Creative Educational Idea (@EducationalIdea) header
Creative Educational Idea (@EducationalIdea) profile picture

ଆସନ୍ତୁ ମିଳିମିଶି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା।🙏

Odisha, India
Joined December 2018
Photo by Creative Educational Idea (@EducationalIdea)Photo by Creative Educational Idea (@EducationalIdea)Photo by Creative Educational Idea (@EducationalIdea)Photo by Creative Educational Idea (@EducationalIdea)Photo by Creative Educational Idea (@EducationalIdea)Photo by Creative Educational Idea (@EducationalIdea)Photo by Creative Educational Idea (@EducationalIdea)Photo by Creative Educational Idea (@EducationalIdea)Photo by Creative Educational Idea (@EducationalIdea)Photo by Creative Educational Idea (@EducationalIdea)
ଗତ ୮ମାସରେ @SMEOdisha ୩୧,୧୮୫କୋଟି ବଜେଟ୍ ରୁ ଖର୍ଚ୍ଚ ହୋଇଛି ମାତ୍ର ୯୮୦୯କୋଟି(୩୧%) ବାକି ୨୧,୩୭୬ କୋଟି କ'ଣ ଆଗାମୀ ୪ମାସରେ ଖର୍ଚ୍ଚ ସମ୍ଭବ @NityanandaBJP ଶିକ୍ଷକ ସମସ୍ୟା ସମାଧାନ ଝୁଲିଛି ପ୍ରାଥମିକ-ମାଧ୍ୟମିକ,PGT ନିଯୁକ୍ତି ବିଜ୍ଞାପନ ଝୁଲିଛି @MohanMOdisha ତେବେ ବଜେଟ୍ ସଞ୍ଚୟ କାହା ପାଇଁ ? @PMOIndia @SakalaNews
29
182
2
129
6,509
Today's Daily (Two Comparative Pictures) Need your opinions which is most priority !! Teachers Recruitment in Schools or MLAs Salary Hike ?? @MohanMOdisha @CMO_Odisha @SMEOdisha @homeodisha @Naveen_Odisha @BhaktaCharanDas @ndtvindia @BBCBreaking #save_govt_school_education
10
67
56
1,263
ଶିକ୍ଷା & ଶିକ୍ଷକ କ'ଣ ଆମ ରାଜ୍ୟ @SMEOdisha @NityanandaBJP ଙ୍କ ପାଇଁ ଏତେ ଅଲୋଡ଼ା ? @MohanMOdisha @CMO_Odisha ଆପଣ ଜାଗ୍ରତ ନା ନିଦ୍ରାରେ ? @otvnews @SakalaNews
5
70
54
1,687
There is no Single Teacher Recruitment since 2024 in odisha yet @MohanMOdisha We 5000+ Aspirants are here for Teacher Recruitment Calendar since 17th August It's 7th Day Protest But UR Govt is Neither fulfilling our Demand not giving a chance to meet CM @narendramodi @AmitShah
189
607
24
433
9,550
Creative Educational Idea retweeted
ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀ ଶିକ୍ଷକଟିଏ ହେବା ପାଇଁ ଘର ଦ୍ଵାର ଭୁଲି,ଖାଇବା ପିଇବା ଛାଡ଼ି,ଦିନ ରାତି ଏକ କରି ଘଣ୍ଟା ଘଣ୍ଟା ପରିଶ୍ରମ କରୁଛନ୍ତି lସେମାନଙ୍କର ସ୍ଵପ୍ନ ଏବଂ ତାଙ୍କ ପରିବାରର ଆଶା ଭରଷାକୁ ଏମିତି ଭାଙ୍ଗିଦିଅନ୍ତୁ ନାହିଁ 😭 @CMO_Odisha @MohanMOdisha @SMEOdisha @BJP4Odisha @SamalManmohan7
30
114
2
70
3,357
Again Issues Happening during Apply & Payment. Please make the issue solved on Behalf of Aspirants 🙏 @SMEOdisha @NityanandaBJP @MohanMOdisha @CMO_Odisha Please Have a Look Towards Your Govt in Odisha Who is not giving Attention towards Aspirants Issues @narendramodi @PMOIndia
OSSTET ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, BSE Website ରେ Apply link / Pop up Available ନାହିଁ @SMEOdisha @NityanandaBJP ଏହି Link Direct search କଲେ ଆସୁଛି onlineapp.bseodisha.ac.in/os… କିନ୍ତୁ Apply ସମୟରେ Error 17ଯାଏଁ Last Date @MohanMOdisha @CMO_Odisha ପିଲା Apply କରିବେ କିପରି ??
1
24
28
1,345
OSSTET ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, BSE Website ରେ Apply link / Pop up Available ନାହିଁ @SMEOdisha @NityanandaBJP ଏହି Link Direct search କଲେ ଆସୁଛି onlineapp.bseodisha.ac.in/os… କିନ୍ତୁ Apply ସମୟରେ Error 17ଯାଏଁ Last Date @MohanMOdisha @CMO_Odisha ପିଲା Apply କରିବେ କିପରି ??
3
57
1
44
8,477
Is This Priority Towards Education @MohanMOdisha @CMO_Odisha @SMEOdisha
ଆପଣଙ୍କ ୧୫,୦୦୦ ଶିକ୍ଷକ ନିଯୁକ୍ତି ଏବଂ ପ୍ରତିବର୍ଷ ନିଯୁକ୍ତିର ସ୍ଥିତି କ'ଣ? ପଞ୍ଚାୟତ ନିର୍ବାଚନରେ ଶିକ୍ଷକ ଆଶାୟୀମାନଙ୍କୁ କ'ଣ ଉତ୍ତର ଦେବେ ଏବଂ କେଉଁ ମୁହଁରେ ଭୋଟ ମାଗିବେ? ମିଛ କହିବାର ମଧ୍ୟ ଗୋଟିଏ ସୀମା ଥାଏ। ଆପଣ ସେହି ସୀମା ଅତିକ୍ରମ କରିସାରିଛନ୍ତି।ଓଡ଼ିଆ ପିଲାଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି.@CMO_Odisha @NityanandaBJP
78
45
1,495
Replying to @CMO_Odisha
@CMO_Odisha @NityanandaBJP @SMEOdisha NCTE ର ଏହି ଚିଠି ଅନୁସାରେ ଯିଏ ବି ଶିକ୍ଷକ ଟ୍ରେନିଂ କୋର୍ସ TTC ରେ ଆଡ଼ମିଶନ କରେ ସେ TET ପାଇଁ ଯୋଗ୍ୟ କିନ୍ତୁ ଓଡିଶା ଏ ପର୍ଯ୍ୟନ୍ତ ଅନୁମତି ଦେଇନାହାନ୍ତି। ତେଣୁ ଅନୁରୋଧ ଏହା ଉପରେ ବିଚାର କରିବେ ବହୁତ ପିଲା OSSTET ରୁ ବଞ୍ଚିତ ହେଉଛନ୍ତି। @EducationalIdea
2
1
120
✍️Pic 1- ପିଲାଙ୍କ ସାଇକେଲ ପାଇଁ ଟଙ୍କା ନାହିଁ ✍️Pic 2-ସ୍କୁଲରେ ଶିକ୍ଷକ ନାହାଁନ୍ତି ବୋଲି @India_NHRC ମାମଲା ✍️Pic 3- ସ୍କୁଲରେ ଶିକ୍ଷକ ଅଭାବରୁ ନାମଲେଖା ଶୂନ ✍️Pic 4-କମ୍ପୁଟର ଶିକ୍ଷକ ବିନା କମ୍ପ୍ୟୁଟର ଶିକ୍ଷା କାଗଜ କଲମରେ 🫡ଯଦି ଏସବୁ ପାଇଁ ଟଙ୍କା ନାହିଁ ତେବେ ଓଡ଼ିଶା ରାଜସ୍ବ ଯାଉଛି କୁଆଡେ ?? @MohanMOdisha
6
67
1
46
1,246
Pic 1 Says Thank you @dm_malkangiri This must Build Trust of Common people over Govt Schools & Education. Pic 2 Says There are Zero Teachers in that school. Clerk is Teaching @NityanandaBJP @SMEOdisha Pic 3 Says About The closure of Govt schools including odisha @MohanMOdisha
33
18
1,041
Educational Privatisation ର ଆଉ କ'ଣ ପ୍ରମାଣ ଆବଶ୍ୟକ ?? ଶିକ୍ଷିତ ଯୁବକମାନେ ଆଉ କେବେ ସଚେତନ ହେବେ🤔 @EduMinOfIndia @SMEOdisha
5
66
37
1,216
ସରକାରୀ ସ୍କୁଲରୁ ୮୬ ଲକ୍ଷ ପିଲା ଯାଇ , ଘରୋଇ ସ୍କୁଲରେ ୮୮ଲକ୍ଷ ପିଲା (୮୬ ଲକ୍ଷ + ୨ଲକ୍ଷ ନୂଆ) ନାମଲେଖାଇବା କ'ଣ ଶିକ୍ଷା ର ପରୋକ୍ଷ ଘରୋଇକରଣ ନୁହେଁ ??🤐 @EduMinOfIndia @dpradhanbjp Please save Govt Education System.
1
211
2
77
3,336
ଓଡ଼ିଶାର ସ୍ଥିତି ବି କିଛି କମ୍ ଦୟନୀୟ ନୁହେଁ @NityanandaBJP @SMEOdisha @MohanMOdisha
58
21
639
ରାୟଗଡ଼ା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଠାରୁ ନେଇ ବାଲେଶ୍ଵର। ଏପରି ୧୭ରୁ ଉର୍ଦ୍ଧ୍ଵ ଜିଲ୍ଲା ମାନଙ୍କରେ ପ୍ରାଥମିକ - ମାଧ୍ୟମିକ ଶିକ୍ଷକ ଅଭାବ। ପିଲା & ଅଭିଭାବକ ସ୍କୁଲ ଛାଡିବା ଆରମ୍ଭ କଲେଣି। @SMEOdisha @NityanandaBJP ଆପଣ ଏସବୁ ବିଷୟରେ ଅବଗତ କି ନାହିଁ ? @MohanMOdisha ଆପଣଙ୍କ ୪୫,୦୦୦ ଶିକ୍ଷକ ନିଯୁକ୍ତି କେବେ
155
2
84
2,865
15 MLAs wrote against SCERT director Manoj Padhy still the officer headed the institution which prepared the text books . @ScertOdisha @SMEOdisha
16
1
25
2,929
Two Important Pictures That Reveals the Education System & It's Priority @SMEOdisha 1.5lakhs Aspirants are on Road while there is 1 Teacher for 275 Students ଗଣିତ, ବିଜ୍ଞାନ, ସାହିତ୍ୟ, ଇଂରାଜୀ, ଇତିହାସ, ଭୂଗୋଳ, ହିନ୍ଦୀ, ସଂସ୍କୃତ , ଶାରୀରିକ ଶିକ୍ଷା ସମସ୍ତ ଶିକ୍ଷା ଦେବେ ସେହି ଜଣେ ଶିକ୍ଷକ
116
1
60
2,873
Tq Raising Voice of Opposition @bjd_odisha @Naveen_Odisha There is no single Teacher Recruitment Advertisement by @BJP4Odisha yet So please Release all Advertisement As soon as possible. If Your Govt is Peoples' Govt @narendramodi @INCOdisha should Stand with Unemployed Youths
27
1
23
771