Devi Ranjan Tripathy retweeted
ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁରଙ୍କ ଚାରମାଳରେ ଘଟିଥିବା ଅଘଟଣ ବିଷୟରେ ଜାଣି ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାବାସୀଙ୍କ ଦୁଃଖରେ ମୁଁ ମର୍ମାହତ। ଏହି ଅଘଟଣରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ସମ୍ବେଦନଶୀଳ ଘଟଣାର ପୁନରାବୃତ୍ତି ଯେପରି ନହେଉ ସମସ୍ତଙ୍କୁ ଅନୁରୋଧ। ଜୟ ଜଗନ୍ନାଥ 🙏
Devi Ranjan Tripathy retweeted
With the blessings of Lord Jagannatha and the faith of people of Odisha, BJD has been serving the state and transforming it like never before in every sector.
BJD will contest in all 147 assembly constituencies and all 21 Lok Sabha constituencies with the support of people of Odisha and win more than three fourth seats under the leadership of Shri Naveen Patnaik.
BJD will continue to take decisions keeping people of Odisha in the forefront always and their welfare in true sprit of cooperative federalism and statesmanship required for nation building .
#NewOdisha and #EmpoweredOdisha will be our goal and we are on track to achieve this under the leadership of our leader Shri Naveen Patnaik.
RT @pranabpdas: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣି…
Devi Ranjan Tripathy retweeted
The people of Odisha have spoken! They have once again chosen our beloved @naveen_odisha as their most popular CM. This is a testament to his commitment to serving the people and transforming Odisha into a developed state. #NaveenNo1Forever
Devi Ranjan Tripathy retweeted
ଦ୍ୱାରପାଳ ନୁହେଁ ଦରକାର ପଡିଲେ କ୍ରୀତଦାସ ହେବୁ, ଓଡ଼ିଶାବାସୀଙ୍କ ସେବା ପାଇଁ ନିଜକୁ ସମର୍ପି ଦେବୁ : @pranabpdas
Devi Ranjan Tripathy retweeted
ସାରା ଓଡ଼ିଶା ଜାଣେ, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ "କଥା କମ୍, କାମ ବେଶି" ନୀତିରେ ବିଶ୍ୱାସ କରନ୍ତି। ଆଉ ସେ ଥରେ ଯାହା କହନ୍ତି, ତାହା କରି ଦେଖାନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ମଧ୍ୟ ସେ ଯାହା ପ୍ରତିଶ୍ରୁତି ଦେଇଥିଲେ, ଆଜି ସେ ତାହା ଗୋଟି ଗୋଟି କରି ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।
Devi Ranjan Tripathy retweeted
#Budget2023 has some good aspects which needs to be appreciated and there are some concerns which needs to be looked into and addressed. Good steps are, increased capital investment, support to drinking water initiatives and increasing rural housing.
Devi Ranjan Tripathy retweeted
ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ପାଇଁ ପ୍ରସ୍ତୁତ।
#JaiJagannatha 🙏🏻
#ରଥଯାତ୍ରା୨୦୨୨ #RathaJatra2022
Devi Ranjan Tripathy retweeted
ଆପଣଙ୍କ ଦଳର ବିଧାୟକ ବୋଲି ସେ କ'ଣ ଆଇନର ଉର୍ଦ୍ଧ୍ଵରେ? ଭାଇ, ଆପଣ ସଂସଦରେ ଆଇନ ତିଆରି କରୁଛନ୍ତି। ଆପଣ ଭଲ ଭାବେ ଜାଣନ୍ତି ଯେ ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ। ବିଜେଡି ସରକାରରେ ଆଇନ ଆଗରେ ସମସ୍ତଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଧ୍ଯ ସମସ୍ତେ ଭଲ ଭାବେ ଜାଣନ୍ତି।
Devi Ranjan Tripathy retweeted
କେହି ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନର ଶାସନ ଚାଲିଛି। ବିଗତ ତିନି ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡିର ତିନି ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ବେଳକୁ ଆପଣ ବିରୋଧ କରୁଛନ୍ତି କାହିଁକି?
Devi Ranjan Tripathy retweeted
.@dpradhanbjp ଭାଇ, ଆପଣ ବୋଧହୁଏ ଅବଗତ ନାହାନ୍ତି ଯେ ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ।
Devi Ranjan Tripathy retweeted
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଆହ୍ଵାନକ୍ରମେ ସାମାଜିକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ଭୁବନେଶ୍ବର ଓୟୁଏଟି ପରିସରରେ @odishabcjd ପକ୍ଷରୁ ଜଳଛତ୍ର ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହରେ ଲୋକଙ୍କ ତୃଷ୍ଣା ନିବାରଣ ପାଇଁ ଛାତ୍ରଗୋଷ୍ଠୀଙ୍କ କାର୍ଯ୍ୟ ସେବାର ଅନନ୍ୟ ବାର୍ତ୍ତା ଦେଉଛି। #BJDWithOdisha ସୌ-ସକାଳ
Devi Ranjan Tripathy retweeted
ୟୁପି ଓ ବିହାର ଭଳି ରାଜ୍ୟମାନଙ୍କରେ ଯେଉଁଭଳି ଭାବେ ମାତ୍ରାଧିକ ପରିମାଣର ହିଂସା ହେଉଛି, ତାହାକୁ ଓଡିଶା ଭଳି ଏକ ଶାନ୍ତି ପ୍ରିୟ ରାଜ୍ୟ ସହିତ ତୁଳନା କରିବା ନିନ୍ଦନୀୟ I ଏମିତି ଓଡିଶା ଏବଂ ଓଡିଶାବାସୀଙ୍କୁ ନିନ୍ଦିତ କରିବା ଅନୁଚିତ I
Devi Ranjan Tripathy retweeted
ସବୁ ଘଟଣାରେ ଓଡିଶା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କିନ୍ତୁ ବୋଧେ ଆପଣଙ୍କୁ ଓଡିଶା ବିଜେପି ନେତାମାନେ ଉଚିତ ଭାବରେ ଅବଗତ କରୁନାହାନ୍ତି I
Devi Ranjan Tripathy retweeted
.@dpradhanbjp ଭାଇ, ଆପଣଙ୍କୁ ବୋଧେ ଓଡିଶା ବିଜେପିର ନେତାମାନେ ଅବଗତ କରିନାହାନ୍ତି I ବାଣପୁର ଘଟଣାରେ ଏକ ଜାଲ ଗାଡି ନମ୍ବର ପ୍ଲେଟ ବ୍ୟବହାର ହୋଇଥିଲା, ଯେଉଁଥିପାଇଁ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଜାଲିଆତିର ସଂଗୀନ ଦଫା ପୋଲିସ ରୁଜୁ କରିସାରିଛି I
Devi Ranjan Tripathy retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ନାରୀ ସଶକ୍ତିକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ବିଜେଡି ସମସ୍ତ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ ୭୦% ଆସନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନେତୃତ୍ୱ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ।
Devi Ranjan Tripathy retweeted
ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନର ଅପୂର୍ବ ସୌଭାଗ୍ୟ ପ୍ରାପ୍ତ ହେଲା। ମନ୍ଦିର ଆଖପାଖରେ ଜାରି ରହିଥିବା ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିବା ସହ ମହାପ୍ରଭୁଙ୍କ ନିକଟରେ ମୋର ପ୍ରିୟ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କଲି।
















