Rojalin Sahoo retweeted
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଲଟିଛି ‘ରେଫର୍ ପଏଣ୍ଟ’
୧୧୦ କୋଟିର ଚକାଚକ୍ କୋଠା, ହେଲେ ମିଳୁନି ଉପଯୁକ୍ତ ଚିକିତ୍ସା ସେବା।
ଆଉ କେତେଦିନ ଏମିତି ରୋଗୀଙ୍କୁ ରେଫର୍ କରାଯିବ? କଟକ ବଡ଼ ମେଡିକାଲ୍ ବିନା ଆମ ଜିଲ୍ଲା ଚିକିତ୍ସାଳୟରେ ରୋଗୀମାନେ ଉନ୍ନତ ଚିକିତ୍ସା ପାଇପାରିବେ ନାହିଁ କି?@HFWOdisha
@MahalingMukesh @dmkendrapara
Rojalin Sahoo retweeted
ପାଠପଢ଼ା ବେଳେ ଟଳିପଡ଼ି ଛାତ୍ରୀଙ୍କ ମୃତ୍ୟୁ
ଆୟତନ, ରାଜକନିକା, କେନ୍ଦ୍ରାପଡ଼ା ।
ଆମ୍ବୁଲାନ୍ସ ଆସିବା ପରେ ହସ୍ପିଟାଲ ନିଆଯାଇଥିବା କହିଲେ ପ୍ରଧାନଶିକ୍ଷୟିତ୍ରୀ। ବିଳମ୍ବ ହୋଇଥିବା ଅଭିଯୋଗ କଲେ ଅଭିଭାବକ।
ମୃତ ଛାତ୍ରୀ: ବିଶ୍ୱରୂପା ବେହେରା।
@CMO_Odisha @NityanandaBJP @SMEOdisha @dmkendrapara @BDORajkanika
Rojalin Sahoo retweeted
୨–୪ ବର୍ଷ ଧରି ଅଚଳ ନଳକୂପ, ନୂତନ ନଳକୂପ ସ୍ଥାପନ ପାଇଁ ଦାବି।
କାଏମା–ଡିହସାହି (କନପୁର), ବରହାଦୋମଣ୍ଡା ପଞ୍ଚାୟତ, ରାଜକନିକା, କେନ୍ଦ୍ରାପଡ଼ା।
ମରାମତି ସମ୍ଭବ ନହେବାରୁ ନୂତନ ନଳକୂପ ସ୍ଥାପନ ପାଇଁ ଗ୍ରାମବାସୀଙ୍କ ଦାବି। ତୁରନ୍ତ ପଦକ୍ଷେପ ନିଆଯାଉ। 🙏
@CMO_Odisha @PRDeptOdisha @RWSS_Odisha @dmkendrapara @BDORajkanika
Rojalin Sahoo retweeted
ଆବର୍ଜନାରେ ପରିପୂର୍ଣ୍ଣ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ, ହବିଷିଆଳିଙ୍କ ସ୍ନାନ ଓ ପୂଜାରେ ବାଧା, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି...!!
Hon’ble @CMO_Odisha Sir, this matter requires urgent attention.
I respectfully request your good office to review the issue and issue necessary directions to the concerned authorities for immediate action. Kindly ensure that the matter is resolved fairly and without further delay.@dept_ga @SecyChief @HUDDeptOdisha @dept_ga @SecyChief @HUDDeptOdisha @dm_puri @JanaSunani @konarknac
Rojalin Sahoo retweeted
ଦୀର୍ଘଦିନ ଧରି ଅଚଳ ନଳକୂପ, ପାଣି ପାଇଁ ହନ୍ତସନ୍ତ ଲୋକେ।
ପ୍ରାୟ ୫୦–୭୦ ଜଣ ଲୋକ ନିର୍ଭର କରୁଥିବା ନଳକୂପରୁ ଆସୁନି ପାଣି। ତୁରନ୍ତ ମରାମତି ପାଇଁ ଦାବି।
ଡିହସାହି, କାଏମା (କନପୁର) ପଞ୍ଚାୟତ, ରାଜକନିକା, କେନ୍ଦ୍ରାପଡ଼ା।
@CMO_Odisha @dmkendrapara @BDORajkanika @RWSS_kendrapara
@RWSS_Odisha
@PRDeptOdisha
Rojalin Sahoo retweeted
ନର୍ସିଂହୋମରେ ବେଆଇନ ଗର୍ଭପାତ ରାକେଟ୍ ଅଭିଯୋଗ
କଟକ, ଓଡ଼ିଶା
ପ୍ରକାଶିତ ଖବରର ସତ୍ୟାସତ୍ୟ ଯାଞ୍ଚ କରି ଅଭିଯୋଗରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ। 🙏
@CMO_Odisha @HFWOdisha @KatakaDM @odisha_police @MahalingMukesh
#Cuttack #Odisha #IllegalAbortion
Rojalin Sahoo retweeted
ଜଗତସିଂହପୁର ବାଇପାସ୍ ରାସ୍ତା ପାଲଟିଛି ନିଶାଡ଼ିଙ୍କ ଆଡ୍ଡାସ୍ଥଳୀ
ପୋଲିସ ପାଟ୍ରୋଲିଂ ଢିଲା, ବାଉଁଶ ବାନ୍ଧି ରାସ୍ତା ଅବରୋଧ
ମଦ୍ୟପଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା
ଜଗତସିଂହପୁର, ଓଡ଼ିଶା
🛣️ ୫୫ ନମ୍ବର ଜାତୀୟ ରାଜପଥ
@CollectorJspur @jspurpolice @odisha_police @CMO_Odisha @NHAI_Official
Rojalin Sahoo retweeted
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅଧିନ ଅନନ୍ତପୁର ପଞ୍ଚାୟତ କେଉପଡ଼ା ଗାଁର ଭାନି ଭୋଇଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ଆବେଦନକୁ ଶୀଘ୍ର ଅନୁମୋଦନ କରିବାପାଇଁ ମାନନୀୟ@HFWOdisha ମହୋଦୟଙ୍କୁ ବିନମ୍ର ଅନୁରୋଧ। @CMO_Odisha @MohanMOdisha @SSEPD2 @MahalingMukesh @CollectorJspur @PravatiPOdisha @CDMO_JSPUR @SecyChief
Rojalin Sahoo retweeted
Replying to @Santosh88512716 @TPCentralOdisha
@TPCentralOdisha @MohanMOdisha sir 🙏 ଏହି ସମସ୍ୟା ଦୀର୍ଘ ୬ ମାସରୁ ଅଧିକ ଦିନ ହେବ ବାରମ୍ବାର ଅଭିଯୋଗ ହୋଇ ଆସୁଛି ଆଜି ପର୍ଯ୍ୟନ୍ତ । କେବେ ସମସ୍ୟା ସମାଧାନ ହେବ ଆଜ୍ଞା ? ଆଜି ଘଟଣା ସ୍ଥଳରୁ ଭିଡିଓ ଵାଇଟ୍ ମାଧ୍ୟମରେ ଅବଗତ କରୁଛୁ ପୁନର୍ବାର । @EnergyOdisha @dm_puri @KVSinghDeo1 @JanaSunani
Rojalin Sahoo retweeted
ଉଜ୍ବଳ ଶ୍ରୀକ୍ଷେତ୍ର
ପୁରୀ ସହରର ଭୁଦାନ ବରଗଛ ଛକ ଠାରୁ ଶେଷ ଚାମ୍ବର ପର୍ଯ୍ୟନ୍ତ 10 ଟି ଖୁଣ୍ଟିରେ ଲାଇଟ ଆଜକୁ ଏକମାସ ହେବ ଜଳୁନାହିଁ। ଯାହାଫଳରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ।
@puriulb @dm_puri @CMO_Odisha @SPPuri1 @ushapadhee1996
Rojalin Sahoo retweeted
ଉଜ୍ବଳ ଶ୍ରୀକ୍ଷେତ୍ର
ପୁରୀ ସହରର ବଳିଆପଣ୍ଡା ମଦନ ଭୀଲ୍ଲା ପଛପଟ ତ୍ରିନାଥ ଯୁବ ଜ୍ୟୋତି କ୍ଲବ ସାହିର ସବୁ ଖୁଣ୍ଟିର ଲାଇଟ ଆଜକୁ 15 ଦିନହେବ ହେବ ଜଳୁନାହିଁ। ଯାହାଫଳରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ।
@puriulb @dm_puri @CMO_Odisha @SPPuri1
Rojalin Sahoo retweeted
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ରେଢୁଆ ପଞ୍ଚାୟତ ବାରତିରା ଗାଁର ତପସ୍ବିନି ମହାନ୍ତି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ। ତପସ୍ୱିନି ଙ୍କ ନାମ ରାସନ୍ କାର୍ଡ଼ରେ ଯୋଡ଼ିବା ପାଇଁ ମାନନୀୟ @Food_Odisha ମହୋଦୟଙ୍କୁ ବିନମ୍ର ନିବେଦନ ।
@CMO_Odisha @CollectorJspur @CSOJAGATSINGHP1 @BDORaghunathpur 🙏
Rojalin Sahoo retweeted
Replying to @CMO_Odisha
Respected @CollectorBgr Sir kindly look into the matter & take necessary action..
@CMO_Odisha @PRDeptOdisha @zp_balangir @IPR_Odisha @RabiNaikBJP @SecyChief @DC_Odisha @PCDept_Odisha @rdmodisha @IndiaMGNREGA @OdishaMgnregs @TigSDM @MoRD_GoI.
2
91
Rojalin Sahoo retweeted
କଣାସ/କୃଷ୍ଣପ୍ରସାଦ, ପୁରୀ: ‘ଓର୍ଣାବ’ ପ୍ରଭାବରେ ଫସଲ ଉଜାଡ଼ିଲା! 🌧️ ବ୍ୟାପକ କ୍ଷୟକ୍ଷତିକୁ ନେଇ ଚିନ୍ତାରେ ଚାଷୀ। କାମଧନ୍ଦା ହରାଇ ହାତବାନ୍ଧି ବସିଛନ୍ତି ଦିନମଜୁରିଆ। ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ, ବିଦ୍ୟୁତ୍ ଯୋଗାଣରେ ବ୍ୟାଘାତ। ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉ।
@dm_puri @SRC_Odisha @krushibibhag
Rojalin Sahoo retweeted
ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ ବିଷୟ! 😔 ପୋଲିସ ଓ ଜନତାଙ୍କ ମଧ୍ୟରେ ବନ୍ଧୁତ୍ୱ ବଦଳରେ ଏଭଳି ନିନ୍ଦନୀୟ ଘଟଣା ପାଇଁ ଦାୟୀ କିଏ? ଆଇନଶୃଙ୍ଖଳା କେଉଁଠି? ପ୍ରତିଶୋଧ, କାର୍ଯ୍ୟଚାପ ନା କ୍ଷମତାର ଅପବ୍ୟବହାର? ଆଇନଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି।
@CMO_Odisha @homeodisha @DGPOdisha @PrithivirajBJP
Rojalin Sahoo retweeted
ବଳଙ୍ଗା, ପୁରୀ
କାମ ଦେଉନି କୀଟନାଶକ, ଚିନ୍ତାରେ ଚାଷୀ
ଧାନ ଫସଲରେ ପତ୍ର ପୋଡା ରୋଗ
@dm_puri @krushibibhag
Rojalin Sahoo retweeted
Replying to @CMO_Odisha
Rojalin Sahoo retweeted
ରାଜକନିକା ବ୍ଲକ ପେଗରପଡ଼ା ପଞ୍ଚାୟତ ବଳିଭଣ୍ଡାର ଗାଁରେ ଆଜିର ଘଟଣା - ଦାମୋଦର ଦାସଙ୍କ ୩ ବଖରା ଘର ନିଆଁରେ ସମ୍ପୂର୍ଣ୍ଣ ଜଳି ନଷ୍ଟ। ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦିଅନ୍ତୁ। 🙏
@CMO_Odisha @dmkendrapara
@BDORajkanika
@OdishaFS
#Rajkanika #Kendrapara #odisha
Rojalin Sahoo retweeted
ଗାଁ ଗଣ୍ଡାରେ ମାଡ଼ି ଚାଲିଛି ଚୋରା ମଦ ବେପାର 🍾
ଦୁଇ ଦିନରେ ୩୬ ଲିଟର ମଦ ଜବତ କଲା ପୋଲିସ, ଚେଇଁ ଶୋଇଛି କି ଜିଲ୍ଲା ଅବକାରୀ ବିଭାଗ?
@CMO_Odisha @DGPOdisha @odisha_police @OdishaExcise @CollectorJspur
@jspurpolice
#Jagatsinghpur #Odisha


































