Pinned Tweet
ପାଣ୍ଡିଆନ ବାବୁ ପୁରୀ ଆସିଲେ ଲୋକ ଜିନ୍ଦାବାଦ ନାରା ଆଉ ମହିଳା ମାନେ ହୁଳହୁଳି ଦେଇ ସ୍ୱାଗତ କରୁଛନ୍ତି..
କିନ୍ତୁ ଲୋକପ୍ରିୟ ସରକାରର ମୁଖ୍ୟମନ୍ତ୍ରୀ ପୁରୀ ଆସିଲେ ହାଏ ହାଏ ନାରା ପଡୁଛି ତ ଆଇନ ମନ୍ତ୍ରୀ ପୁରୀ ଆସିଲେ ଲୋକ ଚୋର ଚୋର କହି ଗୋଡାଉଛନ୍ତି..
ଏବେ ବୁଝି ପାରୁଥିବେ କିଏ ଲୋକପ୍ରିୟ ଆଉ କିଏ ଓଡ଼ିଆଙ୍କ ପାଇଁ କାମ କରିଛି..
Bashi Pakhala retweeted
ଆମ ଦଳର ବରିଷ୍ଠ ନେତା ଶ୍ରୀମତୀ ସୁଜାତା ରାଉତ ଙ୍କ ଜନସମ୍ପର୍କ ପଦଯାତ୍ରା ପାଇଁ ବାଲେଶ୍ଵର ଜିଲ୍ଲା ଭୋଗରାଇ ଆଗମନ ଅବସରରେ ଜଳେଶ୍ଵର ଠାରେ ଦଳ ତରଫରୁ ହାର୍ଦ୍ଦିକ ସ୍ଵାଗତ କଲୁ l
@SujataRoutK
#Balasore
@Naveen_Odisha
@bjd_odisha
Bashi Pakhala retweeted
BJP LEADERS WHO ORIGINALLY BELONGED TO CONGRESS OR OTHER POLITICAL PARTIES
CHIEF MINISTERS
1. Himanta Biswa Sarma – Congress
2. Pema Khandu – Congress
3. Manik Saha – Congress
4. Suvendu Adhikari – TMC
5. Samrat Choudhary – RJD
UNION MINISTERS
1. Jyotiraditya Scindia – Congress
2. Kiren Rijiju – Congress
3. Annapurna Devi – RJD
4. Sarbananda Sonowal – AGP
5. Ravneet Singh Bittu – Congress
6. Jitin Prasada – Congress
7. RPN Singh – Congress
FORMER CHIEF MINISTERS
1. Ashok Chavan – Congress
2. Amarinder Singh – Congress
3. SM Krishna – Congress
4. Vijay Bahuguna – Congress
5. Digambar Kamat – Congress
6. N. Kiran Kumar Reddy – Congress
7. ND Tiwari – Congress
8. Biren Singh – Congress
OTHER PROMINENT LEADERS
1. Jagdambika Pal – Congress
2. Sushanta Borgohain – Congress
3. Ajanta Neog – Congress
4. Pijush Hazarika – Congress
5. Jayanta Malla Baruah – Congress
Half of the BJP is filled with former Congress leaders. For sure Congress is a leader-producing machine. 🤐
Bashi Pakhala retweeted
Mam... @JagiPanda ମୁଁ ଭାବୁଥିଲି ଆପଣ ବହୁତ ଭଲ ଟେ କିନ୍ତୁ ଏବେ ସବୁ ଜାଣୁଛି।
ଯେଉଁ @otvkhabar ରେ ବିଧାୟକ ଙ୍କ ସ୍ତ୍ରୀଙ୍କ କଥା ଦେଖେଇଲେ ଥରେ ତାଙ୍କର IT-cell କୁ କେମିତି ଉସୁକାଇ ଆମ ମାନଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ଭାବରେ ଅଶ୍ଳୀଳ ଭାଷା ଲେଖୁଥିଲେ ଥରେ ଦେଖନ୍ତୁ।
Mam... ସତ ଖବର ପ୍ରସାରଣ କରନ୍ତୁ।
@SP_BRAHMAPUR ଦେଖିବେ
ଏମିତି ଅନେକ ପୋଷ୍ଟ ଆମ ନାଁର ଓ ମହିଳା କର୍ମୀଙ୍କ ନାଁ ରେ ପୋଷ୍ଟ କରୁଥିଲେ BJP @dyan_mina ଙ୍କ IT-cell ମୋ ୧୧ବର୍ଷର ଛୁଆକୁ ବି ଛାଡି ନଥିଲେ ତାହା ମୁଁ ପୋଷ୍ଟ କରିପାରିବି ନାହିଁ, ସେବେ ଆମ IT-cell ନଥିଲା।
କିନ୍ତୁ @SP_BRAHMAPUR ଏବେ MLAଙ୍କ ସ୍ତ୍ରୀ ଆସି ଅଭିନୟ କରୁଛନ୍ତି।
Sir @Naveen_Odisha ଆମେ କେବେ ଏମିତି ଲେଖିନୁ
Bashi Pakhala retweeted
Replying to @KirenRijiju
वाकई वो कैसा आदमी होगा,
जो विदेश में जाकर अपने देश का माखौल उड़ाता होगा।
Bashi Pakhala retweeted
Dear @KirenRijiju
I have seen an Indian who goes abroad and insult India
Congress were giving full respect to Indian martyrs and sending them to their house but BJP is not even sending martyrs in coffins.
Bodies of J&K Special Police Officers Arrive Home Without Coffins In Truck ndtv.com/india-news/bodies-o…
@deepduttajourno
ମଝିରେ ଥିବା ବ୍ୟକ୍ତି ର ନାଁ ପ୍ରଦୀପ ସାହୁ, ଏ ଅନ୍ଧଭକ୍ତ ଖୋଲାଖୋଲି ସୋସିଆଲ ମିଡିଆରେ ଲେଖୁଛି, ସେ କଟକ ଦଙ୍ଗା ର ମୁଖ୍ୟ ଆସାମୀ.. ଏମିତି ସାହସ ଆଉ କିଏ ବା କରିପାରିବ?
Bashi Pakhala retweeted
It's a wakeup call.
Now Dimagi Owlu @narendramodi asking media houses to spread the success stories of his tenure...What a laughable ideas of a person who almost ruined the country's ethical moral Constitution.
2047 will certainly come and go but your hungry for selling country's rich mines and minerals, country's banking systems, country's security systems, country's communication systems, country's infrastructure systems etc to his dearest brother @gautam_adani will be the darkest stories for ever.
The grassroots workers @BJP4India and @RSSorg will always be crushing you for the real disaster you made for this organisation.
Bashi Pakhala retweeted
ସତରେ @tanaya_p ଓ @JagiPanda ଆପଣ ସତ ସାମ୍ନାକୁ ଆଣିବାକୁ ଡରନ୍ତି କି? ଆପଣଙ୍କ ପାଖରେ ଥିବା ଚିକିଟି ବିଧାୟକଙ୍କ vdo ସାମ୍ନା କୁ ଆଣି କୁହନ୍ତୁ ସେଇଟା AI ନୁହଁ ସତ video।
ଆଜି ଜାଣୁଛି @AdyashaSatpath3 mam... ଓ @SatpathyLive sir ଙ୍କ ଭଳି ସତ କହିବାର ସାହସ ଆଉ କାହା ପାଖରେ ନାହିଁ 🙏❤️
Bashi Pakhala retweeted
या पिटी तुतड़ी
इसे कहते है गंजे सिर पर दे दना दन
दूसरे के हसते मुखड़े पर मायूसी छा गयी
ଓଟିଭି ନିଜେ ଅରିଜିନାଲ ଭିଡ଼ିଓ ପୋଷ୍ଟ କରିଛି.. କନକ ନ୍ୟୁଜ ବି କରିଛି, ସବୁ ଚ୍ୟାନେଲ ବି କରିଛନ୍ତି.. ତାପରେ ବି ଲୋକଙ୍କୁ AI କହି ଭକୁଆ ବନାଯାଉଛି ଆଉ ମିଡ଼ିଆ ବି ବିଜେପିର ଚାଟୁକାର ସାଜି ଏବେ AI ନ୍ୟୁଜ କରୁଛି.. ସମାଜ ପାଇଁ ବିପଦ ଏଭଳି ମିଡ଼ିଆ..
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । କହିଲେ ମିସିଂ ପୋଷ୍ଟର ଲାଗିବା ପରେ ନବୀନଙ୍କୁ ଭାରି ବାଧିଛି ସେଥିପାଇଁ ସେ ହିଞ୍ଜିଳି ଯିବେ । ଶୁଣନ୍ତୁ ସେ କଣ କହୁଛନ୍ତି ।
#OdishaPolitics #NaveenPatnaik #GokulanandaMallik #BJD #MissingPosters #HinjiliVisit #OdishaTV #OTV




































