
ବଡ଼ଗଡ଼କୁ ନୂତନ ବ୍ଲକ ଏବଂ ନୂତନ ବିଧାନସଭା ନିର୍ବାଚନୀ ମଣ୍ଡଳୀ ମାନ୍ୟତା। – President: @nnilmadhabpatra
Badagada Ganjam
Joined May 2026
- Tweets5
- Following4
- Followers9
- Likes6
ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ର ଆରାଧ୍ୟ ଦେବୀ ମା' ଫୁଲକାଶୁଣି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିଷ ନେଇ ଅବହେଳିତ ବଡ଼ଗଡ଼ ଅଞ୍ଚଳର ବିକାଶ ପାଇଁ ବଡ଼ଗଡ଼ ଅଞ୍ଚଳର ସ୍ଥାନୀୟ ବିଶିଷ୍ଟ ସମାଜସେବୀ ତଥା ଯୁବ ନେତା ଆମ ସମସ୍ତଙ୍କର ପ୍ରିୟ ନରସିଂହ ନୀଳମାଧବ ପାତ୍ର(ନୀଳ ଆନ୍ନା)@nnilmadhabpatraବଡ଼ଗଡ଼ ଡେଭେଲପମେଣ୍ଟ ଫୋରମ@BadagadaFର ସଭାପତି
1/3
1
118
ଭାବରେ ଦାୟିତ୍ୱ ଗ୍ରହଣ କଲେ।
ଆପଣ ମାନଙ୍କ ସହଯୋଗ ଓ ସମର୍ଥନରେ ବଡ଼ଗଡ଼କୁ ନୂତନ ବ୍ଲକ ଓ ନୂତନ ବିଧାନସଭା ନିର୍ବାଚନୀ ମଣ୍ଡଳୀ ମାନ୍ୟତା ପ୍ରଦାନ କରିବା ପାଇଁ ଆମେ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦେଇ ଅନୁରୋଧ କରିଛନ୍ତି।
@sosakalinga
@kalingasena26
@narasimhafoundn
#Badagada #NarasimhaNilamadhabPatra #NilaAnna
2/3
1
11
Badagada Development Forum retweeted
A new development push for Ganjam is taking shape under Odisha Vision.
From AIIMS Plus ambitions for MKCG to Bahuda Deep Sea Port, NH-16 6-lane expansion, Gopalpur tourism hub, Textile Park & mega water projectsthe district is being positioned as a major growth engine for South Odisha. (1/2)
#Ganjam #Odisha
Badagada Development Forum retweeted
#ବିକଶିତଓଡ଼ିଶା ଲକ୍ଷ୍ୟରେ ଗୋପାଳପୁରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର, ବାହୁଦା ଗଭୀର ସମୁଦ୍ର ବନ୍ଦରର ବିକାଶ, ବୃହତ୍ ବ୍ରହ୍ମପୁର ମହାନଗର ନିଗମର ସାମଗ୍ରିକ ଉନ୍ନତି ସହ ବିଭିନ୍ନ ୨୫ଟି ପ୍ରମୁଖ ପଦକ୍ଷେପ ଉପରେ ଜିଲ୍ଲାପାଳ, ଗଞ୍ଜାମ ଏକ ଉତ୍ସାହଜନକ ଓ ଦୂରଦର୍ଶୀ ରୋଡମ୍ୟାପ ଉପସ୍ଥାପନ କରିଥିଲେ ।





