Pinned Tweet
#ଧନ୍ୟବାଦ @Rajashree_1208 ଦିଦି 🙏😊
ଆମ ଖବର ଟିକୁ ଏତେ ବଡ଼ ଚେନାଲ ରେ ଖବର ପ୍ରସାରଣ କରିଥିବାରୁ ❤️❤️
ମୁଁ ଛୁଆ ବେଳୁ @otvkhabar କୁ ପସନ୍ଦ କରେ 🥰
#cuttack #Road #OTV #OTVNews
ବିଦ୍ର: ଭିଡିଓ ଟି #ଓଟିଭ ଚେନାଲ ରୁ ସଂଗୃହିତ
#କଟକ ରେ ରୋଡ଼ ଅମାନିଆ ସକ୍ରିୟ
ସଡ଼କ ରେ ଏମିତି ବିପଦପୂର୍ଣ୍ଣ ଗାଡି ଚାଳନା ଏବଂ ବିନା ହେଲମେଟ ରେ ଗାଡି ଧରି ରାସ୍ତା ମଝିରେ reel କରରୁଥିବା ଏ ଗାଡି ଚାଳକ ଙ୍କ ଉପରେ ତୁରନ୍ତ
@rto_cuttack କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ |
ଗାଡି ନମ୍ବର :OD05BE8049
@homeodisha
@STAOdisha
@dcp_cuttack
@ushapadhee1996
ଆଜ୍ଞା ଏଇଟା ଓଡିଶା ସରକାର ଙ୍କ ଟ୍ୱିଟର ଏକାଉଣ୍ଟ ନା ❓❓
ଓଡ଼ିଆ ଲେଖିବାକୁ ଏତେ କୁଣ୍ଠାବୋଧ କାହିଁକି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଆ କଥା କହୁଛନ୍ତି |
This quoted post is unavailable.
3
188
ଦୁର୍ଘଟଣା ସମୟରେ ମାନ ବିକତା ଦେଖେଇଲେ ସ୍ୱପ୍ନଜିତ ଭାଇ
କଟକ–ଟାଙ୍ଗୀ ଜାତୀୟ ରାଜପଥ ନିକଟ ରେଳୱେ ଓଭରବ୍ରିଜ୍ ଉପରେ ତିଗିରିଆ ଅଞ୍ଚଳର ଶ୍ରୀ ଲୋକନାଥ ଦଳାଇ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଘଟଣା ଜାଣିବା ପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରିଥିଲେ |
@STAOdisha
3
189
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ର ଟଙ୍କା ମିଳୁନି
ମାନ୍ୟବର @GokulanandaBJP ଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ତଦନ୍ତ କରି @CMO_Odisha ଙ୍କ କାମ ଧେନୁ ଯୋଜନା ର ଗାଈ ଆଣିଥିବା ବାହାର ରାଜ୍ୟ ରୁ ଚାଷୀ ମାନଙ୍କୁ ଉପଯୁକ୍ତ ପଇସା ତୁରନ୍ତ ପ୍ରଦାନ କରିଦେବାକୁ ଅନୁରୋଧ |
@farddepartment @OdishaFisheries @Vijaykulange
Sangharsh Ka Phal🥹💖
ଆଜି ମୋ ଜୀବନ ର ସବୁଠୁ ବଡ଼ ଖୁସି ❤️
କାରଣ ମୁଁ ନିଜକୁ proud feel କରୁଛି କି ମୁଁ ନିଜେ ପରିଶ୍ରମ କରି ଏକ ମୋବାଇଲ କିଣି ପାରିଛି ଏହାର ସବୁ ଶ୍ରେୟ ମୋର ବାପା ମା ଙ୍କୁ ଯିବ ☺️
ତାଙ୍କ ଆଶ୍ରିବାଦ ବିନା ଏ dream success କରିବା ବହୁତ କଷ୍ଟ 🥹
ଆପଣଙ୍କ ଭଲ ପାଇଁବା ଅପେକ୍ଷା ରେ 🤗🤗💖
#newphone
It has been 5 days since the tempo was on the Banarghat road
A tram has been parked in front of the Sahi Export Company gate for about 5 days
I request the Honorable remove the trestle tables from the roads giving importance to the movement of the common people.
@hulimavutrfps
Replying to @RTOBHADRAK
@RTOBHADRAK ସାର ଦୟାକରି ଚେକିଂ ବେଳ ର ଫୋଟ GPS ଆପ ରେ ପଠେଇବାକୁ ଅନୁରୋଧ |
@CTOdisha @STAOdisha @CMO_Odisha @DM_Bhadrak @BibhutiJena93 @AMITABHTHAKUR21 @AvimanyuBhadrak @Sitansu1981 @SamalManmohan7 @BJP4Odisha @IPR_Odisha @odisha_police @GovernorOdisha
ଦୀର୍ଘ ଦୁଇ ବର୍ଷ ପରେ @SRC_Odisha ଏକାଉଣ୍ଟ ରୁ riplay ସେ ପୁଣି ରାଜ ନେତା ଙ୍କ ଟ୍ୱିଟ ରେ ତୁମକୁ ଟିକେ ଖରାପ ଲାଗୁନି |
ଏତେ ଦିନ ହେଲା କେମିତି ଚୁପ ବସିଥିଲେ ଆଜି ନିଦ ଭାଙ୍ଗିଲା ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ଆଉ ଏମିତି ସବୁ ସମସ୍ୟା ଉପରେ riplay ଦେବା ପାଇଁ ଚେଷ୍ଟା କରନ୍ତୁ |
@MahalingMukesh @CMO_Odisha
Replying to @drpkpanigrahy @MohanMOdisha
ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଗଜପତି ସମେତ ଦକ୍ଷିଣ ଓଡ଼ିଶାର ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।
Ordered two rolls, one came
I request @SwiggyCares sir to look into it
If you write in a lie, you will get it and get it, then our hope will come from your Swagi app
ଡ଼.ସିଙ୍ଗିପୁର ଲୋକଙ୍କୁ ଅଣଦେଖା @Ganjam_Admin
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଡି.ସିଙ୍ଗିପୁର ଗ୍ରାମ ଜଳମଗ୍ନ ହୋଇ ରହିଥିଲା ଚାରିଦିନ ବିତିଗଲାଣି ହେଲେ ଗ୍ରାମବାସୀଙ୍କ ଦୁର୍ଦ୍ଦଶାରେ ଏଯାଏଁ ପ୍ରଶାସନିକ ସହାୟତା ପହଞ୍ଚି ପାରି ନାହିଁ |
ମାନ୍ୟବର @SRC_Odisha ତୁରନ୍ତ ରନ୍ଧା ଖାଦ୍ୟ ପହଞ୍ଚାନ୍ତୁ |
@sureshkpujari
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିରେ ଆସିକା ବ୍ଲକ୍ର ଗଙ୍ଗାପୁର ଗ୍ରାମ ପରିଦର୍ଶନ କରି ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ଏଥିସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ବ୍ଲକ୍ସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
@CMO_Odisha @IPR_Odisha @rdmodisha @SRC_Odisha
ମାନ୍ୟବର @DM_Bhadrak ଙ୍କୁ ଅନୁରୋଧ ପୂର୍ଣ୍ଣ ଚନ୍ଦ୍ର ସାର ଙ୍କ ସମସ୍ୟା ତୁରନ୍ତ ସମାଧାନ କରିଦିଅନ୍ତୁ |
@bdotihidi @NBarikOAS @Chakraview_ @Somesh_IAS @EduMinOfIndia @suryabanshibjp @Sitansu1981 @SMEOdisha @DHE_Odisha @NityanandaBJP @BhadrakDeo @CMO_Odisha
ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବିଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟ, ତିହିଡ଼ି, ଭଦ୍ରକରେ NWS ଭାବେ କାର୍ଯ୍ୟରତ ଅଛନ୍ତି ଦୁର୍ଘଟଣାଜନିତ ଚିକିତ୍ସା ଛୁଟି ଫେବୃଆରୀ ୨୦୨୬ରେ ଅନୁମୋଦିତ ହୋଇଥିଲେ ମଧ୍ୟ, ଏଯାଏଁ ବକେୟା ଦରମା ଓ ବାର୍ଷିକ ବେତନ ବୃଦ୍ଧିଜନିତ ବକେୟା ଅର୍ଥ ମିଳିନାହିଁ।
@CMO_Odisha
@MohanMOdisha
@DM_Bhadrak
@SMEOdisha
ସୋସିଆଲ ମିଡ଼ିଆ ରେ ମା ଦୁର୍ଗା ଙ୍କୁ ଅପମାନ ଟିପ୍ପଣୀ
ମାନ୍ୟବର @spbalangir ଙ୍କୁ ଅନୁରୋଧ ଏ id ର ସମ୍ବେଦନ ଶୀଳ post କୁ ତଦନ୍ତ କରି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ |
ଓଡିଶା ହେଉଛି ଶାନ୍ତିପ୍ରିୟ ରାଜ୍ୟ ଏମିତି ସନାତନ ଧର୍ମ ଉପରେ ଅସଭ୍ୟ ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ |
@odisha_police @PrithivirajBJP
The Hulima road is dangerous.
Keeping in mind the safety of the common people, this road should be repaired immediately before any major accident occurs.
Dear @blrcitytraffic, I request you to look into this matter urgently
Location ;Hulimavu bus stop, BankOf Baroda, Bengaluru
Replying to @SpBhadrak
@SpBhadrak sir please look at the matter 🙏
1
144
ଚାନ୍ଦବାଲି ରେ BCJD ଭୁଲିଗଲା ନିଜ ର ଧର୍ମ ର ପ୍ରତିକ
ମାନ୍ୟବର @SpBhadrak ଙ୍କୁ ଅନୁରୋଧ ଏମିତି ସନାତନ ଧର୍ମ କୁ ଅପମାନ କଲା ଭଳି କାର୍ଯ୍ୟ ଯେଉଁ ମାନେ କରୁଛନ୍ତି ତୁରନ୍ତ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହିନ୍ଦୁ ଧର୍ମ ର ମର୍ଯ୍ୟାଦା ରକ୍ଷା କରନ୍ତୁ |
@igerbaleshwar @Sitansu1981 @DM_Bhadrak @CMO_Odisha
ଧନ୍ୟବାଦ ମାନ୍ୟବର @MahalingMukesh @HFWOdisha ସାର ❤️🙏
Replying to @NrusinghaOdisha @DM_Bhadrak @NHMBhadrak @ChcTihidi @bdotihidi @SecyAgriGoI @_anugarg @AvimanyuBhadrak @Sitansu1981 @suryabanshibjp @RishiMangaraj @MahalingMukesh @PravatiPOdisha @PdDrda @IPR_Odisha
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭଦ୍ରକଙ୍କ ରିପୋର୍ଟ ଅନୁଯାୟୀ, ଶ୍ରୀ ଭରତ ନାୟକ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।ସେ ବର୍ତ୍ତମାନ ରେଡିଓଥେରାପି ଏବଂକେମୋଥେରାପି ନେଉଛନ୍ତି।ତାଙ୍କୁ କେମୋଥେରାପି ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପରାମର୍ଶ ଦିଆଯାଇଛି।
ଆପଣ ମାନଙ୍କ ଆଶ୍ରିବାଦ ଆଉ ସମର୍ଥନ ରହିଲେ ଅନ୍ୟାୟ ବିରୋଧ ରେ ଲଢେଇ ଆହୁରି ତୀକ୍ଷ୍ଣ ହେବ 😊❤️🙏
ତୁମକୁ ବହୁତ ବହୁତ ଧନ୍ୟବାଦ 👍 ମୁଣ୍ଡ ନୁଆଁଇ ବ ନାହିଁ ଏ ଲଢେଇ ଜାରି ରହୁ 👍
@NrusinghaOdisha
1
217
ଚାନ୍ଦବାଲି କଲେଜ ଛାତ୍ରୀ ଙ୍କୁ ଧମକ
ଆମ ଦଳ କୁ ଭୋଟ ନ ଦେଲେ କାଟିଦେବୁ ତୁମ ରାସନ
ଦୟାକରି All quick Repost
ମାନ୍ୟବର @DM_Bhadrak @suryabanshibjp ଏଥିପ୍ରତି ଦୃଷ୍ଟି ଦେଇ ଚାନ୍ଦବାଲି ରେ ଛାତ୍ର ଇଲେକ୍ସନ ଶାନ୍ତି ଶୃଙ୍ଖଳା ଶେଷ କରିବାକୁ ଅନୁରୋଧ |
@Chakraview_ @SamalManmohan7 @Sitansu1981 @AvimanyuBhadrak
CJP ମୁଖ୍ୟ Dipke ଆରେଷ୍ଟ 🤗
ଆଜି CJP ଆନ୍ଦୋଳନ ପାଇଁ ରେଡି ହେଉଥିବା ବେଳେ ଦିଲ୍ଲୀ ପୋଲିସ ଏବେ on fire 🔥ଗୁଡେଇ ଗୁଡେଇ ଆନ୍ଦୋଳନକାରି ଙ୍କୁ ଆରେଷ୍ଟ କରୁଛି 🙋♂️🙋♂️
ଆପଣଙ୍କ ମତ ରେ ଦିଲ୍ଲୀ ପୋଲିସ ସଠିକ ନିଷ୍ପତି ଗ୍ରହଣ କରୁଛି କି ନାଇଁ କମେଣ୍ଟ box ରେ ପ୍ରତିକ୍ରିୟା ଦିଅନ୍ତୁ ☺️
#delhi #DelhiNews #students #cjp


































