Suryakanta Mahapatra, 🇮🇳 (@doctorTHEdaring) header
Suryakanta Mahapatra, 🇮🇳 (@doctorTHEdaring) profile picture

budding Gynecologist, love to serve the poor(in the memory of late friend)staying in the remote areas of district bolangir. Rts r nt endorsement.

Odisha, India
Joined April 2019
Photo by Suryakanta Mahapatra, 🇮🇳 (@doctorTHEdaring)Photo by Suryakanta Mahapatra, 🇮🇳 (@doctorTHEdaring)Photo by Suryakanta Mahapatra, 🇮🇳 (@doctorTHEdaring)Photo by Suryakanta Mahapatra, 🇮🇳 (@doctorTHEdaring)Photo by Suryakanta Mahapatra, 🇮🇳 (@doctorTHEdaring)Photo by Suryakanta Mahapatra, 🇮🇳 (@doctorTHEdaring)Photo by Suryakanta Mahapatra, 🇮🇳 (@doctorTHEdaring)Photo by Suryakanta Mahapatra, 🇮🇳 (@doctorTHEdaring)Photo by Suryakanta Mahapatra, 🇮🇳 (@doctorTHEdaring)Photo by Suryakanta Mahapatra, 🇮🇳 (@doctorTHEdaring)
So here this is Smoking is purely allowed in Titlagad junction, balangir, odisha, Congratulations new India/ new odisha @RailwaySeva @EastCoastRail @ErRpf @RailMinIndia How encouraging is this?
2
7
641
Never ever do SBI LIFE and LIC life insurance.. you are just wasting your money and energy for the enjoyment purpose of their agents . @SBILife @ArulArivu1 plz stop looting people.
7
1
14
1,395
Happy independence day. Bande maataram Jay hind 🙏
6
245
ବରଗଡ଼ ଡାକ୍ତରଖାନା ରେ ଡାକ୍ତର ଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଦଳ ଡିଆଁ ରେ ଓସ୍ତାଦ, କ୍ରିମିନାଲ ମାନଙ୍କୁ କେମିତି ଡାକି ଡାକି ରାଜନୈତିକ ଦଳ ଉଚ୍ଚ ଆସନରେ ବସାଉଛନ୍ତି ଦେଖିକି ଆଉ କେଉଁ ବି ରାଜନେତାଙ୍କ ପ୍ରତି ଭରୋସା ଆସୁନି | ରାଜନୀତି ସ୍ୱଚ୍ଛ ହେଲେ ହିଁ ଦେଶ ଆଗକୁ ବଢିବ |
8
431
ଡାକ୍ତର ଙ୍କୁ ଆକ୍ରମଣ କରିବା ଖବର ଦେଖି ଦେହସୁହା ହେଇଗଲାଣି | ସୁରକ୍ଷା ପାଇଁ ଡାକ୍ତର କିଛି ଦାବି ରଖିଲେ ବି ଜନତା ଦ୍ରୋହି ବୋଲନ୍ତି ଡାକ୍ତର ନିଜେ ଆକ୍ରମଣ ର ଶିକାର ହେଇ ମଧ୍ୟ ରୋଗୀଙ୍କୁ ସେବା ଦେଉଛନ୍ତି | ସରକାର ଙ୍କୁ ଅନୁରୋଧ ଦୟାକରି ସଶକ୍ତ ପୋଲିସ ସୁରକ୍ଷା ଡାକ୍ତରଖାନା ରେ ନିୟୋଜିତ କରନ୍ତୁ | @CMO_Odisha @MahalingMukesh
2
1
9
350
ହେ ଅଭିଭାବକ ଦେଖ, ତମେ ଚାହିଁବ ନିଜ ଛୁଆ ଡାକ୍ତର ହେଉ ଓ ଡାକ୍ତରଖାନା ଯାଇ ଡାକ୍ତର ଙ୍କୁ ଲୋକେ ବାଡେଇବା ଦେଖି ସେଆଡେ଼ ମଜା ଲୁଟୁଥିବ | ଡାକ୍ତର ନିଜ ସୁରକ୍ଷା ପାଇଁ ଅନଶନ କଲେ ତମେ ତାକୁ ସମାଜ ଦ୍ରୋହି ଆଖ୍ୟା ଦେବ, ହେଲେ ଡାକ୍ତର ମାଡ଼ ଖାଇଲେ କେହି ପିଠିରେ ପଡ଼ିବନି କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ସମସ୍ତଙ୍କ ଅଧିକାର |
54
Suryakanta Mahapatra, 🇮🇳 retweeted
Over 2,000 CPS postgraduate doctors have DONE their training, SERVED in hospitals, and are now left in limbo because the system can’t get its act together. Cases dragging in the Supreme Court of India for months. No solution from National Medical Commission. No accountability from the government. Young doctors are financially drained, mentally exhausted, and effectively jobless — NOT because they failed, but because the system failed THEM. Dear GOVT, Will Parliament wake up? Or will 2000+ doctors continue to be collateral damage of bureaucratic apathy? This is not delay. This is INJUSTICE. #JusticeForCPSDoctors #MedicosMatter #FixTheSystem #HealthcareCrisis #DoctorsLivesMatter
65
146
10
180
5,435
ପୂର୍ବ ସରକାର ସମୟରେ ଯେଉଁ କୁଜି ନେତା ମାନେ ଡାକ୍ତରଖାନା, ସରକାରୀ ଅଫିସ ଗୁଡିକରେ ମୂଁ ନେତାଙ୍କ ଲୋକ କହି ଆସି ଅଫିସର, ଡାକ୍ତର ଙ୍କୁ ଡରାଉଥିଲେ, ଆଜି ସରକାର ବଦଳିଛି, ହେଲେ ସେହି କୁଜିନେତା ବଦଳି ନାହାନ୍ତି... ସେମାନେ ଆଜିବି କହୁଛନ୍ତି ମୂଁ ନେତାଙ୍କ ଲୋକ | କୁଜିନେତା 1 ରାଜନୈତିକ ଦଳ 0
2
202
Why do a healer suffer like this??? @SupremeCourtGOI @narendramodi @AmitShah @MohanMOdisha
I would like to bring in attention the issue of Around 2300 doctors who took admission to CPS postgraduate diploma courses through NEET PG via DMER in 2021–22 and their courses are now complete But Due to the ongoing dispute between NMC and CPS, CPS has been suspended and our final examinations are not being conducted, leaving their careers uncertain. The case is currently in the court , but for the past four hearings it has not been taken up and new dates keep being given. For nearly 10 months, these doctors have been waiting at home without clarity, facing significant mental, physical, and financial stress. I request @PMOIndia @JPNadda to intervene @Devendra_Office @NMC_BHARAT
5
3
201
#memory Accidentally found this train ticket... April 6, 1997 The first journey in train.. Childhood memory alive... #balangir_road To #Sambalpur_road
1
13
431
ସରକାରୀ ଚାକିରୀ କରୁଥିବା ଡାକ୍ତରକୁ ତମେ ଦରମା ଓ ଟଙ୍କା ପଛରେ ନ ଧାଇଁ ଲୋକଙ୍କ ସେବା କରିବାକୁ ଜନ୍ମ ନେଇଛ ଓ ସେବାର ମହତ୍ତ୍ୱ ବୁଝ ବୋଲି ବୁଝାଉଥିବା ବିଧାୟକ ଯେଉଁମାନେ ଲୋକଙ୍କୁ ସେବା କରିବା ପ୍ରତିଶୃତି ଦେଇ ନିର୍ବାଚନ ଜିତନ୍ତି ବର୍ତ୍ତମାନ ନିଜ ପ୍ରକୃତ ଆଦର୍ଶକୁ ଜଳାଞ୍ଜଳି ଦେଇ ନିଜ ଦରମା ବଢ଼େଇଦେଲେ | ସେବାର ପରିଶ୍ରମିକ କଣ ଦରମା?
6
179