Make jts regular...do follow your promise and stop making just political agendas
ଡବଲ ଇଞ୍ଜିନ ସରକାର କୁଆଡେ ଡବଲ ବିକାଶ କରୁଥିଲା ?
ଶିକ୍ଷକ ମାନେ କେତେ ଆଶାରେ ଆପଣଙ୍କ ଉପରେ ଭରଷା କରିଥିଲେ ହେଲେ ଆପଣମାନେ କଣ କଲେ ?
ଗୋଟେ ଠିକା ନିଯୁକ୍ତି ପାଇଁ ଏତେବଡ଼ ନିଯୁକ୍ତି ସମାରୋହ ହେଲା କିନ୍ତୁ ଶିକ୍ଷକଙ୍କ ଦରମା 11100, କେତେ ହାସ୍ୟାସ୍ପଦ କଥା ଆପଣ ନିଜେ ବିଚାର କରନ୍ତୁ ମୋହନ ସରକାର !!!
ସବୁ କେବଳ ପ୍ରହସନ ଆଉ କିଛି ନୁହଁ
13
SO CALLED 5T system govt kindly provide us with some benefits.we are not demanding money or anything else just hoping for an opportunity for us . Kindly release LTR for aspirants like us..
ହେ ସରକାର @CMO_Odisha ? ଆଜ କୁ ପ୍ରାୟ ଗୋଟେ ବର୍ଷ ପରେ ହେଲାଣି LTR NOTIFICATION ଆସିବ ବୋଲି ଆସି ପାରୁନାହିଁ । ଦୟାକରି ଯଥାଶୀଘ୍ର NOTIFICATION ବାହାର କରନ୍ତୁ
Hon'ble Respected
@bjd
@MoSarkar5T
@PradeepJenaIAS
@SecyChief
@Vkpandianfancl1
@IPR_Odisha
@marndi_sudam
@VKPandiyan
23





