usd (@usd0705) header
usd (@usd0705) profile picture

Sky watcher...#Weather enthusiasts .... Views are purely personal....

ଭଦ୍ରକ, Delhi, India
Joined March 2016
Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)Photo by usd (@usd0705)
୨୪ ବର୍ଷ ପରେ... ସେ କଳା ରାତିର ଚିତ୍କାର ସତରେ ଅତି ଭୟଙ୍କର ଥିଲା ..... ସ୍କୁଲ ଛୁଟି ହେବାର ଠିକ ୧୦ ରୁ ୧୫ ମିନିଟ ମଧ୍ୟରେ, ସ୍କୁଲଗେଟ ଠାରୁ ୨୦୦ ରୁ ୩୦୦ ମିଟର ଦୂର ପ୍ରାୟ, ୨୭ ଅକ୍ଟୋବର ୧୯୯୯, ବୁଧୁବାର: ସଦ୍ଦାମ ହୁସେନ ର ଚର୍ଚିତ ଘଟଣାର ଠିକ ଆଲୋଚନା ପରେ ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ କହିଲା ରେଡ଼ିଓ କହିଛି 1/6
28
69
7
663
75,348
#ଗୋପାଳପୁର ର ପୂର୍ବରେ ଅତିନିକଟରୁ ସ୍ଥଳଭାଗ ଛୁଇଁଵ #ବାତ୍ୟା ଆଜି ସକାଳ ୫ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟା #ଅକ୍‌ୱାନ୍ ଘଣ୍ଟା ପ୍ରତି ୧୨କିମି ବେଗରେ ଆଗକୁ ବଢୁଥିବା ବେଳେ କଳିଙ୍ଗପାଟନମ ଠାରୁ ୪୪୦କିମି, #ଗୋପାଳପୁର ଠାରୁ ୫୩୦ କିମି ଏବଂ #ପୁରୀ ଠାରୁ ୫୯୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି
1
1
10
308
ଗତକାଲି, ୧୮ ନଭେମ୍ବର ସକାଳ ୦୬:୧୨ ଘଟିକା ଠାରୁ ଆଜି, ୧୯ ନଭେମ୍ବର, ୨୦୨୬ର ୦୫:୧୧ ଘଟିକା ମଧ୍ୟରେ ବାତ୍ୟା ସହ ଜଡିତ ମେଘ ସମୂହର ସ୍ଥିତି (କେବଳ ପ୍ରଥମ ଚିତ୍ର ବ୍ୟତୀତ ଅନ୍ୟ ସମସ୍ତ ଚିତ୍ର ୩ଘଣ୍ଟା ଅନ୍ତରଳେ ପ୍ରଦଶ୍ରିତ ହୋଇଛି)
1
40
1,476
ସମ୍ଭାବ୍ୟ ଗତିପଥ ଏବଂ ଜଡିତ ପବନ
3
4
67
2,320
ଆଜି ରାତି ୨ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟା #ଅକ୍‌ୱାନ୍ ଘଣ୍ଟା ପ୍ରତି ୫କିମି ବେଗରେ ଆଗକୁ ବଢୁଥିବା ବେଳେ କଳିଙ୍ଗପାଟନମ ଠାରୁ ୪୯୦କିମି, #ଗୋପାଳପୁର ଠାରୁ ୫୮୦ କିମି ଏବଂ #ପୁରୀ ଠାରୁ ୬୪୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି
4
3
68
2,054
ଗତ କାଲି ରାତି ୧୧ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟା #ଅକ୍‌ୱାନ୍ ଘଣ୍ଟା ପ୍ରତି ୫କିମି ବେଗରେ ଆଗକୁ ବଢୁଥିବା ବେଳେ କଳିଙ୍ଗପାଟନମ ଠାରୁ ୫୧୦କିମି, #ଗୋପାଳପୁର ଠାରୁ ୬୦୦ କିମି ଏବଂ #ପୁରୀ ଠାରୁ ୬୬୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି
2
46
1,177
ଆଜି ସନ୍ଧ୍ୟା ୮ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟା #ଅକ୍‌ୱାନ୍ ଘଣ୍ଟା ପ୍ରତି ୧୦କିମି ବେଗରେ ଆଗକୁ ବଢୁଥିବା ବେଳେ କଳିଙ୍ଗପାଟନମ ଠାରୁ ୫୨୦କିମି, ଗୋପାଳପୁର ଠାରୁ ୬୧୦ କିମି ଏବଂ ପୁରୀ ଠାରୁ ୬୭୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି
2
2
49
1,385
ଶେଷଥର ପାଇଁ ନଭେମ୍ବର ମାସରେ ଓଡିଶା ଉପକୂଳ ଛୁଇଁଥିବା ... #ବାତ୍ୟା ୯ ନଭେମ୍ବର ୧୯୯୫ ମସିହାରେ ଗୋପାଳପୁର ର ପାଖାପାଖି ସ୍ଥଳ ଭାଗ ଅତିକ୍ରମ କରିଥିଲା l ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟା ପ୍ରତି #୧୪୦କିମି ଥିବାବେଳେ ସର୍ବନିମ୍ନ ବାୟୁ ଚାପ #୯୭୮ମିଲିବାର ରହିଥିଲା ଏହା ଏକ ଅତି ଭୀଷଣବାତ୍ୟା ରହିଥିଲା
What's ur take on this?? 30 ବର୍ଷ ପରେ ଓଡିଶା ମୁହାଁ ହେବକି ନଭେମ୍ବର ବାତ୍ୟା?? ..... Its time to Watch & See...
3
2
52
2,429
ଆଜି ସନ୍ଧ୍ୟା ୫ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟା #ଅକ୍‌ୱାନ୍ ଘଣ୍ଟା ପ୍ରତି ୯କିମି ବେଗରେ ଆଗକୁ ବଢୁଥିବା ବେଳେ କଳିଙ୍ଗପାଟନମ ଠାରୁ ୫୪୦କିମି, ଗୋପାଳପୁର ଠାରୁ ୬୩୦ କିମି ଏବଂ ପୁରୀ ଠାରୁ ୬୯୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି
3
6
89
2,365
What's ur take on this?? 30 ବର୍ଷ ପରେ ଓଡିଶା ମୁହାଁ ହେବକି ନଭେମ୍ବର ବାତ୍ୟା?? ..... Its time to Watch & See...
ନଭେମ୍ବର ରେ ଓଡିଶା ଉପକୂଳ ଅତିକ୍ରମ କରିଛି କି ବାତ୍ୟା ?? ୧୯୦୧ ରୁ ୨୦୨୫ ମଧ୍ୟରେ ନଭେମ୍ବର ମାସରେ ଅର୍ଥାତ ୧୨୫ ବର୍ଷ ଇତିହାସ ରେ ବଙ୍ଗୋପସାଗର ରେ ୪ଟି ବାତ୍ୟା କିମ୍ବା ତାଠାରୁ ଅଧିକ ତୀବ୍ରତା ସମ୍ପନ୍ନ ସିଷ୍ଟମ ଓଡିଶା ଉପକୂଳ ଅତିକ୍ରମ କରିଛି , ବର୍ଷ ଗୁଡିକ ହେଉଛି ୧୯୧୬, ୧୯୨୪, ୧୯୭୩ ଏବଂ ୧୯୯୫
8
1
1
55
5,305
ବାତ୍ୟା ର ଗତିପଥ
7
10
99
15,648
#ଭୀଷଣବାତ୍ୟାର #ଅକ୍‌ୱାନ୍ ଆଜି ଦିନ ୨ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟା #ଅକ୍‌ୱାନ୍ ଘଣ୍ଟା ପ୍ରତି ୮କିମି ବେଗରେ ଆଗକୁ ବଢୁଛି କଳିଙ୍ଗପଟନମ ଠାରୁ ୫୭୦କିମି ଏବଂ ଗୋପାଳପୁର ଠାରୁ ୬୬୦ କିମି ଏବଂ ପୁରୀ ଠାରୁ ୭୨୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି
1
5
47
1,943
ଗତିପଥର ପୂର୍ବାନୁମାନ
10
13
3
112
9,930
ଉତ୍ତର ଆନ୍ଧ୍ର ଓ ୟେନମ ଏବଂ ଦକ୍ଷିଣ ଓଡିଶା ଉପକୂଳକୁ #ନରସାପୁର ଏବଂ #ପୁରୀ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ୭କିମି ବେଗରେ ଆଗକୁ ବଢୁଛି #ଅକ୍‌ୱାନ୍ ଗୋପାଳପୁର ଠାରୁ ୭୧୦କିମି, ପୁରୀ ଠାରୁ ୭୭୦କିମି ଦୁରରେ ଏବଂ ବିଶାଖାପାଟନମ ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ
5
62
2,287
୧୯ ଏବଂ ୨୦ ପାଇଁ ଓଡିଶା କୁ ରେଡ ଚେତାବନୀ
1
6
40
3,562
ଭୀଷଣବାତ୍ୟା
2
41
1,447
Latest satellite animation
1
1
30
1,243
ସମ୍ଭାବ୍ୟ ଗତିପଥ ପ୍ରତିକୂଳ ପାଣିପାଗ ପରିସ୍ଥିତି ହେତୁ ଅତି ଭୀଷଣ ବାତ୍ୟାର ସମ୍ଭାବନା ଟଳିଲା, ଭୀଷଣବାତ୍ୟା ଭାବେ ଉପକୂଳ ମୁହାଁ ହେବା ସମ୍ଭାବନା
2
4
60
2,844
#Delhi (Safdurjung) on 15th November reported minimum temperature of 18.6°C and just within a gap of two days today on 18th reported 11°C A sharp fall of 7.6°C brings Cooler weather over National Capital
2
2
19
962
#ଭୀଷଣବାତ୍ୟାର ରୂପ ନେଲା #ଅକ୍‌ୱାନ୍ ଆଜି ସକାଳ ୫ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟା #ଅକ୍‌ୱାନ୍ ଘଣ୍ଟା ପ୍ରତି ୩କିମି ବେଗରେ ଆଗକୁ ବଢ଼ି ଭୀଷଣ ବାତ୍ୟାରେ ପରିଣତ ହୋଇଛି ବିଶାଖାପାଟନମ ଠାରୁ ୬୧୦କିମି ଏବଂ ଗୋପାଳପୁର ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି
4
29
1,074