
#SocialWork #UnitarianHumanism Retweets are not endorsements.
Orissa, India
Joined July 2020
- Tweets2.1K
- Following575
- Followers818
- Likes2.3K
Replying to @PWD_Odisha
@PWD_Odisha may also please look into vice-versa matters occurring in @PWD_Puri
@PrithivirajBJP @BJP4Odisha @CMO_Odisha @PravatiPOdisha @PMOIndia @HMOIndia @SamalManmohan7
#ବିଲ୍_ପାଇଁ_ଲଢ଼ି_ଆଖି_ବୁଜିଲେ
#୨୩_ବର୍ଷ_ପରେ_ପରିବାରକୁ_ନ୍ୟାୟ
୨୩ ବର୍ଷ ଧରି ଠିକାଦାରଙ୍କ ବକେୟା ବିଲ୍ ପୈଠ ନକରି ଅଡୁଆରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ୍-୨। ଦୁଇଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ବାବଦକୁ ମୂଳ ବିଲ୍ ୧ କୋଟି ୭ ଲକ୍ଷ ଟଙ୍କା ବକେୟା ରହିଥିଲା। ସୁଧମୂଳ ମିଶାଇ ଏହି ରାଶି ୧ କୋଟି ୩୭ ଲକ୍ଷ ଟଙ୍କାରେ ପହଞ୍ଚିଛି। ଠିକାଦାରଙ୍କ ଆବେଦନର ବିଚାର କରି ଅଦାଲତଙ୍କ ନିର୍ଦ୍ଦେଶରେ ଅଫିସ୍ର ଚଳନ୍ତି ସମ୍ପତ୍ତିର ତାଲିକା ପ୍ରସ୍ତୁତ ହୋଇଛି। ତେବେ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଠିକାଦାରଙ୍କ ୨୦୨୩ରେ ମୃତ୍ୟୁ ହୋଇଥିବାରୁ ଏବେ ତାଙ୍କ ପରିବାର ପାଇବେ ବକେୟା ଟଙ୍କା। Contractor Gets Justice After 23 Years, Government Office Attached Over ₹1.37 Crore Dues #Kendrapara #ContractorDues #OfficeAttachment #RuralDevelopmentDepartment #OdishaNews #CourtOrder #PendingBills #CycloneShelters #LegalBattle #ContractorPayment #OdishaGovernment #JusticeDelayed #prameyanews7
1
25
ବହୁତ୍ ଭଲ କିନ୍ତୁ @HFWOdisha
ଦ୍ୱାରା ଲେଖାଟିରେ ତ୍ରୁଟି ଅଛି ଯାହାକି UNISEF ନୁହେଁ UNICEF ହେବ 🙏
@UNICEF @UNICEFIndia – at Bhubaneshwar, India
This quoted post is unavailable.
21
Custodial torture: Odisha DGP orders departmental inquiry against former Talachua IIC
#Odisha
odishatv.in/odisha/custodial…
36
Replying to @DGPOdisha
@DGPOdisha @homeodisha
@SecyChief
Police officer's harassment are now on the top notch in the state due to which a lot of families are getting broken, lives getting disrrupted and these type of matter are happenning
@CMO_Odisha @MohanMOdisha @dcmo_pravati @PrithivirajBJP
Odisha farmer kills self after alleged harassment by police; outpost officer transferred after suicide note surfaces
#Puri #Odisha
odishatv.in/odisha/harassed-…
Sir @DGPOdisha @odisha_police
@homeodisha
Please make an high level enquiry into this matter as day by day the #Police #Officials especially #Inspectors are not doing their duties properly relying on #Writers.
cc: @CMO_Odisha @PMOIndia @HMOIndia @BJP4Odisha @AmitShah
Two TV cable technicians died of electrocution while carrying out repair work on the premises of Baliapanda police station in #Puri.
Sir @MoHFW_INDIA @PMOIndia @JPNadda @dpradhanbjp @MahalingMukesh @sambitswaraj @AIIMSBhubaneswr @aiims_newdelhi @aiims_nd @AiimsU
Sir, @narendramodi @narendramodi_in is this should be the standard of a top hospital of nation for which crores of people have voted for @BJP4Odisha
Sir @AIIMSBhubaneswr
Negligence and abandonment in treatment of a Senior Citizen Patient referred from ICU, DHH of Puri to AIIMS, Bbsr for critical treatment in Nephro Care.
These are not #Doctors rather #Dacoits who are in emergency and trauma care which can be proved by the #CCTV footages of yesterday (15/10/2026) at 09:50 PM, the doctors are violating their code of conduct and misbehaving like #Goons due to which we are afraid of keeping our patient here as no proper treatment and only abandonment, misbehaviour with every patients and their attendants which is disreputing the standard of #AIIMS nationwide.
Keeping a critical patient in green triage is the standard of AIIMS #Emergency if asked they are misbehaving more than any goons and gundaa which are captured in their #CCTV which should be made a public disclosure as they are playing very dirty games with severe and critical #Patients.
How #AIIMS became a referral hospital now ? Sir @PMOIndia @dpradhanbjp @HMOIndia @sambitswaraj @BJP4Odisha @JPNadda @CMO_Odisha @MahalingMukesh @GovernorOdisha @aiims_newdelhi @MohanMOdisha @MoHFW_INDIA @MIB_India @narendramodi then whom can we believe if doctors are like goons at @AIIMSBhubaneswr
Please look into this matter of huge #corruption of public money by #Police through false bill in TA DA #Scam as published in @sambad
@CBIHeadquarters @HMOIndia @PMOIndia @ANI @ReutersInd @reutersind @ndtvindia @abpnews
Sir @PMOIndia @HMOIndia
This matter of corruption linking to TA/DA Bill #Scam of #OdishaPolice department linking to crores of public money had raised eyebrows of the genral public as the whistleblower in this case and all other accused in this case belongs to @odisha_police therefore investigation should be done by an independent agency like @CBIHeadquarters or #CrimeBranch
So we request you to please direct @CMO_Odisha to transfer the investigation of this case to #CBI instead of #OdishaPolice
This matter of huge corruption also published in a leading newspaper @sambad_odisha attached for your kind reference and necessary action.
cc: @PTI_News @kanak_news @ANI @ReutersInd @otvnews @otvkhabar @NEWS7Odia @NEWJplus @DGPOdisha @aajtak @dcmo_pravati @homeodisha
Requesting higher authorities @DGPOdisha @odisha_police to intervene into this matter as Kumbharapada PS in silent on this ongoing unauthorised construction work which was stopped by @SJTA_Puri
cc: @dpradhanbjp @CMO_Odisha @MohanMOdisha @ANI @dm_puri @SPPuri1 @PravatiPOdisha
ମହୋଦୟ @SJTA_Puri,
ଏହା ପ୍ରାର୍ଥନା କି ପୁରୀ ବଡ଼ଶଙ୍ଖ ପରିବା ମାର୍କେଟ ସଂଲଗ୍ନ ହରିହର ଦାସ ନାମକ ଜଣେ ବ୍ୟକ୍ତି ଯାହାର ଏକ ବେଆଇନ ନିର୍ମାଣ ଦୀର୍ଘ ୬ ମାସ ତଳୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ଵାରା ବନ୍ଦ ନିର୍ଦ୍ଦେଶ ଥିଲା କିନ୍ତୁ ବିଡମ୍ବନାର ବିଷୟ ଆଜି ତା:୧୦.୦୨.୨୦୨୬ରିଖ ରେ କିପରି ବିନା ଅନୁମତିରେ ପୁନର୍ବାର ଆରମ୍ଭ ହୋଇଛି?
ମହୋଦୟ @SJTA_Puri,
ଏହା ପ୍ରାର୍ଥନା କି ପୁରୀ ବଡ଼ଶଙ୍ଖ ପରିବା ମାର୍କେଟ ସଂଲଗ୍ନ ହରିହର ଦାସ ନାମକ ଜଣେ ବ୍ୟକ୍ତି ଯାହାର ଏକ ବେଆଇନ ନିର୍ମାଣ ଦୀର୍ଘ ୬ ମାସ ତଳୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ଵାରା ବନ୍ଦ ନିର୍ଦ୍ଦେଶ ଥିଲା କିନ୍ତୁ ବିଡମ୍ବନାର ବିଷୟ ଆଜି ତା:୧୦.୦୨.୨୦୨୬ରିଖ ରେ କିପରି ବିନା ଅନୁମତିରେ ପୁନର୍ବାର ଆରମ୍ଭ ହୋଇଛି?
Sir @SJTA_Puri @JagannathaDhaam the video attached here shows about the illegal and unauthorised construction work going on by Harihar Das and Bibhu Prasad Das of Badasankha, Puri on @SJTA_Puri Land bearing plot 868 & 869, Khata 392 under Mz Kumbharapada violating Hon'ble SDM Order in Crl Ms Case 308/2025 and this matter is also brought to the notice of Dy Admn (Rev), Chief Admn SJTA, DM of Puri thru regd post, The Dy Admn (Rev) also directed Kumbharapada PS to stop the illegal construction work but still the unauthorised work is going on, attaching application photo and RoR for reference @SPPuri1 @CMO_Odisha @PrithivirajBJP @MohanMOdisha @dcmo_pravati @PravatiPOdisha @dpradhanbjp @KVSinghDeo1 @SecyChief @rdmodisha @odishabench @LawOdisha @DGPOdisha @homeodisha @odisha_police @PTI_News
Concerned authorities @DGPOdisha @SPPuri1 @odisha_police @homeodisha may please look into the matter and take appropriate action
cc: @CMO_Odisha @BJP4Odisha @SecyChief @HMOIndia @PTI_News @dpradhanbjp @MohanMOdisha @dcmo_pravati @PravatiPOdisha @KVSinghDeo1 @kanak_news @otvnews
ପୁରୀ ଜିଲ୍ଲାରେ ଗାଦି ଛାଡ଼ିଯିବାକୁ ନାରାଜ ପୁଲିସ ଅଫିସର,ନିର୍ଦ୍ଦେଶକୁ ହେଲାଣି ପନ୍ଦର ଦିନ....!! Humble request to Hon'ble @CMO_Odisha Shri @MohanMOdisha Sir,Pls look into this matter.@SecyChief @dept_ga @homeodisha @odisha_police @igcrcuttack @DGPOdisha @SPPuri1 @prsprateek @dm_puri
ଏହି ଖବରକୁ ଗୁରୁତ୍ବ ସହିତ ନେଇ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ @SPPuri1 @puriulb @dm_puri
@MohanMOdisha @PravatiPOdisha @KVSinghDeo1 @TheRSS_Piyussh @CMO_Odisha @dcmo_pravati @SecyChief @DGPOdisha @odisha_police @PMOIndia @BJP4Odisha @otvnews @News18Odia @kanak_news
Concerned authorities @SJTA_Puri @JagannathaDhaam @dm_puri may please look into this matter and take appropriate action.
cc: @CMO_Odisha @SecyChief @KVSinghDeo1 @MohanMOdisha @dcmo_pravati @PravatiPOdisha @PrithivirajBJP @dpradhanbjp @BJP4Odisha @LawOdisha @odisha_police @ANI
‘Cash for darshan’ continues unchecked at Puri Jagannath Temple; devotees capture evidence on camera
#Odisha #Puri
odishatv.in/news/odisha/cash…
Concerned Authorities @puriulb @dm_puri may please look into this matter of Inhabitants and take necessary action.
cc: @CMO_Odisha @HUDDeptOdisha @SecyChief @sambitswaraj @dcmo_pravati @PravatiPOdisha @MohanMOdisha @dpradhanbjp @KVSinghDeo1 @ushapadhee1996 @dr_kcmahapatra
Replying to @dcpbbsr
@dcpbbsr @odisha_police @DGPOdisha @homeodisha may please look into this matter and take necessary stringent action against the culprit.
#ବିଚ୍_ରାସ୍ତାରେ_ଯୁବକଙ୍କୁ_ଗୋଡ଼ାଇ_ହାଣିଲା
-ଜଟଣୀ: ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ
-ଜଟଣୀ ଥାନା ନିକଟ ମୋଜଟଣୀ ଛକ ନିକଟରେ ମରଣାନ୍ତକ ଆକ୍ରମଣ
-ଗୁରୁତର ଅବସ୍ଥାରେ ଯୁବକ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି
-ଅଭିଯୁକ୍ତକୁ ଅଟକ ରଖି ପୋଲିସର ପଚରାଉଚରା
-ଆହତ ଯୁବକ ଜଟଣୀ ବାଛରାପାଟଣା ଅଞ୍ଚଳର ସୂଚନା
#Jatni #Attack #OTV
3
25
A FL Off Shop in Puri is taking Rs.20/- higher on MRP of @kingfisherworld lager CAN Beer whose bill and MRP Tag of the product is attached in pic without mentioning the gst tax calculation @GST_Council @FinMinIndia @CMO_Odisha @MohanMOdisha @PrithivirajBJP @SecyChief @otvnews
55
x.com/PuriVoice/stat…
ବାଲେଶ୍ୱର ଅଘଟଣ ଉପରେ ପୀଡ଼ିତା ଝିଅଟି ଟୁଇଟ (X) ମାଧ୍ୟମରେ ଅଭିଯୋଗ କରିଥିଲେ ମଧ୍ୟ ନା ସେଠାର ଜିଲ୍ଲାପାଳ, ନା ବିଧାୟକ, ନା ସାଂସଦ, ନା ଶିକ୍ଷା ସଚିବ, ନା ମୁଖ୍ୟମନ୍ତ୍ରୀ ଏହା ଉପରେ ଧ୍ୟାନ ଟିକେ ଦେଇଥିଲେ ଆଜି ଝିଅଟିର ମୃତ୍ୟୁ ହୋଇନଥାନ୍ତା,ସରକାରଙ୍କୁ ଅନୁରୋଧ ପ୍ରତ୍ୟେକ ଅଭିଯୋଗ ଉପରେ ଧ୍ୟାନ ଦିଅନ୍ତୁ।
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ନିମନ୍ତେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।
ମୁଁ ଦିବଂଗତ ଛାତ୍ରୀଙ୍କ ପରିବାରକୁ ଆଶ୍ୱାସନା ଦେଉଛି ଯେ ସମ୍ପୃକ୍ତ ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବ। ଏଥିପାଇଁ ବ୍ୟକ୍ତିଗତ ଭାବେ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି । ପରିବାର ସହିତ ସରକାର ଦୃଢ଼ ଭାବରେ ଛିଡା ହୋଇଛନ୍ତି ।
1
3
39
Sir @MohanMOdisha ଯଦି ଆପଣ ଏହି ଝିଅଟିର ଟୁଇଟ୍ ରେ ହୋଇଥିବା ଅଭିଯୋଗ ଉପରେ ଗୁରୁତ୍ବ ଦେଇଥାନ୍ତେ ତାହାଲେ ଆଜି ଏତେ ବଡ଼ ଅଘଟଣ ଘଟି ନଥାନ୍ତା ଓ ଆପଣଙ୍କ ସରକାର @BJP4Odisha ବଦନାମ ହୋଇ ନଥାନ୍ତା।
ସେଥିପାଇଁ ସରକାରଙ୍କୁ ଅନୁରୋଧ ପ୍ରତ୍ୟେକ ଅଭିଯୋଗ ଉପରେ ଗୁରୁତ୍ବ ଦିଅନ୍ତୁ @CMO_Odisha @DBalasore @dcmo_pravati @SecyChief
Replying to @DHE_Odisha
@DHE_Odisha
@suryabanshibjp
@dpradhanbjp
@CMO_Odisha
@MohanMOdisha
@DBalasore
@manaskumardutta
@EduMinOfIndia
@NCWIndia

ALT ମୁଁ ସୌମ୍ୟାଶ୍ରୀ ବିଶି (ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, B.A. B.Ed 2nd year (arts) ମୋତେ Int. B.ED. dept ର HOD, Assistant professor Samir Kumar Sahoo କିଛି ମାସ ତଳେ ଶାରିରୀକ ଆଶା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ମୁଁ ମନା କରିବାରୁ ଅଧ୍ୟାପକ ବାରମ୍ବାର ଫେଲ କରିବାର ଧମକ ଦେବା, ଗାଳିଗୁଲଜ କରିବା, ଶ୍ରେଣୀରେ ଅନୁପସ୍ଥିତତାକୁ କେନ୍ଦ୍ର କରି ପରୀକ୍ଷା ଦେବାରୁ ବଂଚିତ କରୁଛନ୍ତି। ଏଥିରେ ଅତିଷ୍ଠ ହୋଇ ମୁଁ ଥରେ ଆତ୍ମହତ୍ୟା ଉଦ୍ୟମ ମଧ୍ଯ କରି ସାରିଛି। ବର୍ତ୍ତମାନ କଲେଜରେ ଅଭିଯୋଗ ପରେ ମଧ୍ଯ ଅଧ୍ୟାପକ ଜଣକ ନିଜର ନିକଟତର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଜରିଆରେ ମୋ ଉପରେ ମାନସିକ ଚାପ ପକାଉଛନ୍ତି।
Replying to @MORTHIndia
ପୁରୀ ବଡ଼ଦାଣ୍ଡର ପିଚୁ ରଥଯାତ୍ରା ପୂର୍ବରୁ ବଡଶଙ୍ଖ ପାଖରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଧିକାଂଶ ରାସ୍ତାରେ ପଡ଼ିନାହିଁ। ଏଥିପ୍ରତି ଜନସାଧାରଣ ଅନେକ ଅସୁବିଧା ଭୋଗୁଛନ୍ତି। ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦିଅନ୍ତୁ।
@dm_puri @PWD_Odisha @NHAI_Official @ChanchalRanaIAS @CMO_Odisha @SecyChief @dcmo_pravati
Concerned authorities may pls look into this matter and take necessary action @SPPuri1 @odisha_police @DGPOdisha @CMO_Odisha @SecyChief @MohanMOdisha @BJP4Odisha @dpradhanbjp @dcmo_pravati @PravatiPOdisha @IPR_Odisha @dm_puri @kanak_news @NEWS7Odia @PTI_News @otvnews @otvkhabar
158








































