ତାପସ (@tapasr10) header
ତାପସ (@tapasr10) profile picture

ତୋ ପ୍ରେମର ରଙ୍ଗ ଲାଗିଲା ପରେ...

At Home
Joined September 2010
Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)
ଅନ୍ୟର ଉପଦେଶ ମଧ୍ୟରୁ କିଛି ଶିଖି ହୁଏନାହିଁ; ନିଜର ଜୀବନ କ୍ଷୟ କରି ଅଭିଜ୍ଞତା ଅର୍ଜନ କରିବାକୁ ହୁଏ,ଅନ୍ୟ କୌଣସି ପଥ ନାହିଁ...
38
82
10
660
Away from home, festival feels like a curse. Especially when you are alone. But it feels like a blessing in disguise when you have a good self made meal, a happy corner and a book. Happy Diwali people. Have a good one.
4
57
1,431
ତାପସ retweeted
ଦୀପାବଳି ଉପଲକ୍ଷେ କଉଡ଼ି ଖଜା । #Deepotsav2026 #Deepavali #Deepavali2026 #Diwali #DiwaliCelebration 😊🙏👇 youtu.be/8WvZLb8pSUk?si=YD25…
1
3
12
470
ପ୍ରେମ ବାଇଆ ବଧୁର ବସା... 😝😛
ଯାହା ଅଜାଣତେ ଆରମ୍ଭ ହୁଏ, କିନ୍ତୁ କେବେ ସରେନି... ତାହା ପ୍ରେମ!
8
423
- ପୁଣି କେବେ ଦେଖାହେବ ତାପସ ? ଉଛୁଳି ଆସୁଥିବା ଲିଜାର ଆଖିକୁ ନିବିଡ଼ ଭାବରେ ଚାହିଁଲା ତାପସ। ସତେ ଯେମିତି ଆଷାଢ଼ ଆକାଶରେ ମେଘ ବାଦଲର ଅପକ୍ରମ; ଯେମିତି ଏଇନେ ବର୍ଷିଯିବ ଅସରାଏ ! ଦେଢ଼ ଦଶନ୍ଧିର ଗୋପନ ଭାବନା ଲହଡି ଭାଙ୍ଗୁଥାନ୍ତି କୂଳ ଲଙ୍ଘିଯିବା ପାଇଁ। ପ୍ରକମ୍ପିତ ଓଠ ଅକୁହା ଭାଷାକୁ ପ୍ରକାଶ କରିବାକୁ ଶବ୍ଦ ଖୋଜୁଥିଲେ ଯେମିତି ! ୧/
2
1
33
1,729
ମ୍ଳାନ ପଡ଼ିଆସୁଥିବା ଓଠରେ ଫିକା ହସଟିଏ ଟାଣିବାକୁ ଚେଷ୍ଟାକଲା ତାପସ ଆଉ ନିଃଶବ୍ଦରେ ଲିଜା ଆଡକୁ ପିଠିକରି ଚାଲିବାକୁ ଆରମ୍ଭକଲା। ସତେ ଯେମିତି ଏବେ ବି ଅନେକ ବାଟ ଚାଲିବାକୁ ଅଛି !!! ଲିଜା ଚାହିଁ ରହିଥାଏ ସେମିତି, ଛାଇଟିଏ ତା' ଦୃଷ୍ଟି ପଟଳରୁ ବିସ୍ମୃତ ହେବାଯାଏ... ୨/୨ #ପ୍ରେମ_ବିଭାବରୀ (ଶୀଘ୍ର ଆସୁଛି)
2
1
13
466
Guess where I am !? 😋 cc: @saipjena 🤭
7
1
53
3,449
ତାପସ retweeted
Beautiful 😍 Simha Vahini Rangoli by Priest How meticulously he has drawn Devi 🙏🪷🕉🙏
103
1,096
28
5,792
223,455
Hum to hai pardesh mein, desh mein nikla hoga chand... 😊 #KumarPurnima
6
421
ଦଶହରା ଆଉ #ରାବଣପୋଡି ମୋ ପାଇଁ ପରିପୁରକ। ଏତେ ବର୍ଷ ପରେ ବି କାହାଣୀ ନୂଆ ଲାଗେ;ଆପଣାର ଲାଗେ। @OdiaoneOfficial ଏହାର ଦ୍ଵିତୀୟ ଅଧ୍ୟାୟ ଆଣିବା ଉଚିତ ଥିଲା। @samareshroutray ଏ ଦିଗରେ ଆଗକୁ ଚିନ୍ତା କରିବେ ବୋଲି ଆଶା। 🙏 youtu.be/l9b1AvF1wVE?si=tE5Y…
3
10
602
ମାରିଦେଲି 🥺 ବି.ଦ୍ର.: ସାମ୍ପ୍ରତିକ ଘଟଣାବଳୀ ସହ ଏହାର କୌଣସି ସମ୍ପର୍କ ନାହିଁ।
11
1
50
1,435
Someone said, you are off trend. I said, I am the trend. 😛🤭 #Retro @quotesbylipsa
3
43
1,077
Such a tragic news ! Travel well Nana Ji. Om Shanti. 🙏
Veteran actor Nana Patekar passed away at 5:20 AM today after suffering a severe cardiac arrest at his residence. Despite 45 minutes of continuous CPR, he could not be revived. A medico-legal case (MLC) has been registered, and a post-mortem will be conducted: Dr. Shekhar Salkar, Chief of Oncology Department, Manipal Hospital
2
1
7
520
If life is a symphony, you are my sweetest melody... ❤️
2
60
973
Tasted for the first time... 😋 #IYKYK
25
1
2
49
3,391
ତୁମେ ମୋ ସପ୍ତପର୍ଣ୍ଣି ❤️
2
1
17
1,286
ପ୍ରତିଦିନ ଜୀବନକୁ ଟିକେ ଟିକେ ଅନ୍ୟକୁ ସମର୍ପି ନିଜପାଇଁ ଥାଳ ଧରେ; ଯୋଗୀ ହୁଏ, ଦ୍ୱାର ଦ୍ୱାର ବୁଲି ପ୍ରଶ୍ୱାସ ସାଉଁଟେ, କ୍ଷୟ କରି ବାକିତକ ଆୟୁଷକୁ ମୋର ଜଣା ନାହିଁ କାହାପାଇଁ ଜୀବନ ମୁଁ ଜୀଏଁ... #ତାପସତ୍ୱ
3
7
72
1,225
Bed and book...
33
68
3,089
ତାପସ ରଞ୍ଜନଙ୍କ ଦ୍ୱାରା ଦସ୍ତଖତ ତାପସ ରଞ୍ଜନଙ୍କ ଠାରୁ ତାପସ ରଞ୍ଜନଙ୍କ ତାପସତ୍ଵ..... ଧନ୍ଯବାଦ @tapasr10 ଭାଇ🙏🏼🙏🏼 ଶୁଭେଚ୍ଛା @Shubhapallaba
2
2
26
1,322
While Delhi debates how much of Vande Mataram should be sung, Kashmir seems to have settled the matter rather effortlessly - the full song, followed by the full anthem. No debate, no drama, no fuel for the idiot-box. Just music. 🙂 From the inaugural event of the film festival in Srinagar last evening,
130
1,045
84
4,605
629,682