KALINGA KESHARI JENA କଳିଙ୍ଗ କେଶରୀ ଜେନା (@KalingaMBJ) header
KALINGA KESHARI JENA କଳିଙ୍ଗ କେଶରୀ ଜେନା (@KalingaMBJ) profile picture

President, North Odisha tourism development council and Founder of Bhanjasena, Mayurbhanj.

Baripada, India
Joined May 2020
Replying to @narendramodi
@narendramodi Sir,Historic Mayurbhanj Palace,housing MPC Jr College,is deteriorating despite repeated assurances.We humbly appeal to the Hon’ble PM for immediate,time-bound restoration.Save Mayurbhanj’s priceless heritage before it’s too late @GC_Murmu @ASIGoI @SecyChief @PWD_Odisha @SMEOdisha @DM_Mayurbhanj
1
4
10
111
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଅଭିନନ୍ଦନ
2
178
Replying to @MohanMOdisha
@MohanMOdisha ସାର,ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ସ୍ଥଳୀର ଗନ୍ତାଘର ତଥା ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପର ଅପୂର୍ବସମ୍ଭାର ଥିବା ଆମ ମୟୁରଭଞ୍ଜ ଜିଲ୍ଲାର ଲକ୍ଷାଧିକ ବେରୋଜଗାର,ରୋଜଗାର ଆଶାରେ କାହିଁକି ବାହାରରାଜ୍ୟକୁ ଦାଦନ ଖଟିବାକୁ ଯିବେ? ଉପୁଜିଥିବା ସମସ୍ୟାର ସମାଧାନ ନିମନ୍ତେ ସ୍ଵତନ୍ତ୍ର ଦୃଷ୍ଟିଦେବାକୁ ଅନୁରୋଧ p/1
1
3
5
145
@MohanMOdisha ସାର,ମୟୁରଭଞ୍ଜ ଜିଲ୍ଲାରେ ନିଯୁକ୍ତିର କୌଣସି ସୁଯୋଗ ନଥିବା ଯୋଗୁଁ ପ୍ରତ୍ୟେକ ଦିନ ବହୁ ବେରୋଜଗାର ବାହାର ରାଜ୍ୟକୁ ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଉଛନ୍ତି,ସବୁ ଜାଣି ମଧ୍ୟ ଜିଲ୍ଲା ଶ୍ରମବିଭାଗ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି,ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବାକୁ ଅନୁରୋଧ @SecyChief @LabourOdisha @DM_Mayurbhanj
4
5
95
Replying to @MohanMOdisha
@MohanMOdisha ସାର,ଶିମିଳିପାଳ ସମେତ ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ସ୍ଥଳୀର ଗନ୍ତାଘର ତଥା ବନ୍ୟଜାତଦ୍ରବ୍ୟ,ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପର ଅପୂର୍ବସମ୍ଭାର ଥିବା ଆମ ମୟୁରଭଞ୍ଜ ଜିଲ୍ଲାରେ ଲକ୍ଷାଧିକ ଯୁବସମାଜ ଆଜି ବେରୋଜଗାର,ସ୍ଵତନ୍ତ୍ର ଯୋଜନା ମାଧ୍ୟମରେ ରୋଜଗାରଦେବାକୁ ନିବେଦନ @SecyChief @DM_Mayurbhanj p/1
1
3
6
128
@MohanMOdisha ସାର, ମୟୁରଭଞ୍ଜ ଜିଲ୍ଲାରେ ନିଯୁକ୍ତିର କୌଣସି ସୁଯୋଗ ନଥିବା ଯୋଗୁଁ ଆବଶ୍ୟକତା ପୂରଣ ସକାଶେ ରୋଜଗାର ପାଇଁ ବ୍ୟଗ୍ର ଯୁବତୀ ମାନେ ଦଲାଲଙ୍କର ନଜରରେ ପଡୁଛନ୍ତି ଯଦ୍ୱାରା ସେମାନେ ନିଜ ପରିବାର ବର୍ଗଙ୍କ ଠାରୁ ବର୍ଷ ବର୍ଷ ଧରି ଦୂରରେ ରହୁଛନ୍ତି,ଦୟାକରି ଦଲାଲ ମାନଙ୍କୁ ଉଚିତ୍ ଶାସ୍ତି ପ୍ରଦାନ କରି ଯୁବତୀ ମାନଙ୍କୁ ଜିଲ୍ଲାରେ ନିଯୁକ୍ତି ପ୍ରଦାନ କରାଯାଉ @SecyChief @DGPOdisha @DM_Mayurbhanj p/2
4
5
63
Replying to @MohanMOdisha
@MohanMOdisha ସାର,ଶିମିଳିପାଳ ସମେତ ମୟୁରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଯିବାଆସିବା ରାସ୍ତାରେ ଜିଲ୍ଳାର ବନ୍ୟଜାତ ଦ୍ରବ୍ୟ,ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ସମାଗ୍ରୀ ଗୁଡିକର ବ୍ୟବସାୟୀକରଣ ନିମନ୍ତେ ସରକାରୀ ସ୍ତରରେ AI ଦ୍ଵାରା ପ୍ରସ୍ତୁତ ଏଭଳି ବାସ୍ତବିକ"ମଡର୍ଣ୍ଣ ହାଟ" ନିର୍ମାଣକରିବାକୁ ଅନୁରୋଧ @SecyChief @TourismDptt @MsmeDepartment @odisha_tourism @DM_Mayurbhanj p/1
1
3
4
68
@MohanMOdisha ସାର,ଶିମିଳିପାଳ ସମେତ ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ଓ ଐତିହ୍ୟ ସ୍ଥଳୀ ସହିତ ବନ୍ୟଜାତ ଦ୍ରବ୍ୟ,ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପର ଅପୂର୍ବସମ୍ଭାର ଥିବା ଆମ ମୟୁରଭଞ୍ଜ ଜିଲ୍ଲା ପାଇଁ କୌଣସି ଶିଳ୍ପର ଘୋଷଣା ନହେବା ଯୋଗୁଁ ଜିଲ୍ଲାବାସୀ ଆଜି ଦୁଃଖିତ,ପୁନଃବିଚାର କରିବାକୁ ଅନୁରୋଧ @SecyChief @PravatiPOdisha @DM_Mayurbhanj @TourismDptt @odisha_tourism p/2
4
5
52
Replying to @MohanMOdisha
@MohanMOdisha ସାର,ଗତକାଲି ଆଦିବାସୀବହୁଳ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ପାଉଁଶିଆ ପଞ୍ଚାୟତ ଭଣ୍ଡାରୀକୁଳ ଗ୍ରାମରେ କିଛି ମାଫିଆ ଗୋଷ୍ଠୀ ଠିକାଦାରମାନେ ୪/୫ ଜଣ ନିରୀହ ଆଦିବାସୀ ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି,ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିନମ୍ର ଅନୁରୋଧ @DGPOdisha p/1
1
1
1
125
@MohanMOdisha ସାର,ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକରେ କିଛି ମାଫିଆ ଠିକାଦାର ଗୋଷ୍ଠୀଙ୍କ ଆକ୍ରମଣରେ ଶିକାର ହୋଇଥିବା ନିରୀହ ଆଦିବାସୀ ପୁରୁଷ ଓ ମହିଳାଙ୍କୁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳୁନାହିଁ,ଦୟାକରି ହସ୍ତକ୍ଷେପ କରିବାକୁ ଅନୁରୋଧ @homeodisha @DGPOdisha @DM_Mayurbhanj p/2
1
1
62
Replying to @CMO_Odisha
@CMO_Odisha ସାର,ବାରିପଦା ମ୍ୟୁନିସିପାଲଟି ଇଞ୍ଜିନିୟରିଂ ବିଭାଗର ଅତ୍ୟଧିକ ଠିକାଦାର ପ୍ରୀତି ଯୋଗୁଁ ସହରରେ ବଡ ବଡ ଚାରୋଟି ଜଳାଶୟ ର ପଙ୍କ ଉଦ୍ଧାର ସହିତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଜି ଅଧାପନ୍ତରିଆ ଅବସ୍ଥାରେ,ଆଉ ଏଥିପାଇଁ ମଧ୍ୟ ଉତ୍ତପ୍ତ ହେଉଛି ବାରିପଦା ସହର,ହସ୍ତକ୍ଷେପ କରିବାକୁ ଅନୁରୋଧ @HUDDeptOdisha @DM_Mayurbhanj p/1
3
1
3
129
@MohanMOdisha ସାର,ବାରିପଦାରେ ଅସମ୍ପୂର୍ଣ୍ଣ ଝିଞ୍ଜିରୀବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇନଥିବା ବେଳେ,ପୁଣିଥରେ କୋଉ ନିୟମ ବଳରେ ବିନା ଟେଣ୍ଡରରେ ସେହି ବନ୍ଧ ସଂଲଗ୍ନ ଜୁବୁଲୀପାର୍କକୁ ମିଶାଇ କୋଟି କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଅଛି,ହସ୍ତକ୍ଷେପ କରିବାକୁ ଅନୁରୋଧ @ushapadhee1996 @DM_Mayurbhanj
1
2
67
@MohanMOdisha ସାର,ବାରିପଦାରେ ଅସମ୍ପୂର୍ଣ୍ଣ ଝିଞ୍ଜିରୀବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇନଥିବା ବେଳେ,ପୁଣିଥରେ କୋଉ ନିୟମ ବଳରେ ବିନା ଟେଣ୍ଡରରେ ସେହି ବନ୍ଧ ସଂଲଗ୍ନ ଜୁବୁଲୀପାର୍କକୁ ମିଶାଇ କୋଟି କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଅଛି,ହସ୍ତକ୍ଷେପ କରିବାକୁ ଅନୁରୋଧ @DM_Mayurbhanj
1
2
60
Replying to @MohanMOdisha
@MohanMOdisha ସାର,ଉଦଳା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ଦ୍ଵାରା ଠିକାଦାର ପୋଷଣ ନୀତି ଯୋଗୁଁ ସଂପୃକ୍ତ ଠିକାଦାର, ହୋଇଥିବା ଚୁକ୍ତିକୁ ସଂମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରି ବହୁ ନିମ୍ନମାନର କାର୍ଯ୍ୟ କରୁଛନ୍ତି,ଦୟାକରି ହସ୍ତକ୍ଷେପ କରିବାକୁ ଅନୁରୋଧ @RDOdisha @DM_Mayurbhanj p/1
1
1
1
1
168
@MohanMOdisha ସାର,ମୟୁରଭଞ୍ଜ ଜିଲ୍ଲା ଗ୍ରାମ୍ଯଉନ୍ନୟନ ବିଭାଗ ପକ୍ଷରୁ ସାରସକଣା ବ୍ଳକ ପୋଖରଡିହା ଠାରୁ ମହିଷାଗଠ ରାସ୍ତାରେ ମାଟିଉପରେ ପିଚୁ ପଡ଼ି ନିର୍ମାଣ ହେଉଛି କାର୍ଯ୍ୟ,ସେଥିରୁ ବିଭାଗ ଦ୍ଵରା ଚାଲୁଥିବା ବାକି କାର୍ଯ୍ୟ ଗୁଡିକର ସ୍ଵଚ୍ଛତା ଜାଣିପାରୁଥିବେ,ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ @rdmodisha p/2
1
1
73
Replying to @MohanMOdisha
@MohanMOdisha ସାର,ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା,ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ ତଥା ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପକୁ ନେଇ କୁଟୀରଶିଳ୍ପ ମାଧ୍ୟମରେ ଲକ୍ଷାଧିକଲୋକଙ୍କୁ ସ୍ୱାବଲମ୍ବୀକରିବାନେଇ ସ୍ଵତନ୍ତ୍ର ଆର୍ଥିକପ୍ୟାକେଜ ଘୋଷଣାକରି "ମୟୁରଭଞ୍ଜ ବିକାଶରେ ଅର୍ଥ ବାଧକ ସାଜିବ ନାହି"ଉକ୍ତିକୁ ସାକାରକରିବାକୁ ଅନୁରୋଧ p/1
1
5
1
6
153
@CMO_Odisha ସାର,ମୟୁରଭଞ୍ଜ ଜିଲ୍ଲାର ଶତକଡା ୫୦ ଭାଗ ଅର୍ଥାତ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ମୁଖ୍ୟତଃ ଚାଷ,ବନ୍ୟଜାତ ଦ୍ରବ୍ୟ ଗୋଟାଇ ଏବଂ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ଶିଳ୍ପ ସମାଗ୍ରୀ ପ୍ରସ୍ତୁତ କାର୍ଯ୍ୟ କରି ମଧ୍ୟ ଉଚିତ ବ୍ୟବସାୟୀକରଣ ଅଭାବରୁ ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି, ଦୃଷ୍ଟି ଦେବାକୁ ଅନୁରୋଧ @SecyChief p/2
4
4
60
Replying to @MohanMOdisha
@MohanMOdisha ସାର,ଏନ.ଜି.ଟି ର ବାରଣ ସତ୍ବେ ମୟୁରଭଞ୍ଜ ଜିଲ୍ଲା ମାଇନିଙ୍ଗ ବିଭାଗର ବରିଷ୍ଠ ଅଧିକାରୀ ଏବଂ କିଛି ଅନ୍ୟ ସରକାରୀ ଅଧିକାରୀଙ୍କ ପ୍ରତକ୍ଷ୍ୟ ସହଯୋଗରେ ବାଲି ଓ ପଥର ଲୁଟ ହୋଇ ପଡୋଶୀ ରାଜ୍ୟକୁ ଚୋରା ଚାଲାଣ ହେଉଛି,ହସ୍ତକ୍ଷେପ କରିବାକୁ ଅନୁରୋଧ @odisha_mining @DM_Mayurbhanj 1/p
1
4
6
460
@CMO_Odisha ସାର,ଏନ.ଜି.ଟି ର ବାରଣ ସତ୍ବେ ମୟୁରଭଞ୍ଜ ଜିଲ୍ଲା ମାଇନିଙ୍ଗ ବିଭାଗର ବରିଷ୍ଠ ଅଧିକାରୀ ଏବଂ କିଛି ଅନ୍ୟ ସରକାରୀ ଅଧିକାରୀଙ୍କ ପ୍ରତକ୍ଷ୍ୟ ସହଯୋଗରେ ବାଲି ଓ ପଥର ଲୁଟ ହୋଇ ପଡୋଶୀ ରାଜ୍ୟକୁ ଚୋରା ଚାଲାଣ ହେଉଛି,ହସ୍ତକ୍ଷେପ କରିବାକୁ ଅନୁରୋଧ @odisha_mining @DM_Mayurbhanj 2/p
1
3
6
259
@CMO_Odisha ସାର,ଏହିଭଳି ଭାବେ ଶହ ଶହ ଟ୍ରିପ ବାଲି ପଥର ଠୁଳ କରି ମାଫିଆ ବ୍ୟବସାୟୀ ମାନେ ସରକାରଙ୍କୁ ରାଜସ୍ବ ଠକୁଛନ୍ତି ଆଉ ପ୍ରଶାସନିକ ଅଧିକାରୀ ମାନେ ତାଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି, ଯଥାଶୀଘ୍ର ଏକ କଠୋର ପଦକ୍ଷେପ ନେବାକୁ ଅନୁରୋଧ @odisha_mining @DM_Mayurbhanj 3/p
3
4
232
KALINGA KESHARI JENA କଳିଙ୍ଗ କେଶରୀ ଜେନା retweeted
Replying to @CMO_Odisha
@CMO_Odisha ସାର,ମୟୁରଭଞ୍ଜ ଜିଲ୍ଲାରେ ଶହ ଶହ କୋଟି ଟଙ୍କାର ହୋଇଥିବା ଚାଉଳଦୁର୍ନୀତିର ତଦନ୍ତ ପାଇଁ ୭ ଦିନମଧ୍ୟରେ ଏକ ତଦନ୍ତ କମିଶନ ବସାଇ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଚାଉଳ ମଣ୍ଡିରେ ଚାଷୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବନ୍ଦ ପାଇଁ ନିର୍ଦେଶ ପ୍ରଦାନ କରିବାକୁ ଅନୁରୋଧ @Krushna81896528 @DM_Mayurbhanj
5
1
9
552
KALINGA KESHARI JENA କଳିଙ୍ଗ କେଶରୀ ଜେନା retweeted
Replying to @CMO_Odisha
@CMO_Odisha ସାର,ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ।ବାରମ୍ବାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମକୁ ଅପମାନିତ କରାଯାଉଛି,ଦୟାକରି ସମସ୍ତ ରେଗୁଲାର ବିଭାଗ ଓ ଷ୍ଟାଫ ମାନଙ୍କୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଫେରାଇ ଦିଆଯାଉ @vkpandianod
1
9
1
17
906
Thank u sir @nitin_gadkari
📢 𝗢𝗱𝗶𝘀𝗵𝗮 𝗜𝗻 𝗢𝗱𝗶𝘀𝗵𝗮, 𝘄𝗲 𝗵𝗮𝘃𝗲 𝗮𝗽𝗽𝗿𝗼𝘃𝗲𝗱 ₹𝟭𝟮𝟭.𝟮𝟳 𝗖𝗿 𝗳𝗼𝗿 𝘁𝗵𝗲 𝗰𝗼𝗻𝘀𝘁𝗿𝘂𝗰𝘁𝗶𝗼𝗻 𝗼𝗳 𝗮 𝟮-𝗹𝗮𝗻𝗲 𝘄𝗶𝘁𝗵 𝗽𝗮𝘃𝗲𝗱 𝘀𝗵𝗼𝘂𝗹𝗱𝗲𝗿𝘀 𝗯𝘆𝗽𝗮𝘀𝘀 𝗶𝗻 𝗥𝗮𝗶𝗿𝗮𝗻𝗴𝗽𝘂𝗿 𝘁𝗼𝘄𝗻 on NH-220. The length of the project is 𝟴.𝟰𝟳𝟮 𝗞𝗺; will be built on EPC mode under Annual Plan 2022-23 𝗶𝗻 𝘁𝗵𝗲 𝗠𝗮𝘆𝘂𝗿𝗯𝗵𝗮𝗻𝗷 𝗱𝗶𝘀𝘁𝗿𝗶𝗰𝘁. #PragatiKaHighway #GatiShakti @PMOIndia @Naveen_Odisha @dpradhanbjp @Bishweswar_Tudu @BJP4Odisha
1
5
18
951
A humble request to Honorable madam President.@rashtrapatibhvn for your kind intervention for the restoration of SIMILIPAL - the beauty and Crown of Undivided Mayurbhanj.@PMOIndia @CMO_Odisha @MoSarkar5T @biswajitmohanty @ForestDeptt @SimilipalNorth @Similipal_South
1
15
1
47
1,668
. @narendramodi @PMOIndia We urge your intervention for the restoration the glory of Mayurbhanj, is the motherland of our Esteemed President of India Mrs Draupadi murmu madam @rashtrapatibhvn @CMO_Odisha @dpradhanbjp @AshwiniVaishnaw @MoSarkar5T @Bishweswar_Tudu @RusirajP
2
13
3
49
1,948
. @PWD_Odisha ପୂର୍ତ୍ତ ବିଭାଗର ଜଣେ ଆସିଷ୍ଟାଣ୍ଟଇଂଜିନିୟର(AE)୨୪/୦୭/୨୦୦୬ମସିହାରେ ରାଇରଙ୍ଗପୁର ଡିଭିଜନ ଅନ୍ତର୍ଗତ କୁଳିଅଣା ସେକ୍ସନରେ ଯୋଗଦେଇ ଆଜି ପର୍ଯ୍ୟନ୍ତ ନିୟମ ଅନୁଯାୟୀ ବଦଳି ନହୋଇ ପାଖାପାଖି ୧୬ବର୍ଷରୁ ଉର୍ଧ୍ଵ ହେବ ସେହିଜାଗାରେ କାର୍ଯ୍ୟରତ ଅଛନ୍ତି|କାହିଁକି ସରକାରୀ ନିୟମ ଲାଗୁ ହେଉନାହିଁ ?. @CMO_Odisha @MoSarkar5T
2
7
22