#ମୋ_ଡାକ୍ତର🩺 retweeted
What a talent Sadhu Tiwari.
Wrote the Lyrics
Composed the music
Gave the vocals.
Such a multifaceted talent, to create this generational bhajan!
#ମୋ_ଡାକ୍ତର🩺 retweeted
#ନେପାଳ_ପ୍ରଳୟ:#ଓଡ଼ିଆ_ଦମ୍ପତି_ନିଖୋଜ
-ନେପାଳର ରସୁୱାରେ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଶା ଦମ୍ପତି ନିଖୋଜ
-ଖୋର୍ଦ୍ଧା ଜିଲ୍ଲାର ୨ ଜଣ ନିଖୋଜ ହୋଇଥିବା ସରକାରଙ୍କ ସୂଚନା
-ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ କାଠମାଣ୍ଡୁ ଯାଇ ନିଖୋଜ
-ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେବା ଓ ନେବା ପାଇଁ ଜରୁରୀ ନମ୍ୱର ଜାରି
-ଜରୁରୀ ନଂ ୦୧୧-୨୩୦୧୨୮୦୭/୭୪୨୮୧୩୫୦୪୪/୮୫୨୭୫୮୦୨୪୫
-ଓଡ଼ିଶା ପରିବାର ନୋଡାଲ ଅଧିକାରୀ ପ୍ରିତିଶ ପଣ୍ଡା ସ୍ୱତନ୍ତ୍ର ଭାବେ ନିୟୋଜିତ
-ନୂଆଦିଲ୍ଲୀ ଓଡ଼ିଶା ନିବାସରେ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା
#OdishaCoupleMissing #NepalFloods #RasuwaFloods #Khordha #OTV
#ମୋ_ଡାକ୍ତର🩺 retweeted
Video of the day ❤️
Listen to Yato Wangnao from Nagaland sing the National Anthem on 80th Independence Day.
Replying to @DM_Mayurbhanj
@DM_Mayurbhanj
We are a non-profit organisation running a free school for underprivileged children. We had requested your kind intervention for the construction of RCC road to our school, but no progress has been made despite your clear instructions to BDO.
@CMO_Odisha
#ମୋ_ଡାକ୍ତର🩺 retweeted
#ରଥଯାତ୍ରା
#ମହାପ୍ରଭୁ
ପବିତ୍ର #ହେରାପଞ୍ଚମୀ ର ଶୁଭେଚ୍ଛା। ମା ପରମଲକ୍ଷ୍ମୀ ସମସ୍ତଙ୍କ ମଙ୍ଗଳ କରନ୍ତୁ।
ମା ପରମଲକ୍ଷ୍ମୀ (ମହାଲକ୍ଷ୍ମୀ) ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ରଥଯାତ୍ରାର ପଞ୍ଚମଦିନ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଥିବାରୁ ଷଷ୍ଠୀ/ସପ୍ତମୀ ସତ୍ତ୍ବେ ଏହି ଦିବସକୁ ହେରାପଞ୍ଚମୀ ବୋଲି ନାମିତ କରାଯାଇଛି ।
ମହାପ୍ରଭୁଙ୍କ ଜନ୍ମସ୍ଥଳୀ ନିମନ୍ତେ ମହାଲକ୍ଷ୍ମୀଙ୍କ ଏହା ଏକ ଔପଚାରିକ ଭ୍ରମଣ ଅଟେ, ଯାହାକୁ ନାଟକୀୟ କରିବା ନିମନ୍ତେ ରାଗିଯାଇ ଫେରି ଆସିବା ପାଇଁ କହିବା, ରଥର ଚକ ଭାଙ୍ଗିବା, ଗୋପନୀୟ ରାସ୍ତା (ହେରା ଗୋହିରା, ଅପଭ୍ରଂସିତ ହରଗୌରୀ ସାହି) ରେ ଫେରିବା ଆଦି ଦୃଶ୍ୟକୁ ଐଶ୍ବରୀୟ ନାଟକ ପରମ୍ପରାରେ ଅନ୍ତର୍ଭୁକ୍ତ କରାଯାଇ ବିଷୟଟିକୁ ରୋଚକ କରା ଯାଇଛି।
ହେରା' ‘ହେରଣ’, ଓ ‘ହେରଣା’ ଆଦି ଶବ୍ଦ ପ୍ରାଚୀନ ଓଡ଼ିଆ ଭାଷାରେ ଦର୍ଶନ ବା ଦେଖିବା ଅର୍ଥରେ ବ୍ୟବହୃତ ହେଉଥିଲା। ଦେଖାହେବା ବା ଦର୍ଶନ କରିବା ବିଧିକୁ ଶ୍ରୀମନ୍ଦିର ଭାଷା (ପ୍ରାଚୀନ ଓଡ଼ିଆ) ରେ 'ହେରା' କୁହାଯାଏ।
ଚିତ୍ର @BijayBiswaal
#ମୋ_ଡାକ୍ତର🩺 retweeted
ପବିତ୍ର #ଦେବସ୍ନାନପୂର୍ଣ୍ଣିମା୨୦୨୬ ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ #ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ଡାଇଭର୍ସନ, ସୁରକ୍ଷିତ ଯାତାୟାତ ଓ ନିର୍ଦ୍ଧାରିତ ପାର୍କିଂ ବ୍ୟବସ୍ଥା କରାଯାଇଛି। @prsprateek
#RathaJatra2026 #JagannathPuri #OdishaPolice
#ମୋ_ଡାକ୍ତର🩺 retweeted
These days, Instagram handles from West Bengal are writing better scripts than Bollywood 😂
#ମୋ_ଡାକ୍ତର🩺 retweeted
जो सोचते हैं कि हिन्दू बड़ी डरपोक कौम है, उन्हें पता होना चाहिए कि हम हिंदू AK-47 के सामने भी अपना असली नाम बताते हैं और मुसलमान ठेले पर सामान बेचने के लिए भी अपना नाम और पहचान बदल लेते हैं 🚩🚩
मुझे गर्व है अपने हिन्दू होने पर 🙌🙏🏼🚩
#ମୋ_ଡାକ୍ତର🩺 retweeted
ଯେତେଥର ବାଲାନ୍ସ କେତେ ଅଛି, NREGS ଟଙ୍କା ଆସିଲା କି ନାହିଁ, ସୁଭଦ୍ରା ଟଙ୍କା ଆସିଲା କି ନାହିଁ ପଚାରିବାକୁ ବ୍ୟାଙ୍କ୍ ଯାଉଛନ୍ତି ସେଥିରୁ ଏକ ଦଶମାଂଶ ଥର, ମୋ ଆକାଉଣ୍ଟ ରେ ନୋମିନି କିଏ ଅଛି, କେମିତି ବଦଳେଇ ହେବ ପଚାରିଲେ ଅନେକ ଅସୁବିଧା ରୁ ଆପଣଙ୍କ ପରିବାର ଲୋକ ବଞ୍ଚି ପାରିବେ।
#ମୋ_ଡାକ୍ତର🩺 retweeted
One unit AB Negative blood needed at SCB medical Cuttack .
9938504795
@BloodDonorsIn @biswa4evr @drdeepak81 @odisha_police @OdishaWeather7 @pureodiasaswata @usd0705 @MohanMOdisha @MahalingMukesh @Himanshu4Odisha @BinayakSahoo @NisthaPariwar @arunbothra @indiacares_2020
#ମୋ_ଡାକ୍ତର🩺 retweeted
A viral video from Uzbekistan is catching attention on social media, showing a group of talented boys playing a popular Indian song. In the clip, the boys perform the melody together using musical instruments, giving the Indian track their own unique touch.
#ମୋ_ଡାକ୍ତର🩺 retweeted
ହିନ୍ଦୋଳ ରାଜବାଟି ଯିବାପାଇଁ ସୁଯୋଗ ମିଳିଥିଲା Aitiha ଟିମ୍ ସହ l ବ୍ରିଟିଶ ଶାସନ ସମୟରେ ହିନ୍ଦୋଳ ଏକ ଗଡ଼ଜାତ ରାଜ୍ୟ ଥିଲା ଯାହା ଏବେ ଅଛି ଢେଙ୍କାନାଳ ଜିଲ୍ଲାରେ l ବର୍ତ୍ତମାନର ରାଜା ଶ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ ନିଜ ମୂଲ୍ୟବାନ ସମୟ ଦେଇଥିଲେ ଓ ଅନେକ ସମୟ ଧରି ଗପିଥିଲେ ନିଜ ରାଜବଂଶର ବଂଶାବଳୀ ଓ ରାଜପ୍ରସାଦ ବିଷୟରେ l
1/n
#ମୋ_ଡାକ୍ତର🩺 retweeted
(1) Ok – so now that we know that no one is going to do ANYTHING about the stray dog menace, and we are basically on our own, let’s try and get our basics around what to do in case of an animal bite right. As always, first things first...
#ମୋ_ଡାକ୍ତର🩺 retweeted
Lost a dear friend & our SCB Batchmate Dr.Padma Das. A beautiful human being & a brilliant doctor. She was a faculty at AIIMS Raipur, can't believe she's no more. Life is so unpredictable. May her divine soul rest in peace & give strength to the bereaved family. Om Shanti🙏
#ମୋ_ଡାକ୍ତର🩺 retweeted
ମୁମ୍ବାଇରେ ଜଣେ ଯୁବତୀ ଙ୍କ ବାୟୋଡାଟା, ଇଣ୍ଡିଗୋ ଏଆରଲାଇନ୍ ର ଡେସ୍କ ଟିକେଟିଂ ଅଫିସର ଚାକିରି ପାଇଁ ମନୋନୀତ ହେଲା, ଅନଲାଇନ୍ ଇଣ୍ଟରଭିଉ ହେଲା, ଅଫର ଲେଟର ବି ମିଳିଗଲା, ମେଡ଼ିକାଲ ଫିଟନେସ ଟେଷ୍ଟ ଓ ଟେନିଂ ର ଖର୍ଚ୍ଚ ବାବଦକୁ ତାଙ୍କୁ 70,000 ଟଙ୍କା ଡିପୋଜିଟ କରିବାକୁ କୁହାଗଲା। ମହିଳା ଜଣକ ଗୁଗଲ ପେ ରେ ଟଙ୍କା ବି ଦେଲେ, ଟଙ୍କା ଦେଲା ପରେ ଜାଣିଲେ ଯେ ସେ ସାଇବର ଠକାମୀର ଶିକାର ହୋଇଛନ୍ତି।
ମହିଳା ପୁଲିସ ରେ ଏତଲା ଦେଲେ, ପୁଲିସ ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ସେ ଟଙ୍କା ଆସିଛି ଗଜପତି ଜିଲ୍ଲା ର ଜଣେ ମହିଳା ଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ। ପୁଲିସ୍ କାର୍ଯ୍ୟକାରିତା ହିସାବରେ ସଂପୃକ୍ତ ଆକାଉଣ୍ଟ୍ ଙ୍କୁ କୁ ହୋଲ୍ଡ କରିବା ଓ ସଂପୃକ୍ତ ମହିଳାଙ୍କୁ ଅବଗତ କରିବା ପାଇଁ ମହିଳାଙ୍କ ଆକାଉଣ୍ଟ୍ ଥିବା ବ୍ୟାଙ୍କ୍ କୁ ଚିଠି ପଠାଗଲା।
ଚିଠି ଆସି ପହଞ୍ଚିଲା ମୋ ଟେବୁଲ୍ ଉପରେ, ସଂପୃକ୍ତ ଗ୍ରାହକ ଙ୍କୁ ଫୋନ୍ କଲି, ନମ୍ବର୍ ଲାଗିଲା ନାହିଁ। ଖବର ଦେଇ ଡକେଇ ପଠେଇଲା ପରେ ମହିଳା ଆସି ପହଞ୍ଚିଲେ, ଆଦିବାସୀ ବହୁଳ ଅଞ୍ଚଳର ଜଣେ ଗ୍ରାମବାସୀ, ସାକ୍ଷରତା କହିଲେ କେବଳ ନିଜ ନାମ ଲେଖି ପାରିବେ। ସେ ଯେ ଏହି ସାଇବର ଅପରାଧ କରିଥିବେ ବୋଲି ବିଶ୍ୱାସ କରିବା କଷ୍ଟ ହେଲା, ଅନେକ ଥର ପଚାରିବା ବି ଟଙ୍କା କୋଉଠୁ ଆସିଛି ପ୍ରଶ୍ନର କିଛି ସନ୍ତୋଷ ମୂଳକ ଉତ୍ତର ମିଳିଲା ନାହିଁ, ବହୁ ସମୟ ପରେ ଘଟଣାର ଗମ୍ଭୀରତା ବୁଝେଇଲା ପରେ ମହିଳା କହିଲେ ଯେ, ତାଙ୍କ ପୁଅ କଲିକତାରେ କାମ କରେ, ପୁଅ ସହ କାମକରୁଥିବା ଜଣେ କର୍ମଚାରୀ କହିଲେ ଯେ ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ବର୍ ଦେଲେ , ସେଥିରେ ଟଙ୍କା ଆସିବ। ସେ ଟଙ୍କା ଉଠେଇକି ତାଙ୍କୁ ଦେଲେ ଆମକୁ ୫୦୦୦ କମିଶନ ମିଳିବ।
ଏବେ ମୁମ୍ବାଇ ପୁଲିସ ତରଫରୁ ଆସିଥିବା ଚିଠିରେ ଲେଖା ଅଛି, ୨୧ ଦିନ ଭିତରେ ତଦନ୍ତରେ ସହଯୋଗ ପାଇଁ ଓଡିଶା ପୁଲିସ୍ ସାଇବର କ୍ରାଇମ୍ ଡିଭିଜନ୍ ଅଫିସ୍ ଭୁବନେଶ୍ବରରେ ଯାଇ ଦେଖା ନକଲେ ଗିରଫ ପରୱାନା ଜାରି ହେବ।
#ମୋ_ଡାକ୍ତର🩺 retweeted
अविचल संकल्प, निर्णायक प्रतिकार।
Unwavering Resolve,
Decisive Action.
#OperationSindoor
#JusticeServed
#IndianArmy































