
🇮🇳 ଐତିହ୍ୟ ଆଗ୍ରହୀ🛕 ପେସାରେ ଶିକ୍ଷକ 👨🏫 ପୁସ୍ତକ ପ୍ରିୟ 📚 ଚାହା ପ୍ରେମୀ ☕️ ଧୋନି ପଙ୍ଖା ❤️ ଗର୍ବିତ ଓଡ଼ିଆ 🙏 ଜୟ ମା ତାରାତାରିଣୀ 🚩 @ganjamcalling
Chatrapur, Odisha
Joined August 2009
- Tweets10.8K
- Following427
- Followers838
- Likes30.7K
Pinned Tweet
#WorldTourismDay
ବିଶ୍ଵ ପର୍ଯଟନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର କିଛି ଦର୍ଶନୀୟ ସ୍ଥାନ ବିଷୟରେ ଗୋଟିଏ ତାଲିକା କରିଛି। କଳା, ସଂସ୍କୃତି, ଐତିହ ଓ ସୌନ୍ଦର୍ଯ୍ୟରେ ଭରା ଏଇ ଗଞ୍ଜାମରେ ଅନେକ ସୁନ୍ଦର ସ୍ଥାନ ଅଛି ବୁଲିବା ପାଇଁ। ତା ସହ ମୋ ଗ୍ୟାଲେରୀରୁ କିଛି ଫୋଟୋ। #mobilephotography
@odisha_tourism
@TourismDptt
Thread
ନାରଣ ମାଷ୍ଟ୍ରେ retweeted
There are some fake news and misleading information being circulated regarding conduct of #OSSTET 2026. As scheduled, the OSSTET -2026 exam will be conducted on 30.09.2026. Please ignore such fake news. Here is the video statement from the President, BSE, Odisha.
ନାରଣ ମାଷ୍ଟ୍ରେ retweeted
The 5-day face-to-face first week of the 9-week blended district-level ELEC programme was launched across all 30 districts of Odisha, conducted by State Institute of Languages and Teacher Training (SILTT), Bhubaneswar, in collaboration with Azim Premji University, Bengaluru.
The programme will cover 1,800 Elementary Teachers, supported by 60 Key Resource Persons and 120 Mentors, with a focus on building teachers’ confidence in using English for self-expression and effective teaching-learning practices.
ନାରଣ ମାଷ୍ଟ୍ରେ retweeted
Looking for your name in the Odisha draft SIR voter list released today? Here’s how to check:
1. Visit ceoodisha.nic.in/en/
2. Click on “View Electoral Roll” on the left side (see Pic 1)
3. A new window will open (Pic 2). Enter the required details and search for your name
Note: The portal displays the entire voter list of your polling booth, so you’ll need to search for your name within the list.
The “draft” electoral roll for Odisha has been published following the SIR process.
Check your name in the draft electoral roll on the CEO Odisha website (ceoodisha dot nic dot in) as shown in the screenshot below.
If your name has been wrongly deleted or there are any errors, file your claim or objection between July 5 and August 4.
Every vote matters. Don’t wait until election day to find out your name is missing.
ଏ ଖବର ଶୁଣି ସମ୍ପୂର୍ଣ୍ଣ ସ୍ତବ୍ଧ l IIC ବ୍ୟୁଟି ମହାନ୍ତି ଙ୍କ ଭଳି ଜଣେ କର୍ମଠ ଓ ଦୃଢ଼ ମାନସିକତା ଥିବା ବ୍ୟକ୍ତି କିଭଳି ଏପରି ନିଷ୍ପତି ନେଇପାରିଲେ, ବିଲକୁଲ ବିଶ୍ୱାସ କରିହେଉନି l
ସିଏ ବହୁତ ଷ୍ଟ୍ରଙ୍ଗ୍, କାହିଁକି ଏମିତି ନିଷ୍ପତ୍ତି...| IIC Beauty Mohanty's Sister Reaction | Cuttack News
#IICBeauty #BeautyMohanty #OdishaPolice #Investigation #CuttackNews #BreakingNews #OdishaNews #PoliceProbe #CrimeNews #LatestUpdate #PrameyaNews7 #LatestNews #sisterreaction #sweetymohanty
8
352
ନାରଣ ମାଷ୍ଟ୍ରେ retweeted
Coastal erosion at Podampeta, now a ghost village in #Odisha's Ganjam district ....a story of climate change!
ଏଇଟା ହେଉଛି 'କୌଶଳ ବୋଧ ' ( ଧନ୍ଦା ମୂଳକ ଶିକ୍ଷା ବା vocational education) ଏଥିରେ ଗୋଟିଏ ବିଷୟ ଅଛି - ' ଅଗ୍ନି ବିହୀନ ରୋଷେଇ ' ଯେଉଁଥିରେ ଲସି ବନେଇବା, ସାଲାଡ୍ ବନେଇବା, ଚାଟ୍ ବନେଇବା, ଝାଲମୁଡ଼ି ବନେଇବା ଆଦି ଅଛି l
ଷଷ୍ଠ ଶ୍ରେଣୀ ବହିରେ ୧୨୫ ନମ୍ବର ପୃଷ୍ଠାରେ ଝାଲମୁଢ଼ି କିପରି ପ୍ରସ୍ତୁତ କରାଯାଏ ତାହା ରହିଛି। ଶୁଣନ୍ତୁ କ’ଣ କହିଛନ୍ତି ପିଲା।
#Jhalmuri #SchoolEducation #StudentVoice #Textbook #ActivityBasedLearning #EducationDebate #OTV
ନାରଣ ମାଷ୍ଟ୍ରେ retweeted
Replying to @KantInEastt
Media is misleading. The statement is given as TRUE or FALSE statement.
ନାରଣ ମାଷ୍ଟ୍ରେ retweeted
ବାପା ବିରି ବାଟିଲେ ଅସୁବିଧା କଣ l ଘରେ ଆପଣଙ୍କ ବାପା ଘର କାମରେ ସହାୟତା କରୁନାହାନ୍ତି କି ? ଆମେ ପିଲାଙ୍କ ମନରେ କାହିଁକି gender role fix କରିବା ଯେ ପୁଅଟେ ଏସବୁ କାମ କରିବ, ଝିଅଟେ ସେ ସବୁ କାମ କରିବ l ଟିକିଏ ଭଲରେ ଚିନ୍ତା କରନ୍ତୁ l ସମାଜରୁ ଲିଙ୍ଗଗତ ବୈଷମତା କିଭଳି ଦୂର ହେବ ?
ବାପା ବିରି ବାଟିଲେ ଅସୁବିଧା କଣ l ଘରେ ଆପଣଙ୍କ ବାପା ଘର କାମରେ ସହାୟତା କରୁନାହାନ୍ତି କି ? ଆମେ ପିଲାଙ୍କ ମନରେ କାହିଁକି gender role fix କରିବା ଯେ ପୁଅଟେ ଏସବୁ କାମ କରିବ, ଝିଅଟେ ସେ ସବୁ କାମ କରିବ l ଟିକିଏ ଭଲରେ ଚିନ୍ତା କରନ୍ତୁ l ସମାଜରୁ ଲିଙ୍ଗଗତ ବୈଷମତା କିଭଳି ଦୂର ହେବ ?
ନାରଣ ମାଷ୍ଟ୍ରେ retweeted
ଆକ୍ରୋଶ ମୂଳକ ଭାବେ ଜଣେ ସଚ୍ଚୋଟ ଏବଂ କର୍ମଠ ଅଧିକାରୀ ମନୋଜ ପାଢ଼ୀଙ୍କୁ ଷଡ଼ଯନ୍ତ୍ର ପୂର୍ଣ୍ଣ ଭାବେ ବଦନାମ କରାଯାଉଛି। କିନ୍ତୁ ପୁସ୍ତକ ପ୍ରଣୟନର ମୁଖ୍ୟ ସଂଯୋଜକ ସରକାର ସମେତ ନିର୍ଦ୍ଦେଶକଙ୍କୁ ବଦନାମ କରିଥିବା ସ୍ପଷ୍ଟ ଇଂଗିତ ହେଉଛି।
@MohanMOdisha @CMO_Odisha ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ମନୋଜ ପାଢ଼ୀ ନିର୍ଦ୍ଦେଶକ ଥିବା ସମୟରେ ରାଜ୍ୟର ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡିକରେ ପଦବୀ ସଂଖ୍ୟା ବୃଦ୍ଧି ସହ ଭିତ୍ତିଭୂମିର ବିକାଶ ପାଇଁ ଯୋଜନା କରି ସଫଳତା ଅର୍ଜନ କରିଛନ୍ତି। ଅନେକ ପ୍ରଶିକ୍ଷଣ ମାଧ୍ୟମରେ ପୁନଃର୍ବଳନ କାର୍ଯ୍ୟକ୍ରମ କରିଛନ୍ତି। ସେ ମାତ୍ରାଧିକ ସମୟ କାର୍ଯ୍ୟ କରାଇଥୁବା ଯୋଗୁଁ ଉପନିର୍ଦ୍ଦେଶକ ଏବଂ ସହ ନିର୍ଦ୍ଦେଶକ ମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଠକ ଅଧିକାରୀ ମାନଙ୍କ ପାଇଁ ଶତୃ ପାଲଟି ଯାଇଥିଲେ। କେଉଁ ଅଧିକାରୀମାନେ ସେଠାରେ ୫ ବର୍ଷ ଠାରୁ ଅଧିକ ସମୟ ରହିଛନ୍ତି ତାହାର ତର୍ଜମା ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସମୀକ୍ଷା କରିଲେ ଅସଲ ଷଡଯନ୍ତ୍ରର ମୂଳକାରଣରେ ପହଞ୍ଚିବାରେ ନିଃସନ୍ଦେହରେ ସମର୍ଥ ହେବେ।
ବ୍ୟକ୍ତିଗତ ଭାବରେ OAS ମନୋଜ ପାଢ଼ୀଙ୍କୁ ଜାଣିଛି ସେ ଭାରୀ କଠୋର, କର୍ମଠ ଏବଂ ସଚ୍ଚୋଟ ଅଧିକାରୀ। ସେ ରଂଗେଇଲୁଣ୍ଡା ବିଡିଓ ଥିବା ସମୟରେ ବ୍ଳକ ଶିକ୍ଷକ ସଂଘର ସଭାପତି ଥିଲି। ଏଠାରେ ମଧ୍ୟ ଥିବା ସମୟରେ ଦୁର୍ନୀତିକୁ ପ୍ରଶୟ ଦେଉନଥିଲେ ଏବଂ ସମୟାନୁବର୍ତ୍ତିତା ଥିଲେ ବୋଲି ଅନେକଙ୍କ ଶତୃ ପାଲଟି ଯାଇଥିଲେ।
@SMEOdisha @GovernorOdisha
ପୁସ୍ତକ ପ୍ରକାଶନ ଦାୟିତ୍ବରେ ଥିବା କର୍ମଚାରୀ ମାନେ ୨୦-୨୫ ବର୍ଷ ହେଲାଣି ଦାୟିତ୍ବରେ ରହିଛନ୍ତି। ସେମାନେ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।
#Book #TextBookMistake #Odisha #OTV
ଭଉଣୀ, ଇଂରାଜୀ ଭାଷା ଶିକ୍ଷଣ କାମ ଶିକ୍ଷକଙ୍କୁ ଛାଡ଼ନ୍ତୁ।
Class 5th Pallavi, Chapter 9 The Swing (Page 123 - 134) ଶେଷରେ ପିଲାଙ୍କୁ ଏକ ଦୋଳି ଚିତ୍ର କରି ରଙ୍ଗ ଦେବାକୁ କୁହାଯାଇଛି ଓ ଆମ ରାଜ୍ୟର ଏକ ସାଂସ୍କୃତିକ ପରମ୍ପରା "ରଜ ଦୋଳି ଗୀତ" ସହ ଯୋଡ଼ିବାକୁ ଚେଷ୍ଟା କରାଯାଇଛି l
Those who remember of the congress rule in Odisha in the 80s and 90s would never vote for congress again.




























