ULLAS SAHOO (ଉଲ୍ଲାସ ସାହୁ) (@ullassahoo) header
ULLAS SAHOO (ଉଲ୍ଲାସ ସାହୁ) (@ullassahoo) profile picture

WRITE SONG,STORY,ETC. CELL-7008415377

CUTTACK
Joined December 2010
ଗୁଣ୍ଡିଚା ମନ୍ଦିର ପାଖରେ ନିଆଁ ଲାଗିବା ଓ ଆୟତ୍ତ କରିବା ଅର୍ଥ ଓଡିଶା ଉପରେ ଆସିଥିବା ବା ଆସୁଥିବା ବିପଦ ଆଜି ଦୁରେଇବାର ସଂକେତ। @bjd_odisha @BJP4Odisha @INCOdisha @NandighoshaTV @ArgusNews_in @kanak_news @otvnews
61
Replying to @RailMinIndia
@RailMinIndia @IRCTCofficial @RailwaySeva my pnr no-2463300743 train no-22410 seat no -M2-49 KINDLY SEND 2 OR 3 ORS LEQUED DUE MY LOSSE MOTION in NEXT STATION
3
29
ULLAS SAHOO (ଉଲ୍ଲାସ ସାହୁ) retweeted
G. Udayagiri Police Station successfully traced and recovered two missing mobile phones 📱 and handed them over to their rightful owners. #MobilePhoneRecovered #KandhamalPolice @DGPOdisha @odisha_police @igpsr
1
2
5
221
୧୪ ଜାନୁୟାରୀ ୨୦୨୬ ସମସ୍ତ ଅଫିସ କାର୍ଯ୍ୟ ଓଡ଼ିଆରେ କରିବା ପାଇଁ ଚିଠି ଆଉ ୧୫ ଜାନୁୟାରୀ ୨୦୨୬ ତାରିଖରେ ଓଡ଼ିଆ ଶିକ୍ଷା ବିଭାଗ ଲୋକଙ୍କୁ ଭେଟିବା ପାଇଁ (ବି.ଦ୍ର ଯାହାଙ୍କୁ ଚିଠି ହୋଇଛି ସମସ୍ତେ ଓଡ଼ିଆ) ଇଁରାଜୀ ଚିଠି। @CMO_Odisha @suryabanshibjp @sme
1
10
ସମୟ ଦେଖି ସମ୍ବାଦ କର। @NandighoshaTV
#ବଦଳିଲା_ସ୍କୁଲ_ସମୟ * ସକାଳ ସାଢ଼େ ୬ଟାରୁ ୧୦ଟା ଯାଏଁ ସ୍କୁଲ * ଖରା ପାଇଁ ସ୍କୁଲ ସମୟରେ ପରିବର୍ତ୍ତନ * କାଲିଠାରୁ ସକାଳ ସାଢ଼େ ୬ଟାରୁ ସ୍କୁଲ #odisha #nandighoshatv #school #schooltimechange
10
with @RahulGandhi 3 BROTHER now some distribution with land and money ए तो घर घर की कहानी
मोदी-अडानी भाई-भाई
12
ULLAS SAHOO (ଉଲ୍ଲାସ ସାହୁ) retweeted
ସ୍ବପ୍ନ ସାଗର ଫିଲ୍ମର ସୁପର ହିଟ ଗୀତ " ବାଟୋଇ ଭାଇ ଯାଉଛ କାହିଁ " ଦେଖନ୍ତୁ HD କ୍ୱାଲିଟିରେ . #OdiaFilm #OdiaSongs #SwapnaSagar
3
20
1
141
8,424
ULLAS SAHOO (ଉଲ୍ଲାସ ସାହୁ) retweeted
Replying to @MohanMOdisha
@MohanMOdisha @CMO_Odisha @PravatiPOdisha @NityanandaBJP @KVSinghDeo1 Did Youth vote @BJP4Odisha for this ? 1.BSE ODISHA IS Allowing BEd in Paper 1 OTET. A/C SLP it's not eligible so Their Apply money will go in Vain. 2.Apply fee is 1.5times now 3.Asking 200 for Certificate
15
313
1
106
2,231
ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଢ଼େରସାରା ଅଭିନନ୍ଦନ💐
10
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ @mohanmajhi_BJP ଓ ଉପ ମୁଖ୍ୟମନ୍ତ୍ରୀ @KVSinghDeo1 ଏବଂ @Pravatipridabjp ଙ୍କୁ ବହୁତ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା ll
13
Replying to @Naveen_Odisha
@Naveen_Odisha @bjd_odisha @BJP4Odisha @INCOdisha ସାର୍ ଦଳମତ ନିର୍ବିଶେଷରେ ଆପଣଙ୍କ ପ୍ରତି ସମସ୍ତିଙ୍କର ସମ୍ମାନ ଅଛି ଏଥିରେ ତିଳେହେଁ ସନ୍ଦେହ ନାହିଁ । ନିର୍ବାଚନ ପ୍ରଚାରରେ ଯଦି ଆପଣ ପଛକୁ ଫେରି ଟିକନିଖୀ କରି ଦେଖନ୍ତି ଆପଣଙ୍କୁ କୋଉ ଦଳ ବା ବ୍ୟକ୍ତି କେହି ବି ଖରାପ କିମ୍ବା ବିରୋଧ କରିନାହାନ୍ତି । @PandianOdisha
1
20
କିନ୍ତୁ ଆପଣଙ୍କୁ ଯେମିତି ଗୃହବନ୍ଦୀ କରି ରଖାଯିବାର ମାହୋଲ ତିଆରି କରିଦେଲେ ସେହି ବନ୍ଧନରୁ ମୁକ୍ତି କରିବାକୁ ଏହି ଓଡିଆମାନେ ଜନମତ ଦେଲେ। ଆପଣଙ୍କ ଦଳର କିଛି ଅତ୍ୟଧିକ ଗର୍ବ ଓ ଚାକିରୀ ନିଯୁକ୍ତି ଦୁର୍ନୀତି ଅତ୍ୟଧିକ ହିଁ ପତନର ଆଉ ଏକ କାରଣ ।
15
02864 YPR HWH SPECIAL COACH M5 COOLING SLOW KINDLY COOLING INCREASE... @RailMinIndia
2
57
ସ୍କୁଲ ଖୋଲିକି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ 10.30am ପର୍ଯ୍ୟନ୍ତ ବସିବାକୁ ଛୁଟିରେ ମେ 5 ପର୍ଯ୍ୟନ୍ତ କିଛି ନିର୍ଦ୍ଦିଷ୍ଟ BEO ବାଧ୍ୟ କରୁଛନ୍ତି ଆଉ ବୁଲି ଦରମା ବନ୍ଦ ନାମରେ ପଇସା ଆଦାୟ କରୁଛନ୍ତି।ଅନ୍ୟ ମାନେ ବି କହୁଛନ୍ତି ମାଷ୍ଟ୍ର ଅଧିକ ଛୁଟି ନେଉଛନ୍ତି ଏଭଳି ଛୁଟି ଆମର ଦରକାର ନାହିଁ ।
ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ଖବର ପଢନ୍ତୁ:
35
ULLAS SAHOO (ଉଲ୍ଲାସ ସାହୁ) retweeted
ପ୍ରଧାନମନ୍ତ୍ରୀ @narendramodi ଙ୍କ ନେତୃତ୍ୱରେ ଓଡିଶା ହୋଇଛି ଲାଭବାନ | ପିଏମ ମୁଦ୍ରା ଯୋଜନା, ପିଏମ ସ୍ୱନିଧି ଏବଂ ଷ୍ଟାଣ୍ଡ-ଅପ-ଇଣ୍ଡିଆ ମାଧ୍ୟମରେ ସ୍ୱାବଲମ୍ବୀ ହୋଇଛନ୍ତି ଯୁବପିଢ଼ି, ଉଠାଦୋକାନୀ ଏବଂ ଉଦ୍ୟୋଗପତି #ModiKiGaurantee #ModiHaiToMumkinHai
1
2
10
1,780
11.30am ରେ ବରଫ ପଡିବ।
- ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - ଖରାର ପ୍ରକୋପକୁ ଦେଖି ରାଜ୍ଯ ସରକାରଙ୍କ ନିଷ୍ପତ୍ତି - ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲରେ ହେବ ସକାଳୁଆ କ୍ଲାସ - ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସଭିଙ୍କର ହେବ ସକାଳୁଆ ପାଠପଢା - ସକାଳ ୭ଟାରୁ ମଧ୍ଯାହ୍ନ ୧୧ଟା ୩୦ ଯାଏଁ କ୍ଲାସ - ସ୍କୁଲରେ ପାନୀୟ ଜଳ, ଓଆରଏସ ଏବଂ ଅନ୍ଯ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ #odisha #school #nandighoshatv
20
2004 may ₹30/lt
न्याय काल अन्याय काल
15
great work 👌
11 coaches from front of 08532 Visakhapatnam - Palasa reached next Alamanda station. Train 08504 Visakhapatnam - Rayagada rear 9 coaches pulled back to the previous station, Kantakapalle. Other than the derailed and affected coaches, all cleared from the site.
50
Replying to @roopars
@roopars @MoSarkar5T @CMO_Odishaଆମେ ବିଜ୍ଞାପନ ନିୟମ ଅନୁସାରେ ଜିଲ୍ଲାପାଳ କନ୍ଧମାଳ SSD HIGH SCHOO ନିଯୁକ୍ତି ଦେଇଥିଲେ ପୁଣି 7 ଦିନ ପରେ ବାହାର କଲେ ଆମେ କୋର୍ଟର ଆଶ୍ରୟ ନେଲୁ ପୁଣି ନିଯୁକ୍ତି ନ ଦେଇ କାରଣ ଦର୍ଶାଅ ଜାରୀ କଲେ ଆମେ ଉତ୍ତର ଦେଲୁ କିଛି ନ ଜଣାଇ ଆଜି ଅଲଗା ପିଲାଙ୍କୁ ଚୋରାରେ ଭେରୀଫିକେସନ ଓ ନିଯୁକ୍ତି ଦିଆଯାଉଛି
34
AC ROOM ରେ ବସି ସେଇ ଆହାର 5 ଟଙ୍କିଆ କାଇଁ 10 ଟଙ୍କା ନେଇ ଚିକେନ୍ ଝୋଳ ଆଉ ଅଣ୍ଡା ଗୋଟେ ହେଉ। ଝାଡା ଯିବା 10 ପରିଶ୍ରା 5
📌 ୯୦ କୋଟି ବ୍ୟୟରେ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲକୁ ଲୋକାର୍ପିତ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha 📌 ୧୧ ହଜାର ବର୍ଗ ମିଟର ଅଞ୍ଚଳରେ ନିର୍ମିତ 📌 ୧୮୦ ବସ ବେ ବ୍ୟବସ୍ଥା 📌 ୨୭୫ କାର ପାର୍କିଂ ସୁବିଧା 📌 ମିଶନ ଶକ୍ତି କାଫେ 📌 ୨୩ ମାର୍ଚ୍ଚ ୨୦୨୧ : ଶିଳାନ୍ୟାସ 📌 ୧୬ ସେପ୍ଟେମ୍ବର ୨୦୨୩ : ଉଦଘାଟନ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ #CNBT କରିବ ଆହୁରି ସୁଦୃଢ଼ #NaveenOdisha
23