Sujata Samal (@_TheEcstatic_) profile picture

Swami Vivekananda ♥️🙏

Cuttack, India
Joined April 2020
Sujata Samal retweeted
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ? @CMO_Odisha @MohanMOdisha @NityanandaBJP @SMEOdisha
358
1,962
20
709
11,906
#ଥମୁନି_ଶିକ୍ଷକ_ଗର୍ଜନ ଥମୁନି ଶିକ୍ଷକଙ୍କ ଆନ୍ଦୋଳନ। ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନରୁ ହଟିବା ପରେ ଏବେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ। ଏକ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଙ୍ଘ। #TeacherProtest #OdishaTeachers #LowerPMG #BhubaneswarProtest #TeacherAgitation #BreakingNews #OTV
3
20
18
831
ସରକାର ଭୁଲିଗଲେ କି ଆମ ସହ ଖେଳୁଛନ୍ତି କିଛି ବୁଝି ହଉନି । ରେଗୁଲାର କରିବାକୁ ଅଗଷ୍ଟ ମାସରେ ମିଡିଆ ସାମ୍ନାରେ କହିଲା ପରେ ଧନ୍ୟବାଦ୍ ନେଲା ପରେ ବି GO ଆସିବାର କୌଣସି ଖବର ନାହିଁ। କେତେ ଲୋକଙ୍କ ଠାରୁ କଥା ସୁନେଇବେ ଆଉ । ଆମକୁ ଧଯ୍ୟ ହରା କରି ସାରିଲେଣି । ଆମକୁ ଦୟାକରି ଶୀଘ୍ର ରେଗୁଲାର କରନ୍ତୁ @CMO_Odisha
36
17
789
Sujata Samal retweeted
20000 ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ପରୀକ୍ଷା ସରିଯାଇଥିଲେ result ଆସିନାହିଁ. ଯଥାଶୀଘ୍ର result ସହିତ. Exam ଦେଇଥିବା ସମସ୍ତ candidate ଙ୍କୁ ଡ଼ାକି doc ଭେରିଫିକେସନ କରିବାକୁ @OSEPA_Official @MoSarkar5T @SMEOdisha @PandianOdisha @Naveen_Odisha @CMO_Odisha ଅନୁରୋଧ🙏ଯାହାଫଳରେ ସମସ୍ତ ପଦବୀ ପୂର୍ଣ୍ଣ ସମ୍ଭବ
40
523
5
203
3,601
Sujata Samal retweeted
Inaugurating the #Odisha Table Tennis Academy in #Bhubaneswar, CM @Naveen_Odisha said the State is taking another significant step towards promoting sports excellence in Table Tennis. CM added this academy will not only nurture budding talents but also serve as a hub for recreation and competitive spirit. CM also declared open the 29th State Table Tennis Championship 2023. Mentioning that 33 Table Tennis Centres are being established across indoor halls in #Odisha, CM said the centres will be operational by December 2023 and will have three Table Tennis tables each. This apart, Cuttack TT Academy will also be operational shortly with 16 tables. CM commended Odisha State Table Tennis Association, for taking significant strides for promoting Table Tennis in the state & offered all necessary support to produce elite Table Tennis players from the state who can represent India.
34
89
2
656
23,513
Respective Sir @OSEPA_Official @MoSarkar5T @CMO_Odisha @Naveen_Odisha @GovernorOdisha From Today OSEPA has started 20000 Junior Teacher Online Application Form, Whenever we call @OSEPA_Official they are saying that it is a State Selection but no written Statement provided in the website, As the Aspirants need to know whether the selection will be State Cadre or District Cadre so kindly requesting you sir @MoSarkar5T @PradeepJenaIAS to instruct @OSEPA_Official for providing Written statement in their official website so that there will be no confusion among the aspirations regarding the Selection Process of 20000 Junior Teacher.@DianaSahu_TNIE @TheSakala @sambad_odisha @otvkhabar @kanak_news
208
1,308
12
618
17,337
#ଗୀତିକାର #ନିର୍ଦ୍ଦେଶନା #କଣ୍ଠ @ManojKu93159790 ସଂଘ ର ଦାବି ବର୍ଷ ବର୍ଷ ଧରି ପୂରଣ ହେଉନଥିବା ବେଳେ ଆମର କାର୍ଯ୍ୟକାରୀ ସଭାପତି ଏଇ ସଙ୍ଗୀତ ମାଧ୍ୟମରେ ପୁରା ସଂଘ ତରଫରୁ କ୍ଷୋଭ ପ୍ରକାଶ କରିଛନ୍ତି। @CMO_Odisha @BJDITWing @bjd_odisha @pranabpdas @MoSarkar5T @SoumyaSambad @samirdash01
13
130
8
153