"ରଘୁରାଜପୁର – ଓଡ଼ିଆ କଳାର ଜୀବନ୍ତ ସଂଗ୍ରହାଳୟ"
Step into #Raghurajpur village, #Puri, where polling stations dazzle with Pattachitra-themed decor, transforming them into vibrant galleries celebrating our rich art, tradition, and democracy.
@ECISVEEP #LokSabhaElection2024 #ChunavKaParv #DeshKaGarv #ECI #IVoteForSure
2
298
"ବିକାଶ ଧାରା ଓଡିଶା ସାରା" ସପ୍ତାହ ପାଳନ ଉପଲକ୍ଷେ ପୁରୀ ସଦର ବ୍ଲକ୍ ରେ ଆଜି ତା:୧୯.୦୬.୨୦୨୬ ରେ ପ୍ରଦର୍ଶନୀ ଓ "ଜାତି ଜନଜାତି ସମ୍ବାଦ" ଅନୁଷ୍ଠିତ ହୋଇଯାଇଛି|ଯୋଜନା ହିତାଧିକାରୀଙ୍କୁ ସହାୟତା ବଣ୍ଟନ ସହ, ସଫଳ ହିତାଧିକାରୀ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ|
@ZPpuri @dm_puri @PRDeptOdisha @CMO_Odisha @IPR_Odisha
1
1
146
"ବିକାଶ ଧାରା ଓଡିଶା ସାରା" ସପ୍ତାହ ପାଳନ ଉପଲକ୍ଷେ ପୁରୀ ସଦର ବ୍ଲକ୍ ରେ ଆଜି ତା:୧୮.୦୬.୨୦୨୬ ରେ ପ୍ରଦର୍ଶନୀ ଓ "କୃଷକ ସମ୍ବାଦ" ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି|ଯୋଜନା ହିତାଧିକାରୀଙ୍କୁ ସହାୟତା ବଣ୍ଟନ ସହ, ସଫଳ ହିତାଧିକାରୀ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ|
@ZPpuri @dm_puri @PRDeptOdisha @CMO_Odisha @IPR_Odisha
1
1
136
Visited Dailibati PMAGY Village for supervision of standalone drinking water supply projects and AWC.
@dm_puri @PRDeptOdisha @ZPpuri
1
140
ଏସ୍.ଆଇ.ର –୨୦୨୬ ସଫଳତା ପାଇଁ ପୁରୀ ସଦରରେ ଡିଜିଟାଇଜେସନ ସେଣ୍ଟର, ଆଇଟି ସେଲ୍ ଓ ହେଲ୍ପଡେସ୍କ ସକ୍ରିୟ। ସଠିକ ତଥ୍ୟ, ସଶକ୍ତ ଗଣତନ୍ତ୍ର। #SIR2026 #PuriSadar
@OdishaCeo @dm_puri @IPR_Odisha @ECISVEEP
An awareness program for (SIR)-2026 was organized at heritage village Raghurajpur in Puri Sadar under the 107-Puri AC. Awareness on voter verification and the submission of enumeration forms was promoted through traditional Gotipua dance and creative arts. @ECISVEEP @OdishaCeo
🤖 Made with AI
1
1
67
୧୦୭-ପୁରୀ ନିର୍ବାଚନ ମଣ୍ଡଳୀ ର ପୁରୀ ସଦର ର ଐତିହ ଗ୍ରାମ ରଘୁରାଜପୁର ଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-2026 ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭୋଟର ସତ୍ୟାପନ ଏବଂ ଗଣନା ଫର୍ମ ଦାଖଲ ସମ୍ବନ୍ଧୀୟ ସଚେତନତାକୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ଓ ସୃଜନଶୀଳ କଳା ମାଧ୍ୟମରେ ପ୍ରଚାର କରାଯାଇଥିଲା।
@ECISVEEP
@OdishaCeo
🤖 Made with AI
1
2
46
୩୦ ମଇ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ସ୍ଵତନ୍ତ୍ର ସଘନ ସଂଶୋଧନ ୨୦୨୬ ରେ ପୁରୀ ସଦର ବ୍ଲକ ଅଞ୍ଚଳରେ ବି.ଏଲ୍.ଓ (BLO) ମାନେ ଘରକୁ ଘର ବୁଲି ଗଣନା ଫର୍ମ ବଣ୍ଟନ, ପୂରଣ ରେ ସହାୟତା ଏବଂ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛନ୍ତି| ସଠିକ ଗଣନା ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରୁଅଛୁ|
@dm_puri @OdishaCeo
3
76
୨୮ ମଇ ୨୦୨୬ ଦିନ ପୁରୀ ସଦର ବ୍ଲକ କାର୍ଯ୍ୟାଳୟଠାରେ AERO-107-ପୁରୀ-ତଥା-ବି.ଡି.ଓ, ପୁରୀ ସଦରଙ୍କ ଦ୍ୱାରା ସମସ୍ତ ବି.ଏଲ୍.ଓ (BLO) ଏବଂ BLO ସୁପରଭାଇଜରମାନଙ୍କୁ ଘରକୁ ଘର ବୁଲି ଗଣନା ଫର୍ମ ବଣ୍ଟନ, ପୂରଣ ରେ ସହାୟତା ଏବଂ ସଂଗ୍ରହ ପ୍ରକ୍ରିୟାକୁ ସଠିକ ଭାବେ ସମ୍ପାଦନ କରିବାକୁ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ
@dm_puri
@OdishaCeo
2
58
ଆଜି ଅପରାହ୍ନରେ ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଓ ପୁରୀ ସଦର ବ୍ଲକସ୍ତରୀୟ ସମାରୋହ ପୁରୀ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଅଛି|ବଲାଙ୍ଗିରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହର ପ୍ରସାରଣ ଓ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି @cmo_odisha @prdw_odisha @dm_puri @ZPpuri
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପାଇକ ବିଦ୍ରୋହର ଆଦ୍ୟସ୍ୱର ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କୁ ବଳିଦାନ ଦିବସରେ ଭକ୍ତିପୂତ ପ୍ରଣାମ
@dm_puri @ZPpuri @Culturedeptt
ଆଜି ଜୟୀ ରାଜଗୁରୁଙ୍କ ପବିତ୍ର ବଳିଦାନ ଦିବସ ଉପଲକ୍ଷେ ପୁରୀ ସଦର ବ୍ଲକ୍ ପ୍ରତାପ ରାମଚନ୍ଦ୍ରପୁର ସ୍ଥିତ ଗୋପୀନାଥ ଉଚ୍ଚ ମଧ୍ୟିକ ବିଦ୍ୟାପୀଠ ରେ ୬ଗୋଟି ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି।
@dm_puri @ZPpuri @Culturedeptt
ବିକଶିତ ଭାରତ ଯୁବା ନେତୃତ୍ୱ ଆଲୋଚନାଚକ୍ର ନିମନ୍ତେ ଆଜି ପୁରୀ ସଦର ବ୍ଲକ୍ ର ପ୍ରତାପପୁରୁଷୋତ୍ତମପୁର ଡିଗ୍ରୀ କଲେଜ ରେ ଏକ ଯୁବ ପର୍ବ ମାଧ୍ୟମରେ କଲେଜ ସ୍ତରୀୟ ଲୋକ ନୃତ୍ୟ, ଲୋକକଳା, ବକ୍ତୃତା, ଗଳ୍ପ ଲିଖନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା|
@dm_puri @ZPpuri @PRDeptOdisha @sports_odisha
"ସମ୍ବିଧାନ ଦିବସ" ପାଳନ ଉପଲକ୍ଷେ ପୁରୀ ସଦର ବ୍ଲକ୍ ର ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗୀତା, ସଂକଳ୍ପ ପଠନ, ସଚେତନତା ଶୋଭାଯାତ୍ରା ଜିଲ୍ଲା ପଞ୍ଚାୟତ ପ୍ରସାଧାନ କେନ୍ଦ୍ର, ପୁରୀ ଠାରେ ଅନୁଷ୍ଠିତ ହୋଇଅଛି| #ConstitutionDay #SamvidhanDiwas #ସମ୍ବିଧାନଦିବସ
@dm_puri @ZPpuri @PRDeptOdisha
1
1
131
ଭାରତର ସବୁଠାରୁ ବଡ ପବିତ୍ର ଗ୍ରନ୍ଥ ହେଉଛି ଆମର 'ସମ୍ବିଧାନ', ଯାହା ଆମକୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଅଧିକାର ସୁନିଶ୍ଚିତ କରୁଥିବା ଆମ ମହାନ ସମ୍ବିଧାନକୁ କୋଟି କୋଟି ପ୍ରଣାମ। ସମ୍ବିଧାନ ଦିବସର ଶୁଭେଚ୍ଛା! #ConstitutionDay #SamvidhanDiwas #ସମ୍ବିଧାନଦିବସ
ପୁରୀ ସଦର ବ୍ଲକ ଅନ୍ତର୍ଭୁକ୍ତ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ନିମନ୍ତେ "ଭୀମ ଭୋଇ ସାମର୍ଥ୍ୟ ଶିବିର" ର ଆୟୋଜନ ମହନ୍ତ ଗଦାଧର ନୋଡାଲ ଉଚ୍ଚ ବିଦ୍ୟାଳୟ,ଚନ୍ଦନପୁର ଠାରେ ତା:୧୪.୧୧.୨୦୨୫ (ଶୁକ୍ରବାର) ଦିନ ୦୯.୦୦ ଘଟିକାରୁ ଆୟୋଜିତ ହେବ| ଏ ନେଇ ସବିଶେଷ ବିବରଣୀ ନିମ୍ନ ବିଜ୍ଞପ୍ତି ରେ ପ୍ରକାଶିତ|
@dm_puri @ZPpuri @SSEPD2 @PRDeptOdisha
From 01.11.2025 all staffs of Puri Sadar Block will be mandatorily adopting 3 technologies :
1. File Processing through OSWAS
2. Development Project management through PPMS
3. Attendance through Geo location tagged aadhaar based biometric system.
Through a OSWAS/PPMS Cell.
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୁରୀ ସଦର ବ୍ଲକ ର ବିରହରେକୃଷ୍ଣପୁର ମାଟିର ସୁଯୋଗ୍ୟ ସନ୍ତାନ, ଭାରତ ମୁକ୍ତି ସଂଗ୍ରାମର ଯୋଦ୍ଧା ମହାନ୍ ବିପ୍ଲବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଦେଶମାତୃକାର ସୁରକ୍ଷା ପାଇଁ ତାଙ୍କର ଅମର ବଳିଦାନ ଆମ ପାଇଁ ପ୍ରେରଣାର ସ୍ରୋତ।@dm_puri @ZPpuri @IPR_Odisha
2
79





























































