Zilla Parishad Nuapada (@NAdministration) header
Zilla Parishad Nuapada (@NAdministration) profile picture

Zilla Parishad , Nuapada

Nuapada, India
Joined August 2018
Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ା ସିନାପାଲି ବ୍ଲକ୍ ଗସ୍ତ କରି ବାତ୍ୟା ଅର୍ଣ୍ଣବ ମୁକାବିଲା ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ଏହା ସହ "ମାଁ ଗୃହ" ପରିଦର୍ଶନ କରି ଗର୍ଭବତୀ ମାଁମାନଙ୍କ ସୁରକ୍ଷା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
1
3
147
ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିର ଅଂଶସ୍ୱରୂପ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ା, ବିଡିଓ ସିନାପାଲି, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବରଗାଁ ଗ୍ରାମ ପଞ୍ଚାୟତସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। @CMO_Odisha @IPR_Odisha @SRC_Odisha @rdmodisha
1
1
4
123
ଏହି ଅବସରରେ ବାତ୍ୟାର ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଥିଲା।
1
39
CDO-cum-EO, Zilla Parishad, Nuapada, along with the BDO, Boden, AEE, Sarpanch and PEO of Karlakote Gram Panchayat, visited the cyclone shelter at Karlakote GP to review preparedness and assess the arrangements for effective cyclone management and public safety.
1
1
6
167
A preparatory meeting was convened by the Addl EO (Admin), Zilla Parishad, Nuapada, at Komna Block in view of the possibility of Cyclone ‘Arnab’, heavy rainfall and strong winds in Nuapada district. @CMO_Odisha @IPR_Odisha @SRC_Odisha @rdmodisha @DM_Nuapada
1
3
149
ନୂଆପଡ଼ା ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’, ପ୍ରବଳ ବର୍ଷା ଓ ଝଡ଼ ପବନକୁ ଦୃଷ୍ଟିରେ ରଖି ବୋଡ଼େନ ବ୍ଲକଠାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। @CMO_Odisha @IPR_Odisha @SRC_Odisha @rdmodisha @DM_Nuapada
1
3
96
ନୂଆପଡ଼ା ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’, ପ୍ରବଳ ବର୍ଷା ଓ ଝଡ଼ ପବନକୁ ଦୃଷ୍ଟିରେ ରଖି ସିନାପାଲି ବ୍ଲକଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। @CMO_Odisha @IPR_Odisha @SRC_Odisha @rdmodisha @DM_Nuapada
1
1
3
100
ଏହି ବୈଠକରେ BDO, ତହସିଲଦାର, ଅତିରିକ୍ତ ତହସିଲଦାର, CDPO, BAO, MI, ଅତିରିକ୍ତ BEO (ଭାରପ୍ରାପ୍ତ), JE, RWS&S ଅଧିକାରୀ ଏବଂ ଚିକିତ୍ସା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
1
1
36
#SUPFreeNuapada 🚯 On 24 October 2026, eight dedicated District Swachhata Teams spearheaded the #SUPFreeNuapada campaign across all Blocks and NACs. #SwachhNuapada
1
2
5
265
Conducting *50+ awareness activities, collecting 1.5 tonnes of plastic waste, seizing 100+ kg of banned single-use plastic, and imposing fines amounting to ₹47,500.*
1
4
80
୨୪.୧୦.୨୦୨୬ରେ ନୂଆପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ କୋମନା ବ୍ଲକ ଅଞ୍ଚଳରେ ଆୟୋଜିତ ହୋଇଥିଲା। #DistrictSwachhataDivas #SwachhNuapada #SUPFreeNuapada #SevaSankalpaAbhiyan
1
1
4
145
ବ୍ଲକ୍ ଓ ଗ୍ରାମପଞ୍ଚାୟତ ପ୍ରତିନିଧି ଓ କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କ ସହଭାଗିତାରେ ୨୭୦ କି.ଗ୍ରା. ପ୍ଲାଷ୍ଟିକ ବର୍ଜ୍ୟ ସଫା କରାଯାଇଥିବା ବେଳେ ୧୨.୫ କି.ଗ୍ରା. ନିଷିଦ୍ଧ SUP ଜବତ ଏବଂ ୭,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।
1
32
Special SUP Enforcement Drive at Khariar Road under the leadership of Sub-Collector, Nuapada. 106 kg banned Single-Use Plastic seized ₹34,000 fine collected Zero tolerance for plastic pollution, maximum sensitization for a cleaner, greener & SUP-Free Nuapada!
1
2
5
182
Today, CDO-cum-EO, ZP, Nuapada, visited the homes of Smt. Kamala Raut and Smt. Kamaleswari Majhi under Komna Block to address their grievances. @CMO_Odisha @IPR_Odisha @PRDeptOdisha
1
1
171
Necessary instructions were issued to facilitate eligible housing and pension benefits for Smt. Raut and explore livelihood support for Smt. Majhi under PMEGP. The visit reflects the administration’s commitment to inclusive development and improved livelihood opportunities.
63
On 17.10.2026, marking the culmination of the Swachhata Hi Seva under Seva Sankalpa Abhiyan, eight dedicated District Swachhata Teams carried the #SUPFreeNuapada campaign across all Blocks and NACs, @CMO_Odisha @IPR_Odisha @PRDeptOdisha @UNICEFIndia @DM_Nuapada
1
1
2
244
conducting 40+ awareness activities, collecting 1.3 tonnes of plastic waste, seizing 100+ kg of single-use plastic, and imposing fines amounting to ₹15,000.
1
1
3
109
On 17.10.2026, CDO-cum-EO, ZP Nuapada, led a vibrant #Swachhata drive at Kurumpuri GP, Komna Block, bringing together GP teams and villagers to strengthen the spirit of cleanliness and community ownership. @CMO_Odisha @IPR_Odisha @PRDeptOdisha @UNICEFIndia @DM_Nuapada
1
1
1
150
Enforcement activities were also conducted in market areas to ensure compliance and promote a cleaner environment. #DistrictSwachhataDivas #SwachhNuapada #SUPFreeNuapada #SwachhataHiSeva
34
The PD, DUDA, along with the Executive Officer (EO), NAC Khariar Road, visited various ongoing development projects and reviewed their progress. @CMO_Odisha @IPR_Odisha @HUDDeptOdisha @DM_Nuapada
1
1
154
A review meeting was also held with the NAC staff to assess developmental activities and discuss measures for improving implementation and ensuring timely completion of the projects.
23
Today, the CDO-cum-EO, ZP, Nuapada, along with the Dy-CEO, ORMAS, Nuapada, visited Batibahal, Michhapali and Siletpani to interact with beneficiaries, discuss various issues and concerns, and review the progress of ongoing developmental activities under ORMAS, Nuapada.
1
4
168
Today, the CDO-cum-EO, Zilla Parishad, Nuapada, visited Agren and Jhagrahi Gram Panchayats under Komna Block to review developmental works under VB-G RAM G, along with the progress of rural housing (RH) works. @CMO_Odisha @IPR_Odisha @PRDeptOdisha @NuapadaHousing
3
137
ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୬୪ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୫୭ଟି ବ୍ୟକ୍ତିଗତ ଓ ୭ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। @CMO_Odisha @IPR_Odisha @DM_Nuapada
1
2
121
ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜ଼ିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବନଖଣ୍ଡ ଅଧିକାରୀ କେନ୍ଦୁପତ୍ର, ଏବଂ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ।
1
2
25
ଶ୍ରୀମତୀ ଅନ୍ୟା ଦାସ, ଭା.ପ୍ର.ସେ. (IAS), ଆଜି ନୂଆପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। @CMO_Odisha @IPR_Odisha
1
5
190
Today, the CDO-cum-EO, ZP, Nuapada visited Godal, Ghuchaguda, and Kendumunda GPs. During the visit, he verified polling booths for the PRI elections, interacted with Rural Housing beneficiaries, and inspected ongoing VB G RAM G development projects.
1
1
1
104
He also held a review meeting with the PEO, ADEO, JE, and BFT at the Kendumunda GP Office.
23
ମାସିକ କର୍ମଚାରୀ ବୈଠକ ଓ ବୁକ୍ ସର୍କୁଲାର-୪୭ର ସଠିକ୍ କାର୍ଯ୍ୟକାରୀତା ଓ ଏହାର ବିଭିନ୍ନ ନିର୍ଦ୍ଦେଶାବଳୀର ପାଳନ ନେଇ ଆଜି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ କକ୍ଷରେ ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।
1
2
88
ମୁଖ୍ୟ ଉନ୍ନୟନ ଅଧିକାରୀ ବୁକ୍ ସର୍କୁଲାର-୪୭ର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଜନପ୍ରତିନିଧିଙ୍କ ସହ ଶିଷ୍ଟାଚାରପୂର୍ଣ୍ଣ ଆଚରଣ, ସମୟବଦ୍ଧ ପତ୍ରାଚାର ଓ ଉପଯୁକ୍ତ ରେକର୍ଡ ସଂରକ୍ଷଣ ସୁନିଶ୍ଚିତ କରିବାକୁ ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
14
Addl EO (Admin), Zilla Parishad, Nuapada, visited 10 polling booths across Sinapali & Bargaon GPs under Sinapali Block to inspect basic amenities ahead of the PRI Elections. @CMO_Odisha @IPR_Odisha @PRDeptOdisha
1
1
1
108
A review meeting with Village MATEs (Gaon Sathis), GRSs, ADEOs, JEs & PEOs was also held on VB-G RAM G, CFC & SFC works.
38