NHM Bhadrak retweeted
ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରିତାର ସମୀକ୍ଷା ବୈଠକ ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।
NHM Bhadrak retweeted
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ,ଭଦ୍ରକ ଜରୁରୀକାଳୀନ କକ୍ଷ ର ତଦାରଖ କରୁଛନ୍ତି। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଙ୍କ ସମେତ ଡେପୁଟି କଲେକ୍ଟର ମଧ୍ୟ ଉପସ୍ଥିତ ଅଛନ୍ତି।
NHM Bhadrak retweeted
ବାତ୍ୟା ‘ଅକବାନ୍'କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ରେ ଗର୍ଭବତୀ ମାଆ ମାନଙ୍କୁ ନିକଟସ୍ଥ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯିବା ସହିତ ବିପଦପୁର୍ଣ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ନିରାପଦ ଆଶ୍ରୟସ୍ଥଳରେ ରଖାଯାଉଛି।
NHM Bhadrak retweeted
ବାତ୍ୟା ‘ଆକ୍ଭାନ" ର ପ୍ରଭାବ ପାଇଁ ବିଭିନ୍ନ ଆଶ୍ରୟ ସ୍ଥଳ କୁ ସ୍ଥାନାନ୍ତରିତ ହୋଇଆସିଥିବା ଜନସାଧାରଣ ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ସହିତ ଡାକ୍ତରୀ ଦଳ ଦ୍ୱାରା ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି।
#CyclonePreparedness
#Akvan
#Bhadrak
NHM Bhadrak retweeted
ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) କାର୍ଯ୍ୟାଳୟରେ ହାଇବ୍ରିଡ୍ ମୋଡ୍ରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଜୋଶ୍ (Joint Squad for Health-JOSH) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଉଦ୍ଘାଟନ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ କେନ୍ଦ୍ର ସ୍ତରରେ ଆୟୋଜିତ ଜାତୀୟ ଉଦ୍ଘାଟନର ଅଂଶବିଶେଷ।
NHM Bhadrak retweeted
ଜିଲ୍ଲା ପ୍ରଶାସନ ତରଫରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ଚିକିତ୍ସ ଶିବିର କରାଯିବା ସହିତ ଘରେ ଘରେ ଶୁଦ୍ଧ ପାନୀୟ ଜଳ ପାଇଁ ଆଶା କର୍ମୀ ଙ୍କ ଦ୍ୱାରା ହାଲୋଜେନ ବଟିକା ବଣ୍ଟନ କରାଯାଉଛି।ତେଣୁ ଜନ ସାଧାରଣଙ୍କୁ ଅନୁରୋଧ ସତର୍କ ରହୁନ୍ତୁ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ।
NHM Bhadrak retweeted
ଶିଶୁ ଓ କିଶୋର-କିଶୋରୀଙ୍କୁ କୃମି ସଂକ୍ରମଣରୁ ମୁକ୍ତ ରଖି ସେମାନଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଭଦ୍ରକ ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ – ଅଗଷ୍ଟ ପର୍ଯ୍ୟାୟ ୨୦୨୬ ପାଳିତ ହୋଇଯାଇଛି।
NHM Bhadrak retweeted
ଏହି ଅବସରରେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ରାଜଘରପୋଖରୀ ଗ୍ରାମ ପଂଚାୟତ ହାଇସ୍କୁଲ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଭଦ୍ରକ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାପାଳ,ଭଦ୍ରକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଥିଲେ।
NHM Bhadrak retweeted
ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାପାଳ,ଭଦ୍ରକ ଅଧ୍ୟକ୍ଷତା ରେ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
NHM Bhadrak retweeted
#regularizeNHMmanagementstaff
ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନକି ସହୃଦୟତାର ସହିତ ଶୀଘ୍ର #NHMOdisha ଅଧୀନରେ କାର୍ଯ୍ୟରତ ପରିଚାଳନା (Management) କର୍ମଚାରୀଙ୍କୁ ସ୍ଥାୟୀ କରାନ୍ତୁ🙏
@CMO_Odisha
@MohanMOdisha
@MahalingMukesh
@SamalManmohan7
@SecyChief
@HFWOdisha @nhmodisha
NHM Bhadrak retweeted
Don't ignore these signs and symptoms of heat illnesses in Children!
Provide first-aid
Seek immediate medical care if symptoms worsen
#BeatTheHeat
NHM Bhadrak retweeted
ପବିତ୍ର #କୁମାରପୂର୍ଣ୍ଣିମା ଏବଂ #ଗଜଲକ୍ଷ୍ମୀପୂଜା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା l ଧନଦାତ୍ରୀ ମା' ଗଜଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନରୁ ଦୁଃଖ, ଦାରିଦ୍ର୍ୟ ଦୂର ହେଉ l
NHM Bhadrak retweeted
Good nutrition is the foundation of a healthy and happy future.
Make the right food choices and see the difference!
#HealthForAll
NHM Bhadrak retweeted
ନିମ୍ନପ୍ରଦତ୍ତ ଟୀକାକରଣ ସୂଚୀ ଅନୁସାରେ ଠିକ୍ ସମୟରେ ସଠିକ୍ ଟୀକା ଦେଇ ନିଜ ଶିଶୁକୁ ସୁରକ୍ଷିତ ରଖନ୍ତୁ। ଆପଣଙ୍କ ଶିଶୁ ନେଉଥିବା ଟୀକାର ତଥ୍ୟ
ୟୁ-ୱିନ୍ ପୋର୍ଟାଲରେ ଅପଡେଟ୍ କରନ୍ତୁ I #OdishaCares
NHM Bhadrak retweeted
ମାନ୍ୟବର ମନ୍ତ୍ରୀ,ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ଙ୍କ କରକମଳରେ ଆଜି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଗୁଆମାଳସ୍ଥିତ ଆୟୁସ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ,ଭଦ୍ରକ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଲୋକପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।
NHM Bhadrak retweeted
ଆରୋଗ୍ୟଂ ପରମଂ ଧନମ ।
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଯୋଜନା ରେ ତିହିଡ଼ି ଗୁଆମାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନବନିର୍ମିତ ଗୃହର ଶୁଭ ଉଦଘାଟନ ହୋଇଛି । ଏଥି ସହିତ ଆଧୁନିକ ଉପକରଣ ମାଧ୍ୟମରେ ୬୫ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ମଧ୍ୟ ଉପଲବ୍ଧ କରାଯିବ । ସ୍ଥାନୀୟ ଲୋକଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ।
NHM Bhadrak retweeted
#HealthForAll | Breastfeeding builds the foundation of a healthy life!
It boosts growth, strengthens immunity, enhances brain development, and lowers the risk of infections and chronic diseases. Let’s support and promote breastfeeding — because every child deserves the best start in life.
NHM Bhadrak retweeted
ତିହିଡ଼ି ବ୍ଲକ୍ ରେ ଅଭିଯୋଗ ପ୍ରକୋଷ୍ଠ ସମାପନ ପରେ ଆଜି ଜିଲ୍ଲାପାଳ,ଭଦ୍ରକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର,ଗୁଆମାଳସ୍ଥିତ ଆୟୁସ୍ମାନ ଆରୋଗ୍ୟ ମନ୍ଦିର କୁ ପରିଦର୍ଶନ ରେ ଯାଇଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।
NHM Bhadrak retweeted
#InternationalYogaDay2025
Observation of International Yoga Day at CHC Barapada, Bhadrak on 21th June 2025
@CdmoBhadrak
@NHMBhadrak



























































