ZEE Odisha News (@ZeeOdisha) header
ZEE Odisha News (@ZeeOdisha) profile picture

ZEE Odisha News is 24x7 Odia news channel. This Digital channel update news bulletins and current affairs of your interest. WhatsApp Link: https://teapawt.net/t.co/Wc1gSzZu9p

Bhubneshwar
Joined November 2013
ଜି ନ୍ୟୁଜ୍ ଖବରର ବଡ଼ ପ୍ରଭାବ! ନିଲାମୀ ବାତିଲ୍‌କୁ ଚ୍ୟାଲେଞ୍ଜ କରିଥିବା ବିଡର୍‌ଙ୍କୁ ମିଳିପାରେ ସୁଯୋଗ, ୨୬ ନଭେମ୍ବରରେ ହାଇକୋର୍ଟ ଶୁଣାଣି #NBCC #NBCCAuction #SarojiniNagar #DelhiHighCourt
1
228
ନିଜେ ସୁନା ଚୋରି କରି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରି ଫସିଲେ ଯୁବକ #OdishaNews
261
ପବିତ୍ର ଅଁଳା ନବମୀରେ ଉତ୍ସବମୁଖର ସତ୍ୟବାଦୀ: କଡ଼ା ସୁରକ୍ଷା ବଳୟରେ ରାତି ୨ଟାରୁ ଶ୍ରୀରାଧାଙ୍ପବିତ୍ର ଅଁଳା ନବମୀ ଅବସରରେ ଆଜି ସତ୍ୟବାଦୀର ପ୍ରସିଦ୍ଧ ଶ୍ରୀଶ୍ରୀ ସାକ୍ଷୀଗୋପାଳ ମନ୍ଦିର ଓ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଛି #OdishaNews #srimandira
1
254
‘ମୁଁ ସବୁବେଳେ ଆପଣଙ୍କ ସହ ଅଛି’: ବାତ୍ୟା ଆଶଙ୍କାରେ ଓଡ଼ିଶାବାସୀଙ୍କୁ ନବୀନଙ୍କ ଆଶ୍ୱାସନ #cycloneakvan #NaveenPatnaik
2
294
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିଚାଳନାରେ ସରକାର ବିଫଳ: ଶାରଦା ପ୍ରସନ୍ନ ଜେନା, BJD ବିଧାୟକ #odishaassemblysession #OdishaNews
230
ସମ୍ଭାବ୍ୟ ବାତ୍ୟା ଆକଭନକୁ ନେଇ ଜଗତସିଂହପୁର ଜିଲ୍ଲା ହାଇ ଆଲର୍ଟ। ବାତ୍ୟା ଆକଭାନ ପ୍ରଭାବରେ ପାରାଦ୍ୱୀପରେ କୋହଲା ପାଗକୁ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଛି #cycloneakvan #jagatsinghpurweather
3
323
ସମ୍ଭାବ୍ୟ ବାତ୍ୟା ପାଇଁ ବଡ଼ ପ୍ରସ୍ତୁତି, ଗଞ୍ଜାମରେ ୨ ଦିନ ସ୍କୁଲ୍-କଲେଜ ଛୁଟି #ganjam #CycloneAkvan
187
ବାତ୍ୟା ଅକଭାନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି। ବାତ୍ୟା ଅକଭାନରେ ଯେପରି କୌଣସି କ୍ଷୟକ୍ଷତି ନ ହୁଏ ତାକୁ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇବା ସହ କନ୍ଧମାଳ ଜିଲ୍ଲା ରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି #cyclonepreparedness #cycloneakwan #OdishaNews
199
କୋଟିଆ ପ୍ରସଙ୍ଗରେ ସରକାରଙ୍କ ନିରବତାକୁ ନେଇ କଂଗ୍ରେସର ପ୍ରଶ୍ନ, ସୀମା ସୁରକ୍ଷା ପ୍ରତି ଦାୟିତ୍ୱବାନ ହେବାକୁ ଦାବି କଲେ ରାମଚନ୍ଦ୍ର କାଡ଼ାମ #OdiaNews #Bhubaneswar
185
ଦେଶର ସର୍ବୋଚ୍ଚ ସ୍ଥାନ ସାଂସଦ ଭବନରେ ଚମକିଲେ ସମ୍ବଲପୁରର ଝିଅ ଅର୍ପିତା ବେହେରା । #OdiaNews #Sambalpur
47
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ବିଧାନସଭା ପରିସରରେ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। #OdiaNews #Bhubaneswar
185