NHM Odisha (@nhmodisha) profile picture

Official X account of National Health Mission, Odisha.

Bhubaneswar
Joined September 2014
Photo by NHM Odisha (@nhmodisha)Photo by NHM Odisha (@nhmodisha)Photo by NHM Odisha (@nhmodisha)Photo by NHM Odisha (@nhmodisha)Photo by NHM Odisha (@nhmodisha)Photo by NHM Odisha (@nhmodisha)Photo by NHM Odisha (@nhmodisha)Photo by NHM Odisha (@nhmodisha)Photo by NHM Odisha (@nhmodisha)Photo by NHM Odisha (@nhmodisha)
#NHAPressRelease 🔹100 Crore Health Records Linked with ABHA under ABDM, Marking Major Leap in Digital Healthcare 
🔹ABDM Records Remarkable Growth, Doubling Linked Health Records to 100 Crore in 15 Months Read More: pib.gov.in/PressReleaseDetai…
5
42
8
54
3,938
NHM Odisha retweeted
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜାତୀୟ ଏଚ୍.ପି.ଭି. ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଯୋଗ ଦେଇଛନ୍ତି । ଏଥିସହ ରାଜ୍ୟରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୮ଟି ନୂତନ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । @HFWOdisha @PMOIndia
2
5
30
1,844
NHM Odisha retweeted
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜାତୀୟ ଏଚ୍.ପି.ଭି. ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ରାଜ୍ୟସ୍ତରୀୟ ଅଭିଯାନର ଶୁଭାରମ୍ଭ କରିବା ସହ ୨୮ଟି ନୂତନ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କରିବାକୁ ଯାଉଛନ୍ତି।
6
51
2,264
NHM Odisha retweeted
PM Modi Live: Prime Minister Shri Narendra Modi inaugurates and lays foundation stone of multiple development projects worth over ₹16,680 crore from Ajmer, Rajasthan. In a major step towards strengthening preventive healthcare and advancing women's well-being, the Prime Minister also launches a nationwide campaign for Human Papillomavirus (HPV) vaccination for girls aged 14 years. #PMModi #narendramodi youtube.com/live/TcIRRBAIyJ0…
1
3
8
2,565
NHM Odisha retweeted
ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବାବେଳେ, ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ୨୫୦ ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । @HFWOdisha @nhmodisha
6
7
54
3,288
ଆଜି କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କ ସେବାରେ ଆଉ ୨୫୦ଟି ନୂତନ ‘୧୦୮’ ଆମ୍ବୁଲାନ୍ସର ଶୁଭାରମ୍ଭ କଲି। ଆମ ସରକାର ଲୋକଙ୍କ ସରକାର; ତେଣୁ ଉପକୂଳରୁ ଉପାନ୍ତ ଏବଂ ଗାଁରୁ ସହର - ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଆମର ପ୍ରାଥମିକତା। ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପ୍ରାୟ ₹୧୧୧ କୋଟିର ପାଣ୍ଠି ବିନିଯୋଗରେ ମୋଟ ୪୨୮ଟି ନୂଆ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଏହା ଭିତରୁ ପୂର୍ବରୁ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିବା ବେଳେ ଆଜିର ଏହି ନୂତନ ସଂଯୋଗ ଆମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ଅତି କମ୍ ସମୟ ମଧ୍ୟରେ ରୋଗୀଙ୍କୁ ହସ୍‌ପିଟାଲରେ ପହଞ୍ଚାଇବା ସହ ଚିକିତ୍ସା ଅଭାବରୁ ହେଉଥିବା ମୃତ୍ୟୁ ହାର କମ୍ କରିବା ଆମର ଲକ୍ଷ୍ୟ। ବିପଦ ସମୟରେ ଏହି ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କ ପାଇଁ ଏକ ଭରସାଯୋଗ୍ୟ ‘ଜୀବନରେଖା’ ସାଜିବେ। ସଶକ୍ତ ଓ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ।
15
15
100
3,460
NHM Odisha retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ୨୫୦ଗୋଟି ୧୦୮- ଆମ୍ବୁଲାନ୍ସର ଲୋକାର୍ପଣ କରିବାକୁ ଯାଉଛନ୍ତି।
5
8
48
2,858
ଓଡ଼ିଶାର କୋଣ-ଅନୁକୋଣରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ରାଜ୍ୟର ଜରୁରୀକାଳୀନ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ଜୀବନ ରକ୍ଷାକୁ ଆମେ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ। ଏଥିପାଇଁ ୧୧୧ କୋଟି ଟଙ୍କା ବିନିଯୋଗରେ ୪୨୮ ଟି ନୂତନ ଆମ୍ବୁଲାନ୍ସ ପ୍ରଚଳନ ପାଇଁ ପ୍ରାବଧାନ କରାଯାଇଛି। ​ଏହି କ୍ରମରେ, ପୂର୍ବରୁ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇସାରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୫୦ଟି ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ ହେବାକୁ ଯାଉଛି। ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଆମ ସରକାର ନିରନ୍ତର ପ୍ରୟାସରତ। #lokankasarakar
6
11
2
50
3,398
NHM Odisha retweeted
Hon’ble CM Shri @MohanMOdisha will launch 250 new 108 ambulances in the 2nd phase, strengthening #Odisha’s emergency healthcare network. With 428 new ambulances being added at a cost of ₹111 crore, this initiative reinforces the Government’s commitment to timely, accessible, and lifesaving medical services across the State. #OdishaCares
7
7
56
2,843
ଲୋକଙ୍କ ସରକାରରେ ଆହୁରି ତ୍ୱରାନ୍ୱିତ ହେବ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମଠାରେ ୧୫୦ ଗୋଟି ୧୦୮- ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ଏହି ସବୁ ଆମ୍ବୁଲାନ୍ସ ଲୋକଙ୍କ ପାଇଁ ସମୟୋଚିତ ଜରୁରୀକାଳୀନ ସେବା ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। Emergency healthcare services are being improved under the people's government. Hon'ble Chief Minister Shri @MohanMOdisha inaugurated 150 ambulances (108-service) at Kalinga Stadium.
11
10
85
4,807
ଲୋକଙ୍କ ସରକାରରେ ସ୍ୱାସ୍ଥ୍ୟ ସେବାକୁ ମିଳୁଛି ସର୍ବୋଚ୍ଚ ପ୍ରାଥମିକତା । ₹୧୧୧ କୋଟି ବିନିଯୋଗରେ ୪୨୮ ଟି ନୂତନ ୧୦୮ ଆମ୍ବୁଲାନ୍ସ ଯାନର ପ୍ରାବଧାନ କରାଯାଇଛି, ଯାହାର ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ଆମ୍ବୁଲାନ୍ସର ଲୋକାର୍ପଣ ହୋଇଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ସହରରୁ ଗ୍ରାମ ପର୍ଯ୍ୟନ୍ତ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ଓ ସହଜ ହେବ ଏବଂ ପ୍ରତ୍ୟେକ ନାଗରିକଙ୍କୁ ଆହୁରି ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିପାରିବ ।
8
19
88
4,137
ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ପ୍ରାବଧାନ "ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପୁରୁଣା ଆମ୍ବୁଲାନ୍ସକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ବ୍ୟବହାର କରାଯିବ"- ମାନ୍ୟବର ମୁଖ୍ୟମନ୍ତ୍ରୀ In a major boost to healthcare in Odisha, Hon’ble CM Shri @MohanMOdisha launched a new fleet of emergency ambulances to strengthen emergency medical services across the State. Key highlights: * 150 new 108 ambulances launched in the first phase * ₹111 crore provision for 428 new 108 ambulances by the Health Department * Improved emergency response time and wider coverage for citizens
20
15
96
3,804
In #SickleCellDisease, red blood cells form a sickle shape, breaking apart easily and blocking blood flow. Stay proactive and get tested at your nearest #AyushmanArogyaMandir
1
11
2
21
2,031
NHM Odisha retweeted
ପୂରଣ ହେଉଛି ପ୍ରତିଶ୍ରୁତି। ଲୋକଙ୍କ ସ୍ୱାସ୍ଥ୍ୟସୁରକ୍ଷା ସରକାରଙ୍କ ପ୍ରତିବଦ୍ଧତା। ରାଜ୍ୟବାସୀଙ୍କୁ ଉତ୍ତମ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆରମ୍ଭ ହେଉଛି ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନା। #OdishaCares
21
47
189
11,178
Honored to attend the National Health Summit in the sacred city of #Puri, along with Hon'ble Union Health Minister Shri @JPNadda ji. The summit brought together experts, policymakers & stakeholders to discuss transformative initiatives in healthcare, ensuring quality & accessible medical services for all. #Odisha remains committed to strengthening health infrastructure & innovative solutions for a healthier future. #OdishaCares
20
34
307
6,859
ପୁରୀରେ ଆୟୋଜିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ୯ମ ଜାତୀୟ ଶିଖର ସମ୍ମେଳନ ଏବଂ ୧୬ତମ କମନ ରିଭ୍ୟୁ ମିଶନ ରିପୋର୍ଟ ପ୍ରକାଶନ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ @JPNadda ଜୀ । ଏହି ଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସାମିଲ ହେଲି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ପୁରୀ ସାଂସଦ ଶ୍ରୀ @sambitswaraj ଓ କେନ୍ଦ୍ର ସ୍ଵାସ୍ଥ୍ୟ ସଚୀବ ଶ୍ରୀମତୀ ପୁଣ୍ୟ ସଲିତା ଶ୍ରୀବାସ୍ତବ ମଧ୍ୟ ଉପସ୍ଥିତ ଥିଲେ। ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅଗ୍ରଗତି, ନୂତନ ଚିକିତ୍ସା ପ୍ରଣାଳୀ, ଆଗାମୀ ଯୋଜନା ଏବଂ ଭବିଷ୍ୟତ ରୂପରେ ଏହାର ବିକାଶ କିପରି ହେଇପାରିବ, ତାହା ଏହି ସମ୍ମିଳନୀର ମୁଖ୍ୟ ଉଦେଶ୍ୟ ଥିଲା । #NationalHealthMission #ViksitBharat #Odisha #nhmodishasummit2025
5
27
74
2,306
The Ni-kshay Mitra initiative in Dhenkanal is sparking a movement, bringing leaders and communities together to fight TB and raise awareness. Let’s achieve a TB-free India and cultivate a healthier future for all! #TBMuktBharat @JPNadda @dpradhanbjp @nhmodisha
7
20
28
5,372
Our fight against TB just got stronger! Powered by a collective spirit to defeat TB, a special 100 day campaign is starting today with a focus on the high burden TB districts. India is fighting TB in a multi-pronged manner with: (1) Doubling support to patients (2) Jan Bhagidari (3) Newer drugs (4) Use of tech & better diagnostic tools. Let us all come together and do our bit to eliminate TB.
667
3,428
124
19,584
1,919,742
ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶା (@nhmodisha) ର ସମୀକ୍ଷା ବୈଠକ ରେ ଯୋଗଦେଇ ଏହାର କାର୍ଯ୍ୟକାରିତା ଓ ବିଭିନ୍ନ ଯୋଜନା ବିଷୟରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କଲି । ଏହି ବୈଠକରେ ରାଜ୍ୟର ପ୍ରମୁଖ ମେଡିକାଲ୍ କଲେଜ୍ ଗୁଡ଼ିକରେ ବାୟୋମେଡିକାଲ୍ ଇଂଜିନିୟରିଂ ବିଭାଗ ଖୋଲାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି।
35
26
294
8,282