Jyotiranjan Panda (@JP5086) profile picture
Joined November 2023
Photo by Jyotiranjan Panda (@JP5086)Photo by Jyotiranjan Panda (@JP5086)Photo by Jyotiranjan Panda (@JP5086)Photo by Jyotiranjan Panda (@JP5086)Photo by Jyotiranjan Panda (@JP5086)Photo by Jyotiranjan Panda (@JP5086)Photo by Jyotiranjan Panda (@JP5086)Photo by Jyotiranjan Panda (@JP5086)Photo by Jyotiranjan Panda (@JP5086)Photo by Jyotiranjan Panda (@JP5086)
Jyotiranjan Panda retweeted
ଆଗକୁ ପରୀକ୍ଷା ଥିବାରୁ କନିଷ୍ଠ ଶିକ୍ଷକ ମାନଙ୍କ ଆନ୍ଦୋଳନ କୁ ସ୍ଥଗିତ ରଖାଗଲା,ଯଦି ପରୀକ୍ଷା ଶେଷ ସୁଦ୍ଧା ସରକାର ପଦକ୍ଷେପ ନେଇ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ନ କରନ୍ତି,ଆଗାମୀ ଦିନ ରେ ଓଡ଼ିଶା ଦେଖିବ ବିରାଟ ଆନ୍ଦୋଳନ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଉଚ୍ଚ ନ୍ୟାୟାଳୟ ରେ ସତ୍ୟପାଠ ଦାଖଲ କରି ରହିତାଦେଶ ଉଠାଇ ନିୟମିତ କରନ୍ତୁ।
115
920
7
427
5,025
Jyotiranjan Panda retweeted
୫ମାସ ଧରି ମାନସିକ ନିର୍ଯାତନା ସହିଲା ପରେ ବାଧ୍ୟ ହେଲୁ ଆନ୍ଦୋଳନ ପାଇଁ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠଶିକ୍ଷକ ଙ୍କୁ ନିୟମିତ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କଲେ ନାହିଁ।ଯେତେଦିନ ଯାଏ ବିଭାଗ ସତ୍ୟପାଠ ଦାଖଲ କରିବେ ନାହିଁ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟସରକାର ଓ ବିଭାଗ ଦାୟୀ ରହିବେ
115
923
6
380
4,308
Jyotiranjan Panda retweeted
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ବିଜ୍ଞପ୍ତି ଆଇନ ର କାଠଗଡା ରେ ଛିଡା ହୋଇଛି।କନିଷ୍ଠ ଶିକ୍ଷକ(ଯୋଜନାଭିତ୍ତିକ)ମାନେ ନିୟମିତ ହୋଇନାହାନ୍ତି।ଆସନ୍ତା ଗୁରୁଦିବସ ଭିତରେ ଯଦି ଏହାର ସମାଧାନ ନହୁଏ ବିରାଟ ଆନ୍ଦୋଳନ ହେବ,ବିଦ୍ୟାଳୟ ବନ୍ଦ ରହିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟ ସରକାର ଦାୟୀ ରହିବେ।
153
1,045
7
484
6,672
Jyotiranjan Panda retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି କାର୍ଯ୍ୟକ୍ଷମ ହେଉନାହିଁ,ମୁଖ୍ୟମନ୍ତ୍ରୀ ଙ୍କ ନିୟମିତ କରିବାର ନିଷ୍ପତ୍ତି କୁ ମାନ୍ୟବର କୋର୍ଟ ରୋକ୍ ଲଗାଇଛନ୍ତି।ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସତ୍ୟପାଠଦାଖଲକରିନାହାନ୍ତି।ଖାଲି ସମୟ ମାଗୁଛନ୍ତି।କନିଷ୍ଠ ଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି।ତୁରନ୍ତ ସମାଧାନ କରନ୍ତୁ। @CMO_Odisha
136
1,170
9
448
5,110
Jyotiranjan Panda retweeted
କନିଷ୍ଠଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ରୋକ୍ ଲଗେଇଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ।ବିଭାଗ ତରଫରୁ ସତ୍ୟପାଠ ଦାଖଲ କରାଯାଉନାହିଁ।ବାରମ୍ବାର ସମୟ ଗଡାଯାଉଛି।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପକରି ସମାଧାନ କରନ୍ତୁ। @CMO_Odisha @MohanMOdisha @NityanandaBJP @SMEOdisha
249
1,569
11
638
7,739
Jyotiranjan Panda retweeted
ସରକାରୀ ବିଦ୍ୟାଳୟ ରେ ସମସ୍ତ ସୁବିଧା ସୁଯୋଗ ଅଛି ଉତ୍ତମ ପ୍ରଶିକ୍ଷିତ ଶିକ୍ଷକ ମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି।ସମସ୍ତେ ଆମେ ସରକାରୀ ବିଦ୍ୟାଳୟ କୁ ହିଁ ବାଛିବା। ସରକାର ଙ୍କ ଆହ୍ୱାନ କୁ ଓଡିଶା କନିଷ୍ଠ ଶିକ୍ଷକ ସଂଘ ସମର୍ଥନ କରୁଛି। @SMEOdisha @dpradhanbjp @NityanandaBJP @IPR_Odisha @MohanMOdisha @CMO_Odisha
30
413
2
263
5,337
Jyotiranjan Panda retweeted
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ। @CMO_Odisha @NityanandaBJP @SMEOdisha @dpradhanbjp
282
1,711
12
587
9,293
Jyotiranjan Panda retweeted
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କୁ ମୁଖ୍ୟମନ୍ତ୍ରୀ ୬ମାସ ତଳେ ନିୟମିତ କରିବାକୁ ଘୋଷଣା କରିଥିଲେ,କିନ୍ତୁ ସରକାରୀ ନିର୍ଦ୍ଦେଶନାମା ବାହାର କରିବାରେ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମନ୍ତ୍ରୀ ବିଫଳ,ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି କିଏ ? @MohanMOdisha @dpradhanbjp @NityanandaBJP @SMEOdisha @SecyChief .
162
1,120
6
364
5,610
Jyotiranjan Panda retweeted
Replying to @NityanandaBJP
ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି କୁ ଏଯାଏ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।ଆଜିକୁ ୬ ମାସ ତଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ କିନ୍ତୁ ଦୁଃଖ ର ବିଷୟ ଏଯାଏ ଆମେ ଯୋଜନା ଭିତ୍ତିକ।ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି ଗଣଶିକ୍ଷା ବିଭାଗ। @CMO_Odisha
12
267
1
113
1,731
Jyotiranjan Panda retweeted
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ? @CMO_Odisha @MohanMOdisha @NityanandaBJP @SMEOdisha
358
1,962
20
709
11,906
Jyotiranjan Panda retweeted
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଜନ୍ମଦିନ ର ଅନେକ ଶୁଭେଚ୍ଛା ଓ ଶୁଭକାମନା,ମହାପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଥାଉ,ଓଡିଶା ର ପ୍ରଗତି କୁ ଏକ ନୂତନ ଦିଗ ମିଳୁ ଏତିକି କାମନା।କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଘୋଷଣାକୁ ତ୍ୱରିତ ଭାବେ ସରକାରୀ ନିର୍ଦ୍ଦେଶନାମା ରେ ପରିଣତ କରିବାକୁ ଅନୁରୋଧ @MohanMOdisha
93
847
4
328
6,310
Jyotiranjan Panda retweeted
ଦୀର୍ଘ ୪ ମାସ ପରେ ବି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ୨୦୨୫ ମସିହା ସରିବାକୁ ବସିଲା,କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)ଙ୍କ ନିୟମିତ କେବଳ ଘୋଷଣାରେ ସୀମିତ।ଏଯାଏ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ,କେବେ ହେବୁ ନିୟମିତ ? @CMO_Odisha @dpradhanbjp @NityanandaBJP @SMEOdisha @SamalManmohan7
194
1,340
10
420
7,589
#ରାଜଧାନୀରେ_ଶିକ୍ଷକ_ସଂଘର_ଗର୍ଜନ - ରାଜଧାନୀରେ କନିଷ୍ଠ ଶିକ୍ଷକ ସଂଘର ଗର୍ଜନ - ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ - ଭୁବନେଶ୍ବର ଲୋୟର ପିଏମଜିରେ ଧାରଣା - ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲା ସଂଘ - ନିୟମିତ ପ୍ରତିଶ୍ରୁତି ଦେଇ ପାଳନ କରୁନଥିବା ଅଭିଯୋଗ - ଅଗଷ୍ଟ ୨୨ରେ ନିୟମିତ କରିବା ପାଇଁ ସରକାର ଘୋଷଣା କରିଥିଲେ #Smabad #TeacherProtest #Bhubaneswar #Odisha
2
15
93
4,437
Jyotiranjan Panda retweeted
#ଆନ୍ଦୋଳନରେ_ଓଡ଼ିଶା_କନିଷ୍ଠ_ଶିକ୍ଷକ_ସଂଘ ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ଲୋୟର ପିଏମ୍‌ଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା । #Protest #Teacher #Odisha #KanakNews
1
11
23
822
Jyotiranjan Panda retweeted
ଆସନ୍ତା ୧୦/୧୨/୨୦୨୫ ରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସାମୁହିକ ଛୁଟି ନେଇ ଭୁବନେଶ୍ୱର ରେ ଗାନ୍ଧୀ ମାର୍ଗରେ ଲଢେଇ ହେବ।ଦୀର୍ଘ ତିନିମାସ ରୁ ଉର୍ଦ୍ଧ୍ବ ସମୟ ବିତିଗଲା ପରେ ମଧ୍ୟ ଏଯାଏ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ସରକାରୀ ନିର୍ଦ୍ଦେଶ ଆସିପାରିଲା ନାହିଁ,ତେଣୁ ଏବେ ଗାନ୍ଧୀ ମାର୍ଗ ହିଁ ଶେଷପନ୍ଥା @CMO_Odisha @NityanandaBJP @SMEOdisha
64
713
2
286
6,684
Jyotiranjan Panda retweeted
ରାଜ୍ୟ ସରକାରଙ୍କ ଘୋଷଣା କୁ ତିନିମାସ ରୁ ଅଧିକ ସମୟ ବିତିଲାଣି କନିଷ୍ଠଶିକ୍ଷକ ମାନଙ୍କୁ ନିୟମିତ କରିବା କେବଳ ଘୋଷଣା ରେ ସୀମିତ ରହିଯାଇଛି।ସରକାରୀ ନିର୍ଦ୍ଦେଶନାମା କେବେ ପ୍ରକାଶ ହେବ ? ଦୟାକରି ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ। @MohanMOdisha @CMO_Odisha @dpradhanbjp @NityanandaBJP @SMEOdisha @SecyChief
433
2,097
34
726
12,206
Jyotiranjan Panda retweeted
Replying to @sofiafirdous1
@sofiafirdous1 @sofiafirdous1 @sofiafirdous1 #spouse_elementaryteacher Allow to all Elementary spouse Teacher for transfer. You are right mam we hope you must present in Odisha legislative assembly winter session about our matter.
21
71
2
27
373
ELEMENTARY SPOUSE TEACHER TRANSFER ଆଜିର ସମ୍ବିଧାନ ଦିବସ ରେ ଅଣସାମ୍ବିଧାନିକ ନିଷ୍ପତ୍ତି ଆଉ ନିୟମ ର ଘୋର ବିରୋଧ କରୁଛି ପ୍ରାଥମିକ ଶିକ୍ଷକ ସଂଘ... ଶିକ୍ଷକ ଦମ୍ପତି ବଦଳି କେବଳ KBK ଜିଲ୍ଲା ନିଷ୍ପତ୍ତି ର ପୁନର୍ବିଚାର ଆମର ଦାବି @CMO_Odisha @MohanMOdisha @NityanandaBJP @SMEOdisha
4
1
23
ପ୍ରାଥମିକ ଶିକ୍ଷକ ଦମ୍ପତି ବଦଳି କ୍ଷେତ୍ରରେ ହୋଇଥିବା ପକ୍ଷପାତିତା କୁ ଓଡ଼ିଶାର ସମସ୍ତ ଶିକ୍ଷକ ଦମ୍ପତି ପରିବାର ମନେରଖିବେ.... ଆଜିର ବଦଳି ନିର୍ଦେଶ ଓଡ଼ିଶା ର ହଜାର ହଜାର ପ୍ରାଥମିକ ଶିକ୍ଷକ ଦମ୍ପତି ଙ୍କ ଆଖିରେ ଲୁହ ଭରିଦେଇଛି।KBK ଜିଲ୍ଲା କୁ ଛାଡ଼ିଦେଲେ ବାକି 27 ଜିଲ୍ଲା ଏହାକୁ ନିଶ୍ଚୟ ମନେରଖିବ @CMO_Odisha @NityanandaBJP
5
1
30