Beyond Me (@ima__liver) header
Beyond Me (@ima__liver) profile picture

trying to create a better version of myself every day while failing at times. but I hope I will make it.

Bhubaneswar, Odisha
Joined July 2014
Photo by Beyond Me (@ima__liver)Photo by Beyond Me (@ima__liver)Photo by Beyond Me (@ima__liver)Photo by Beyond Me (@ima__liver)Photo by Beyond Me (@ima__liver)Photo by Beyond Me (@ima__liver)
Even though I may have watched this video nth times but every time I watch it makes me emotional and overwhelmed. don't know why!!! #ShehnaazGill 😔 But @ishehnaaz_gill you are such an "work of art" as someone had said. Seriously! You are so beautiful inside and out.
1
70
1
220
9,958
Beyond Me retweeted
Shehnaaz Gill extends warm wishes to everyone on the auspicious occasion of Gurpurab. 🙏 📸 @shehnaazgill . . . #ShehnaazGill #Gurpurab #HappyGurpurab #FestiveWishes #IndiaForums
2
77
1
173
3,592
Beyond Me retweeted
#ShehnaazGill seeks blessings at the Gurudwara on the occasion of Gurpurab. 🤍 #Celebs
10
145
4
535
15,642
Hi
If you're a writer, write "I wanted to stay." Without writing "I wanted to stay."
12
Beyond Me retweeted
4
50
1
356
3,842
First is your self-respect
3
189
2
1,466
27,326
When successful,it's freedom. If not, it's loneliness.
1
11
Man it is so so hard, every time you are put under pressure, the craving of lit it is so undeniable. You literally have to tell your mind you got this even without lighting it up. Ps- I broke:( on the 5th day, but yea no going back took the oath again. 😭
It's been 2 days i have not lit a single cigarette. I hope I will be able to continue the same. 🙏🙏 God
1
53
Just learnt that a doctor has been suspended over certain X posts (as per media reports). He criticises me regularly, but I still stand by him on this. We may not agree with his views, but I don’t believe anyone should lose their job or livelihood for expressing opinions on social media. I urge the authorities to reconsider the suspension. If he has breached any service rules, issue an official warning first. And to people here - let’s not celebrate when someone loses their job. Disagree, debate and criticise, but don’t try to take away someone’s livelihood. They have families to feed. Counter their views, not their livelihoods. 🙏
57
62
5
604
27,990
Beyond Me retweeted
ଆରେ ପିଲେ, ଡାଟା ସେଣ୍ଟର ଗୋଟିଏ କାରଖାନା ନୁହେଁ। ଏହା ହେଉଛି କେବଳ ଗୋଟିଏ ବଡ଼ ଗୋଦାମ ଘର, ଯେଉଁଠି ଡାଟା ରୁହେ । ଏଠାରେ କୌଣସି କାମ କିମ୍ବା ଯାନ୍ତ୍ରିକ ପ୍ରକ୍ରିୟା ହୁଏ ନାହିଁ । ନା ଏଠି କୌଣସି ରିସର୍ଚ୍ଚ ହେବ । ନା ଏଠାରେ ଡାଟା ତିଆରି ହେବ । ତେଣୁ ଏଠାରେ ଚାକିରି ସୃଷ୍ଟି ହେବାର ସମ୍ଭାବନା ନାହିଁ। ସବୁ ଗୋଦାମ ଘରକୁ ଜଗିବାକୁ ଯେମିତି ସିକୁରିଟି ଗାର୍ଡ ଦରକାର ହୁଏ, ଏଠାରେ ବି ସେମିତି କିଛି ସିକୁରିଟି ଗାର୍ଡ ନିଯୁକ୍ତି ହେବେ । ନରାଜ ଠାରେ ଯେଉଁ AI Data Centre ହେବ, ସେଥିପାଇଁ ଅତି ବେଶୀରେ ୪୦୦/୫୦୦ ଜଣ ଅତି ଉଚ୍ଚ ଟେକ୍ନିକାଲ ଷ୍ଟାଫ୍ ଦରକାର, ଯେଉଁମାନେ ଅଧିକାଂଶ ବିଦେଶରୁ ଆସିବେ । ମୋର ବିଶ୍ୱାସ, ମୋହନ ମାଝି ମଧ୍ୟ ଏକଥା ଜାଣି ନଥିବେ । ଯଦି ଜାଣିଥିବେ, ତାହେଲେ ବାଧ୍ୟରେ ଚୁପ୍ ରହୁଥିବେ । ଯେହେତୁ ଓଡ଼ିଶା ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ସାରିଛି, କେନ୍ଦ୍ରରୁ ଫୋନ୍ ଆସିବା ଯୋଗୁଁ ସେ ଦୁବାଇ ଯାଇ ଏମଓୟୁ ଦସ୍ତଖତ କରିଛନ୍ତି। ଯେହେତୁ ଡାଟା ସେଣ୍ଟର ହେଉଛି ମାତ୍ର ଏକ ଗୋଦାମ ଘର, ତେଣୁ ଏହା ଚାରିପଟେ କୌଣସି ଆନୁସଙ୍ଗିକ ଶିଳ୍ପ ହେବ ନାହିଁ। ନରାଜ ଠାରେ ଯେଉଁ ଗୋଦାମ ଘର ହେବ ତାହା ବିଦେଶୀ କମ୍ପାନୀଙ୍କ ନିୟନ୍ତ୍ରଣରେ ରହିବ ଓ ସେମାନଙ୍କ କାମରେ ଆସିବ । ଆମ କାମରେ ଆସିବ ନାହିଁ। ଗୋଦାମ ଘର ବାହାରେ ହୁଏତ କିଛି ହୋଟେଲ, ଚା' ଦୋକାନ ଓ ପାନ ଦୋକାନ ହୋଇପାରେ। ସହର ସୃଷ୍ଟି ହେବା ବହୁତ ଦୁରର କଥା। ସରକାରଙ୍କୁ କୌଣସି ରାଜସ୍ୱ ମିଳିବ ନାହିଁ। କାରଣ ଦିଲ୍ଲୀରୁ ଫୋନ୍ ଆସିବା ପରେ ଏଠାରେ ଆମ ଅସ୍ମିତା ସରକାର ତାହା ଉପରୁ ଜିଏସଟି ଛାଡ କରି ଦେଇଛନ୍ତି। ଜାଗରେ ପିଲେ ଜାଗ । ଯେମିତି ଇଲେକ୍ସନ ପୁର୍ବରୁ ଉଠ କଙ୍କାଳ ଗୀତ ଗାଉଥିଲ, ଏବେ ସେମିତି ଗାଅ ।
72
124
3
550
22,837
Jai Hanuman 🙏♥️ Jai Bajrangbali 🙏💗
7
275
3
3,507
79,968
♥️
100
318
9
1,566
36,083
It's been 2 days i have not lit a single cigarette. I hope I will be able to continue the same. 🙏🙏 God
1
72
NEW ERA. A BIGGER VISION. Presenting #NAVRUP A landmark collaboration as @DharmaMovies joins hands as worldwide distributor with Babushaan Films & Prelude Novel Ventures to take Odia cinema into global stage for NAVRUP ! NAVRUP — COMING TO THE WORLD IN 2027!
92
231
21
1,976
26,838
Every region holds a timeless story waiting to be shared with the world. We are delighted to bring #Navrup, a remarkable tale from Odisha to the big screens in cinemas 2027. A Dharma Productions worldwide release.
132
446
128
3,437
193,416
ମହାକାଳପଡ଼ା ବିଜେପି ବିଧାୟକ ଚାମେଲୀ ଓଝାଙ୍କୁ Sexual ଫେବର ମାଗୁଥିଲେ, ଫେବର ଦେବାକୁ ଚାମେଲୀ ଓଝା ସଫା ସଫା ମନା କରିବାରୁ ଦୁନିଆ ନାଟକ ହେଇଥିଲା, ଅନାସ୍ଥାପ୍ରସ୍ତାବରେ କୋର୍ଟଙ୍କ ରାୟ ଆସିଲା ଚାମେଲୀ ଓଝାଙ୍କ ସପକ୍ଷରେ ତେଣୁ ରାଗରେ ଗୁଣ୍ଡା ଲଗେଇ ତାଙ୍କ ପାରିବାରର ଲୋକଙ୍କୁ ଗତକାଲି ହାଣି-କାଟି ଦିଆଯାଇଛି! #ବିଜେପି_ସରକାରଙ୍କ_ମହିଳା_ସମ୍ମାନ 👏
7
12
3
143
13,685
ଗଞ୍ଜାମ ଗସ୍ତରେ ଜିଲ୍ଲାବାସୀଙ୍କ ଦୁର୍ଦ୍ଦଶା ମୋତେ ଗଭୀର ମର୍ମାହତ କରିଛି। କେବେ ଘଟି ନଥିବା ବନ୍ୟା ସ୍ଥିତିର ସାମ୍ନା କରୁଥିବା ଗଞ୍ଜାମବାସୀଙ୍କ ପାଇଁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ପଦକ୍ଷେପ ଗ୍ରହଣ ସହ ମାନବକୃତ ଦୁର୍ଦ୍ଦଶାର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଚିଠି ଲେଖି ଅବଗତ କଲି। ଗଞ୍ଜାମରେ ଏହି ମାନବକୃତ ବନ୍ୟା ସାଧାରଣ ଭିତ୍ତିଭୂମିକୁ ବହୁଳ କ୍ଷତି ପହଞ୍ଚାଇବା ସହ ବ୍ୟାପକ ଫସଲ ନଷ୍ଟ, ଜୀବନହାନୀ ସହ ଜୀବିକା ନଷ୍ଟ କରିଛି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିକାଶ ଅନେକ ବର୍ଷ ପଛକୁ ଚାଲିଯାଇଛି; ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଭାରତୀୟ ପାଣିପାଗ ବିଭାଗ (IMD)ର ଆଗୁଆ ସତର୍କ ସୂଚନା ସତ୍ତ୍ୱେ ଗଞ୍ଜାମରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ନଥିଲେ। ଗଞ୍ଜାମ ପାଇଁ ଆବଶ୍ୟକ ପ୍ରସ୍ତୁତିର ଅଭାବ ଥିବା କଥା ସରକାର ନିଜେ ମଧ୍ୟ ସ୍ୱୀକାର କରିଛନ୍ତି। ଯଦି ଆଗୁଆ ସତର୍କ ସୂଚନା ଆଧାରରେ କର୍ତ୍ତୃପକ୍ଷ ତୁରନ୍ତ ଓ ଦୃଢ଼ ପଦକ୍ଷେପ ନେଇଥାନ୍ତେ, ତେବେ ଗଞ୍ଜାମବାସୀଙ୍କ ଅନେକ ଦୁର୍ଦ୍ଦଶାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ଡ୍ୟାମ୍‌ର ଗେଟ୍ ଖୋଲିବା ପୂର୍ବରୁ ଲୋକମାନଙ୍କୁ ଆବଶ୍ୟକୀୟ ଆଗୁଆ ସତର୍କ ସୂଚନା ଦିଆଯାଇନଥିବା ନେଇ ମଧ୍ୟ ଲୋକେ କହୁଛନ୍ତି। ଏଭଳି ଚରମ ଅବହେଳା ଓ ମାନବକୃତ ଦୁର୍ଦ୍ଦଶା, ସରକାରଙ୍କ ଦାୟିତ୍ୱବୋଧକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ଗୁରୁତର ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକମାନେ ଦାବି କରୁଛନ୍ତି। ଗଞ୍ଜାମ ଗସ୍ତ ସମୟରେ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ଓ ଗୁରୁତର ସମସ୍ୟା ସମ୍ପର୍କରେ ମୁଁ ଅନେକ ଅଭିଯୋଗପତ୍ର ଗ୍ରହଣ କରିଥିଲି। ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଁ ସେହି ଅଭିଯୋଗପତ୍ରଗୁଡ଼ିକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିକଟକୁ ପଠାଇଛି। ବନ୍ୟା ଗଞ୍ଜାମ ଜିଲ୍ଲାରେ ଅଭାବନୀୟ କ୍ଷୟକ୍ଷତି ଘଟାଇଛି। ଏବେ ସରକାରଙ୍କୁ ପକ୍ଷପାତିତାରୁ ଊର୍ଦ୍ଧ୍ୱରେ ରହି, ଦୁଃଖଦୁର୍ଦ୍ଦଶାରେ ଥିବା ଲୋକଙ୍କ ପ୍ରତି ସର୍ବାଧିକ ସମ୍ବେଦନଶୀଳତା ପ୍ରଦର୍ଶନ କରି ଥଇଥାନ ଓ ପୁନର୍ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। କେବଳ ମୁହଁରେ ସହାନୁଭୂତି ପ୍ରକାଶ କଲେ ହେବ ନାହିଁ। ଚାଷୀ, ମହିଳା, ଯୁବବର୍ଗ, କ୍ଷୁଦ୍ର ବ୍ୟବସାୟୀ ଏବଂ ଗଞ୍ଜାମ ଜିଲ୍ଲାର ସାଧାରଣ ଲୋକଙ୍କୁ ଠିକ୍ ସମୟରେ କ୍ଷତିପୂରଣ ପ୍ରଦାନ କରିବା ସହ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ ସମଗ୍ର ସରକାରୀ କଳକୁ ନେଇ ଏକ ସମନ୍ୱିତ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଏହି ଦିଗରେ ବିଜେପି ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଅବହେଳା କରାଗଲେ, ବିଜୁ ଜନତା ଦଳ ଲୋକଙ୍କ ସ୍ୱାର୍ଥ ଓ ନ୍ୟାୟ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ସ୍ତରରେ ଲଢ଼େଇ ଜାରି ରଖିବ। ବର୍ତ୍ତମାନ ଗଞ୍ଜାମରେ ଏବଂ ଏହା ପୂର୍ବରୁ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ବାରମ୍ବାର ଅବ୍ୟବସ୍ଥା ଓ ଅପରିପକ୍ୱତା ଦେଖିବାକୁ ମିଳିଛି। ଏହା ଆମ ଲୋକଙ୍କୁ ଅସହ୍ୟ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେବା ସହ ପରିବାର, ସମାଜ ଏବଂ ସମଗ୍ର ରାଜ୍ୟର ପ୍ରଗତିକୁ ମଧ୍ୟ ପଛକୁ ନେଇଯାଉଛି। ସରକାରଙ୍କ ଅକ୍ଷମତା ଓ ଅବହେଳା ଯୋଗୁଁ କେବେବି ରାଜ୍ୟବାସୀଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବା ଉଚିତ ନୁହେଁ। ପୂର୍ବରୁ ରାଜ୍ୟ ପାଇଁ ଯେଉଁ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକ ସଫଳତାର ସହ କାର୍ଯ୍ୟ କରୁଥିଲେ, ତାହାର ଅଧ୍ୟୟନ କରି ବିଜେପି ସରକାର ସେଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ଦୂରଦୃଷ୍ଟି ଓ ଦୃଢ଼ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ଆବଶ୍ୟକ। ବିଜେପି ରାଜ୍ୟ ସରକାର ନିଜର ଦାୟିତ୍ୱ ସ୍ୱୀକାର କରିବା ସହ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ଉଚିତ। ବିଜେଡି ସରକାରଙ୍କ ୨୪ ବର୍ଷର କଠିନ ପରିଶ୍ରମ ଓ ହାସଲ କରିଥିବା ପ୍ରଗତିକୁ ଡବଲ୍ ଇଞ୍ଜିନ୍ ସରକାର ମାତ୍ର ୨୪ ମାସ ମଧ୍ୟରେ ଧ୍ୱଂସ କରିନଦିଅନ୍ତୁ। #Ganjam #CycloneArnab #BJDWithOdisha
147
168
1
842
19,791
ଗଭୀର ଦୁର୍ଦ୍ଦଶାରେ ଗଞ୍ଜାମବାସୀ, ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ପ୍ରଭାବିତ ଚାଷୀ ଏବଂ ଲୋକଙ୍କ ଦୁଃଖ ବୁଝିଲି। ଏ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ବିପନ୍ନଙ୍କ ପାଖରେ ପହଞ୍ଚି ପାରି ନାହିଁ; ଯାହା ମିଳୁଛି ତାହା ନଗଣ୍ୟ। ଲୋକେ ଅସହାୟ ଅବସ୍ଥାରେ ଚାହିଁ ରହିଛନ୍ତି, ସରକାର ତତ୍ପରତାର ସହିତ ସହାୟତା ଯୋଗାଇ ଦିଅନ୍ତୁ। #Ganjam #CycloneArnab #BJDWithOdisha #OdishaFloods
63
228
5
1,346
24,355
When everybody thought he is a gone case but he is coming harder than ever, such dumbfounded speeches are thrown. 🤣 Ye dar hame acha laga 👁️
At 80, Naveen Patnaik needs rest, not to be used by the Pandian couple to secure their own political careers.. 😥 Let future BJD leaders take the lead...
1
60