Irasis Acharya (Modi ka Parivar) (@irasisacharya) header
Irasis Acharya (Modi ka Parivar) (@irasisacharya) profile picture

MLA Bhatli Assembly Constituency, State Secretary, Bharatiya Janata Party, Odisha Pradesh,(@BJP4India)

Bhubaneswar, Odisha
Joined March 2012
Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)Photo by Irasis Acharya (Modi ka Parivar) (@irasisacharya)
ସାରା ଭାରତ ବର୍ଷର ଯୁବକ ମାନଙ୍କର ପ୍ରେରଣା ର ଉତ୍ସ ଆମ ସମସ୍ତଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ସମ୍ବଲପୁର ଠାରେ ଆୟୋଜିତ ବିଶାଳ ଗ୍ୟାରେଣ୍ଟି ସମାବେଶ ରେ ସ୍ୱାଗତ କରିବାର ଅବସରରେ.... @narendramodi @BJP4India @BJP4Odisha @BJYM @BJYMOdisha
23
35
268
16,191
ଆଜି ପବିତ୍ର ବିଧାନସଭା ଗୃହରେ ବିରୋଧୀ ପକ୍ଷରୁ ଆସିଥିବା ଏଗ୍ରିଷ୍ଟାକ୍ ଓ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ମୋର ବକ୍ତବ୍ୟ ll #OdishaAssembly #AssemblySession
2
141
ଏଗ୍ରିଷ୍ଟାକ୍ ଓ ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଦଳଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଣିବା ସମ୍ପୂର୍ଣ୍ଣ ଭିତ୍ତିହୀନ ll ଏନେଇ କ୍ୟାବିନେଟ୍ ବୈଠକରେ ସ୍ପଷ୍ଟ ନୀତିଗତ ନିଷ୍ପତ୍ତି ନିଆଯାଇଛି ଯେ, ଧାନ ବିକ୍ରି ପାଇଁ ଏଗ୍ରିଷ୍ଟାକ୍ ପଞ୍ଜିକରଣ କୌଣସି ପ୍ରକାରେ ପୂର୍ବ ସର୍ତ୍ତ ଭାବେ ବିଚାର କରାଯିବ ନାହିଁ ll ରାଜ୍ୟର କୌଣସି ଚାଷୀ ଏଗ୍ରିଷ୍ଟାକ୍ ପଞ୍ଜିକରଣ ନଥିବା କାରଣରୁ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ । PPAS ପଞ୍ଜୀକରଣର ପୂର୍ବ ପ୍ରକ୍ରିୟା ଜାରି ରହିବ ll ଏସବୁ ସ୍ପଷ୍ଟ ଥିବା ସତ୍ତ୍ୱେ ଚାଷୀମାନଙ୍କ ମନରେ ଅଯଥା ଭୟ ଓ ଭ୍ରମ ସୃଷ୍ଟି କରିବା ଅତ୍ୟନ୍ତ ନିନ୍ଦନୀୟ ll #Press #bites #Odisha #AssemblySession
7
231
ଗତକାଲି ମହାମହିମ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କୁ ସାକ୍ଷାତ କରି ଓଡ଼ିଶାର ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଅମର ଗାଥାକୁ ସ୍ମରଣ କରିବା ସହିତ ସେମାନଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନର ସ୍ମୃତିରେ ଆୟୋଜିତ ହେବାକୁ ଥିବା ‘ସହିଦ ମାଧୋ ସିଂହ ବୀରତା ଦିବସ’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କୁ ସାଦର ନିମନ୍ତ୍ରଣ ଜଣାଇଥିଲି ll ଏହି ସାକ୍ଷାତ୍‌କାର ଅବସରରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ ଏବଂ ଆମ ଅଞ୍ଚଳର ବୀର ସଂଗ୍ରାମୀମାନଙ୍କ ଅବଦାନକୁ ନେଇ ମହାମହିମଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା କରିବାର ସୁଯୋଗ ମିଳିଥିଲା ll ବିଶେଷ ଭାବରେ ସହିଦ ମାଧୋ ସିଂହ ଓ ତାଙ୍କ ପରିବାରର ପାଞ୍ଚ ପୁତ୍ର, ଜ୍ୱାଇଁ ଓ ନାତି ଙ୍କ ଅତୁଳନୀୟ ବୀରତ୍ୱ, ଦେଶପ୍ରେମ ଓ ମହାନ ବଳିଦାନର ଗୌରବମୟ ଗାଥାକୁ ନେଇ ମହାମହିମ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲି ll ଏଥିସହ ଭଟଲି ବ୍ଲକ୍‌ର ଖରସଲ ଗ୍ରାମର ବୀର ସଂଗ୍ରାମୀ ସର୍ଦ୍ଦାର ଦୟାଲ ସିଂହଙ୍କ ଇଂରେଜ ବିରୋଧୀ ସଂଘର୍ଷ ଓ ଦେଶମାତୃକା ପାଇଁ ତାଙ୍କର ଅତୁଳନୀୟ ତ୍ୟାଗ ଓ ବଳିଦାନ ସମ୍ପର୍କରେ ମଧ୍ୟ ମହାମହିମଙ୍କ ସହ ଭାବବିନିମୟ କରିଥିଲି ll ସେହିପରି ଆମ୍ବାଭୋନା ବ୍ଲକ୍‌ର ଲଖନପୁର ଗ୍ରାମର ବୀର ସହିଦ ବଳଭଦ୍ର ସିଂହ ଦେଓ ଏବଂ ତାଙ୍କ ପୁତ୍ର ସହିଦ କମଳ ସିଂହ ଦେଓଙ୍କ ଇଂରେଜ ଶାସନ ବିରୋଧରେ ସାହସିକ ସଂଘର୍ଷ, ଦେଶପ୍ରେମ ଓ ଆତ୍ମବଳିଦାନର ଐତିହାସିକ ଗାଥାକୁ ନେଇ ମଧ୍ୟ ମହାମହିମଙ୍କ ସହ ଆଲୋଚନା କରିଥିଲି ll ଏହାସହ ସୋହେଲା ବ୍ଲକ୍‌ର ପଣିମୋରା ଗ୍ରାମର ୩୨ ଜଣ ସତ୍ୟାଗ୍ରହୀଙ୍କ ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ ଓ ଗିରଫବରଣର ସାହସିକ ଇତିହାସ ସମ୍ପର୍କରେ ମଧ୍ୟ ମତ ବିନିମୟ କରିଥିଲି ll ଆଚାର୍ଯ୍ୟ ବିନୋବା ଭାବେଙ୍କ ଗ୍ରାମଦାନ ଆନ୍ଦୋଳନ ଓ ଗାନ୍ଧୀବାଦୀ ଆଦର୍ଶ ସହ ପଣିମୋରା ଗ୍ରାମର ଐତିହାସିକ ସମ୍ପର୍କ ଉପରେ ମଧ୍ୟ ଆଲୋକପାତ କରିଥିଲି ll ଆମର ଏହି ମହାନ ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନର ଗାଥାକୁ ଲୋକଲୋଚନକୁ ଆଣିବା, ସେମାନଙ୍କୁ ଯଥୋଚିତ ସମ୍ମାନ ଓ ସ୍ୱୀକୃତି ଦେବା ସହିତ ଆଗାମୀ ପିଢ଼ି ପାଇଁ ଏହି ଗୌରବମୟ ଇତିହାସକୁ ସଂରକ୍ଷିତ କରିବା ଆମର ଦୃଢ଼ ସଂକଳ୍ପ ll ଏହି ଦିଗରେ ମୋର ପ୍ରୟାସ ନିରନ୍ତର ଜାରି ରହିବ ll #PresidentOfIndia #DropadiMurmu @rashtrapatibhvn @BJP4Odisha @BJP4India #BJPGovernment #freedomfighter #MadhoSingh #VeerMati #Ghess #lakhanpur #panimora #kharsal #BhatliConstituency
3
4
20
470
Irasis Acharya (Modi ka Parivar) retweeted
ଦଳୀୟ ଆଧାରରେ ଭତ୍ତା ଦେଉଥିଲା ପୂର୍ବ ସରକାର ।
6
5
2
28
1,807
ପବିତ୍ର ବିଧାନସଭା ସଭା ଗୃହରେ “The Odisha Development Authorities (Amendment) Bill, 2026 ଉପରେ ମୋର ଆଲୋଚନା ll #Odisha #assembly
2
1
11
434
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କଲି ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ନରସିଂହ ମାଡକାମୀ, ଶ୍ରୀ ସନ୍ତୋଷ ଖଟୁଆ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ll #pressconference #statebjpoffice #narsinghmadkami #santoshkhatua
1
1
12
332
ଗଣତନ୍ତ୍ରର ମନ୍ଦିର ପବିତ୍ର ବିଧାନସଭା ଗୃହରେ “ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ (ସଂଶୋଧନ) ବିଧେୟକ, 2026” ସମର୍ଥନରେ ମୋର ଅଭିଭାଷଣ ll #Odisha #assembly
1
1
3
269
ପବିତ୍ର ବିଧାନସଭା ଗୃହରେ “ଓଡିଶା ରଦ୍ଦକରଣ ଅଧିନିୟମ,2026 ” ର ବିଧେୟକ ପାରିତ କରିବା ସକାଶେ ହେଉଥିବା ଆଲୋଚନା ରେ ଭାଗନେଇ ମୋର ବକ୍ତବ୍ୟ ପ୍ରଦାନ କଲି II #Odisha #assembly
1
1
7
284
Odisha's journey towards progress is gaining momentum through visionary governance and people-centric initiatives. Empowering citizens through housing, education, infrastructure, employment opportunities and social security, the state is moving closer to the vision of Viksit Odisha and Samruddha Odisha. #PeopleCM #BJPGovernment #MohanMajhi
1
3
10
188
ମହାନ ଆସାମୀ ଯୋଦ୍ଧା ତଥା ବୀରତ୍ୱର ପ୍ରତୀକ ଲାଚିତ ବୋରଫୁକନଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି II ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ଅସୀମ ସାହସ, ଅଦମ୍ୟ ପରାକ୍ରମ ଓ ଅତୁଟ ଦେଶପ୍ରେମ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ବୀରତ୍ୱପୂର୍ଣ୍ଣ ଜୀବନୀ ଆସାମର ଗୌରବ, ସ୍ୱାଭିମାନ ଓ ସାହସିକତାର ଏକ ଅବିସ୍ମରଣୀୟ ଗାଥା II ଦେଶମାତୃକା ପାଇଁ ତାଙ୍କର ମହାନ ତ୍ୟାଗ, ନିଷ୍ଠା ଓ ଅତୁଳନୀୟ ଅବଦାନ ଯୁଗ ଯୁଗ ଧରି ଆମ ହୃଦୟରେ ଅମର ହୋଇ ରହିବ II #LachitDiwas #lachitborphukanjayanti #veerlachitborphukan #PrideOfAssam #IndianHistory #SaluteToTheHeroes #JaiHind
1
2
3
123
अब विपक्ष के नेता और पूर्व मुख्यमंत्री ने हमारे राज्य के अनगिनत किसान भाइयों और महिलाओं की भावनाओं और अधिकार के साथ खेले हैं II लोगों के हितों की रक्षा के बहाने उन्होंने राज्य के लोगों को धोखा दिया है II #OppositionLeader #NaveenPatnaik #Farmers #Women #Odisha #AssemblySession
1
1
7
209
ମାନବତା, ସମାନତା, ଭାଇଚାରା ଓ ନିଃସ୍ୱାର୍ଥ ସେବାର ମହାନ ବାର୍ତ୍ତା ପ୍ରଦାନ କରିଥିବା ଶିଖ ଧର୍ମର ପ୍ରଥମ ମାର୍ଗଦର୍ଶକ ଗୁରୁ ନାନକ ଦେବଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି II ତାଙ୍କ ଆଦର୍ଶ ଆମ ସମାଜରେ ପ୍ରେମ, ସଦ୍‌ଭାବ ଓ ଏକତାର ଆଲୋକ ବିଛୁରିତ କରୁ II #GuruNanakJayanti
1
1
4
161
ଓଡ଼ିଆ ନୌବାଣିଜ୍ୟର ଗର୍ବ ଓ ଗୌରବର ପ୍ରତୀକ 'ଐତିହାସିକ ବାଲିଯାତ୍ରା'ର ଶୁଭେଚ୍ଛା ଓ ଶୁଭକାମନା II ଓଡ଼ିଶାର ଗୌରବମୟ ଇତିହାସ, ସାଧବ ପୁଅଙ୍କ ସାହସ ଓ ସମୃଦ୍ଧ ସାମୁଦ୍ରିକ ପରମ୍ପରାର ସ୍ମୃତି ବହନ କରିଛି ଆମ ବାଲିଯାତ୍ରା II ଆସନ୍ତୁ, ଏହି ମହାନ ଐତିହ୍ୟକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱଦରବାରରେ ଆହୁରି ଉଜ୍ଜ୍ୱଳ କରିବା II #Baliyatra #Baliyatra2026 #ProudOdia #OdiaCulture #gloriousodisha #BandeUtkalaJanani
1
2
9
170
ପବିତ୍ର ଦେବ ଦୀପାବଳିର ଶୁଭେଚ୍ଛା ଓ ଶୁଭକାମନା II ଏହି ପବିତ୍ର ଅବସରରେ ଦୀପର ଆଲୋକରେ ଆଲୋକିତ ହେଉ ସମସ୍ତଙ୍କ ଜୀବନ II ଅଜ୍ଞାନର ଅନ୍ଧକାର ଦୂର ହୋଇ ଜ୍ଞାନ, ଶାନ୍ତି ଓ ସଦ୍‌ଭାବର ଆଲୋକ ପ୍ରତ୍ୟେକ ହୃଦୟରେ ପ୍ରଜ୍ୱଳିତ ହେଉ II #DevDeepawali #HappyDevDeepawali #DevDeepawali2026 #KartikPurnima #FestivalOfLights #DivineLights
2
5
147
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ କାର୍ତ୍ତିକେଶ୍ୱର ପୂଜାର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରୁଛି II ପ୍ରଭୁ କାର୍ତ୍ତିକେଶ୍ଵରଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ II ଧର୍ମ, ଆସ୍ଥା ଓ ପରମ୍ପରାର ଏହି ପବିତ୍ର ପର୍ବ ଆମ ସଂସ୍କୃତି ଓ ଐତିହ୍ୟର ମହନୀୟତାକୁ ଆହୁରି ସମୃଦ୍ଧ କରୁ II #KartikaPurnima
1
2
9
261
"तुम्हारी फाइलों में गाँव का मौसम गुलाबी है, मगर ये आँकड़े झूठे हैं ये दावा किताबी है।" #OdishaAssembly #pressmeet
1
4
19
366
Irasis Acharya (Modi ka Parivar) retweeted
VIDEO | Bhubaneswar: BJP MLA Irasis Acharya, targeting Leader of Opposition (in Odisha Assembly) Naveen Patnaik over his foreign visits, says, "He claims to be concerned about Odisha's interests, but what purpose did his visit to Rome and meeting with the Pope serve? During his 24 years as chief minister, he could not even deliver a speech in Odia. He repeatedly made false promises to farmers and failed to provide the promised input assistance. He betrayed women, students and youth, yet claims to work for Odisha's interests. An inquiry into foreign travel expenditure involving public money is not a major issue; the bigger question is whether these visits actually served Odisha and its people." (Full video available on PTI Videos - ptivideos.com)
23
8
40
9,575
ପବିତ୍ର ବିଧାନସଭା ଗୃହରେ ଉଭୟ ବିରୋଧୀ ଦଳ ପକ୍ଷରୁ ଅଣାଯାଇଥିବା ଭତ୍ତା ସମ୍ବନ୍ଧୀୟ ମୂଳତବୀ ପ୍ରସ୍ତାବ ପ୍ରସଙ୍ଗରେ ମୋର ଅଭିଭାଷଣ ll #odishaassembly #AssemblySession
2
1
7
420
ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ରଥ ଦାଣ୍ଡ ପଡ଼ିଆରେ ଆୟୋଜିତ 'ମା' ମହା କଳାସୀ ଯାତ୍ରା ମହୋତ୍ସବ'ରେ ଯୋଗଦେଇ ମାଆଙ୍କ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା II ଏହି ଅବସରରେ ଆୟୋଜକ କମିଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସକାରାତ୍ମକ ଆଲୋଚନା କରିଥିଲି II #kalashiyatra #maakalasiyatra #Bhatli #BhatliBlock #BhatliConstituency
1
2
6
143
ଓଁ ନମଃ ଶିବାୟ ଶାନ୍ତାୟ, କାରଣତ୍ରୟ ହେତବେ II ନିବେଦୟାମି ଚାତ୍ମାନଂ, ତ୍ୱଂ ଗତିଃ ପରମେଶ୍ୱର ॥ ପବିତ୍ର ବଡ଼ଓଷା ଅବସରରେ ଦେବାଧି ଦେବ ମହାଦେବଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି II ପ୍ରଭୁଙ୍କ ଅପାର କରୁଣାରେ ପ୍ରତ୍ୟେକ ଜୀବନ ଆନନ୍ଦମୟ ହେଉ II #badaosa #omnamahshivaya #mahadev #ShivBhakti #DivineBlessings
1
1
12
332