SUDA-Odisha (@sudaodisha) header
SUDA-Odisha (@sudaodisha) profile picture

State Urban Development Agency (SUDA), Bhubaneswar was set up in the year 1990 by the State Government, Orissa.

Bhubaneshwar, India
Joined June 2017
Photo by SUDA-Odisha (@sudaodisha)Photo by SUDA-Odisha (@sudaodisha)Photo by SUDA-Odisha (@sudaodisha)Photo by SUDA-Odisha (@sudaodisha)Photo by SUDA-Odisha (@sudaodisha)Photo by SUDA-Odisha (@sudaodisha)Photo by SUDA-Odisha (@sudaodisha)Photo by SUDA-Odisha (@sudaodisha)Photo by SUDA-Odisha (@sudaodisha)Photo by SUDA-Odisha (@sudaodisha)
SUDA-Odisha retweeted
ଆସନ୍ତୁ, ହର୍ ଘର୍ ତିରଙ୍ଗା ଅଭିଯାନରେ ଯୋଗ ଦେଇ ଦେଶମାତୃକା ଓ ବୀର ସଂଗ୍ରାମୀଙ୍କ ପ୍ରତି ସମ୍ମାନ ଜଣାଇବା। ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ଏବଂ ସେଲ୍‌ଫି ଉଠାଇ harghartiranga.com ରେ ଅପ୍‌ଲୋଡ୍‌ କରିବା। #HarGharTiranga
24
25
4
199
10,131
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ଉଷା ପାଢ଼ୀ ଆଜି ଓଡ଼ିଶାର ସମସ୍ତ ପୌରାଞ୍ଚଳ ଗୁଡିକର ମୌସୁମୀ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ।
6
6
90
4,125
ଆଜି ବି.ଏମ୍‌.ସି ଅଂଚଳରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ବୁଲି ଦେଖିଲି ଏବଂ ଆଲୋଚନା ପରେ ନିୟମ ମୁତାବକ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକରାଯିବ। ସବୁ କାମ ଦେଖିବା ସହ ସ୍ଥାନୀୟ ଲୋକମାନେ ଆଉ କଣ ଚାହୁଁଛନ୍ତି ତାକୁ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। #Odisha #Bhubaneswar #BMC #developing #bjpindia #BJP
7
2
34
1,710
ଆଗାମୀ ଦିନରେ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡିଶା ହେବ ବିଶ୍ୱସ୍ତରୀୟ... #Odisha #developing #Bhubaneswar #india @CMO_Odisha @HUDDeptOdisha
5
6
1
27
1,657
Today, Smt @ushapadhee1996 assumed the charge of Principal Secretary, H&UD Dept. and had a preliminary discussion with the senior officers of the Department.
32
15
3
550
23,978
Congratulations to Dr. Krushna Chandra Mahapatra the new Cabinet Minister of Housing and Urban Development Department, Odisha.
15
15
1
163
5,333
ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ (@KVSinghDeo1) ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ା (@Pravatipridabjp) ଙ୍କୁ @@HUDDeptOdisha ପକ୍ଷରୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା।💐🙏🙏
5
7
1
114
3,961
ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ (@MohanMOdisha)ଙ୍କୁ @HUDDeptOdisha ପକ୍ଷରୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା।💐🙏
11
9
212
5,704
ଓଡ଼ିଆ ଭାଷାର ମହାକୁମ୍ଭ ଆରମ୍ଭ:ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ପକ୍ଷରୁ ସମୂହ ରାଜ୍ୟ ସଙ୍ଗୀତ " ବନ୍ଦେ ଉତ୍କଳ ଜନନୀ" ପରିବେଷଣ ।
14
334
ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ 'ଅକ୍ଷରଭୂମି'ର ଲୋକାର୍ପଣ କରି ବହୁତ ଖୁସି। କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯର ଏହା ଅପୂର୍ବ ନିଦର୍ଶନ। ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ 'ଅକ୍ଷରଭୂମି' ଆମ ଭାଷାପ୍ରୀତିକୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା, ସଂସ୍କୃତି, କଳା ଓ ସ୍ଥାପତ୍ୟର ଜୟଗାନ କରି ଚାଲିବ। #ଭାଷାହିଁଭବିଷ୍ୟତ #ବିଶ୍ୱଓଡ଼ିଆଭାଷାସମ୍ମିଳନୀ #OdiaLanguageConference
122
317
19
1,879
42,796
The Housing & Urban Development Department is happy to organise an International Conclave on #UrbanTransformation, scheduled for January 18-20, 2024, in Bhubaneswar. 1/4
1
10
2
48
3,360
A 3-day training program was held from January 4th-6th,2024, organized by OSDMA & H&UD Dept. The goal was to enhance the skills of City Managers & Community Organizers to effectively handle pandemic situations. It focused on strategies for managing key issues during disasters.
1
1
175
Smt. Susmita Behera, Executive Director from OSDMA, Smt. Lipika Dash, Joint Relief Commissioner from SRC, Shri Prasanta Das, Director, OFDRA & Chief Fire Officer & Shri Subrat Mishra, Deputy Director, SIRD and officials & resource persons from OSDMA, UNICEF and other agencies.
1
2
134
Periodic trainings are planned to build a well-equipped disaster management team in the future.
2
100
As part of the strategy to lay a strong implementation base under the Transformative Agenda of Govt. of Odisha, a two-day Capacity Building Programme for Master Trainers of MUKTA was organized on 21st & 22nd November 2023 for Ganjam Cluster at Chhatrapur. #OdishaEmpowersWomen
2
3
25
523
15 members selected from #MissionShakti SHGs participated in the 1st Batch of Capacity Building Programme. The focus was to provide clarity on various types of MUKTA interventions & visit to the field to understand how MSGs have played a key role in the execution of projects.
1
7
174
Subsequent to the training, the Master Trainers will train the members of MSGs who have got work-order under MUKTA. H&UDD, Govt. of Odisha has targeted to train 600 such Master Trainers across 115 ULBs in the state.
8
148
SUDA-Odisha retweeted
Today marked a significant step under the visionary leadership of Hon'ble CM @Naveen_Odisha towards #urbandevelopment & #empowerment as BMC distributed work orders for projects under the #MUKTA and #JagaMission initiatives.
4
5
1
43
3,459