Titu panda (@Titupanda2) header
Titu panda (@Titupanda2) profile picture

ଭଲ ଲାଗେ ସେଇ ଶୁନଶାନ ଅନ୍ଧାର ରାତି, ଯେଉଁଠି ମଣିଷ ମାନଙ୍କ ଯାତାୟତ ନଥାଏ। Standing strong for Odisha's development with the vision of BJD

Joined January 2019
Photo by Titu panda (@Titupanda2)Photo by Titu panda (@Titupanda2)Photo by Titu panda (@Titupanda2)Photo by Titu panda (@Titupanda2)Photo by Titu panda (@Titupanda2)Photo by Titu panda (@Titupanda2)Photo by Titu panda (@Titupanda2)Photo by Titu panda (@Titupanda2)Photo by Titu panda (@Titupanda2)Photo by Titu panda (@Titupanda2)
ନବୀନ ବାବୁ କିଛି କରିନାହାନ୍ତି କହୁଥିବା @BJP4Odisha ଟିକିଏ ଦେଖିବେ ନିଶୁଳ୍କ 'BIJU EXPRESSWAY' କେତେ ସୁନ୍ଦର। ନବରଙ୍ଗପୁର ରୁ କନ୍ଧମାଳ... @narendramodi ଜୀଙ୍କ NH ଭଳି ନୁହଁ ଯାହା ଓଡିଶା ମଧ୍ୟରେ KM ପିଛା ଏବେ ପ୍ରାୟ ଦେଢ଼ ରୁ ଦୁଇଟଙ୍କା ଦେବାକୁ ହୁଏ। @sasmitpatra @BhruguOdisha @Naveen_Odisha @AdvGantayat
145
55
15
669
80,558
ଭାରତର ନ୍ୟାୟ ବ୍ୟବସ୍ଥା। 🙂 ଏଇଠି ବଳାତ୍କାର କରିଥିବା ବ୍ୟକ୍ତିଙ୍କୁ କୁଆଡେ ଏ ମୋଦି ସରକାର ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରୁଥିଲେ। 🙂
-ବିଲକିସ୍‌ ବାନୋ ଗଣବଳାତ୍କାର ମାମଲା: ୨ ଦୋଷୀଙ୍କୁ ଜାମିନ -ଆଜୀବନ କାରାଦଣ୍ଡ ଭୋଗୁଥିବା ୨ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ -୧୭ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍‌ରେ ରହିବା ଓ ଭିନ୍ନକ୍ଷମତା ଆଧାରରେ ଜାମିନ ମଞ୍ଜୁର -ଜାମିନର ସର୍ତ୍ତ ନିର୍ଦ୍ଧାରଣ ପାଇଁ ଟ୍ରାଏଲ୍‌ କୋର୍ଟକୁ ଦାୟିତ୍ୱ ଦେଲେ ସର୍ବୋଚ୍ଚ ଅଦାଲତ -ଏହି ମାମଲାରେ ମୋଟ୍‌ ୧୧ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ #BilkisBanoCase #SupremeCourt #Dharitri 📲 Follow Dharitri – Odisha’s No.1 Odia Daily 📰✨
14
ଓଡିଶା ପାଇଁ ଲଢ଼ୁଥିବା ଜଣେ ଯୁବ ନେତା @manojsenapati08 ❤️🙏 ଏମିତି ଲଢ଼େଇ ଜାରୀ ରହୁ...stay blessed always
2
1
16
327
Thank you so much @Naveen_Odisha sir ଏମାନେ @otvkhabar ସାମ୍ବାଦିକତା କରୁ ନାହାନ୍ତି, ବାସ ଚାଟୁକାରିତା କରିବା ଏମାନଙ୍କ କାମ।
2
30
1,330
Mam... @JagiPanda ମୁଁ ଭାବୁଥିଲି ଆପଣ ବହୁତ ଭଲ ଟେ କିନ୍ତୁ ଏବେ ସବୁ ଜାଣୁଛି। ଯେଉଁ @otvkhabar ରେ ବିଧାୟକ ଙ୍କ ସ୍ତ୍ରୀଙ୍କ କଥା ଦେଖେଇଲେ ଥରେ ତାଙ୍କର IT-cell କୁ କେମିତି ଉସୁକାଇ ଆମ ମାନଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଭାବରେ ଅଶ୍ଳୀଳ ଭାଷା ଲେଖୁଥିଲେ ଥରେ ଦେଖନ୍ତୁ। Mam... ସତ ଖବର ପ୍ରସାରଣ କରନ୍ତୁ। @SP_BRAHMAPUR ଦେଖିବେ
ଏମିତି ଅନେକ ପୋଷ୍ଟ ଆମ ନାଁର ଓ ମହିଳା କର୍ମୀଙ୍କ ନାଁ ରେ ପୋଷ୍ଟ କରୁଥିଲେ BJP @dyan_mina ଙ୍କ IT-cell ମୋ ୧୧ବର୍ଷର ଛୁଆକୁ ବି ଛାଡି ନଥିଲେ ତାହା ମୁଁ ପୋଷ୍ଟ କରିପାରିବି ନାହିଁ, ସେବେ ଆମ IT-cell ନଥିଲା। କିନ୍ତୁ @SP_BRAHMAPUR ଏବେ MLAଙ୍କ ସ୍ତ୍ରୀ ଆସି ଅଭିନୟ କରୁଛନ୍ତି। Sir @Naveen_Odisha ଆମେ କେବେ ଏମିତି ଲେଖିନୁ
2
2
19
1,984
ଏମିତି ଅନେକ ପୋଷ୍ଟ ଆମ ନାଁର ଓ ମହିଳା କର୍ମୀଙ୍କ ନାଁ ରେ ପୋଷ୍ଟ କରୁଥିଲେ BJP @dyan_mina ଙ୍କ IT-cell ମୋ ୧୧ବର୍ଷର ଛୁଆକୁ ବି ଛାଡି ନଥିଲେ ତାହା ମୁଁ ପୋଷ୍ଟ କରିପାରିବି ନାହିଁ, ସେବେ ଆମ IT-cell ନଥିଲା। କିନ୍ତୁ @SP_BRAHMAPUR ଏବେ MLAଙ୍କ ସ୍ତ୍ରୀ ଆସି ଅଭିନୟ କରୁଛନ୍ତି। Sir @Naveen_Odisha ଆମେ କେବେ ଏମିତି ଲେଖିନୁ
2
6
2
43
7,153
ସତରେ @tanaya_p ଓ @JagiPanda ଆପଣ ସତ ସାମ୍ନାକୁ ଆଣିବାକୁ ଡରନ୍ତି କି? ଆପଣଙ୍କ ପାଖରେ ଥିବା ଚିକିଟି ବିଧାୟକଙ୍କ vdo ସାମ୍ନା କୁ ଆଣି କୁହନ୍ତୁ ସେଇଟା AI ନୁହଁ ସତ video। ଆଜି ଜାଣୁଛି @AdyashaSatpath3 mam... ଓ @SatpathyLive sir ଙ୍କ ଭଳି ସତ କହିବାର ସାହସ ଆଉ କାହା ପାଖରେ ନାହିଁ 🙏❤️
3
5
1
55
2,502
ଆଜ୍ଞା @JagiPanda @tanaya_p @manasrmangaraj ଆପଣଙ୍କ news channel ଗୁଡ଼ାକର boom ଲାଗିକି ଚିକିଟି ବିଧାୟକଙ୍କ vdo ଆପଣଙ୍କ news channel ଗୁଡ଼ାକରେ ପ୍ରସାରଣ ହେଇଛି। କିନ୍ତୁ ଆପଣ ମାନେ ସାମ୍ନାକୁ ଆସି ନିଜ news channel ରେ ସତ ଦେଖେଇପାରୁ ନାହାନ୍ତି। ଧିକ ଆପଣ ମାନଙ୍କୁ। ମୁଁ ଭାବୁଥିଲି ଆପଣ ସବୁ respected persons.
3
6
62
2,690
ହୃଦୟରୁ ଧନ୍ୟବାଦ @SulataDeoMP mam... ଏଭଳି @JagiPanda ନିଜକୁ ଓଡ଼ିଶାର ସୋଚଟ media house ବୋଲି କହି ବୁଲୁଛନ୍ତି। ଯେବେ @otvkhabar ପୁରା byte ପୋଷ୍ଟ କରିଛି, ଏପଟେ ବିଧାୟକ ସ୍ତ୍ରୀ କୁ ପ୍ରଶ୍ନ କରିବାକୁ ଭୟ କରି ଆମ ଚିକିଟି BJD କୁ ବଦନାମ କରୁଛି। @Naveen_Odisha ବାବୁଙ୍କୁ ଅନୁରୋଧ ଜିଲ୍ଲାକୁ କୁହନ୍ତୁ sp ଙ୍କୁ ଭେଟିବେ
2
5
86
4,685
ଆମ ଚିକିଟି BJD କୁ ଖାଲିରେ ବଦନାମ କରାଯାଉଛି plz @pranabpdas @SujataRoutK @DrLekhaShree @LopaBaxipatra @Pranab3333 @swayam4Odisha @sasmitpatra @manasrmangaraj @SulataDeoMP @DrSantruptMisra ଦୟାକରି ଏହି ମିଛ ପ୍ରଚାର କରୁଥିବା ଚିକିଟି ବିଧାୟକ, ତାଙ୍କ ସ୍ତ୍ରୀଙ୍କୁ ଉତ୍ତର ଦେଇ ଆମକୁ ନ୍ୟାୟ ଦିଅନ୍ତୁ।
Sir @Naveen_Odisha plz ଆମ ଚିକିଟି BJDକୁ ଯେଉଁଭଳି ବଦନାମ କରୁଛନ୍ତି ଏହାର ଜବାବ ଦେଉ @bjd_odisha False caseରେ ଜେଲ ପୁରେଇଲେ, ଆମର ୨0-୨୨ ବର୍ଷ ପିଲାଙ୍କ ନାଁରେ ମିଛ କେସ କଲେ ଚୁପ ରହିଲୁ। କିନ୍ତୁ ଏଇଟା ଅତିଷ୍ଠ ହେଲାଣି ଆଜ୍ଞା @kanak_news @NandighoshaTV @tanaya_p @JagiPanda ନିଜେ vdo post କରି ଚୁପ କାହିଁକି?
1
2
19
766
ଆମ ନାଁ ରେ ମିଛ ପ୍ରଚାର କରି, ଏପଟେ ଆମ ନେତା ଶ୍ରୀରୁପ ଦେବ ଓ ସୁଜାତ ରାଉତ ଙ୍କୁ ଏମିତି କରୁଛନ୍ତି।
1
135
Sir @Naveen_Odisha plz ଆମ ଚିକିଟି BJDକୁ ଯେଉଁଭଳି ବଦନାମ କରୁଛନ୍ତି ଏହାର ଜବାବ ଦେଉ @bjd_odisha False caseରେ ଜେଲ ପୁରେଇଲେ, ଆମର ୨0-୨୨ ବର୍ଷ ପିଲାଙ୍କ ନାଁରେ ମିଛ କେସ କଲେ ଚୁପ ରହିଲୁ। କିନ୍ତୁ ଏଇଟା ଅତିଷ୍ଠ ହେଲାଣି ଆଜ୍ଞା @kanak_news @NandighoshaTV @tanaya_p @JagiPanda ନିଜେ vdo post କରି ଚୁପ କାହିଁକି?
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । କହିଲେ ମିସିଂ ପୋଷ୍ଟର ଲାଗିବା ପରେ ନବୀନଙ୍କୁ ଭାରି ବାଧିଛି ସେଥିପାଇଁ ସେ ହିଞ୍ଜିଳି ଯିବେ । ଶୁଣନ୍ତୁ ସେ କଣ କହୁଛନ୍ତି । #OdishaPolitics #NaveenPatnaik #GokulanandaMallik #BJD #MissingPosters #HinjiliVisit #OdishaTV #OTV
2
4
1
14
1,970
ନିଜେ @otvkhabar ବିଧାୟକଙ୍କ kiss post କରିଛି କିନ୍ତୁ ଉକ୍ତ ଭିଡିଓକୁ AI କହି @bjd_odisha ଚିକିଟିକୁ ବଦନାମ କରୁଛି। ଛି ଆପଣଙ୍କୁ @JagiPanda @sp_berhampur @Vijaykulange @Ganjam_Admin sir ଏହି ଘଟଣାର ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣନ୍ତୁ। ଏତେ ନୀଚ ସାମ୍ବାଦିକତା ଛି @BhruguOdisha @sasmitpatra
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । କହିଲେ ମିସିଂ ପୋଷ୍ଟର ଲାଗିବା ପରେ ନବୀନଙ୍କୁ ଭାରି ବାଧିଛି ସେଥିପାଇଁ ସେ ହିଞ୍ଜିଳି ଯିବେ । ଶୁଣନ୍ତୁ ସେ କଣ କହୁଛନ୍ତି । #OdishaPolitics #NaveenPatnaik #GokulanandaMallik #BJD #MissingPosters #HinjiliVisit #OdishaTV #OTV
3
5
66
4,405
Yesterday, Chikiti MLA's wife cried calling an original video AI. Today, her IT cell posted obscene AI photos of @SujataRoutK & @SrirupDeb. This is their true face, and such posts aren't new. @SP_BRAHMAPUR @odisha_police facebook.com/share/p/19d722V… @bjd_odisha @BhruguOdisha
15
12
4
83
7,473
Expressing serious concern over the 60% judicial vacancy rate in the Orissa High Court, I have written to the Hon'ble Union Law Minister, Shri Arjun Ram Meghwal, urging him to expedite judicial appointments. Following the Chief Justice's retirement on November 15, 2026, the court's working strength will drop to just 13 judges against a sanctioned strength of 33. @MLJ_GoI | @arjunrammeghwal
1
1
4
337
In 13 years, the Modi govt has collected huge taxes from Odisha, yet gives just ₹200/month as pension to the elderly & disabled. Still, they act like gods of this country. ₹200 a month in today’s economy...🙄 @narendramodi ji? @Naveen_Odisha
1
16
606
Who's a bigger anti-social than you? ​Your Chikiti BJP IT-cell stoops so low as to hurl vile slurs and assassinate the character of women. Now playing the victim card by tagging @Ganjam_Admin @Vijaykulange @SP_BRAHMAPUR? ​Fix your own conduct first, @dyan_mina
My humble request to @Ganjam_Admin to please take strict action against some anti social people in social media who without any proof wants to destroy the social image of @DyanSama . @CMO_Odisha @Vijaykulange @sp_ganjam @SP_BRAHMAPUR
3
26
841
Delet କରିନ ଆହୁରି @dyan_mina ? ମୋର ପରିବାର-ଛୁଆ ବିଷୟରେ ଲେଖିଲା ବେଳେ ଖୁବ ହସୁଥିଲ, ଅନେକ ଝିଅକୁ ନେଇ ଫୋଟୋ edit କରି ଖୁଲାମଖୁଲା ତୁମ IT-cell ଲେଖୁଥିଲେ, ଜାଣିନଥିଲ ଭଗବାନ କର୍ମ ଫଳ ଦିଅନ୍ତି? ଆହୁରି ବାକି ଅଛି। ମୁଁ IT-cell କଣ ଶିଖେଇଥିଲି ତୁମକୁ, କିନ୍ତୁ ଅନ୍ୟ ଦଳର କର୍ମୀଙ୍କ ପରିବାର ନାଁରେ ଲେଖିବା ଶିଖେଇ ନଥିଲି।
This is the real video of chikti MLA @DyanSama in which he is patiencely listening to the minister but the bjd chikti social media had make AI video and made chikti MLA offended in social media. Being wife of @DyanSama i request @SP_BRAHMAPUR to take strict action against these goons.
4
6
51
2,751
Despite original footage airing on @OdishaReporter & @kanak_news 40-50BJP persons are creating a ruckus at Jarada PS demanding an FIR by calling it AI. Sir @SP_BRAHMAPUR to verify the unedited media clip first and act against those misleading the police. facebook.com/share/v/1C5hFhB…
1
9
1
85
3,803
Sir @Vijaykulange ଏଇ news paper ରେ ଯାହା ବାହାରିଛି ସବୁ ସତ ହିଁ। ସେମାନେ ବି କରିବେ କଣ ଆନ୍ଧ୍ର ପ୍ରଦେଶ ତା ଗାଁ ଗୁଡାକୁ ପାଣି ଓ କରେଣ୍ଟ ଯୋଗାଇଛି, କିନ୍ତୁ ତା ପାଖରେ ଓଡିଶା ଗାଁ ଗୁଡାକ ଅନ୍ଧାର, ପାଣି ବି ନାହିଁ। ଧ୍ୟାନ ଦେଲେ ଭଲ ହୁଅନ୍ତା। 🙏 ମୁଁ ଏନେଇ ସେପ୍ଟେମ୍ବରରେ ଅଭିଯୋଗ ଓ ଅନୁରୋଧ କରିଥିଲି ପ୍ରଶାସନ ଓ ସରକାରଙ୍କୁ।
2
3
26
2,000