Pinned Tweet
ନଜାଣି ତାରତମ ହେଲା ତୋ ବୁଦ୍ଧି ବାମ
ଏଡ଼େ ଦୁର୍ବୁଦ୍ଧି ଜନ୍ମିଲା
କୁମର ଆରେ ଏଡ଼େ ଦୁର୍ବୁଦ୍ଧି ଜନ୍ମିଲା
ନ ଘେନି ମୋ କଥାକୁ ଲୋଡୁ ଅଛୁ ବାଦକୁ
ତୋତେ ଏହା କେ କହିଲା
କୁମର ଆରେ ତୋତେ ଏହା କିଏ କହିଲା
୧/୪
#ପ୍ରହଲ୍ଲାଦ_ନାଟକ
1
5
Sonit Panigrahy retweeted
ବରମୁଣ୍ଡା ବସଷ୍ଟାଣ୍ଡରେ ଅପହରଣ ଭାବି ହାଇଡ୍ରାମା.. ଯୁବତୀଙ୍କ ଚିତ୍କାର, ଅଟୋ ପିଛା କରି ଅଟକାଇଲେ ଯୁବକ.. ଅପହରଣ ଉଦ୍ୟମ ନୁହେଁ, ଭାଇ ନେଉଥିଲେ ଭଉଣୀଙ୍କୁ.. ଘରୁ ଚାଲି ଆସିଥିଲେ ଯୁବତୀ, ଭଉଣୀଙ୍କୁ ଜୋରଜବରଦସ୍ତ ନେବା ବେଳେ ହାଇଡ୍ରାମା..
#BaramundaBusStand #Bhubaneswar #KidnappingRumour #HighDrama #OTV
Sonit Panigrahy retweeted
2 proposals received to KV Sangathan (KVS) for establishment of 2nd Kendriya Vidyalaya, Brahmapur at Dakhinapur, Kukudakhandi Block & another KV at Pangidi, Buguda Block, Ganjam District of Odisha. It's Unofficial information received from Delhi. @FORUMODISHA
Sonit Panigrahy retweeted
Khaja is now a sweet from Bihar.
Pakhala is now from Kerala.
Dalma is suddenly from UP.
Rasagola is from West Bengal.
South Kalinga is now Andhra pradesh
Sarelikala kharsua is now Jharkhand
Mahandi is now controlled by Chattisgarh
Odisha now occupied by Hindi
The number of sanghis and woke liberals population is increasing at alarming rate
Apparently, our neighbours have a growing appetite for claiming what belongs to Odisha.
Odisha is like what India is to the world surrounded by neighbours who seem to have a peculiar fascination with claiming our identity, heritage and cultural treasures.
God save us!
Jai Jagannath! Jai Odisha!
Sonit Panigrahy retweeted
#ସମସ୍ତେ_କ୍ଷତିପୂରଣ_ପାଇବା_ଦରକାର
ବାତ୍ୟାରେ ୩ ଜିଲ୍ଲା ବେଶି କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ସବୁ ଲୋକଙ୍କ କ୍ଷତି ହୋଇଛି । ସମସ୍ତେ କ୍ଷତିପୂରଣ ପାଇବା ଦରକାର : ମନ୍ତ୍ରୀ
#cyclone #Minister #Odisha #KanakNews
Sonit Panigrahy retweeted
AI generated video? Here's the full video by @kanak_news. Watch the last part of the video. The one you are sharing is earlier part of the video.
This is the real video of chikti MLA @DyanSama in which he is patiencely listening to the minister but the bjd chikti social media had make AI video and made chikti MLA offended in social media. Being wife of @DyanSama i request @SP_BRAHMAPUR to take strict action against these goons.
Sonit Panigrahy retweeted
Good morning everyone,
I have recently joined as RDC, Southern Division, Odisha, which covers eight districts.
I would like to encourage everyone to bring to my notice any issues relating to pending works, public grievances, or other problems faced by civilians. You can highlight such issues.
I will coordinate with the concerned district administration and make efforts to resolve the issues.
I am also sharing my mobile number.
You may share relevant information, concerns, or details with me through WhatsApp as well.
Mobile No.: 8117887999
Looking forward to your cooperation and support.
Thank you.
Sonit Panigrahy retweeted
ब्राह्मणों की ताकत सरस्वती और कलम में है
आंदोलन और फरसा से नहीं, इनसे बचिए।
आप अपने बुद्धि और विवेक से काम लीजिए,
और अपने बच्चों को शिक्षित कीजिए।
~ विधायक, प्रशांत किशोर (जन सुराज पार्टी)
Sonit Panigrahy retweeted
ଏବେ ସାରା ଓଡ଼ିଶାରେ ମଣ୍ଡଳସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ ଚାଲିଛି। ପିଲାମାନଙ୍କର ପ୍ରଦର୍ଶନ ଭଲ ଲାଗୁଛି, ବିଶେଷକରି ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ସେମାନଙ୍କର ନାଚଗୀତ ମନମୋହୁଛି।
ବହୁ ସ୍ଥାନରୁ ବନ୍ଧୁମାନେ ଭିଡିଓ ପଠାଉଛନ୍ତି; “ସୁରଭି” ମଞ୍ଚରେ ମୋର ଗୀତ “ଭାଷା ସଂଗୀତ”ର ଉପସ୍ଥାପନା ଅଧିକ ଖୁସି ଦେଉଛି।
ତଳ ଭିଡିଓଟି ବାଲେଶ୍ୱର ଜିଲ୍ଲା ଭୋଗରାଇରୁ। ଶେଷରେ ଗୀତର ବ୍ୟବହାର ହୋଇଛି।
ଯେଉଁମାନେ ଭାଷା ସଂଗୀତ ଶୁଣିନାହାନ୍ତି ତଳ ଲିଙ୍କ୍ରେ ପାଇପାରିବେ।
youtube.com/watch?v=4slSrFUh…
#OdiaBhashaAnthem #ଭାଷାସଂଗୀତ
Sonit Panigrahy retweeted
Odisha lost Saraikela,Kharsuan to Hinthi
Odisha lost Icchapur,Manjusa,Palasa to Telugu
Odish lost many parts to Madhya Pradesh(now Chht'garh) & WB
The 1 common link btwn all of these losses>Language
Evn after losing so much Odias didnt undrstand d importance of Odia language.
Sonit Panigrahy retweeted
ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇ ଉଚ୍ଚଶିକ୍ଷା ଓ ନିଯୁକ୍ତି ସମସ୍ୟା ଉପରେ କଥା ହେବାକୁ ସମୟ ନାହିଁ, ସଂସ୍କୃତି ମନ୍ତ୍ରୀ ହୋଇ ସଂସ୍କୃତି ବିଷୟରେ କିଛି କହୁନାହାନ୍ତି, କ୍ରୀଡ଼ା ମନ୍ତ୍ରୀ ହୋଇ ଖେଳ ଓ ଖେଳାଳିଙ୍କ ସମସ୍ୟା ଉପରେ କିଛି କହୁନାହାନ୍ତି। କିନ୍ତୁ ବାବୁ ଆମର ଭାଷଣ ଦେଉଛନ୍ତି ବାତ୍ୟାରୁ କେମିତି ରକ୍ଷା ପାଇବା!
ବାତ୍ୟା ସମୟରେ ଲୋକଙ୍କୁ ସଚେତନ କରିବା ନିଶ୍ଚିତ ଭାବେ ଆବଶ୍ୟକ। କିନ୍ତୁ ପ୍ରଶ୍ନ ହେଉଛି ନିଜ ବିଭାଗର ଦାୟିତ୍ୱ କେବେ ତୁଲିବେ ମନ୍ତ୍ରୀ ମହୋଦୟ ?
ଶିକ୍ଷିତ ଯୁବକଯୁବତୀଙ୍କ ଭବିଷ୍ୟତ, ବେକାରୀ ସମସ୍ୟା ଓ ଦୀର୍ଘଦିନ ଧରି ପଡ଼ିରହିଥିବା ନିଯୁକ୍ତି ପ୍ରକ୍ରିୟାର ଉତ୍ତର କିଏ ଦେବ ?
Sonit Panigrahy retweeted
Deeply concerned by the devastation caused by Cyclone Arnab in Andhra Pradesh and the heavy rainfall and flooding in Odisha.
My heartfelt condolences to the families who have lost their loved ones. My thoughts are with everyone affected, those who have lost their homes, livelihoods and a sense of security.
I urge the governments to ensure swift relief and rehabilitation for every affected family during this difficult time.
Sonit Panigrahy retweeted
While we are discussing floods in Ganjam, Gajapati and the devastations on social-media. The Andhra Govt has already started its national level PR on its 10 thousand crores worth damage due to the cyclone.
Perhaps, a big demand from @ncbn to the central govt is being pushed while our CM & Dpty CM in Odisha are busy making reels in Hindi to please the Big Two in New Delhi.
God Save Odisha 🙏
#CycloneArnab #GanjamFlood #Odisha
Sonit Panigrahy retweeted
ଏହି ନାଟକରେ ନୃସିଂହ ଅବତାର ଚରିତ ଓଡ଼ିଶୀ ସଙ୍ଗୀତର ପ୍ରାୟ ୩୦ ଗୋଟି ପାରମ୍ପରିକ ରାଗ ରାଗିଣୀ ଆଧାରିତ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗୀତ ମାଧ୍ୟମରେ ପରିବେଷିତ ହୁଏ ।
ଏହା ଉପରେ ଡଃ ସୁରେଶ ବଳବନ୍ତରାୟ ଓ ଆମେରିକାର ଡଃ ଜନ ବ୍ରାଉନ ବିଶ୍ୱବିଦ୍ୟାଳୟ ପ୍ରହ୍ଲାଦ ନାଟକ ଉପରେ ଗବେଷଣା କରି ଏହା ବିଷୟରେ ଅନେକ ଅଜଣା ତଥ୍ୟ ଲୋକଲୋଚନକୁ ଆଣିଥିଲେ ।
Sonit Panigrahy retweeted
ପ୍ରହଲ୍ଲାଦ ନାଟକ' ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ପାରମ୍ପରିକ ଲୋକନାଟ୍ୟ । ଭଗବାନ ବିଷ୍ଣୁଙ୍କର ନୃସିଂହ ଅବତାର ଏବଂ ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତିର କାହାଣୀ ଉପରେ ଏହି ନାଟକ ଆଧାରିତ।
୧ ନଭେମ୍ବର ୨୦୨୬ ଭୁବନେଶ୍ବରରେ ।
teapawt.net/Sonit/status/211312957…
Sonit Panigrahy retweeted
Replying to @hamsanandi
Yes. I hadn't a clue about Odissi Nata five years ago. Later realised it was only popular in Ganjam district of Odisha and was falling out of use rapidly. Learned from Prahallada Nataka gurus. Mostly employed in vira rasa.
Sonit Panigrahy retweeted
Small rendition of a melancholic vātsalya song from Prahallada Nataka— in which the mother Lilabati beseeches her son to forget Hari for his own good. Preceded by the Rāga-dhyāna of Kāmodi in Skt and Odia following Odissi tradition & shastras. 1/2 #OdissiMusic


























