Debashish Samantaray (@debashish_mla) header
Debashish Samantaray (@debashish_mla) profile picture

This is the official account of Debashish Samantaray. MP- Rajya Sabha . Odisha. India 🇮🇳

Cuttack, Pondicherry India
Joined July 2018
ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୂଙ୍କ ପଦାରବିନ୍ଦରେ ଶତକୋଟି ପ୍ରଣାମ । ଓଡ଼ିଶା ମାଟି ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ମୋର ପ୍ରଚେଷ୍ଟା ଜାରି ରଖିବି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂତନ ଓଡ଼ିଶା ଗଠନ ପାଇଁ ନିଜକୁ ନିୟୋଜିତ ରଖିବି । ଜୟ ଜଗନ୍ନାଥ 🙏🏻 #Odisha #OathCeremony #RajyaSabha
16
8
4
189
23,044
ରାଜଯୋଗିନୀ ବି.କେ. ଡ଼. କମଳେଶ ଦିଦିଜୀଙ୍କ ପ୍ରଥମ ବାର୍ଷିକ ସ୍ମୃତି ଅବସରରେ କଟକର ଝାଞ୍ଜିରୀମଙ୍ଗଳାସ୍ଥିତ ପ୍ରଭୁ ସମର୍ପଣ ଭବନଠାରେ ଶ୍ରଦ୍ଧାଞ୍ଜଳି ସଭାର ଯୋଗଦେଲି। ତାଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା, ଜୀବନଦର୍ଶନ ଓ ପ୍ରେରଣାଦାୟୀ ସ୍ମୃତି ସମସ୍ତଙ୍କ ହୃଦୟରେ ସଦା ଜୀବନ୍ତ ରହିବ। 🙏
46
ଐତିହାସିକ କଟକ ବାଲିଯାତ୍ରା ୨୦୨୬ ଅବସରରେ ବିଜେପି କଟକ ଜିଲ୍ଲା ଉପସଭାନେତ୍ରୀ ତଥା ଆଡଭୋକେଟ୍ ଶ୍ରୀମତୀ ଶର୍ମିଷ୍ଠା ପ୍ରିୟଦର୍ଶିନୀଙ୍କ Legal Foundation ପକ୍ଷରୁ ଆୟୋଜିତ ଆଇନଗତ ପରାମର୍ଶ କେନ୍ଦ୍ରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲି। #LegalFoundation
60
ଓଡ଼ିଶାର ଗୌରବମୟ ଇତିହାସ, ସାଧବପୁଅଙ୍କ ସାହସିକ ସାମୁଦ୍ରିକ ଯାତ୍ରା ଓ ସମୃଦ୍ଧ ପରମ୍ପରାର ସ୍ମୃତି ବହନ କରେ ଐତିହାସିକ ବାଲିଯାତ୍ରା। ଏହି ମହାନ ଐତିହ୍ୟର ଗରିମା ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚୁ ଏବଂ ବିଶ୍ୱସ୍ତରରେ ଓଡ଼ିଶାର ପରିଚୟ ଆହୁରି ଉଜ୍ଜ୍ୱଳ ହେଉ। ସମସ୍ତଙ୍କୁ ବାଲିଯାତ୍ରାର ଅନେକ ଅନେକ ଶୁଭେଚ୍ଛା। 🙏 #BaliJatra
1
2
82
ଆ କା ମା ବୈ, ପାନ ଗୁଆ ଥୋଇ… ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ଆମ ଓଡ଼ିଶା ବିକାଶର ନୂତନ ଶିଖର ଛୁଉଁ। 🙏
1
60
ମଣିସାହୁ ଛକ ଯୁବକ ସଂଘ ପକ୍ଷରୁ ଆୟୋଜିତ ସାମ୍ପ୍ରଦାୟିକ ସମ୍ପ୍ରୀତି ସଭାରେ ଯୋଗଦେଇ ନିଜକୁ ଗର୍ବିତ ମନେକଲି।ଧର୍ମ,ଜାତି ଓ ବର୍ଣ୍ଣର ଭେଦଭାବ ଭୁଲି ଭାଇଚାରା,ଏକତା ଓ ପାରସ୍ପରିକ ସମ୍ମାନର ଭାବନାକୁ ଆହୁରି ମଜବୁତ କରିବା ଆମ ସମସ୍ତଙ୍କ ଦାୟିତ୍ୱ।ସାମାଜିକ ସଦ୍‌ଭାବନା ଓ ସାମ୍ପ୍ରଦାୟିକ ଏକତା ହିଁ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜର ପରିଚୟ।
1
66
Debashish Samantaray retweeted
𝟒.𝟒𝟎+ 𝐥𝐚𝐤𝐡 𝐩𝐞𝐨𝐩𝐥𝐞 𝐞𝐯𝐚𝐜𝐮𝐚𝐭𝐞𝐝 𝐬𝐚𝐟𝐞𝐥𝐲. 𝐙𝐞𝐫𝐨 𝐜𝐲𝐜𝐥𝐨𝐧𝐞-𝐫𝐞𝐥𝐚𝐭𝐞𝐝 𝐜𝐚𝐬𝐮𝐚𝐥𝐭𝐢𝐞𝐬 𝐝𝐮𝐫𝐢𝐧𝐠 𝐂𝐲𝐜𝐥𝐨𝐧𝐞 𝐀𝐤𝐯𝐚𝐧. 🛡️ When disaster strikes, swift action and seamless coordination save lives. 𝐖𝐢𝐭𝐧𝐞𝐬𝐬 𝐡𝐨𝐰 𝐎𝐝𝐢𝐬𝐡𝐚’𝐬 𝐩𝐫𝐨𝐚𝐜𝐭𝐢𝐯𝐞 𝐩𝐫𝐞𝐩𝐚𝐫𝐞𝐝𝐧𝐞𝐬𝐬 𝐚𝐧𝐝 𝐜𝐨𝐨𝐫𝐝𝐢𝐧𝐚𝐭𝐞𝐝 𝐫𝐞𝐥𝐢𝐞𝐟 𝐞𝐟𝐟𝐨𝐫𝐭𝐬 𝐭𝐮𝐫𝐧𝐞𝐝 𝐚 𝐩𝐨𝐭𝐞𝐧𝐭𝐢𝐚𝐥 𝐜𝐫𝐢𝐬𝐢𝐬 𝐢𝐧𝐭𝐨 𝐚 𝐬𝐭𝐨𝐫𝐲 𝐨𝐟 𝐫𝐞𝐬𝐢𝐥𝐢𝐞𝐧𝐜𝐞! 🌊
12
142
1
267
19,619
Attended the blood donation camp organised by CDA DAV Public School. It was a pleasure to be part of this noble initiative. Every drop of blood can save a life. A big salute to the organisers, donors and volunteers for their valuable contribution!
82
ଗୁଞ୍ଜନ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ୍ ଫେଷ୍ଟିଭାଲ୍ ୨୦୨୬ରେ ଯୋଗଦେଇ ଆନନ୍ଦିତ। ସଙ୍ଗୀତ ଓ ନୃତ୍ୟର ଏହି ମନୋରମ ଉତ୍ସବରେ କଳା ଓ ସଂସ୍କୃତିର ଅପୂର୍ବ ସମାଗମ ଅନୁଭବ କରିବାର ସୁଯୋଗ ମିଳିଲା।
82
ଓଡ଼ିଶାର ମସଲା ସମ୍ରାଟ ତଥା ରୁଚି ଗ୍ରୁପ୍‌ର ପ୍ରତିଷ୍ଠାତା ସ୍ୱର୍ଗତ ଡଃ ଶରତ କୁମାର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଓଡ଼ିଶାର ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରକୁ ତାଙ୍କର ଅବଦାନ ଓ ଦୂରଦୃଷ୍ଟି ସର୍ବଦା ସ୍ମରଣୀୟ ହୋଇ ରହିବ। ଓଁ ଶାନ୍ତି। 🙏
1
97
Deeply saddened by the demise of Smt. Savitri Devi Ji, mother of Uttar Pradesh Chief Minister Shri Yogi Adityanath Ji. Heartfelt condolences to the bereaved family. May Mahaprabhu Shri Jagannath grant eternal peace to the departed soul and strength to the family. Om Shanti. 🙏
1
135
Attended the meeting of the Parliamentary Standing Committee on Housing and Urban Affairs, chaired by the Committee Chairman and Member of Parliament, Shri Maguenta Sreenivasulu Reddy Ji. #Rajyasabha @reddymagunta5 @MoHUA_India
1
1
2
123
Warm birthday wishes to Hon’ble Rajya Sabha MP Shri @SujeetKOfficial . May Lord Jagannath bless you with good health, long life and happiness.
1
1
115
Warm wishes to all journalists on National Press Day! Saluting their courage, commitment to truth and dedication in strengthening democracy and raising the voice of the people.
1
102
ଛାତ୍ର ନେତା ଜଗଦୀଶ୍ୱର ରାଓଙ୍କ ସ୍ୱର୍ଗତ ପିତାଙ୍କ ଏକାଦଶାହରେ ଯୋଗଦେଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଦିବଂଗତ ଆତ୍ମାଙ୍କ ସଦ୍‌ଗତି କାମନା କରୁଛି। ଓଁ ଶାନ୍ତି। 🙏
1
2
107
କଟକ ହାତୀପୋଖରୀ ଅଗ୍ନିକାଣ୍ଡରେ ୭ ବର୍ଷର ନିଷ୍ପାପ ଶିଶୁ ବିରାଜ ବାଜୋଡ଼ିଆ ଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ। ଏହି ଦୁଃଖଦ ଘଟଣାରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଭଗବାନ ଦିବଙ୍ଗତ ଆତ୍ମାର ସଦ୍‌ଗତି କରନ୍ତୁ ଏବଂ ପରିବାରକୁ ଏହି ଅପୂରଣୀୟ ଦୁଃଖ ସହିବାର ଶକ୍ତି ଦିଅନ୍ତୁ। ଓଁ ଶାନ୍ତି। 🙏
1
229
ଆଲୋକର ପର୍ବ ଦୀପାବଳୀର ହାର୍ଦ୍ଦିକ ଶୁଭେଚ୍ଛା! #Diwali
1
7
189
ପଦ୍ମଶ୍ରୀ ପ୍ରଫେସର ଡଃ ଅଶୋକ ମହାପାତ୍ର ଙ୍କ ବିୟୋଗ ଖବର ମୋତେ ଗଭୀର ଭାବେ ମର୍ମାହତ କରିଛି। ସେ ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ୍, ଆଦର୍ଶ ଶିକ୍ଷକ ଏବଂ ନିଷ୍ଠା, ମାନବିକତା ଓ ଉତ୍ସର୍ଗୀକୃତ ସେବାର ଅନନ୍ୟ ଉଦାହରଣ ଥିଲେ। ଚିକିତ୍ସା ବିଜ୍ଞାନ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ମହାପ୍ରଭୁ ଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା। ଓଁ ଶାନ୍ତି। 🙏
1
78
Warm greetings to the people of Andhra Pradesh, Chandigarh, Chhattisgarh, Delhi, Haryana, Karnataka, Kerala, Madhya Pradesh, Punjab, Tamil Nadu, and the Union Territories of Andaman & Nicobar Islands, Lakshadweep and Puducherry on their Foundation Day! Celebrating their rich heritage, vibrant cultures and valuable contributions to India's growth. Wishing everyone peace, prosperity and continued progress. #FoundationDay #India #UnityInDiversity
1
151
Paying heartfelt tributes to the Iron Man of India, Sardar Vallabhbhai Patel, on his birth anniversary. His visionary leadership and unwavering commitment played a historic role in uniting India and preserving its unity and integrity. 🙏 #SardarVallabhbhaiPatel #RashtriyaEktaDiwas #NationalUnityDay #UnityDay2026
2
89
ଆଜି ଆମ ସମଗ୍ର ପରିବାର ପାଇଁ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମାହତ ଦିନ। ଆମର ପ୍ରିୟ ଭାଇ କୌଶିକ ସାମନ୍ତରାୟ(ଟିକି) ଙ୍କ ଅକାଳ ବିୟୋଗରେ ଆମେ ଗଭୀର ଭାବେ ମର୍ମାହତ। ତାଙ୍କର ଅମ୍ଳାନ ସ୍ମୃତି ସବୁବେଳେ ଆମ ହୃଦୟରେ ଜୀବନ୍ତ ହୋଇ ରହିବ। ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ କେବେ ପୂରଣ ହୋଇପାରିବ ନାହିଁ। ଶ୍ରୀ ମା' ଓ ଶ୍ରୀ ଅରବିନ୍ଦଙ୍କ ଶ୍ରୀଚରଣରେ ଆମର ବିନମ୍ର ପ୍ରାର୍ଥନା, ଦିବଂଗତ ଆତ୍ମାଙ୍କୁ ଶାନ୍ତି ଓ ଦିବ୍ୟ ଆଶ୍ରୟ ପ୍ରଦାନ କରନ୍ତୁ। ଓଁ ଶାନ୍ତି! 🙏
3
209