad, Ganjam retweeted
ଲକ୍ଷ୍ମୀପୁର ଗ୍ରାମପଞ୍ଚାୟତ ପରିସରରେ “ସେବା ସେତୁ ଅଭିଯାନ–୨୦୨୬” ଅବସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସରକାରୀ ସେବା ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
@Ganjam_Admin
@PRDeptOdisha
@ZP_Ganjam
@CMO_Odisha
Zilla Parishad, Ganjam retweeted
ବିପୁଲିଙ୍ଗି ଗ୍ରାମପଞ୍ଚାୟତ ପରିସରରେ “ସେବା ସେତୁ ଅଭିଯାନ–୨୦୨୬” ଅବସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସରକାରୀ ସେବା ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
@Ganjam_Admin
@PRDeptOdisha
@ZP_Ganjam
@CMO_Odisha
Zilla Parishad, Ganjam retweeted
ସେବା ସଂକଳ୍ପ ଅଭିଯାନ – ୨୦୨୬
ବେଲଗୁଣ୍ଠା ବ୍ଲକର ଗୋବରା ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ବିଭିନ୍ନ ସରକାରୀ ଜନକଲ୍ୟାଣମୂଳକ ଯୋଜନା, ସେବା ଓ ସୁବିଧା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଛି। 🌿
@Ganjam_Admin @PRDeptOdisha @ZP_Ganjam





































































